Home

ବ୍ରିଟେନ୍‌ରେ ବେଆଇନ ଭାବେ ପ୍ରବାସୀଙ୍କୁ ରହିବାକୁ ଦିଆଯିବନି ଅନୁମତି:ସୁନକ

ଲଣ୍ଡନ, ୫। ୩:ପ୍ରବାସୀଙ୍କୁ ବ୍ରିଟେନ୍‌ରେ ବେଆଇନ ଢଙ୍ଗରେ ରହିବାକୁ ଅନୁମତି ଦିଆଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଋଷି ସୁନକ ରବିବାର ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତ୍‌କାରରେ କହିଛନ୍ତି। ଏ ନେଇ ଆସନ୍ତା ସପ୍ତାହରେ ନୂଆ ନିୟମ ଲାଗୁ କରାଯିବ। ଆଇନପ୍ରଣେତାଙ୍କ ଦ୍ୱାରା…

ସଫେଇ ଦେଲେ ରାହୁଲ

ଲଣ୍ଡନ, ୫ା୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ କେମ୍ବ୍ରିଜ୍‌ରେ ଉଦ୍‌ବୋଧନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ବିଦେଶରେ ରାହୁଲ ଭାରତର ଅପମାନ କରୁଛନ୍ତି ବୋଲି ଭାଜପା ଅଭିଯୋଗ କରିଛି। ଏନେଇ ରାହୁଲ ସଫେଇ ଦେଇଛନ୍ତି। କେମ୍ବ୍ରିଜ୍‌ରେ ଉଦ୍‌ବୋଧନବେଳେ ଭାରତର କଦାପି ଅପମାନ…

ମିଳିତ ଜାତିସଂଘ ବିଲ୍ଡିଂ ସମ୍ମୁଖରେ ଭାରତ ବିରୋଧୀ ପୋଷ୍ଟର

ଜେନେଭା,୫।୩: ଜେନେଭାରେ ମିଳିତ ଜାତିସଂଘ ବିଲ୍ଡିଂ ସମ୍ମୁଖରେ ଭାରତ ବିରୋଧୀ ପୋଷ୍ଟର ଲଗାଯିବା ପ୍ରସଙ୍ଗରେ ଭାରତ ତୀବ୍ର ବିରୋଧ ପ୍ରଦର୍ଶନ କରିଛି। ରବିବାର ସ୍ବିଜରଲାଣ୍ଡର ରାଷ୍ଟ୍ରଦୂତଙ୍କୁ ମଧ୍ୟ ଏନେଇ ଜବାବ ତଲବ କରାଯାଇଛି। ସରକାରୀ ସୂତ୍ର ଅନୁଯାୟୀ, ସ୍ବିଜରଲାଣ୍ଡ ରାଷ୍ଟ୍ରଦୂତ ବୈଦେଶିକ…

ଜମ୍ମୁ କଶ୍ମୀରରେ ଧାରା ୩୭୦ ରଦ୍ଦ କେବଳ କାଗଜରେ ସୀମିତ: ସଞ୍ଜୟ ରାଉତ

ପୁଣେ,୫।୩: ଶିବସେନା (ୟୁବିଟି) ରାଜ୍ୟ ସଭା ସଦସ୍ୟ ସଞ୍ଜୟ ରାଉତ କଶ୍ମୀରୀ ପଣ୍ଡିତ ହତ୍ୟା ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ଜମ୍ମୁ କଶ୍ମୀରରେ ଧାରା ୩୭୦ ରଦ୍ଦ କେବଳ କାଗଜରେ ଥିଲା ଏବଂ ଭାରତୀୟ ଜନତା…

ଦ୍ୱିତୀୟଥର ମେଘାଳୟର ମୁଖ୍ୟମନ୍ତ୍ରୀ ହେବେ କନ୍‌ରାଡ ସାଙ୍ଗମା: ୭ରେ ଶପଥଗ୍ରହଣ

ଶିଲଂ, ୫ା୩ : ମେଘାଳୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନ୍‌ପିପି) ନେତା କନ୍‌ରାଡ ସାଙ୍ଗମା ମଙ୍ଗଳବାର ଶପଥ ଗ୍ରହଣ କରିବେ। ବିଧାନସଭା ନିର୍ବାଚନରେ ତାଙ୍କ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ସରକାର ଗଠନ ଲାଗି ଦାବି ଉପସ୍ଥାପନ…

ସ୍ବଦେଶୀ ବ୍ରହ୍ମୋସ ମିଶାଇଲ୍‌ର ସଫଳ ପରୀକ୍ଷଣ

କୋଲକାତା,୫।୩: ଆତ୍ମନିର୍ଭରଶୀଳ ଭାରତ କାର୍ଯ୍ୟକ୍ରମ ଅଧୀନରେ ଭାରତୀୟ ନୌସେନା ରବିବାର ସଫଳତାର ସହ ସ୍ବଦେଶୀ ବ୍ରହ୍ମୋସ ମିଶାଇଲ୍‌ ପରୀକ୍ଷା କରିଛି। ଏହାର ବୁଷ୍ଟର୍‌ ଡିଆରଡିଓ ଦ୍ୱାରା ଡିଜାଇନ କରାଯାଇଛି। ଏହି ମିଶାଇଲ୍‌ କୋଲକାତାର ଯୁଦ୍ଧ ଜାହାଜରୁ ପରୀକ୍ଷଣ କରାଯାଇଥିଲା। ଏହା ଆରବ…

୬୦ ରନ୍‌ରେ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ,୫।୩: ମହିଳା ପ୍ରିମିୟର ଲିଗର ଦ୍ୱିତୀୟ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)କୁ ୬୦ ରନରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଆରସିବି ଅଧିନାୟକ ସ୍ମୃତି ମନ୍ଧାନା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ…

ସିବିଆଇ ମନୀଷ ସିସୋଡିଆଙ୍କୁ ଦେଉଛି ମାନସିକ ନିର୍ଯାତନା: ସଞ୍ଜୟ ସିଂ

ନୂଆଦିଲ୍ଲୀ,୫।୩: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଗିରଫଦାରିକୁ ନେଇ ଭାଜପା ଉପରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପକ୍ଷରୁ ଟାର୍ଗେଟ୍‌ ଜାରି ରହିଛି। ରବିବାର ଏଏପି ଏମ୍‌ପି ସଞ୍ଜୟ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ନିର୍ଯାତନା ଏତେ ମାତ୍ରାରେ ବୃଦ୍ଧି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ନିର୍ଦ୍ଦୋଷରେ ଖଲାସ

ନୂଆଦିଲ୍ଲୀ,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ଦିଲ୍ଲୀ କୋର୍ଟ ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଖଲାସ ବ୍ୟକ୍ତିଙ୍କ ନାଁରେ ହତ୍ୟା ଧମକ ଦେଇଥିବାର କୌଣସି ପ୍ରମାଣ ପତ୍ର ଦେବାରେ ଅଭିଯୋଗ ପକ୍ଷ ବିଫଳ ହୋଇଛି। ଜାନୁଆରୀ…

ଆର୍ଥିକ ସଙ୍କଟ ଶେଷରେ ପହଞ୍ଚିଛି ଦେଶ

ଇସଲାମାବାଦ,୫ା୩: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଇଭା କହିଛନ୍ତି, ଏକ ଦେଶ ଭାବରେ କାର୍ଯ୍ୟ କରିବାକୁ ସମର୍ଥ ହେବା ପାଇଁ ଆଇଏମ୍‌ଏଫ୍‌ ପକ୍ଷରୁ ପାକିସ୍ତାନକୁ କୁହାଯାଇଛି। ଏଥିସହ ସେ କହିଛନ୍ତି, ଆମେ ଚାହୁଁ ପାକିସ୍ତାନର ଗରିବ ଲୋକ…

ପସନ୍ଦ ଆସିଲାନି ଆରାଧ୍ୟାଙ୍କ ହେୟାର ଷ୍ଟାଇଲ୍‌

ମୁମ୍ବାଇ: ଅମିତାଭ ବଚ୍ଚନ-ଜୟା ବଚ୍ଚନଙ୍କ ନାତୁଣୀ ଏବଂ ଅଭିଷେକ ବଚ୍ଚନ-ଐଶ୍ୱର୍ଯ୍ୟା ରାୟଙ୍କ ଝିଅ ଆରାଧ୍ୟା ବି-ଟାଉନର ପ୍ରସିଦ୍ଧ ଷ୍ଟାର୍‌କିଡ୍‌ଙ୍କଠାରୁ ଅନ୍ୟତମ। ଆରାଧ୍ୟାଙ୍କୁ ଏବେ ୧୧ ବର୍ଷ ବୟସ ହୋଇଛି। ସେ ପ୍ରାୟତଃ ତାଙ୍କ ପିତାମାତାଙ୍କ ସହ ଦେଖିବାକୁ ମିଳିଥାଏ। ଐଶ୍ୱର୍ଯ୍ୟା ଝିଅର…

କ୍ଷମତାରେ ଥିବା ଲୋକେ ମୋତେ ରାସ୍ତାରୁ ହଟାଇବାକୁ ଚାହୁଁଛନ୍ତି: ଇମ୍ରାନ

ଇସଲାମାବାଦ୍‌,୫।୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଉପରେ ଗିରଫର ଭୟ ରହିଛି। ତାଙ୍କୁ ଗିରଫ କରିବା ପାଇଁ ପୋଲିସ ତାଙ୍କ ବାସଭବନ ନିକଟରେ ପହଞ୍ଚିଛି। ଏହି ସମୟରେ ଇମ୍ରାନଙ୍କ ସମର୍ଥକ ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି। ଏସବୁ ଭିତରେ ଇମ୍ରାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri