Home

ଏବର୍ଷ ଅଧିକ ତାତି: ଆଇଏମଡି…

ନୂଆଦିଲ୍ଲୀ,୧।୪ : ପାଣିପାଗ ବିଭାଗ ଅନୁଯାୟୀ ଚଳିତ ବର୍ଷ ଅତ୍ୟଧିକ ତାତି ଅନୁଭୁତ ହେବ। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) କହିଛି ଯେ ଚଳିତ ବର୍ଷ ଏପ୍ରିଲରୁ ଜୁନ ମଧ୍ୟରେ ସର୍ବାଧିକ ତାପମାତ୍ରା ଅନୁଭୁତ ହେବ। ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ତଥାପି,…

ଚାଷୀଙ୍କ ଆକାଉଣ୍ଟକୁ ଗଲା ‘କାଳିଆ’ ଟଙ୍କା

ଭୁବନେଶ୍ୱର,୧ା୪(ବ୍ୟୁରୋ): ଉତ୍କଳ ଦିବସରେ ଖରିଫ ୨୦୨୩ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ‘କାଳିଆ’ ସହାୟତା ରାଶି ପ୍ରଦାନ କରିଛନ୍ତି। ୪୩ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୮୭୭ କୋଟି ଟଙ୍କାର ‘କାଳିଆ’ ସହାୟତା ଯାଇଥିବା ଜଣାପଡ଼ିଛି। ଝାରସୁଗୁଡ଼ା ବ୍ୟତୀତ…

ଭାରତ-ଚାଇନା ମୁଖ୍ୟ ସହଯୋଗୀ: ରୁଷିଆ…

ମସ୍କୋ,୧।୪ : ଭାରତ ଏବଂ ଚାଇନାକୁ ନିଜର ବନ୍ଧୁ ଭାବରେ ବର୍ଣ୍ଣନା କରି ରୁଷିଆ କହିଛି ଯେ ଏହି ଦୁଇ ଦେଶ ବିଶ୍ୱର ସାର୍ବଭୌମ ଶକ୍ତି କେନ୍ଦ୍ର। ବିସ୍ତୃତ ଭାବେ ଉଭୟ ଦେଶ ସହିତ ଆମର ସମ୍ପର୍କକୁ ଗଭୀର କରିବା ଏବଂ…

ଶ୍ରୀଲଙ୍କା ପାଇଁ ଆଇଏମଏଫ ସର୍ତ୍ତ ଉପରେ ପ୍ରଶ୍ନ ଉଠାଇଲେ ମାନବିକ ଅଧିକାର ସଂଗଠନ…

କଲମ୍ବୋ,୧।୪ : ଆମେନିଷ୍ଟ ଇଣ୍ଟରନ୍ୟାଶନାଲ ପରେ ବର୍ତ୍ତମାନ ଅନ୍ୟ ଏକ ଅଗ୍ରଣୀ ଅନ୍ତର୍ଜାତୀୟ ମାନବ ଅଧିକାର ସଂଗଠନ ହ୍ୟୁମାନ ରାଇଟ୍ସ ୱାଚ ମଧ୍ୟ ଶ୍ରୀଲଙ୍କାରେ ଥିବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମ ଉପରେ ପ୍ରଶ୍ନ କରିଛି। ହ୍ୟୁମାନ…

ସହଜରେ ଦୋଷମୁକ୍ତ ହେବେ ଟ୍ରମ୍ପ: ଆଇନ ବିଶେଷଜ୍ଞ…

ଓ୍ବାଶିଂଟନ,୧।୪ : ଅଭିନେତ୍ରୀ ଷ୍ଟର୍ମି ଡାନିଏଲ୍ସଙ୍କ ସହ ଥିବା ସମ୍ପର୍କକୁ ଘୋଡାଇବା ପାଇଁ ତାଙ୍କୁ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ଅର୍ଥ ମାମଲାରେ ଆଇନ ଜାଲରେ ଛନ୍ଦି ହୋଇଯାଇଛନ୍ତି। ତେବେ ଆଇନ ବିଶେଷଜ୍ଞଙ୍କ ଅନୁସାରେ ଡୋନାଲ୍ଡ ଟ୍ରମ୍ପ ଏହି…

ଆମେରିକାରେ ଘୂର୍ଣ୍ଣିଝଡ଼: ୪ ମୃତ, ୧୨ରୁ ଅଧିକ ଆହତ

ଓ୍ବାଶିଂଟନ,୧ା୪: ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼ ହୋଇ ବ୍ୟାପକ କ୍ଷତି ଘଟାଇଛି। ଆମେରିକାର ଲିଟିଲ ରକ୍‌, ଆର୍କାନ୍‌ସାସ ଏବଂ ପଡ଼ୋଶୀ ସହରରେ ପ୍ରବଳ ଘୂର୍ଣ୍ଣିଝଡ଼ ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଥିବା ଜଣେ ଅଧିକାରୀ କହିଛନ୍ତି।…

