୨୦୨୪ ପୂର୍ବରୁ ୟୁପି ଭାଜପାରେ ମତଭେଦ ପଦାରେ…
ଲକ୍ଷ୍ନୌ,୨୨।୫ : ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତି ସତୀଶ ମହାନା ଗତ ବର୍ଷ ନଭେମ୍ବର ୧୮ ରେ କାନପୁର ମହାନଗରର ସାମଗ୍ରିକ ବିକାଶ ପାଇଁ ଏକ ବୈଠକ ଡାକିଥିଲେ। ବୈଠକ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ତା’ପରେ କାନପୁର ଏମପି ସତ୍ୟଦେବ ପାଚୌରିଙ୍କ…
ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ ସୁଧାଂଶୁ ଷଡ଼ଙ୍ଗୀ
କଟକ ଅଫିସ,୨୨ା୫: ରାଜ୍ୟ ଅଗ୍ନିଶମ ଓ ଜରୁରୀକାଳିନ ସେବା ସଂସ୍ଥା ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ୧୯୯୦ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଅଫିସର ସୁଧାଂଶୁ ଷଡ଼ଙ୍ଗୀ ଦାୟିତ୍ୱ ଗ୍ରହଣ କରିବା ପରେ କୌଣସି ସଂଗଠନର ବିକାଶ…
ପାଇପ୍ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ପାଇପ୍ ଜଳିଗଲା
ସମ୍ବଲପୁର,୨୨ା୫(ବ୍ୟୁରୋ): ସମ୍ବଲପୁର ଧମା ଥାନା ଗୁଣ୍ଡରପୁରସ୍ଥିତ ପାଇପ୍ ଗୋଦାମରେ ସୋମବାର ଭୟାବହ ଅଗ୍ନିକାଣ୍ଡ ହୋଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପାଇପ୍ ଜଳିଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲଗିଛନ୍ତି। ସୂଚନାନୁସାରେ ଗୁଣ୍ଡରପୁରଠାରେ ଏକ…
ଆମେରିକାରେ ମୋଦିଙ୍କୁ ଦିଆଯିବ ୨୧ ତୋପ ସଲାମୀ, ୨୦ ସହରରେ ଏକତା ପଦଯାତ୍ରା…
ଓ୍ବାଶିଂଟନ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ମାସରେ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି। ଏହି ଯାତ୍ରା ବିଷୟରେ ଆମେରିକାରେ ରହୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ସ୍ବତନ୍ତ୍ର କରିବା ପାଇଁ ଭାରତୀୟ ସମ୍ପ୍ରଦାୟ…
ପୃଥିବୀର ମୃତ୍ୟୁ
ଯାହାର ଜନ୍ମ ଅଛି, ତା’ର ମଧ୍ୟ ଦିନେ ମୃତ୍ୟୁ ଅଛି। ଆମର ଗ୍ରହ ପୃଥିବୀ ଅତୀତରେ ୪୫୦ କୋଟି ବର୍ଷ ପୂର୍ବେ ସୌର ନେବୁଲାରୁ ଜନ୍ମ ହୋଇଥିଲା। ବିଶ୍ୱାସ କରାଯାଏ ଯେ, ଆହୁରି ୪୫୦ କୋଟି ବର୍ଷ ପରେ ଏହାର ମୃତ୍ୟୁ…
ବାଲିଆରେ ଡଙ୍ଗାବୁଡ଼ି: ୪ ମୃତ, ୨୫ ନିଖୋଜ…
ବାଲିଆ,୨୨।୫ : ଉତ୍ତରପ୍ରଦେଶର ବାଲିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି । ୪୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଗଙ୍ଗା ନଦୀରେ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୨୫ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ,…
ସିଦ୍ଦରାମାୟାଙ୍କ କ୍ୟାବିନେଟର ୯ ମନ୍ତ୍ରୀଙ୍କ ବିରୋଧରେ ମାମଲା…
ବେଙ୍ଗାଲୁରୁ,୨୨।୫ : କର୍ନାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟାଙ୍କ କ୍ୟାବିନେଟରେ ଶପଥ ଗ୍ରହଣ କରିଥିବା ସମସ୍ତ ୯ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ସମସ୍ତ ମନ୍ତ୍ରୀ ମଧ୍ୟ କୋଟିପତି ଅଟନ୍ତି। କର୍ନାଟକ ଇଲେକଶନ ୱାଚ ଏବଂ ଆସୋସିଏଶନ ଫର୍ ଡେମୋକ୍ରାଟିକ ରିଫର୍ମସ ରିପୋର୍ଟରେ…
ଆଜିଠୁ ସୁବର୍ଣ୍ଣପୁର ଜିଲାରେ ରବିଧାନ ସଂଗ୍ରହ
ସୋନପୁର,୨୨।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ସୋମବାରଠାରୁ ରବିଧାନ ସଂଗ୍ରହ ଆରମ୍ଭ ହେବ। ୬୦ ପ୍ୟାକ୍ସ ଓ ୩୪ ଡବ୍ଲ୍ୟୁଏସ୍ଏଚ୍ଜି ଜରିଆରେ ଯୋଗାଣ ନିଗମ ପଞ୍ଜୀକୃତ ଚାଷୀଙ୍କ ନିକଟରୁ ଧାନ କିଣିବ। ଆଗକୁ ଆଉ ୩ଟି ଡବ୍ଲ୍ୟୁଏସ୍ଏଚ୍ଜି ଓ ଗୋଟିଏ ପ୍ୟାକ୍ସ ଧାନ କ୍ରୟ…
ଉଦ୍ଘାଟନ ହୋଇଛି, କାମରେ ଲାଗୁନି
କଣ୍ଟାବାଞ୍ଜି, ୨୨ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଏନଏସିରେ ସର୍ବସାଧାରଣଙ୍କ ପାଇଁ ନିର୍ମିତ ଶୌଚାଳୟ ୨୦୨୧ନଭେମ୍ବର ୧୮ତାରିଖରେ ଉଦ୍ଘାଟିତ ହୋଇଥିଲା। ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଶୌଚାଳୟ ଉଦ୍ଘାଟନୀର ଦେଢବର୍ଷ ପରେ ମଧ୍ୟ କାର୍ଯ୍ୟକ୍ଷମ ନ ହେବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ…
ପ୍ରତିଦିନ ଜମା ହେଉଥିବା ୨୦୦୦ ଟଙ୍କିଆ ନୋଟ ବିଷୟରେ ସୂଚନା ରଖିବାକୁ ବ୍ୟାଙ୍କଗୁଡିକୁ ଆରବିଆଇର ନିର୍ଦ୍ଦେଶ…
ମୁମ୍ବାଇ,୨୨।୫ : ଭାରତୀୟ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କକୁ ପ୍ରତିଦିନ ୨୦୦୦ ଟଙ୍କତଆ ନୋଟ ଜମା କରାଯାଉଥିବା ତଥ୍ୟ ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଜଡିତ ନିର୍ଦ୍ଦେଶନାମା ଆରବିଆଇ ଦ୍ୱାରା ମେ ୨୨ ଜାରି କରାଯାଇଛି। ରିଜର୍ଭ ବ୍ୟାଙ୍କ…
୪ ମାସ ସମୟ ଅଛି, ଚିନ୍ତା କରିବାର କୌଣସି କାରଣ ନାହିଁ : ଆରବିଆଇ ଗଭର୍ନର
ନୂଆଦିଲ୍ଲୀ,୨୨।୫: ୨ ହଜାର ଟଙ୍କିଆ ନୋଟକୁ ବନ୍ଦ ହେବାର ଘୋଷଣା ପରେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ନିଜର ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,ଆରବିଆଇର ୨ ଟଙ୍କିଆ ନୋଟ ଆଣିବାର ଉଦ୍ଦେଶ୍ୟ ପୂରଣ ହୋଇଛି। ଚାରିମାସ ସମୟ ଦିଆଯାଇଛି ଏବଂ…
ମୋଦିଙ୍କୁ ଫିଜିର ସର୍ବୋଚ୍ଚ ସମ୍ମାନ: କମ୍ପାନିୟନ ଅଫ ଦ ଅର୍ଡର ଅଫ ଫିଜି..
ପୋର୍ଟ ମୋର୍ସବେ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫିଜିର ସର୍ବୋଚ୍ଚ ସମ୍ମାନ କମ୍ପାନିୟନ ଅଫ ଦ ଅର୍ଡର ଅଫ ଫିଜ ପ୍ରଦାନ କରାଯାଇଛି। ବିଶ୍ୱସ୍ତରୀୟ ନେତୃତ୍ୱକୁ ଦୃଷ୍ଟିରେ ରଖି ଫିଜିର ପ୍ରଧାନମନ୍ତ୍ରୀ ସିତିବେନି ରାବୁକା ରାବୁକା ପିଏମ ମୋଦିଙ୍କୁ ଏହି ସମ୍ମାନ…
Archives


