ସମ୍ପତ୍ତି ହଡ଼ପ ନେଇ ବାରମ୍ବାର ଥାନାକୁ ଦୌଡ଼ି ନୟାନ୍ତ ରାଜଶ୍ରୀ କିନ୍ନର, ସମାଧାନ ନ ହେଲେ ଆତ୍ମାହୁତି ଧମକ
ବେଗୁନିଆପଡ଼ା,୧୦ା୬(ଡି.ଏନ୍.ଏ.): ଦୀର୍ଘ ୫ ବର୍ଷ ଧରି ଗଞ୍ଜାମ ଜିଲା ବେଗୁନିଆପଡ଼ା ଥାନାକୁ ବାରମ୍ବାର ଧାଇଁ ନୟାନ୍ତ ହୋଇପଡ଼ିଛନ୍ତି ଜଣେ କିନ୍ନର। କିନ୍ତୁ ବାହାରି ପାରୁନି ସମାଧାନର ବାଟ। ଗଞ୍ଜାମ ଜିଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ବୁରୁଝୁରୀ ପଞ୍ଚାୟତ ପି ନୂଆଗାଁର ରାଜଶ୍ରୀ…
‘ରାମାୟଣ’ରେ ରାମ ଚରିତ୍ରକୁ ସମାଲୋଚନା କଲେ କଙ୍ଗନା, ରଣବୀରଙ୍କୁ କହିଲେ ସ୍କିିନି ହ୍ବାଇଟ୍ ର଼୍ୟାଟ୍
ମୁମ୍ବାଇ: ନୀତେଶ ତୀଓ୍ବାରୀଙ୍କ ନିର୍ଦ୍ଦେଶିତ ଆଉ ଏକ ‘ରାମାୟଣ’କୁ ନେଇ ଫିଲ୍ମ ଆସିବାକୁ ଯାଉଛି। ଯେଉଁଥିରେ ବଲିଉଡର ଲଭ୍ ବାର୍ଡ ଆଲିୟା ଏବଂ ରଣବୀର ମୁଖ୍ୟ ଚରିତ୍ରରେ ଅଭିନୟ କରିବେ। ତେବେ ଏହାକୁ ସୋସିଆଲ ମିଡିଆରେ ସମାଲୋଚନା କରିଛନ୍ତି ବିବାଦୀୟ ଅଭିନେତ୍ରୀ…
ବାହାନଗା ବଜାର ଷ୍ଟେଶନରେ ଅଟକିବନି କୌଣସି ଟ୍ରେନ, ସିବିଆଇ କଲା ସିଲ, ଲଗ ବୁକ୍-ରିଲେ ପ୍ୟାନେଲ ଜବତ…
ବାହାନଗା,୧୦।୬ : ଓଡିଶାର ବାଲେଶ୍ୱର ଜିଲାର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣାର ଅନୁସନ୍ଧାନ କରୁଥିବା ସିବିଆଇ ଏବେ ଲଗ ବୁକ, ରିଲେ ପ୍ୟାନେଲ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ଜବତ କରିବା ପରେ ଷ୍ଟେଶନକୁ ସିଲ କରିଛି। ଫଳରେ ଏଣିକି ବାହାନଗା ବଜାର…
ଉଦ୍ଧବ ମୋ ସାନ ଭାଇ ଭଳି: ମହାରାଷ୍ଟ୍ର ଭାଜପା ପ୍ରମୁଖ…
ମୁମ୍ବାଇ,୧୦।୬ : ମହାରାଷ୍ଟ୍ର ଭାଜପା ପୁଣି ଥରେ ବିରୋଧୀଙ୍କୁ ଟାର୍ଗେଟ କରିଛି। ଭାଜପା ରାଜ୍ୟ ମୁଖ୍ୟ ଚନ୍ଦ୍ରଶେଖର ବାୱାନକୁଲେ ଶନିବାର ଶିବସେନା (ଉଦ୍ଧବ ଦଳ) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରି କହିଛନ୍ତି ବର୍ତ୍ତମାନ ସେ ଏପରି ସ୍ଥିତିରେ ଅଛନ୍ତି କଂଗ୍ରେସ…
ବରଣମାଳା ପିନ୍ଧାଇବା ସମୟରେ ବରଙ୍କ ସହ ଘଟିଲା ଏମିତି, କନ୍ୟା ଯାହା କଲେ, ଭିଡିଓ ଦେଖିଲେ…
ଆଗକାଳରେ ବିବାହ ସମୟରେ କନ୍ୟାଙ୍କୁ କେହି ଦେଖୁ ନ ଥିଲେ। ବିବାହ ସରିବା ପର୍ଯ୍ୟନ୍ତ କନ୍ୟାର ମୁହଁ ଓଢଣୀରେ ଢାଙ୍ଗି ହୋଇ ରହୁଥିଲା। ବର୍ତ୍ତମାନ ସମୟ ବଦଳିଛି। କନ୍ୟା ନାଚିବାଠାରୁ ଆରମ୍ଭ କରି ବୁଲେଟ୍ ଚଢ଼ି ଷ୍ଟେଜ୍କୁ ଆସିବା ଭିଡିଓ ବି…
ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ଲେଖିଲେ ଚିଠି, ‘୩୨ ବର୍ଷ ହେଲା ମା’ଙ୍କୁ ଦେଖିନାହିଁ, ଏବେ ଘରକୁ ଯିବାକୁ ଚାହୁଁଛି’
ଚେନ୍ନାଇ,୧୦।୬: ୩୨ବର୍ଷ ଧରି ମା’ଙ୍କୁ ଦେଖିନାହିଁ। ମୋତେ ଯିବାକୁ ଦିଅନ୍ତୁ। କୋହଭରା କଣ୍ଠରେ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ଏମ.ଟି ସନ୍ଥନ। ସେ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର…
ଜବରଦସ୍ତ ଧର୍ମାନ୍ତରୀକରଣ କରି ବିବାହ କରାଯାଇଥିବା ବାଳିକାଙ୍କୁ ମାତାପିତାଙ୍କ ସହ ଯିବାକୁ ମନା କଲେ ପାକିସ୍ତାନ କୋର୍ଟ…
ଇସଲାମାବା,୧୦।୬ : ପାକିସ୍ତାନରେ ହିନ୍ଦୁ ଯୁବତୀମାନଙ୍କୁ ଜବରଦସ୍ତଧର୍ମାନ୍ତରୀକରଣ କରିବା ଏବଂ ସେମାନଙ୍କୁ ମୁସଲମାନ ପୁଅମାନଙ୍କ ସହିତ ବିବାହ କରିବା ଘଟଣା ବଢ଼ିବାରେ ଲାଗିଛି। ନିକଟରେ ସିନ୍ଧ ପ୍ରଦେଶରୁ ଏକ ମାମଲା ସାମ୍ନାକୁ ଆସିଥିଲା, ଯେଉଁଠାରେ ଜଣେ ୧୪ ବର୍ଷ ବୟସ୍କାର ହିନ୍ଦୁ…
ତାଇଓ୍ବାନ ରାଷ୍ଟ୍ରପତି ନିର୍ବାଚନ: ୬ ମାସ ପୂର୍ବରୁ ମି ଠୁ ପ୍ରସଙ୍ଗ ନେଇ ବଢ଼ିଲା ଉଷ୍ମତା…
ତାଇପେ,୧୦।୬ : ତାଇୱାନରେ ରାଷ୍ଟ୍ରପତି ନିର୍ବାଚନ ନେଇ ୬ମାସ ପୂର୍ବରୁ ହାସ ମି ଠୁ (#MeToo) ପ୍ରସଙ୍ଗ ଉଠିଛି। ଯୌନ ଉତ୍ପୀଡ଼ନର ଶିକାର ହୋଇ ଆଗକୁ ଆସିଥିବା ଅନେକ ମହିଳା ଗୁରୁତର ଅଭିଯୋଗ ଆଣିଛନ୍ତି। ତାଇୱାନ ପ୍ରସଙ୍ଗରେ ଆମେରିକା ଏବଂ ଚାଇନା…
ସୋମାଲିଆରେ ମୋର୍ଟାର ବିସ୍ଫୋରଣ: ୨୫ ପିଲାଙ୍କ ମୃତ୍ୟୁ…
ମୋଗାଦିଶୁ,୧୦।୬ : ସୋମାଲିଆରେ ଏକ ଖେଳ ପଡିଆରେ ଏକ ମୋର୍ଟାର ବିସ୍ଫୋରଣରେ ୨୫ ଜଣ ପିଲାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନେକ ଶିଶୁ ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣା କ୍ଷିଣ ସୋମାଲିଆର କୋରୋଲି ସହର ନିକଟରେ ଘଟିଛି। ସ୍ଥାନୀୟ…
ମଙ୍ଗୋଲିଆ ସାମରିକ କମାଣ୍ଡ ପରିଦର୍ଶନ କରି ‘ ଦ ଷ୍ଟିଲ ଗ୍ରେଟ ୱାଲ’ ନିର୍ମାଣ କରିବାକୁ ଆହ୍ବାନ କଲେ ଜିନପିଙ୍ଗ…
ବେଜିଂ,୧୦।୬ : ରାଷ୍ଟ୍ରପତି ଶି ଜିନପିଙ୍ଗ ପୁଣି ଥରେ ଚାଇନା ସୈନ୍ୟବାହିନୀକୁ ‘ ଦ ଗ୍ରେଟ ୱାଲ ଅଫ ଷ୍ଟିଲ’ ରେ ପରିଣତ କରିବାକୁ ଆହ୍ବାନ କରିଛନ୍ତି। ରାଜ୍ୟ ନିୟନ୍ତ୍ରିତ ଗଣମାଧ୍ୟମ ରିପୋର୍ଟ କରିଛି ସୈନ୍ୟମାନଙ୍କୁ ସୀମା ପ୍ରତିରକ୍ଷା ଏବଂ ନିୟନ୍ତ୍ରଣ…
ଏଭରେଷ୍ଟର ପ୍ରବେଶ ଦ୍ୱାର ନାମଚେ ବଜାରରେ ତାପମାତ୍ରା ୧୨ ଡିଗ୍ରୀ, ଗତ ୧୨ ବର୍ଷ ମଧ୍ୟରେ ସର୍ବାଧିକ…
କାଠମାଣ୍ଡୂ,୧୦।୬ : ବିଶ୍ୱର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟର ପ୍ରବେଶ ଦ୍ୱାର ନାମଚେ ବଜାରରେ ତାପମାତ୍ରା ଗତ କିଛି ବର୍ଷ ତୁଳନାରେ ଚଳିତ ବର୍ଷ ସବୁଠାରୁ ଉତ୍ତପ୍ତ ରହିଛି। ନାମଚେ ବଜାର ସମୁଦ୍ର ପତ୍ତନ ଠାରୁ ୩୪୦୦ ମିଟର ଉଚ୍ଚରେ ରହିଛି।…
ତୁର୍କୀରେ ବାରୁଦ କାରଖାନାରେ ବିସ୍ଫୋରଣ: ୫ କର୍ମଚାରୀ ମୃତ…
ଆଙ୍କରା,୧୦।୬ : ଶନିବାର ତୁର୍କୀର ରାଜଧାନୀ ଆଙ୍କରାର ବାରୁଦ କାରଖାନାରେ ବିସ୍ଫୋରଣରେ ୫ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତୁର୍କୀ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ ଏହି ସୂଚନା ଦେଇଛି। ଆଙ୍କରାଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା ଏମକେଇ ରକେଟ…