ସ୍ଥିତି ପୁଣି ଅଣାୟତ୍ତ: ସକ୍ରିୟ ମାମଲା ୧୬ ହଜାର ଟପିଲା…

ନୂଆଦିଲ୍ଲୀ, ୧।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେି ଦୈନିକ କରୋନା ସଂକ୍ରମଣ ମାମଲା ସାମାନ୍ୟ କମିଛି। ସେହିପରି ସକ୍ରିୟ…

ପ୍ରଥମଥର ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ଲାଗିଲା ଏତେ ବଡ଼ ଅପରାଧିକ ମାମଲା

ଓ୍ବାଶିଂଟନ,୧ା୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ବିବାଦ ଥମିବାର ନାଁ ନେଉନି। ଆସନ୍ତା ୨୦୨୪ ନିର୍ବାଚନ ପାଇଁ ଟ୍ରମ୍ପ ରଣକ୍ଷେତ୍ର ସଜାଡୁଥିବା ବେଳେ ଅପରାଧିକ ମାମଲାରେ କୋର୍ଟକୁ ଦୌଡୁଛନ୍ତି। ନ୍ୟୁୟର୍କର ଜଣେ ଗ୍ରାଣ୍ଡ ଜଜ୍‌ ଟ୍ରମ୍ପଙ୍କୁ ମାର୍ଚ୍ଚ ୩୧ରେ…

ଥରିଲା ନେପାଳ

କାଠମାଣ୍ଡୁ,୧ା୪: ନେପାଳର କାଠମାଣ୍ଡୁରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ୪.୫ ଥିଲା। ବର୍ତ୍ତମାନ ସୁଦ୍ଧା କୌଣସି ଧନ ଜୀବନ ନଷ୍ଟ ସମ୍ପର୍କରେ ସୂଚନା ମିଳିପାରିନାହିଁ। ନ୍ୟାଶନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜି ଟୁଇଟ୍‌ କରି କହିଛି, ଆଜି ପୂର୍ବାହ୍ନରେ…

ରାମ ନବମୀ ହିଂସା ବିରୋଧରେ ଆକ୍ସନ ମୁଡରେ ମମତା ସରକାର: ସିଆଇଡିକୁ ଯାଞ୍ଚ ହସ୍ତାନ୍ତର

କୋଲକାତା,୧।୪: ପଶ୍ଚିମବଙ୍ଗର ହାୱଡାରେ ହୋଇଥିବା ହିଂସା ପରେ ଏବେ ରାଜନୀତି ସରଗରମ ରହିିଛି। ଇତିମଧ୍ୟରେ ଶନିବାର ଏକ ବଡ ଖବର ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ହାୱଡାରେ ରାମ ନବମୀ ଦିନ ହୋଇଥିବା ହିଂସା ଘଟଣାର ଯାଞ୍ଚ କରିବ ସିଆଇଡି। ରାଜ୍ୟ ସରକାର…

ଭାଜପାରେ ସାମିଲ ହେବେ ଜେଡିଏସ୍‌ ବିଧାୟକ

ବେଙ୍ଗାଲୁରୁ,୧।୪: କର୍ନାଟକର ୨୨୪ ବିଧାନସଭା ଆସନ ପାଇଁ ମେ’ ୧୦ ରେ ଭୋଟ ଅନୁଷ୍ଠିତ ହେବ। ମେ’ ୧୩ରେ ନିର୍ବାଚନର ଫଳାଫଳ ଆସିବ। କିନ୍ତୁ ଏହା ପୂର୍ବରୁ ନେତାଙ୍କ ଦଳବଦଳ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଇତିମଧ୍ୟରେ କର୍ନାଟକର ଜେଡିଏସ୍‌ ବିଧାୟକ ଏ.ଟି.…

ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ସାସାରାମ କାର୍ଯ୍ୟକ୍ରମ ବାତିଲ

ପାଟନା,୧।୪: ବିହାରର ସାସାରାମ ଏବଂ ନାଳନ୍ଦାରେ ଶୁକ୍ରବାର ଅପରାହ୍ନରେ ରାମ ନବମୀ ଶୋଭାଯାତ୍ରର ସମୟରେ ସଂଘର୍ଷ ଘଟିଥିଲା। ଫଳରେ ସ୍ଥାନୀୟ ଦୁର୍ଘଟଣା ଯୋଗୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଉକ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଧାରା ୧୧ ଲାଗୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri