Home

ପାକିସ୍ତାନ ଜେଲରୁ ମୁକୁଳିଲେ ୧୯୮ ଭାରତୀୟ ଧୀବର…

ଇସଲାମାବାଦ/ନୂଆଦିଲ୍ଲୀ,୧୩।୫ : ପାକିସ୍ତାନ ସରକାର ଅଟାରୀ-ୱାଘା ସୀମା ଦେଇ ୧୯୮ ଜଣ ଭାରତୀୟ ଧୀବରଙ୍କୁ ମୁକ୍ତ କରିଛନ୍ତି। ଭାରତୀୟ ସାମଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗ ସେମାନଙ୍କ ବିରୋଧରେ ହୋଇଥିଲା। ସେମାନଙ୍କୁ ପାକିସ୍ତାନୀ କର୍ତ୍ତୃପକ୍ଷ ଗିରଫ କରିଥିଲେ। ଗୁରୁବାର ସାରେ…

କର୍ନାଟକ ନିର୍ବାଚନ ପାଲଟିଲା କଂଗ୍ରେସର ଲାଇଫ ଲାଇନ :ଏବେ ୫ ରାଜ୍ୟରେ ଗଡ଼ଜୟ ଆଶା ନେଇ ଯୋଜନା…

ବେଙ୍ଗାଲୁରୁ,୧୩।୫ : କର୍ନାଟକ ନିର୍ବାଚନର କଂଗ୍ରେସ ଏକ ପାଖିଆ କରି ଦେଇଛି। ହିମାଚଳ ପ୍ରଦେଶ ପରେ କର୍ନାଟକରେ ମଧ୍ୟ ଭାଜପା ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଗତ ଏକ ବର୍ଷ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ରାଜ୍ୟ ଯାହାର…

ନଦୀରୁ ପାଣି ପିଇ ଫେରୁଥିଲେ ହରିଣପଲ, ହଠାତ୍‌ ବୁଦା ଭିତରୁ ବାଘ ବାହାରି କଲା ଏମିତି, ଭିଡିଓ ଦେଖିଲେ…

ବେଳେବେଳେ ସୋସିଆଲ ମିଡିଆରେ ବିପଜ୍ଜନକ ପଶୁମାନଙ୍କ ମଧ୍ୟରେ ଲଢ଼େଇ ହେଉଥିବାର ଭିଡିଓ ଦେଖିବାକୁ ମିଳିଥାଏ। ଯଥା ବାଘ, ହାତୀ,କୁମ୍ଭୀର, ନେଉଳ, ସାପ ଆକ୍ରମଣର ଭିଡିଓ ଅନେକ ଦେଖିବାକୁ ମିଳିଥାଏ। ଏବେ ଯେଉଁ ଭିଡିଓଟି ଶେୟାର ହୋଇଛି ତାହା ଦେଖିଲେ ପାଦତଳୁ ମାଟି…

କର୍ନାଟକ ଫଳାଫଳ: କେଉଁଠି ଝୁଣ୍ଟିଲା ଭାଜପା ?…

ବେଙ୍ଗାଲୁରୁ,୧୩।୫ : କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳରେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠତା ମୁହାଁ ହୋଇଛି। ରାଜ୍ୟର ୩୬ ଟି ଗଣନା କେନ୍ଦ୍ରରେ ୨୨୪ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ ଗଣନା ଚାଲିଛି। ଭୋଟ ଗଣନାରେ ଯେଉଁ ଟ୍ରେଣ୍ଡରେ ବାହାରିଛି, ଭାରତୀୟ…

ଏମିତି ରେଷ୍ଟୁରାଣ୍ଟ, ଯେଉଁଠି ମୋଟା ଲୋକଙ୍କୁ ମିଳେନି ଅନୁମତି, କାରଣ ଜାଣିଲେ…

ଦୁନିଆରେ କିଛି ସ୍ଥାନରେ ଅନେକ ଅଜବ ନୀତି ନିୟମ ରହିଛି। ଯାହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଏପରି ଏକ ଅଜବ ରେଷ୍ଟୁରାଣ୍ଟ ରହିଛି, ଯେଉଁଠିକି ଲୋକଙ୍କୁ ଡ୍ରେସ୍‌ ଖୋଲି ଯିବାକୁ ପଡ଼ିଥାଏ। ଖାଲି ଏତିକି ନୁହେଁ,ମୋଟା…

ଆଜି ଘରୋଇ ପଡିଆରେ ଲକ୍ଷ୍ନୌକୁ ଭେଟିବ ହାଇଦ୍ରାବାଦ

ହାଇଦ୍ରାବାଦ,୧୩।୫: ଆଇପିଏଲର ୫୮ତମ ମ୍ୟାଚ ଶନିବାର ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ(ଏଲଏସ୍‌ଜି) ମଧ୍ୟରେ ଲଢେଇ ହେବ। ଏହି ମ୍ୟାଚ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ ହାଇଦ୍ରାବାଦରେ ଅପରାହ୍ନ ୩.୩୦ରେ ଖେଳାଯିବ। ତେବେ ଲକ୍ଷ୍ନୌ ପ୍ଲେ ଅଫ ଦୌଡରେ ରହିବାକୁ…

