Home

ମହାରାଷ୍ଟ୍ରରେ ହୋର୍ଡିଂ ରାଜନୀତି ତେଜିଲା, ଉଦ୍ଧବଙ୍କ ସହ ମୋଗଲ ଶାସକ ଔରଙ୍ଗଜେବଙ୍କ ଫଟୋ ଭାଇରାଲ…

ମୁମ୍ବାଇ,୨୨।୬ : ସମ୍ପ୍ରତି ମୁମ୍ବାଇ ରାଜନୀତିରେ ଔରଙ୍ଗଜେବଙ୍କ ନାମକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି। ଏନେଇ ବିଭିନ୍ନ ସ୍ଥାନରେ ହିଂସା ଦେଖାଦେଇଥିବାବେଳେ ଏବେ ଏହାକୁ ନେେଇ କିଛି ବ୍ୟକ୍ତି ହୋର୍ଡିଂ ରାଜନୀତି ଆରମ୍ଭ କରିଛନ୍ତି। ଏବେ କେତେକ ସ୍ଥାନରେ ବିବାଦୀୟ…

ମୋଦିଙ୍କ ଆମେରିକା ଗସ୍ତକୁ ନେଇ ଚିନ୍ତାରେ ପାକିସ୍ତାନ

ନୂଆଦିଲ୍ଲୀ,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଆମେରିକାରେ ପହଞ୍ଚିଛନ୍ତି। ମୋଦିଙ୍କ ଏହି ଗସ୍ତ ଉପରେ ସାରା ବିଶ୍ୱର ନଜର ରହିଛି। ବିଶେଷ କରି ପାକିସ୍ତାନ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ବଢିବାକୁ ନେଇ ଚିନ୍ତାରେ ପଡି ଯାଇଛି। ପାକିସ୍ତାନ ଲୋକେ…

ପୂର୍ବତନ ଡିଏସ୍‌ଡବ୍ଲ୍ୟୁଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୨୨ା୬(ସତ୍ୟଜିତ୍‌ ରାଉତ): ଭଦ୍ରକର ପୂର୍ବତନ ଜିଲା ସାମାଜିକ ମଙ୍ଗଳ ଅଧିକାରଣୀ (ଡିଏସ୍‌ଡବ୍ଲୂ୍ୟଓ) ଜୟନ୍ତୀ ବେହେରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଜୟନ୍ତୀଙ୍କ ଘର ସମେତ ବାଲେଶ୍ୱର, ଭଦ୍ରକ ଓ ଭୁବନେଶ୍ୱରର ୧୧ଟି ସ୍ଥାନରେ ଭିଜିଲାନ୍ସ…

ଭାରତୀୟ ଛାତ୍ରଙ୍କୁ ଅନଲାଇନ ଅଶ୍ଲୀଳ ଫଟୋ ପଠାଇ ଗିରଫ ହେଲେ ଇଂଲଣ୍ଡର ପ୍ରଧାନଶିକ୍ଷକ

ଲଣ୍ଡନ,୨୨।୬: ଲଣ୍ଡନ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଉପ ପ୍ରଧାନଶିକ୍ଷକ ଭାରତର ଛାତ୍ରଙ୍କୁ ଯୌନ ଶୋଷଣ କରୁଥିବାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେ ୧୨୦,୦୦୦ରୁ ଅଧିକ ଅଶ୍ଳୀଳ ଚିତ୍ର ପିଲାଙ୍କ ମୋବାଇଲକୁ ପଠାଇ ପିଲାଙ୍କୁ ଅଶ୍ଲୀଳ ଇଙ୍ଗିତ ଦେଉଥିଲେ। ନ୍ୟାସନାଲ କ୍ରାଇମ…

ସେମାନେ ଆମକୁ ଗୁଳି କରି ପାରିବେ, ଜେଲ ପଠାଇ ପାରିବେ: ଠାକରେ ପରିବାର ସୁରକ୍ଷା ହ୍ରାସ ନେଇ କହିଲେ ସଞ୍ଜୟ…

ମୁମ୍ବାଇ,୨୨।୬ : ରାଜ୍ୟସଭା ଏମପି ସଞ୍ଜୟ ରାଉତ ଗୁରୁବାର କହିଛନ୍ତି ଉଦ୍ଧବ ଠାକରେଙ୍କ ପରିବାରର ସୁରକ୍ଷାକୁ ହ୍ରାସ କରିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଏହା ଇଡି ଚଢ଼ାଉ ହେଉ କିମ୍ବା ଉଦ୍ଧବ ଠାକରେଙ୍କ ସୁରକ୍ଷାକୁ ହ୍ରାସ କରିବା ହେଉ, ଏସବୁ ରାଜନୀତି…

ପ୍ରାର୍ଥନା କରୁଥିବା ସମୟରେ ପଡ଼ିଗଲେ ଛାତ୍ରୀ, ଡାକ୍ତରଖାନାରେ ଭର୍ତ୍ତି

ଦେବଗଡ଼,୨୨ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଗ୍ରୀଷ୍ମ ଲହରି ଜାରି ରହିଥିବା ବେଳେ ଗ୍ରୀଷ୍ମ ପ୍ରଭାବରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଗୁରୁବାର ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ବାରକୋଟ ବ୍ଲକ କୁଣ୍ଡାପିଠା ହାଇସ୍କୁଲରେ ପ୍ରାର୍ଥନା ଆରମ୍ଭ…

୪ ମାସରେ ଶିବରାଜ ସରକାର ହେବେ ବିଦାୟ: କମଲନାଥ…

ଭୋପାଳ,୨୨।୬ : ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ଏବଂ କଂଗ୍ରେସ ପ୍ରମୁଖ ଦଳ ନିଜ ନିଜ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ସେହି କ୍ରମରେ ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ତଥା ପିସିସି ମୁଖ୍ୟ କମଲ ନାଥ ଶାଜାପୁରର ଆକୋଦିଆରେ…

ଜଳୁଥିବା ମଣିପୁରକୁ ଅଣଦେଖା କରି ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ଯୁକ୍ତିଯୁକ୍ତ କି: ଜେଡିୟୁ…

ପାଟନା,୨୨।୬ : ମଣିପୁର ହିଂସା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ନେଇ ଜେଡିୟୁ ନେତା କେସି ତ୍ୟାଗୀଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ସେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତକୁ ଆମେ ବିରୋଧ କରୁନାହୁଁ। ଏହା ପୂର୍ବରୁ ମଧ୍ୟ ଅନେକ ପ୍ରଧାନମନ୍ତ୍ରୀ…

ମଣିପୁର ମୁଖ୍ୟମନ୍ତ୍ରୀ ଅପାରଗ: ଡି. ରାଜା…

ଇମ୍ଫାଲ,୨୨।୬ : ମଣିପୁର ହିଂସାକୁ ନେଇ ରାଜନୈତିକ ଦଳଗୁଡ଼ିକ କ୍ରମାଗତ ଭାବରେ ଭାଜପା ସରକାରକୁ ଘେରିବାରେ ଲାଗିଛନ୍ତି। ଏହି ପର୍ଯ୍ୟାୟରେ ସିପିଆଇର ଜାତୀୟ ସାଧାରଣ ସଚିବ ତଥା ପୂର୍ବତନ ଏମପି ଡି ରାଜା ମଣିପୁର ହିଂସା ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି।…

ଭାଜପାର ଏଜେନ୍ସି ପରି କାମ କରୁଛି ନିର୍ବାଚନ ଆୟୋଗ: କଂଗ୍ରେସ

ଦିସ୍‌ପୁର,୨୨।୬: ଆସାମ ପାଇଁ ଡେଲିମିଟେସନ ଡକ୍ୟୁମେଣ୍ଟ ଡ୍ରାଫ୍ଟ ଜାରି କରି ଉତ୍ତର-ପୂର୍ବ ରାଜ୍ୟରେ ବିଧାନସଭା ଆସନ ସଂଖ୍ୟା ୧୨୬ ଏବଂ ଲୋକସଭା ଆସନ ସଂଖ୍ୟା ୧୪ ରଖିବାକୁ ନିର୍ବାଚନ ଆୟୋଗ ପ୍ରସ୍ତାବ ଦେଇଛନ୍ତି। ଏନେଇ ଭାଜପା ଏବଂ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ…

ବିରୋଧୀ ଏକତା ବୈଠକରେ ପ୍ରଥମେ ଅଧ୍ୟାଦେଶ ଉପରେ ହେଉ ଚର୍ଚ୍ଚା: କେଜରିଓ୍ବାଲ ଲେଖିଲେ ଚିଠି…

ନୂଆଦିଲ୍ଲୀ,୨୨।୬ : ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ୨୩ ଜୁନରେ ପାଟନାରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ଏକତା ବୈଠକ ପୂର୍ବରୁ ବିରୋଧୀ ଦଳର ନେତାମାନଙ୍କୁ ଚିଠି ଲେଖିଛନ୍ତି। ସେ ଅନୁରୋଧ କରିଛନ୍ତି ଅଧ୍ୟାଦେଶ…

ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେବାକୁ ଚାହୁଁଛି: ଅଜିତ ପାଓ୍ବାର…

ମୁମ୍ବାଇ,୨୨।୬ : ଏନସିପି ନେତା ତଥା ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ବାରାମତି ବିଧାନସଭାର ବିଧାୟକ ଅଜିତ ପାୱାର କହିଛନ୍ତି ସେ ଦଳ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?