୧୯୯୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗାନ୍ଧୀ ପରିବାରର କେହି ହୋଇ ନାହାନ୍ତି ପ୍ରଧାନମନ୍ତ୍ରୀ ଅବା ମନ୍ତ୍ରୀ: ଖାର୍ଗେ…
ନୂଆଦିଲ୍ଲୀ,୬।୪ : କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନେତୃତ୍ୱରେ ୧୩ ବିରୋଧୀ ଦଳ ଗୁରୁବାର ଏକ ତ୍ରିରଙ୍ଗା ପଦଯାତ୍ରା କରିଥିଲେ। ଏହି ସମୟରେ ମଲ୍ଲିକାର୍ଜୁନ ଖବରଦାତାଙ୍କୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗଣତନ୍ତ୍ର ବିଷୟରେ ଅନେକ କଥା କହୁଛନ୍ତି,…
ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ, ସାଇରନ ବାଜିବାରୁ ଛୁ ମାରିଲେ ଲୁଟେରା
କଟକ ଅଫିସ,୬ା୪: ତ୍ରିଶୁଳିଆ ନିକଟ ଫକୀରପଡ଼ାରେ ଥିବା ଆଇସିଆଇସିଆଇ ବ୍ୟାଙ୍କକୁ ସ୍ପଷ୍ଟ ଦିବାଲୋକରେ ଲୁଟ୍ କରିବାକୁ ଆସି ଲୁଟେରାମାନେ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲକର ଚାବି ମାଗିଥିଲେ। ମାତ୍ର ବ୍ୟାଙ୍କର ସାଇରନ ବାଜିବାରୁ ଲୁଟେରାଙ୍କ ଉଦ୍ୟମ ପଣ୍ଡ…
ଏଣିକି ବିପଦପୂର୍ଣ୍ଣ ସ୍ଥାନରେ ଶହୀଦ ହେବେ ନାହିଁ ସୈନିକ, ଜଗିବେ ରୋବୋ ଡଗ୍
ଯେକୌଣସି ଦେଶର ସୁରକ୍ଷା ଏହାର ସୈନ୍ୟମାନଙ୍କ ଉପରେ ନିର୍ଭର କରିଥାଏ। ଦେଶସେବାରେ ନିୟୋଜିତ ସୈନିକମାନେ ନିଜ ଜୀବନକୁ ଖାତିର ନ କରି ପ୍ରତ୍ୟେକ ବିପଦର ମୁକାବିଲା କରିବାକୁ ପ୍ରସ୍ତୁତ ରହିଥାନ୍ତି। ସେମାନଙ୍କ ପାଇଁ ଦେଶର ସୁରକ୍ଷା ନିଜ ଜୀବନ ଅପେକ୍ଷା ଅଧିକ…
ପାକିସ୍ତାନୀ ସେନା-ଆତଙ୍କବାଦୀ ମୁହାଁମୁହିଁ: ୮ ଆତଙ୍କବାଦୀ ନିହତ …
ଇସଲାମବାଦ,୬।୪ : ଖାଇବର ପସ୍ତୁନଖ୍ବା ପ୍ରଦେଶରେ ଆତଙ୍କବାଦୀ ଲୁଚି ରହିଥିବା ଅଞ୍ଚଳରେ ରାତାରାତି ପାକିସ୍ତାନୀ ସେନା ଦ୍ୱାରା ହୋଇଥିବା ଆକ୍ରମଣରେ ଆଠ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିରେ ଜଣେ ସୈନିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସେନାର ଗଣମାଧ୍ୟମ ଆଇଏସପିଆର (ଆନ୍ତଃ…
ଆଜିି କେକେଆର୍କୁ ଭେଟିବ ଆରସିବି, ଇଡେନ ଗାର୍ଡେନ୍ସରେ ହେବ ଲଢେଇ
କୋଲକାତା,୬।୪: ଆଜି କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମଧ୍ୟରେ ମ୍ୟାଚ୍ ଇଡେନ ଗାର୍ଡେନ୍ସରେ ଖେଳାଯିବ। ତେବେ ପ୍ରଥମ ମ୍ୟାଚ୍ରେ ପରାସ୍ତ ହୋଇଥିବା ନାଇଟ୍ ରାଇଡର୍ସ ବିଜୟ ଖାତା ଖୋଲି ପାଇଁ ଚେଷ୍ଟା କରିବ। ନାଇଟ୍…
ହିପ ହାଡ ଭାଙ୍ଗିଥିବା ବ୍ୟକ୍ତିଙ୍କ ହାର୍ଟ ଅପରେଶନ କଲେ ଡାକ୍ତର: ମୃତଦେହ ନେବାକୁ ମନା କଲେ ସମ୍ପର୍କୀୟ…
ନୋଏଡା,୬।୪ : ନୋଏଡାର ଫୋର୍ଟିସ ହସ୍ପିଟାଲର ଡାକ୍ତରମାନେ ଚିକିତ୍ସାରେ ଅବହେଳା କରିଥିବା ଅଭିଯୋଗ ହୋଇଛି। ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି, ରୋଗୀଙ୍କୁ ହିପ ହାଡ ଭାଙ୍ଗିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରମାନେ ତାଙ୍କର ହାର୍ଟ…
ମାଗଣା ରାଶନ ବଣ୍ଟାରେ ହେରଫେର ନେଇ ପାକିସ୍ତାନ ଲୋକେ କଲେ ଅଭିଯୋଗ…
ଇସଲାମାବାଦ,୬।୪ : ମାଗଣା ରାଶନ ବଣ୍ଟନ କରୁଥିବାବେଳେ ପାକିସ୍ତାନର ମନସେହରା ଗାଁର ଲୋକମାନେ ପ୍ରଶାସନ ନିକଟରେ ଏଥିରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି। ଗ୍ରାମବାସୀ କହିଛନ୍ତି,ସରକାର ଅଭାବୀ ପରିବାରକୁ ମାଗଣାରେ ଅଟା ବଣ୍ଟନ କରନ୍ତି। କିନ୍ତୁ କିଛି ଲୋକ ଏହାକୁ…
ଜାତିସଂଘ ପରିସଂଖ୍ୟାନ ଆୟୋଗକୁ ଭାରତ ନିର୍ବାଚିତ…
ଜେନେଭା,୬।୪ : ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ବଡ଼ ସଫଳତା ମିଳିଛି। ଚାରି ବର୍ଷ ପାଇଁ ମିଳିତ ଜାତିସଂଘର ପରିସଂଖ୍ୟାନ ଆୟୋଗକୁ ଭାରତ ନିର୍ବାଚିତ ହୋଇଛି। ଚାଇନା ସମେତ ଅନ୍ୟ ଦେଶକୁ ପଛରେ ପକାଇ ଭାରତ ଏହି ସଫଳତା ହାସଲ କରିଛି। ଭାରତର…
ଭାରତର ଡିଜିଟାଲ ଭିତ୍ତିଭୂମିକୁ ପ୍ରଶଂସା କଲା ଆଇଏମଏଫ…
ଜେନେଭା,୬।୪ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ )ଭାରତର ଡିଜିଟାଲ ଅଭିଯାନକୁ ପ୍ରଶଂସା କରିଛି। ଆଇଏମଏଫ ଏକ ଓ୍ବାର୍କିଂ ପେପରରେ କହିଛି , ଏକ ବିଶ୍ୱସ୍ତରୀୟ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ବିକାଶରେ ଭାରତର ଯାତ୍ରା ଅନ୍ୟ ଦେଶମାନଙ୍କ ପାଇଁ ଡିଜିଟାଲ ରୂପାନ୍ତର…
କବିତା କମ, ଇତିହାସ ଅଧିକ ପଢ଼ନ୍ତୁ: ଜୟରାମ ରମେଶଙ୍କୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରାମର୍ଶ…
ନୂଆଦିଲ୍ଲୀ,୬।୪ : ରାହୁଲ ଗାନ୍ଧୀଙ୍କ ଏମ୍ପି ପଦରୁ ଅଯୋଗ୍ୟ ହେବା ପରେ ଭାଜପା କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଦଳର ନେତାମାନେ ବିଭିନ୍ନ ପ୍ରସଙ୍ଗ ଏବଂ ସାମ୍ମୁଖ୍ୟରେ ପରସ୍ପରକୁ ଘେରିବାକୁ ଉଦ୍ୟମ କରୁଥିବାର ନଜର ଆସୁଛନ୍ତି। ଏହି କ୍ରମରେ ଭାଜପାନେତା ତଥା କେନ୍ଦ୍ର…
ହନୁମାନ ରାକ୍ଷସଙ୍କ ସହ ଲଢିଥିଲେ, ଆମେ ଭ୍ରଷ୍ଟାଚାର ଆଉ ବଂଶବାଦ ରାଜନୀତି ସହ ଲଢିବୁ: ମୋଦି
ନୂଆଦିଲ୍ଲୀ,୬।୪: ଭାରତୀୟ ଜନତା ପାର୍ଟିର ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି। ମୋଦି ଦଳର ସ୍ଥାପନା ଦିବସର ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, ଆଜି ଆମେ ଦେଶର କୋଣେ କୋଣେ ହନୁମାନଙ୍କ ଜୟନ୍ତି ପାଳନ…
ରେପୋ ରେଟ ଅପରିବର୍ତ୍ତିତ…
ନୂଆଦିଲ୍ଲୀ,୬।୪ : ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ନୂତନ ମୁଦ୍ରା ନୀତି ଘୋଷଣା କରିଛି। ଆରବିଆଇ ଏମପିସି ଏଥର ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ। ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏହା ଘୋଷଣା କରିଛନ୍ତି। ଚଳିତ ଥର ଆରବିଆଇ ଗଭର୍ନରଙ୍କ…
Archives