କର୍ନାଟକର ‘ସଙ୍କଟ ମୋଚକ’ ଡିକେ ଶିବକୁମାର

ବେଙ୍ଗାଲୁରୁ,୧୩।୫: କର୍ନାଟକ ବିଧାନସଭା ନିର୍ବାଚନରେ କଂଗେଅସର ବିଜୟ ପଥ ସୁଗମ ହୋଇଥିବା ବେଳେ ଏବେ ଚର୍ଚ୍ଚାକୁ ଆସିଛନ୍ତି ବରିଷ୍ଠ ନେତା ଡିକେ ଶିବକୁମାର। ଏମିତିତ ଅନେକ ନେତାଙ୍କ ନାମ ଚର୍ଚ୍ଚାକୁ ଆସୁଛି। ହେଲେ ଡିକେ ଶିବକୁମାରଙ୍କ ନାମ ସବୁଠାରୁ ଆଗରେ ରହିଛି।…

ମୋଦିଙ୍କୁ ଉପଯୁକ୍ତ ଜବାବ ଦେଲେ ବଜରଙ୍ଗବାଲୀଙ୍କ ଭକ୍ତ: କଂଗ୍ରେସ

ବେଙ୍ଗାଲୁରୁ,୧୩।୫: କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଭୋଟ ଗଣନା ଚାଲିଛି। ତେବେ କଂଗ୍ରେସ ମ୍ୟାଜିକ ନମ୍ବର ୧୧୩ ପାର କରିବା ସହ ଏବେ ୧୨୯ଟି ଆସନରେ ଆଗୁଆ ଥିବା ବେଳେ ଭାଜପା ୬୭ ଏବଂ ଜେଡିଏସ ୨୨ଟି ଆସନରେ ଲିଡ…

କାମଦେଲା ‘ଇମୋଶନାଲ ଟଚ’, ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ହାବଭାବ ଉପରେ ମୋହର ଲଗାଇଲେ କର୍ନାଟକ ଜନତା

ନୂଆଦିଲ୍ଲୀ,୧୩।୫: କର୍ଣ୍ଣାଟକ ବିଧାନସଭା ର୍ନିବାଚନର ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି। ଏଥିରେ କଂଗ୍ରେସ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା)କୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ସହ ପରାସ୍ତ କରୁଥିବା ଦେଖାଯାଉଛି। କଂଗ୍ରେସର ଏହି ବିଜୟକୁ ଦେଖି ଉତ୍ସବର ପରିବେଶ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା…

ଭାଜପାରୁ ପଙ୍ଗା ନେବା ପଡିଲା ଭାରି, ହାରିଗଲେ ଶେଟ୍ଟାର

ବେଙ୍ଗାଲୁରୁ,୧୩।୫: ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଅସନ୍ତୁଷ୍ଟ ହୋଇ କଂଗ୍ରେସରେ ଯୋଗଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦିଶ ଶେଟ୍ଟାରଙ୍କୁ ପଙ୍ଗା ନେବା ଭାରି ପଡିଛି। ଶେଟ୍ଟାର ହୁବଲି ଧାରବାଡ ସେଣ୍ଟ୍ରାଲ ସିଟରୁ ନିର୍ବାଚନ ହାରି ଯାଇଛନ୍ତି। ସେଠାରେ ତାଙ୍କୁ ଭାଜପାର ମହେଶ ଟେଂଗିନକଇ ବହୁ…

‘ଦକ୍ଷିଣ ଦ୍ୱାର’ରେ ଭାଜପାର ପ୍ରସ୍ଥାନ, କର୍ନାଟକରେ କଂଗ୍ରେସ କିଙ୍ଗ

ବେଙ୍ଗାଲୁରୁ,୧୩।୫: କର୍ନାଟକରେ ୧୨୨ ଆସନରେ କଂଗ୍ରେସ ବାଜି ମାରିଛି। ୭୦ଟି ଆସନରେ ଭାରତୀୟ ଜନତା ପାର୍ଟି(ଭାଜପା) ଆଗରେ ରହିଛି। କଂଗ୍ରେସରଏହି ବିଜୟକୁ ନେଇ ଡିକେ ଶିବକୁମାର ତାଙ୍କ ଘରୁ ଜନତାଙ୍କ ଅଭିବାଦନ ସ୍ବୀକାର କରିଛନ୍ତି। କର୍ନାଟକରେ କଂଗ୍ରେସର ବିଜୟ ପରେ ଛତିଶଗଡ଼…

ତିନି ବର୍ଷ ହେବ ଶୁଖିଲା ପଡିଥିବା ଇଥିଓପିଆ-ସୋମାଲିଆରେ ବନ୍ୟା, ଲକ୍ଷ ଲକ୍ଷ ଲୋକେ ଛାଡୁଛନ୍ତି ଦେଶ

ଆଦିସ ଅବାବା/ମୋଗାଦିସୁ,୧୩।୫: ଏବେ ଇଥିଓପିଆ ଏବଂ ସୋମାଲିଆରେ ବନ୍ୟା ହୋଇଛି। ଚଳିତ ବର୍ଷ ମାର୍ଚ୍ଚରେ ପ୍ରବଳ ବର୍ଷା ହେତୁ ଅଚାନକ ଆସିଥିବା ବନ୍ୟାରେ ବହୁ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ତିନି ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। କୁହାଯାଉଛି କି ଏଠାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri