ଅଜ୍ଞାତ ବନ୍ଧୁକଧାରୀ-ଆସାମ ରାଇଫଲ୍ସ କର୍ମଚାରୀଙ୍କ ମଧ୍ୟରେ ଗୁଳି ବିନିମୟ…
ଇମ୍ଫାଲ,୨୨।୬ : ଗୁରୁବାର ଭୋର ୫ଟାରେ ମଣିପୁରର ପଶ୍ଚିମ ଇମ୍ଫାଲର ଉତ୍ତର ବୋଲଜୁଙ୍ଗରେ ଅଜ୍ଞାତ ବନ୍ଧୁକଧାରୀ ଏବଂ ଆସାମ ରାଇଫଲ୍ସ କର୍ମଚାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ବନ୍ଧୁକଧାରୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେଶନ…
ବିବାହିତ ହୋଇ ଅନୈତିକ ସମ୍ପର୍କରେ ପାର୍ଟନରଙ୍କ ବିରୋଧରେ କରିପାରିବେନି ଅଭିଯୋଗ
ବେଙ୍ଗାଲୁରୁ,୨୨।୬: ବିବାହିତ ହୋଇ ଅନୈତିକ ସମ୍ପର୍କରେ ପାର୍ଟନରଙ୍କ ବିରୋଧରେ କରିପାରିବେନି ଅଭିଯୋଗ। ଏନେଇ ଏକ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି କର୍ନାଟକ ହାଇକୋର୍ଟ। ଅଭିଯୁକ୍ତଙ୍କୁ ଆଶ୍ୱସ୍ତି ପ୍ରଦାନ କରି ତାଙ୍କ ବିରୋଧରେ ଦାଖଲ ହୋଇଥିବା ଏଫଆଇଆର୍କୁ ରଦ୍ଦ କରିବାକୁ ନିର୍ଦ୍ଦେଶ…
ସରୁନି ଜାନିବିଲି ବୃହତ୍ ଜଳ ପ୍ରକଳ୍ପ ନିର୍ମାଣ
ବ୍ରହ୍ମପୁର,୨୨ା୬ (ନରସିଂହ ସାହୁ)ରେଶମ ସହର ବ୍ରହ୍ମପୁରରେ ଦୀର୍ଘବର୍ଷ ଧରି ଲାଗି ରହିଥିବା ଭୀଷଣ ଜଳ କଷ୍ଟର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଜାନିବିଲି ବୃହତ୍ତର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଲାଗି ପଦକ୍ଷେପ ନେଲେ। ପ୍ରାୟ ୫ ଶହ କୋଟି…
ପଥରକ୍ୱାରି ଯୋଗୁ ଅଣନିଃଶ୍ୱାସୀ ଅଞ୍ଚଳବାସୀ
ପାରଳାଖେମୁଣ୍ଡି,୨୨ା୬ (ଗିରିଧାରୀ ପରିଛା):ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ରାଜ୍ୟ ରାଜପଥ ଉପରେ ପୋଖରୀ ମାଟି ଓ ପଥର କ୍ୱାରିର ଧୂଳି ଯୋଗୁଁ ନାନାଦି ସମସ୍ୟା ଉପୁଜୁଛି। ବିଶେଷ କରି ଦେବିତୀ ଗ୍ରାମ ଆନ୍ଧ୍ର ଦେଇ ଗୋଷାଣି, ଗାରବନ୍ଧ ଏବଂ ଲାବାଣ୍ୟଗଡ…
ଜଙ୍ଗଲ ନଷ୍ଟକରି କଂକ୍ରିଟ ପିଲାର ନିର୍ମାଣ
ଦେବଗଡ଼,୨୨ା୬(ଶଶାଙ୍କ ଶେଖର ଝାଙ୍କର)କୋରଡକୋଟ ସଂରକ୍ଷିତ ଜଙ୍ଗଲରେ ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ବେଆଇନ ଭାବେ ଜେସିବି ବ୍ୟବହାର କରି ଜଙ୍ଗଲ ନଷ୍ଟ କରି କଂକ୍ରିଟ ପିଲର ନିର୍ମାଣ କରାଯାଉଛି। କୋରଡକୋଟ ଜଳ ପ୍ରପାତରୁ ପାଣି ନେବା ପାଇଁ କାର୍ଯ୍ୟ ପ୍ରସ୍ତୁତି ଚାଲିଛି ।…
୧୩ ବ୍ଲକରୁ ୧୧ ବ୍ଲକ ଶିକ୍ଷା ଅଧିକାରୀ ପଦବୀ ଖାଲି
ଏମ୍.ରାମପୁର,୨୨ା୬(ଶଶିଭୂଷଣ ପ୍ରହରାଜ)କଳାହାଣ୍ଡି ଜିଲା ଶିକ୍ଷା ବିଭାଗରେ ଜିଲାର ୧୩ଟି ବ୍ଲକରୁ ବର୍ତ୍ତମାନ ୨ଜଣ ନିୟିମିତ ଗୋଷ୍ଠି ଶିକ୍ଷା ଅଧିକାରୀ କାର୍ଯ୍ୟ କରୁଥିବାବେଳେ ୧୧ଟି ପଦବୀ ଖାଲି ପଡିଛି। ଏଥିଯୋଗୁ ଶିକ୍ଷା ବିଭାଗର ଅନେକ କାର୍ଯ୍ୟ ପ୍ରଭାବିତ ହୋଇଛି। କର୍ଲାମୁଣ୍ଡା ବିଇଓ ଅବସରପ୍ରାପ୍ତ…
ସରକାରୀ ଅର୍ଥ ହଡ଼ପ ଅଭିଯୋଗ
ଲାଞ୍ଜିଗଡ଼,୨୨ା୬(ରମେଶ ଚନ୍ଦ୍ର ନାୟକ)କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ଫୁଲଡୁମେର ଗାଁରେ ଛେଳି ଗୃହ ନିର୍ମାଣ ଆରମ୍ଭ ହୋଇ ଏକ ବର୍ଷ ବିତିଛି। କିନ୍ତୁ ଏ ଯାଏଁ ସମ୍ପୂର୍ଣ୍ଣ ନ ହୋଇ ଅଧାପନ୍ତରିଆରେ ପଡ଼ି ରହିଛି। ବ୍ଲକ ପ୍ରଶାସନର ପୋଷ୍ୟ…
ମୋଦିଙ୍କ ଗସ୍ତର ପ୍ରଭାବ: ଏଚ-୧ବି ଭିଜା ପାଇଁ ଆମେରିକା ନେଲା ନୂଆ ପଦକ୍ଷେପ…
ଓ୍ବାଶିଂଟନ,୨୨।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ଅନ୍ୟପକ୍ଷରେ, ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ଏହି ସପ୍ତାହରେ ପିଏମ ମୋଦିଙ୍କ ଗସ୍ତ ବଦଳରେ ଭାରତୀୟଙ୍କର ଆମେରିକାରେ ରହିବା ଏବଂ କାର୍ଯ୍ୟ କରିବା ସହଜ କରିବା ନେଇ ପଦକ୍ଷେପ…
ଅଢେଇ ବର୍ଷ ପରେ ବି ପୋଲିସ ହାତ ଖାଲି
ରାଉରକେଲା,୨୨ା୬(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଏସ୍ଟିଆଇ ଓଭରବ୍ରିଜ ଉପରେ ୨୦୨୦ ମସିହା ଡିସେମ୍ବର ୧୮ ତାରିଖ ରାତି ୯ଟା ୪୫ରେ ଘଟିଥିଲା ଗୁଳିକାଣ୍ଡ। ସରୋଜ ସାହୁ ନାମକ ଜନୈକ ଯୁବକଙ୍କ ଉପରକୁ ଗୁଳିକରି ଦୁର୍ବୃତ୍ତ ବାଇକ୍ରେ ଫେରାର ହୋଇଯାଇଥିଲେ। ସରୋଜଙ୍କ ଘର ଓ୍ବାଡ…
ଏସ୍ଏସ୍ସି ମାନ୍ୟତା ପାଇଲେ ମିଳିବ ଘରବାରି ପଟ୍ଟା
ଚିତ୍ରକୋଣ୍ଡା,୨୨ା୬ (କ୍ଷୀରୋଦ ବେହେରା)ମାଲକାନଗିରି ଜିଲା ପ୍ରଶାସନ ଦ୍ୱାରା ୨୦୧୧ରେ ହୋଇଥିବା ଜନଗଣନାରେ ଚିତ୍ରକୋଣ୍ଡା ପଞ୍ଚାୟତର ୭୫୦୦ ଶହରୁ ଊର୍ଦ୍ଧ୍ୱ ଲୋକ ଥିବା ବେଳେ ୧୦ ବର୍ଷ ପରେ ଜନଗଣନାରେ ୧୦ ରୁ ୨୦ ଭାଗ ଲୋକ ସଂଖ୍ୟା ବଢ଼ିବା ସହ ୨୦୨୧ରେ…
ଟାଇମ୍ସ ସ୍କୋୟାରରେ ମୋଦିଙ୍କୁ ଭବ୍ୟ ସ୍ବାଗତ, ଚାରିଆଡେ ମୋଦିଙ୍କ ଫଟୋ…
ନ୍ୟୁୟର୍କ,୨୨।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହଜାର ହଜାର ଫଟୋ ଏବଂ ବାର୍ତ୍ତା ସହ ଟାଇମ୍ସ ସ୍କୋୟାରରେ ଭବ୍ୟ ସ୍ବାଗତ କରାଯାଇଛି। ଏହା ଏକ ପ୍ରମୁଖ ବ୍ୟବସାୟିକ ଛକ, ପର୍ଯ୍ୟଟନ ସ୍ଥଳୀ ଏବଂ ନ୍ୟୁୟର୍କ ସହରର ମିଡଟାଉନ ମ୍ୟାନହାଟାନର ମନୋରଞ୍ଜନ ହବ।…
କମୁଛି ନାଗାବଳୀ ଜଳସ୍ତର, ଜଳ ଯୋଗାଣ ପ୍ରଭାବିତ ଆଶଙ୍କା
ରାୟଗଡ଼ା,୨୨ା୬(ଆଶିଷ ରଞ୍ଜନ ପଣ୍ଡା)ଚଳିତ ବର୍ଷ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ରାୟଗଡ଼ା ଜିଲାରେ ପ୍ରବାହିତ ହେଉଥିବା ୩ଟି ନଦୀ ପ୍ରାୟତଃ ଶୁଖିଲା ପଡ଼ିଛି ା ଜିଲାରେ ଜଳ ଯୋଗାଇ ଲୋକଙ୍କୁ ଜୀବନ ପ୍ରଦାନ କରୁଥିବା ୩ଟି ନଦୀ ନାଗାବଳୀ, ଝଞ୍ଜାବତୀ ଓ ବଂଶଧାରାରେ…

