Home

ସେବା ଆଗରେ ହାର ମାନିଛି ବୟସ

ରାଉରକେଲା ଅଫିସ୍‌,୨୫ା୫: ଷ୍ଟିଲସିଟି ରାଉରକେଲାରେ ତାପମାତ୍ରା ପାରଦ ୪୨ ଡିଗ୍ରୀ ପାର୍‌ କରିଛି। ପୂର୍ବାହ୍ନ ୧୧ଟାରୁ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଉଛି। ଲୋକେ ତାତିରୁ ରକ୍ଷା ପାଇବା ପାଇଁ ଘର ଭିତରେ ରହୁଥିବା ବେଳେ ଶକ୍ତି ନଗର ଅଞ୍ଚଳର କିଛି ମହିଳା ବରିଷ୍ଠ…

ଡିଜିଟାଲ ବ୍ରିଜ ଟେକ୍ନୋଲୋଜି ଯୋଗୁ ୧୨ ବର୍ଷ ପରେ ଚାଲିଲେ ପକ୍ଷାଘାତ ବ୍ୟକ୍ତି…

ଆମଷ୍ଟେରଡାମ,୨୫।୫ : ଟେକ୍ନୋଲୋଜି ଯୋଗୁଁ ବିଶ୍ୱ ଦ୍ରୁତ ଗତିରେ ବଦଳୁଛି। ବର୍ତ୍ତମାନ ଏପରି ଏକ ଟେକ୍ନୋଲୋଜି ଆସିଛି, ଯାହା ବିଷୟରେ ଜାଣି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ନେଦରଲାଣ୍ଡର ଜଣେ ବ୍ୟକ୍ତି ଦୁର୍ଘଟଣା ଯୋଗୁ ପକ୍ଷାଘାତ ହୋଇ ଚାଲିବାକୁ ଅସମର୍ଥ ହୋଇଥିଲେ।…

ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଡ଼ଙ୍ଗା ବୁଡି ଜଣେ ନିଖୋଜ,ଦୁଇ ଉଦ୍ଧାର

ଚିତ୍ରକୋଣ୍ଡା,୨୫।୫: ମାଲକାନାଗିରି ଜିଲାର ଚିତ୍ରକୋଣ୍ଡା ଜଳଭଣ୍ଡାରରେ ମାଛ ଧରୁଥିବା ବେଳେ ଡଙ୍ଗା ବୁଡିଯିବାରୁ ଜଣେ ନିଖୋଜ ହୋଇଯାଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନେ ସିଙ୍ଗାରାମ ନିକଟରେ ଜଳଭଣ୍ଡାର ମଧ୍ୟରେ ଦେଶୀ ଡଙ୍ଗାରେ ମାଛ ଧରୁଥିଲେ। ମାଛ ଧରୁଥିବା ବେଳେ…

ପ୍ରଦୂଷଣ ବଳୟରେ ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା ଅଫିସ,୨୫ା୫: ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ମୃତ ଜେଲି ଫିସ୍‌ଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏପରି କି ନିକଟସ୍ଥ ନଦୀ ନାଳରେ ଜେଲି ଫିସ୍‌ର ଅଂଶ ବିଶେଷ ଦେଖିବାକୁ ମିଳୁଛି। ଏହାର କାରଣ ବିଶ୍ୱତାପନ ଓ ଜଳ ପ୍ରଦୂଷଣ ବୋଲି ସ୍ଥାନୀୟ…

କାର୍ଯ୍ୟକ୍ଷମ ହେଉନି ବ୍ରହ୍ମବରଦା ବିଦ୍ୟୁତ୍‌ ଷ୍ଟ୍ରକ୍‌ଚର

ବ୍ରହ୍ମବରଦା,୨୫ା୫(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ତଥା କୁଆଖିଆ ବିଦ୍ୟୁତ୍‌ ଉପଖଣ୍ଡ ଅଧୀନ ବ୍ରହ୍ମବରଦାଠାରେ ନବନିର୍ମିତ ବିଦ୍ୟୁତ୍‌ ଷ୍ଟକ୍‌ଚର ଅଚଳ ଅବସ୍ଥାରେ ପଡ଼ିରହିଛି। ଫଳରେ ଏହି ଅଞ୍ଚଳର ଉପଭୋକ୍ତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ରହ୍ମବରଦା ଅଞ୍ଚଳର ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି…

ଆବାସ ପାଇବାରୁ ବଞ୍ଚିତ ଦିବ୍ୟାଙ୍ଗ ପରିବାର

ଧର୍ମଶାଳା,୨୪ା୫(ଡି.ଏନ.ଏ.): ଧର୍ମଶାଳା ବ୍ଲକ୍‌ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଏଠାରେ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡୁଥିବାବେଳେ ଅଯୋଗ୍ୟଙ୍କୁ ଦିଆଯାଉଛି ଗୃହ। ପିସି ଦେଉ ନ ଥିବା ଓ ଶାସକ ଦଳର ସମର୍ଥକ ହୋଇ ନ…

ଡରାଇ ଧମକାଇ କଳାପଥର ଲୁଟ୍‌

ଯାଜପୁର ଅଫିସ,୨୫ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ଏବେ ବି ସରକାରଙ୍କ ବହୁ ମୂଲ୍ୟବାନ କଳାପଥର ତଥା ଗ୍ରାନାଇଟ ପଥର ମହଜୁଦ ରହିଛି। ଲିଜ୍‌ଧାରୀମାନେ ୫ ବର୍ଷର ଅନୁମତି ପରିମାଣକୁ ୯ ମାସରେ ଉତ୍ତୋଳନ କରି କୋଟିପତି ସାଜୁଛନ୍ତି। ଏଥିରେ…

ବିଶ୍ୱ ଖାଦ୍ୟ ସଙ୍କଟର ମୁକାବିଲା ପାଇଁ ସାମୁହିକ ଉଦ୍ୟମ ଜରୁରୀ: ଜାତିସଂଘରେ ଭାରତର ଆହ୍ବାନ…

ଜେନେଭା,୨୫।୫ : ସମଗ୍ର ବିଶ୍ୱରେ ଗଭୀର ଖାଦ୍ୟ ସଙ୍କଟ ମଧ୍ୟରେ ଭାରତ ମିଳିତ ଜାତିସଂଘରେ ଏହାକୁ ଦୂର କରିବା ପାଇଁ ଏକ ସାମୂହିକ ସମାଧାନ ତଥା ଦ୍ରୁତ ମାନବିକ ଖାଦ୍ୟ ସହାୟତା ପାଇଁ ଯୋଜନା କରିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ…

ବେଆଇନ ପଥର ଖାଦାନରେ ଶ୍ରମିକ ମୃତ

ଯାଜପୁର ଅଫିସ/ଚଢେଇଧରା/ ଜେନାପୁର (ଡି.ଏନ.ଏ.),୨୫ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ବେଆଇନ କଳାପଥର ଖାଦାନ ପାଇଁ କେବଳ ରାଜସ୍ବ ଲୁଟ ହେଉନାହିଁ, ବରଂ ଶ୍ରମିକମାନଙ୍କ ଜୀବନ ମଧ୍ୟ ଯାଉଛି। ଏଭଳି ସମ୍ବେଦନଶୀଳ ଘଟଣାଗୁଡିକୁ ବିଭିନ୍ନ ସମୟରେ ଭିନ୍ନଭିନ୍ନ ରୂପ ଦେଇ…

ରାଜଧାନୀରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ଭୁବନେଶ୍ୱର କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ-୧ ଜିଇଡି ବସ୍ତିରେ ବୁଧବାର ଭୋର ସମୟରେ ଜଣେ ଯୁବକଙ୍କୁ ଗୋଟିଏ ପରିବାରର ମାମୁ, ଭଣଜାଙ୍କ ସମେତ ୪ ଜଣ ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ମୃତ ଯୁବକ ହେଲେ ସ୍ଥାନୀୟ…

ରାଷ୍ଟ୍ରପତି ଦୌଡ଼ରେ ଫ୍ଲୋରିଡା ଗଭର୍ନର ସାମିଲ: ଟ୍ରମ୍ପଙ୍କ ପାଇଁ ସୃଷ୍ଟି ହୋଇପାରେ ଆହ୍ବାନ…

ଓ୍ବାଶିଂଟନ,୨୫।୫ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଫ୍ଲୋରିଡାର ରିପବ୍ଲିକାନ ଗଭର୍ନର ରୋନ ଡିସାଣ୍ଟିସ ଆନୁଷ୍ଠାନିକ ଭାବେ ପ୍ରବେଶ କରିଛନ୍ତି। ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଗଭର୍ନର ରୋନ ଯୁକ୍ତରାଷ୍ଟ୍ର ଆମେରିକାର ଫେଡେରାଲ ନିର୍ବାଚନ କର୍ତ୍ତୃପକ୍ଷଙ୍କ ନିକଟରେ…

ନୂଆ ଟ୍ରେଣ୍ଡ୍‌ରେ ଖୋର୍ଦ୍ଧା ଗାମୁଛା

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ଟ୍ରେଣ୍ଡ୍‌ ବଦଳୁଛି, ଆଉ ତା’ ସହ ବଦଳୁଛି ଜୀବନଶୈଳୀ। ଓଡ଼ିଶାର ପାରମ୍ପରିକ ପରିଧାନରେ ଅତ୍ୟାଧୁନିକତାର ଛାପ ଦିନକୁ ଦିନ ରାଜ୍ୟ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରୁଛି। ବିଶେଷକରି ଓଡ଼ିଶା ହସ୍ତତନ୍ତରେ ଆକର୍ଷଣୀୟ ଡିଜାଇନ୍‌ ସହ ପ୍ରସ୍ତୁତ ହେଉଛି ନୂଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri