Home

ଏକାଠି ହେବେ ୩ ରାଜ୍ୟର ଖାପ ନେତା, ଧାରଣାରେ ବସିଥିବା ରେସଲରଙ୍କ ପାଇଁ ଗଠନ କରିବେ କମିଟି

ଚଣ୍ଡିଗଡ଼,୨୧।୫: ଚୌବିସି ସର୍ଭ ଖାପ ପଞ୍ଚାୟତର ପ୍ରଧାନ ମେହର ସିଂ ନମ୍ବରଦାରଙ୍କ ଆହ୍ବାନରେ ହରିୟାଣା, ଉତ୍ତର ପ୍ରଦେଶ ଓ ରାଜସ୍ଥାନର ଖାପ ପ୍ରତିନିଧି ରବିବାର ମେହମର ଐତିହାସିକ ଚୌବିସି ଚବୁତରାରେ ପହଞ୍ଚିବେ। ଏମାନଙ୍କ ସଂଖ୍ୟା ପ୍ରାୟ ୧୫୦୦ ହୋଇପାରେ। ଜନ୍ତର ମନ୍ତରରେ…

‘ଉଦ୍ଧବଙ୍କ ଫାର୍ମ ହାଉସରେ ଟଙ୍କାର ଗୋଦାମ, ସେହିଠାରେ ରହିଛି ୨୦୦୦ଟଙ୍କିଆ ନୋଟ’, ନିତେଶ ରାଣାଙ୍କ ଅଭିଯୋଗ

ମୁମ୍ବାଇ,୨୧।୫: ଭାରତୀୟ ଜନତା ପାର୍ଟି(ଭାଜପା)ର ବିଧାୟକ ନିତେଶ ରାଣେ ଶିବସେନା(ଉଦ୍ଧବ ବାଲାସାହେବ ଠାକରେ)ର ସୁପ୍ରିମୋ ଉଦ୍ଧବ ଠାକରେଙ୍କ ଉପରେ ବଡ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଉଦ୍ଧବ ଠାକରେଙ୍କ କର୍ଜତ ଫାର୍ମ ହାଉସରେ ଅଣ୍ଡରଗ୍ରାଉଣ୍ଡ ଟଙ୍କାର ଗୋଦାମ କରାଯାଇଛି, ଯାହାର ଯାଞ୍ଚ…

ୟୁକ୍ରେନ ଆସିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମନ୍ତ୍ରଣ କଲେ ଜେଲେନସ୍କି

ହିରୋଶିମା,୨୧।୫: ଜାପାନର ହିରୋଶିମାରେ ଆୟୋଜିତ ହୋଇଥିବା ଜି-୭ ଶିଖ ସମ୍ମିଳନୀରେ ଯୋଗ ଦେବାକୁ ବହୁ ଦେଶଣ ରାଷ୍ଟ୍ରମୁଖ୍ୟମାନେ ଆସିଥିଲେ। ପ୍ରଧାନମନ୍ତ୍ରୀ ମୋଦି ବି ଏହି ବୈଠକରେ ଯୋଗ ଦେଇଥିଲେ। ସେଠାରେ ମୋଦିଙ୍କର କ୍ୱାଡ ନେତାଙ୍କ ସହ ସାକ୍ଷାତ ହୋଇଥିଲା। ଏହି ସମୟରେ…

ନୂଆ ପାର୍ଲାମେଣ୍ଟ ବିଲଡିଂର ଉଦଘାଟନ ରାଷ୍ଟ୍ରପତି କରିବା ଉଚିତ ପ୍ରଧାନମନ୍ତ୍ରୀ ନୁହେଁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୧।୫: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରବିବାର ସେ କହିଛନ୍ତି ପାର୍ଲାମେଣ୍ଟ ବିଲଡିଂର ଉଦ୍‌ଘାଟନ ମହାମହିମ ରାଷ୍ଟ୍ରପତି କରିବା ଉଚିତ, ପ୍ରଧାନମନ୍ତ୍ରୀ ନୁହେଁ। ସୂଚନାଯୋଗ୍ୟ, ୨୮ ମେ’ରେ ନବ ନିର୍ମିତ ପାର୍ଲାମେଣ୍ଟ…

ବିଦେଶରେ ମୋଦିଙ୍କୁ ପ୍ରଶଂସା

ନୂଆଦିଲ୍ଲୀ/ଟୋକିଓ,୨୧ା୫: ଜାପାନର ହିରୋସିମାଠାରେ ଚାଲିଥିବା ଜି-୭ ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ। ଏଠାରେ ସେ ଅନେକ ଦେଶର ବଡ଼ ବଡ଼ ନେତାଙ୍କୁ ଭେଟିଥିଲେ। ଜୋ- ବାଇଡେନଙ୍କଠାରୁ ଆରମ୍ଭ କରି ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ସହ ମଧ୍ୟ ମୋଦିଙ୍କର…

ଜପାନରୁ ପପୁଆ ନ୍ୟୁ ଗିନି ଅଭିମୁଖେ ଯାତ୍ରା ଆରମ୍ଭ କଲେ ମୋଦି

ହିରୋଶିମା,୨୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ଯୋଗଦେବା ପରେ ରବିବାର ଜାପାନ ଛାଡିଛନ୍ତି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀ ଜାପାନ ଛାଡି ଭାରତ ପ୍ରଶାନ୍ତ ମହାସାଗରର ଏକ ଛୋଟ ଦେଶ ପପୁଆ ନ୍ୟୁ ଗିନି ଯାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି…

ନିର୍ଦ୍ଧାରିତ ସମୟର ଅଧଘଣ୍ଟା ପୂର୍ବରୁ କେଜରିଓ୍ବାଲଙ୍କୁ ଭେଟିବାକୁ ପହଞ୍ଚିଲେ ନୀତୀଶ କୁମାର, ସାଙ୍ଗରେ ଅଛନ୍ତି ତେଜସ୍ବୀ ଯାଦବ

ନୂଆଦିଲ୍ଲୀ,୨୧।୫: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ଦିଲ୍ଲୀ ଗସ୍ତ କରିଛନ୍ତି। ଏହି ସମୟରେ ସେ ଆମ ଆଦମୀ ପାର୍ଟି (ଏଏପି)ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଭେଟିବାକୁ ପହଞ୍ଚିଛନ୍ତି। ତାଙ୍କ ସହ ତେଜସ୍ବୀ ଯାଦବ, ସଞ୍ଜୟ ଝା, ମନୋଜ…

ପାକିସ୍ତାନରେ ଦେବାଳିଆ ସ୍ଥିତି

ଇସଲାମାବାଦ,୨୧ା୫: ପାକିସ୍ତାନରେ ମୁଦ୍ରାସ୍ଫୀତି ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଗତ ୧୦ ମାସ ମଧ୍ୟରେ ପାକିସ୍ତାନର ମୁଦ୍ରାସ୍ଫୀତି ହାର ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଛି। ଏହି ୧୦ ମାସ ମଧ୍ୟରେ ପାକିସ୍ତାନକୁ ବାହ୍ୟ ସହାୟତା ୩୮ ପ୍ରତିଶତ ହ୍ରାସ ପାଇଛି। ଭାରି…

ମୋଦିଙ୍କ ଲୋକପ୍ରିୟତା ଦେଖି ବାଇଡେନ କହିଲେ ମୋତେ ଦରକାର ଆପଣଙ୍କ ଅଟୋଗ୍ରାଫ

ହିରୋଶିମା,୨୧।୫: ସାରା ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକ ପ୍ରିୟତା ଖୁବ ଅଧିକ। ଏମିତିକି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ତାଲିକାରେ ବିଶ୍ୱର ବହୁ ନେତା ରହିଛନ୍ତି। ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କ୍ୱାଡ ବୈଠକ ସମୟରେ ମୋଦିଙ୍କୁ ତାଙ୍କ ଅଟୋଗ୍ରାଫ…

ବିଦେଶ ଗସ୍ତରେ ମୋଦିଙ୍କୁ ମିଳିବ ‘ଦୁର୍ଲଭ’ ସମ୍ମାନ, ହାତ ଗଣତି ନେତାଙ୍କୁ ମିଳିଥାଏ ଏହି ସମ୍ମାନ

ନୂଆଦିଲ୍ଲୀ,୨୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଟି ଦେଶର ଗସ୍ତ କାର୍ଯ୍ୟକ୍ରମକୁ ନେଇ ପ୍ରଥମେ ଜାପାନରେ ପହଞ୍ଚିଛନ୍ତି। ସେଠାରେ ସେ ଜାପାନର ହିରୋଶିମା ସହରରେ ଆୟୋଜିତ ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହାପରେ ମୋଦି ହିନ୍ଦ ପ୍ରଶାନ୍ତ ମହାସାଗର ସ୍ଥିତ ଦେଶ…

କେଜରିଓ୍ବାଲଙ୍କୁ ଭେଟିବେ ନୀତୀଶ

ନୁଆଦିଲ୍ଲୀ,୨୧।୫: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ସକାଳ ୧୧ଟା ୩୦ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ସାକ୍ଷାତ୍‌ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଏପ୍ରିଲରେ ନୀତୀଶ କୁମାର ଅରବିନ୍ଦ କେଜରିଓ୍ବାଙ୍କୁ ସାକ୍ଷାତ୍‌ କରିଥିଲେ।…

କାଳବୈଶାଖୀ ଝଡ଼ ବର୍ଷାରେ ହୋଇଛି ବ୍ୟାପକ କ୍ଷତି

କୋରାପୁଟ,୨୧ା୫(ସ୍ବ.ପ୍ର.): କୋରାପୁଟ ସହର ସମେତ ଆଖପାଖ ଅଞ୍ଚଳରେ ଶୁକ୍ରବାର ସଂନ୍ଧ୍ୟାରେ ହୋଇଥିବା କାଳ ବୈଶାଖ ଝଡପବନ ଓ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କୋରାପୁଟ ସହର ସମେତ ଲକ୍ଷ୍ମୀପୁର, ସେମିଳିଗୁଡା ବ୍ଲକରେ ୨୨୫ ମିମି ବର୍ଷା ହୋଇଥିଲା। ଏହିସବୁ ଅଞ୍ଚଳରେ ୧୦୦ରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri