ବାହା କରାଇ ନ ଦେବାରୁ ମା’ଙ୍କୁ ହତ୍ୟା
ଯାଜପୁର ଅଫିସ/ବିଞ୍ଝାରପୁର/ପ୍ରୀତିପୁର(ଡି.ଏନ.ଏ.),୬ା୩:ବାହା କରାଇ ନ ଦେବାରୁ ଗୋପାଳ ଓଝା ନାମକ ଜଣେ ଯୁବକ ତାଙ୍କ ମା’ ପ୍ରେମଲତାଙ୍କୁ କଟୁରିରେ ହାଣି ହତ୍ୟା କରିଛନ୍ତି। ଏଭଳି ଚାଞ୍ଚଲ୍ୟକର ଘଟଣା ଯାଜପୁର ଜିଲା ବିଞ୍ଝାରପୁର ବିନ୍ଧାଣିସାହିରେ ଶନିବାର ରାତି ପ୍ରାୟ ୧୧ଟାରେ ଘଟିଛି। ଘଟଣା…
୩୮.୮ ଡିଗ୍ରୀରେ ତାଳଚେର
ଭୁବନେଶ୍ୱର, ୬ା୩(ବ୍ୟୁରୋ):ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଜାରି ରହିଛି। ରବିବାର ମଧ୍ୟ ରାଜ୍ୟର ବିଭିନ୍ନ ସହରରେ ପାରଦ ୩୮ ଡିଗ୍ରୀ ଟପିଥିଲା। ତାଳଚେରରେ ସର୍ବାଧିକ ୩୮.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଭୁବନେଶ୍ୱରରେ ୩୮.୪, ଅନୁଗୋଳ ୩୮.୧, ଝାରସୁଗୁଡ଼ା ୩୮ ଓ ଭଦ୍ରକ…
ରେବତୀ ମହାନ୍ତି ‘ମିସ୍ ଗ୍ଲୋବାଲ ଏସିଆ ପାସିଫିକ୍’
ଭୁବନେଶ୍ୱର,୬ା୩ (ବ୍ୟୁରୋ):‘ମିସ୍ ଗ୍ଲୋବାଲ ଏସିଆ ପାସିଫିକ୍ ୨୦୨୩’ ମୁକୁଟ ପିନ୍ଧିଲେ ରେବତୀ ମହାନ୍ତି। ସେ ହେଉଛନ୍ତି କିଟ୍ ବିଶ୍ୱବିଦ୍ୟାଳୟର ଫ୍ୟାଶନ ଡିଜାଇନିଂ ବିଭାଗର ଛାତ୍ରୀ। ମାଲେସିଆର ମେଲ୍କାଠାରେ ଫେବୃୟାରୀ ୨୧ରୁ ୨୫ପର୍ଯ୍ୟନ୍ତ ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତା ଚାଲିଥିଲା। ଏଥିରେ ୮ଟି ଦେଶରୁ…
୩ ବର୍ଷରେ ୧୩୫ ଦେଶ ବୁଲିବ କ୍ରୁଜ୍
ଆଙ୍କାରା,୬। ୩: ଯାତ୍ରା ଯେତେ ରୋମାଞ୍ଚକର ହେବ, ତାହା ଚିରଦିନ ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବ। ତେବେ ଜଳଯାତ୍ରାକୁ ଅଧିକ କୌତୂହଳଯୁକ୍ତ କରିବା ପାଇଁ ମିରେ କ୍ରୁଜେସ୍ କମ୍ପାନୀ ଏକ ନିଆରା କ୍ରୁଜ୍ ଯାତ୍ରା ଆରମ୍ଭ କରିବାକୁ ଯାଉଛି। ଯେଉଁ ବ୍ୟକ୍ତିବିଶେଷମାନଙ୍କୁ…
‘ଭାଜପା କେବଳ ମିଛ ବାଣ୍ଟିବା ଜାଣିଛି’
ବେଙ୍ଗାଲୁରୁ,୬।୩: କର୍ନାଟକ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର ଭାଜପାକୁ ଟାର୍ଗେଟ୍ କରିଛନ୍ତି। ରାଜ୍ୟରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ଉପରେ ବର୍ଷି ଭାଜପା ଲୋକମାନଙ୍କୁ କିପରି ମିଛ କହିବ ତାହା କେବଳ ଜାଣିଛି ବୋଲି ଶିବକୁମାର କହିଛନ୍ତି। କର୍ନାଟକ କଂଗ୍ରେସ…
ଥରିଲା ନିକୋବର
ନୂଆଦିଲ୍ଲୀ,୬।୩: ନିକୋବର ଦ୍ୱୀପପୁଞ୍ଜରେ ସୋମବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ, ପ୍ରାୟ ୫.୭ ସମୟରେ କମ୍ପନ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ମାପ କରାଯାଇଛି। ଭୂକମ୍ପ ଯୋଗୁ କୌଣସି…
ବିବିସି ସରକାରଙ୍କ ବିରୋଧରେ ଲେଖିବା ବନ୍ଦ କରିଦେଲେ ସବୁକିଛି ସାମାନ୍ୟ ହୋଇଯିବ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ/ଲଣ୍ଡନ,୬ ।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଲଣ୍ଡନରେ ମିଡିଆ ସହ କଥା ହେବା ସମୟରେ କହିଛନ୍ତି ବିବିସିର ଘଟଣା ଭାରତରେ ସ୍ୱର ଦବାଇବାର ଏକ ଉଦାହରଣ ମାତ୍ର । ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ଟିପ୍ପଣି କରିବାକୁ କହିବାରୁ ରାହୁଲ…
ମୁଁ କ୍ଷମତାକୁ ଫେରିଲେ ତୃତୀୟ ବିଶ୍ୱଯୁଦ୍ଧ ହେବନାହିଁ, ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଗୋଟିଏ ଦିନରେ ଶେଷ କରିଦେବି: ଟ୍ରମ୍ଫ
ୱାଶିଂଟନ,୬ ।୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ କହିଛନ୍ତି, ଯଦି ସେ ଶାସନ କ୍ଷମତାରେ ଥାଆନ୍ତେ ତେବେ ରୁଷିଆ ଓ ୟୁକ୍ରେନ୍ ଯୁଦ୍ଧ ହୋଇ ନ ଥାଆନ୍ତା । ଟ୍ରମ୍ଫ ଆହୁରି ମଧ୍ୟ କହିଛନ୍ତି ଯଦି ସେ ପୁଣି ଶାସନ…
ଇମ୍ରାନଙ୍କୁ ଡରାଉଛି ମୃତ୍ୟୁର ଭୟ, କୋର୍ଟରେ ହାଜର ହେବା ପୂର୍ବରୁ ସିଜେପିଙ୍କୁ ଚିଠି ଲେଖି ମାଗିଲେ ପର୍ଯ୍ୟାପ୍ତ ସୁରକ୍ଷା
ଇସଲାମାବାଦ,୬ ।୩: ତୋଶାଖାନା ମାମଲାରେ ଇସଲାମାବାଦ ପୋଲିସ ରବିବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫର ମୁଖ୍ୟ ଇମ୍ରାନ ଖାଁଙ୍କୁ ଗିରଫ କରିବାକୁ ଲାହୋର ସ୍ଥିତ ତାଙ୍କ ଜମନ ପାର୍କ ଘରେ ପହଞ୍ଚିଥିଲା । ହେଲେ ସମର୍ଥକଙ୍କ ବିରୋଧ ଯୋଗୁ…
ବ୍ରିଟେନ୍ରେ ବେଆଇନ ଭାବେ ପ୍ରବାସୀଙ୍କୁ ରହିବାକୁ ଦିଆଯିବନି ଅନୁମତି:ସୁନକ
ଲଣ୍ଡନ, ୫। ୩:ପ୍ରବାସୀଙ୍କୁ ବ୍ରିଟେନ୍ରେ ବେଆଇନ ଢଙ୍ଗରେ ରହିବାକୁ ଅନୁମତି ଦିଆଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଋଷି ସୁନକ ରବିବାର ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତ୍କାରରେ କହିଛନ୍ତି। ଏ ନେଇ ଆସନ୍ତା ସପ୍ତାହରେ ନୂଆ ନିୟମ ଲାଗୁ କରାଯିବ। ଆଇନପ୍ରଣେତାଙ୍କ ଦ୍ୱାରା…
ସଫେଇ ଦେଲେ ରାହୁଲ
ଲଣ୍ଡନ, ୫ା୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ କେମ୍ବ୍ରିଜ୍ରେ ଉଦ୍ବୋଧନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ବିଦେଶରେ ରାହୁଲ ଭାରତର ଅପମାନ କରୁଛନ୍ତି ବୋଲି ଭାଜପା ଅଭିଯୋଗ କରିଛି। ଏନେଇ ରାହୁଲ ସଫେଇ ଦେଇଛନ୍ତି। କେମ୍ବ୍ରିଜ୍ରେ ଉଦ୍ବୋଧନବେଳେ ଭାରତର କଦାପି ଅପମାନ…
ମିଳିତ ଜାତିସଂଘ ବିଲ୍ଡିଂ ସମ୍ମୁଖରେ ଭାରତ ବିରୋଧୀ ପୋଷ୍ଟର
ଜେନେଭା,୫।୩: ଜେନେଭାରେ ମିଳିତ ଜାତିସଂଘ ବିଲ୍ଡିଂ ସମ୍ମୁଖରେ ଭାରତ ବିରୋଧୀ ପୋଷ୍ଟର ଲଗାଯିବା ପ୍ରସଙ୍ଗରେ ଭାରତ ତୀବ୍ର ବିରୋଧ ପ୍ରଦର୍ଶନ କରିଛି। ରବିବାର ସ୍ବିଜରଲାଣ୍ଡର ରାଷ୍ଟ୍ରଦୂତଙ୍କୁ ମଧ୍ୟ ଏନେଇ ଜବାବ ତଲବ କରାଯାଇଛି। ସରକାରୀ ସୂତ୍ର ଅନୁଯାୟୀ, ସ୍ବିଜରଲାଣ୍ଡ ରାଷ୍ଟ୍ରଦୂତ ବୈଦେଶିକ…
Archives


