ଏହି କାରଣରୁ ଅନୁଷ୍କାଙ୍କୁ ବିବାହ କରିବାକୁ ମନା କରିଥିଲେ ବାହୁବଳୀ
ମୁମ୍ବାଇ: ଆଜିକାଲି ବାହୁବଳୀ ଅଭିନେତା ପ୍ରଭାସଙ୍କ ନାଁ ତାଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ଅଭିନେତ୍ରୀ କ୍ରୀତି ସାନନଙ୍କ ସହ ଚର୍ଚ୍ଚା ହେଉଛି। ଯଦିଓ କ୍ରୀତି ଏ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି, ତଥାପି ଗୁଜବ ବନ୍ଦ ହେବାର ନାମ ନେଉନାହିଁ। ପୂର୍ବରୁ…
ଇଟାଲୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୋଦି: ଦୁଇ ଦେଶ ମଧ୍ୟରେ ଷ୍ଟାର୍ଟଅପ ସେତୁ ହେବ ପ୍ରତିଷ୍ଠା
ନୂଆଦିଲ୍ଲୀ,୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଭେଟିଛନ୍ତି। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହୋଇଥିଲା। ଏଥିରେ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗ ଏବଂ ଦୃଢ ସମ୍ପର୍କ ଉପରେ ଆଲୋଚନା…
୨ ଲକ୍ଷ ଟଙ୍କାର ଘଣ୍ଟା ପିନ୍ଧନ୍ତି ନାଗାଲାଣ୍ଡର ପ୍ରଥମ ମହିଳା ବିଧାୟକ
କୋହିମା,୨।୩: ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ଏନଡିପିପି ଏବଂ ଭାଜପା ସହଯୋଗୀ ପ୍ରାର୍ଥୀ ହେକାନି ଜଖାଲୁ ଦିମାପୁର-୩ ବିଧାନସଭା ଆସନ ଜିତିଛନ୍ତି। ଏହା ସହ ସେ ନାଗାଲାଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଥିବା ପ୍ରଥମ ମହିଳା ହୋଇଛନ୍ତି। ସେ ୧,୫୩୬ ଭୋଟରେ ଜିତିଥିଲେ। ୪୮…
କୋଦଳା କଲେଜରେ ପରୀକ୍ଷା ଦେଲେ ୧୭୪ କଳା, ୨୬ ବାଣିଜ୍ୟ ଛାତ୍ରୀଛାତ୍ର
କୋଦଳା,୨ା୩(ଡି.ଏନ୍.ଏ.): ଗୁରୁବାରଠାରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହୋଇଛି। ଗତକାଲି ବିଜ୍ଞାନର ଥିଓରି ପରୀକ୍ଷା ଆରମ୍ଭ ହୋଇଥିଲା । ଗଞ୍ଜାମ କୋଦଳା ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜିଠୁ କଳା ଓ ବାଣିଜ୍ୟ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି।…
ପରୀକ୍ଷା କେନ୍ଦ୍ରରେ ହିଜାବ ପିନ୍ଧିବା ଉପରେ ଜାରି ରହିବ ପ୍ରତିବନ୍ଧକ: ମନ୍ତ୍ରୀ
ବେଙ୍ଗାଲୁରୁ,୨।୩: କର୍ନାଟକ ଶିକ୍ଷା ମନ୍ତ୍ରୀ ବିସି ନଗେଶ ବୋର୍ଡ ପରୀକ୍ଷା ମଧ୍ୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ବୋର୍ଡ ପରୀକ୍ଷାରେ ହିଜାବ ପିନ୍ଧିବା ଉପରେ ପ୍ରତିବନ୍ଧକ ଲାଗୁରହିବ। ସରକାର ନିୟମ ସହିତ ଆପୋଷ ବୁଝାମଣା କରିବେ ନାହିଁ।…
ଦ୍ୱିତୀୟ ଇନିଂସରେ ବି ଭାରତର ଫ୍ଲପ୍ ଶୋ’
ଇନ୍ଦୋର,୨।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ ଇନ୍ଦୋରରେ ଖେଳାଯାଉଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ ଇନିଂସରେ ୧୦୯ ରନ୍ରେ ଅଲଆଉଟ୍ ହୋଇଛି। ଏହାର ଜବାବରେ ଅଷ୍ଟ୍ରେଲିଆର…
‘ମା’ମାନଙ୍କ ଆତ୍ମବିଶ୍ୱାସ ମିଶନଶକ୍ତିକୁ ୧ ନଂ କରାଇଛି’
ଭୁବନେଶ୍ୱର,୨ା୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନସ୍ଥିତ କନ୍ଭେନସନ୍ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା ୮ ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀଙ୍କୁ ସାଇକେଲ ବଣ୍ଟନ କରିଛନ୍ତି। ସ୍ବଚ୍ଛ କର୍ମୀ,ସ୍ବଚ୍ଛ ସାଥୀ, ଆହାର କର୍ମୀ, ଜଳ ସାଥୀ…
ଜିତିଲେ ମୁଖ୍ୟମନ୍ତ୍ରୀ
ଅଗରତାଲା,୨।୩: ତ୍ରିପୁରାରେ ପୁଣି ଭାଜପା ସରକାର ଗଢିବାକୁ ଯାଉଛି। ୬୦ଟି ଆସନ ବିଶିଷ୍ଠ ତ୍ରିପୁରା ବିଧାନସଭାରେ ଭାଜପା ୩୪ଟି ଆସନରେ ଏପର୍ଯ୍ୟନ୍ତ ଆଗୁଆ ଅଛି। ସେହିପରି ବାମ ଏବଂ କଂଗ୍ରେସ ମେଣ୍ଟ ୧୪ଟି ଆସନରେ ଆଗୁଆ ଥିବାବେଳେ ଟିଏମ୍ପି ୧୨ଟି ଆସନରେ…
କହୁଣିରେ ଥରକରେ ୭ କାଠ ଭାଙ୍ଗିଦେଲେ ଏହି ମହିଳା
ଲୋକମାନେ ସୋସିଆଲ ମିଡିଆରେ ନିଜର ପ୍ରତିଭା ପ୍ରଦର୍ଶନ କରି ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ବିଭିନ୍ନ ଉପାୟରେ ମାର୍ଶଲ ଆର୍ଟ ଅଭ୍ୟାସ କରୁଥିବା ଲୋକଙ୍କ ଭିଡିଓ ଅନେକ ସମୟରେ ଅନଲାଇନରେ ଭାଇରାଲ ହୁଏ, ଯେଉଁଥିରେ ଲୋକଙ୍କ ଶକ୍ତି ଏବଂ କୌଶଳ ବେଳେବେଳେ ଆଶ୍ଚର୍ଯ୍ୟ…
ସିଲ୍ ହେଲା ସନ୍ରାଇଜ୍ ହସ୍ପିଟାଲ
କେନ୍ଦୁଝର,୨ା୩(ସ୍ବ.ପ୍ର.): କଲେଜ ରୋଡ୍ସ୍ଥିତ ବଣିଆ ପାଟ ଅଞ୍ଚଳରେ ଥିବା ସନ୍ରାଇଜ ହସ୍ପିଟାଲକୁ ଗୁରୁବାର ଜିଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ସିଲ୍ କରାଯାଇଥିବା ତହସିଲଦାର ଆଶିଷ ମହାପାତ୍ର କହିଛନ୍ତି। ଯୋଡ଼ା ଅଞ୍ଚଳର ଜଣେ ରୋଗୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲ ପକ୍ଷରୁ ବିଜୁ ସ୍ବାସ୍ଥ୍ୟ…
ବ୍ରିଜ ନିକଟରୁ ୨ ଅଫୁଟା ବୋମା ଜବତ
ଭଦ୍ରକ ଅଫିସ,୨ା୩: ଚାନ୍ଦବାଲି-କଟକ ମୁଖ୍ୟ ରାସ୍ତା ଚାନ୍ଦବାଲି ବୈତରଣୀ ସେତୁ ନିକଟରୁ ଦୁଇଟି ହାତ ତିଆରି ଅଫୁଟା ବୋମା ଗୁରୁବାର ଉଦ୍ଧାର କରିଛି ପୋଲିସ। ସୂଚନା ମୁତାବକ ଉକ୍ତ ସକାଳୁ ବ୍ରିଜ୍ ନିକଟକୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଶୌଚ ହେବାକୁ…
ଚାଇନାକୁ କଡ଼ା ଜବାବ ଦେବ ତାଇଓ୍ବାନ: ଆମେରିକାଠାରୁ କିଣିବ ଶକ୍ତିଶାଳୀ କ୍ଷେପଣାସ୍ତ୍ର…
ତାଇପେ,୨।୩ : ଚାଇନାକୁ କଡ଼ା ଜବାବ ଦେବାକୁ ତାଇଓ୍ବାନ ଏବଂ ଆମେରିକା ଯୋଜନା କରିଛନ୍ତି। ତାଇୱାନକୁ ୬୧୯ ମିଲିୟନ ଡଲାର ମୂଲ୍ୟର ଅସ୍ତ୍ର ବିକ୍ରି କରିବା ପ୍ରସ୍ତାବକୁ ଆମେରିକା ଅନୁମୋଦନ କରିଛି। ଏହା ଅଧୀନରେ ତାଇୱାନ ବର୍ତ୍ତମାନ ଏଫ-୧୬ ଫ୍ଲାଇଟ କ୍ଷେପଣାସ୍ତ୍ର…
Archives


