Home

୬ ବର୍ଷ ବିତିଲା ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ହେଲାନି

ଆଳି,୨୭ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକର ଦଶିପୁର ଓ ଏକମାଣିଆ ପଞ୍ଚାୟତ ଗଠନ ହେବାର ୬ ବର୍ଷ ବିତିଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ କାର୍ଯ୍ୟାଳୟ ନିର୍ମାଣ ହୋଇପାରୁନି। ଏହି ୨ଟି ପଞ୍ଚାୟତ ଗଠନ ହେବାର କିଛିଦିନ ମଧ୍ୟରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ…

ପୁଣି ଅଳଭା ବ୍ରାହ୍ମଣୀ ପଠାରୁ ବାଲିମାଟି ଚାଲାଣ

ପଟ୍ଟାମୁଣ୍ଡାଇ,୨୭ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ଅଳଭା ବ୍ରାହ୍ମଣୀ ନଦୀ ଅଳଭାପାଳରେ ବଡ଼ ବଡ଼ ଗାତ କରାଯାଇ ପୁଣି ମାଟି ଚାଲାଣ କରାଯାଇଛି। ମାଟି ବ୍ୟବସାୟୀମାନେ ଏଥିରେ ଲାଭବାନ୍‌ ହେଉଥିବା ବେଳେ ରାଜ୍ୟ ସରକାର ରାଜସ୍ବ ହରାଉଛନ୍ତି। ସରକାରଙ୍କ ସମସ୍ତ…

ପ୍ରକଳ୍ପ ପ୍ରତିଶ୍ରୁତିରେ ଜିଲାବାସୀ ଅଣନିଃଶ୍ୱାସୀ

କେନ୍ଦ୍ରାପଡ଼ା ଅଫିସ, ୨୭ା୫: ଅର୍ଥନୈତିକ ଅଭିବୃଦ୍ଧିରେ ରାଜ୍ୟର ୨୬ତମ ସ୍ଥାନରେ କେନ୍ଦ୍ରାପଡ଼ା ଜିଲା ଅଛି। ଅର୍ଥକରୀ ଫସଲ ଯୋଜନା ନ ଥିଲେ ମଧ୍ୟ କୃଷିଭିତ୍ତିକ ଅର୍ଥନୀତିରେ ଏହି ଜିଲା ପରିଚାଳିତ ହେଉଛି। ରାଜନେତାମାନେ ଗତ ଦଶନ୍ଧି ଧରି ଏହାର ସୁଯୋଗ ନେଉଛନ୍ତି।…

ଆଜି ନୀତି ଅୟୋଗର ବୈଠକ, ମମତା କେଜରିଓ୍ବାଲଙ୍କ ସମେତ ଆଉ କେତେଜଣ ମୁଖ୍ୟମନ୍ତ୍ରୀ କରିଛନ୍ତି ବହିଷ୍କାର

ନୂଆଦିଲ୍ଲୀ,୨୭।୫: ଦେଶରେ ନୂଆ ସଂସଦ ଭବନ ଉଦଘାଟନକୁ ବିରୋଧ କରିବା ପରେ ଏବେ ବିରୋଧୀ ରାଜନୈତିକ ଦଳ ସରକାରଙ୍କ ନୀତି ଆୟୋଗ ବୈଠକକୁ ବି ବିରୋଧ କରିଛନ୍ତି। ଶନିବାର ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ନୀତୀଶ କୁମାର,…

ମୋଦିଙ୍କ ଗସ୍ତ ପୂର୍ବରୁ ଆମେରିକାର ବଡ ପଦକ୍ଷେପ, ଦୀପାବଳି ଛୁଟି ଘୋଷଣା ପାଇଁ ସଂସଦରେ ବିଧେୟକ ଉପସ୍ଥାପନ

ଓ୍ବାଶିଂଟନ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଆମେରିକା ବଡ ପଦକ୍ଷେପ ନେଇଛି। ଆମେରିକାରେ ଦୀପାବଳିରେ ସଂଘିୟ ଅବକାଶ ଘୋଷଣା କରିବାକୁ ୟୁଏସ କଂଗ୍ରେସ(ସଂସଦ)ରେ ବିଧେୟକ ଉପସ୍ଥାପନ କରାଯାଇଛି। ଆମେରିକାର ମହିଳା ସାଂସଦ ଗ୍ରେସ ମେଂଗ ଶୁକ୍ରବାର ପ୍ରତିନିଧି ସଭାରେ ଦୀପାବଳି…

ରେସଲରଙ୍କୁ ସମର୍ଥନ କଲେ ବାବା ରାମଦେବ

ନୂଆଦିଲ୍ଲୀ,୨୭।୫: ଯୌନ ଉତ୍ପିଡନ ଭଳି ସମସ୍ୟାକୁ ସାମ୍ନା କରୁଥିବା ଭାରତୀୟ କୁସ୍ତି ସଂଘ(ଡବ୍ଲୁଏଫଆଇ)ର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ନିଜ ଘରୁ ଏବେ ଚ୍ୟାଲେଞ୍ଜ ମିଳିଛି। ଯୋଗଗୁରୁ ବାବା ରାମଦେବ ଭାରତୀୟ ଜନତା ପାଟର୍ଇ(ଭାଜପା)ର ଏମପିଙ୍କ ବିରୋଧରେ ଦିଲ୍ଲୀର ଜନ୍ତର…

କ୍ରମ୍ପଟନ୍‌ର ମିନି ମାଷ୍ଟର ପ୍ଲସ୍‌ ପମ୍ପ

ନୂଆଦିଲ୍ଲୀ,୨୭।୫: କ୍ରମ୍ପଟନ୍‌ ଗ୍ରୀଭସ୍‌ କଞ୍ଜୁମର ଇଲେକଟ୍ରିକାଲ୍ସ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ହାଇଫ୍ଲୋ ମାକ୍ସ ପ୍ରଯୁକ୍ତିରେ ସୁସଜ୍ଜିତ ମିନି ମାଷ୍ଟର ପ୍ଲସ୍‌ ପମ୍ପର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଏହି ସଦ୍ୟତମ ଛାମୁଆ ଉପତ୍ାଦ ଏକାଧିକ ନବୋନ୍ମେଷୀ ବୈଶିଷ୍ଟ୍ୟ ସହ…

୧୯୨୭ରୁ ପାର୍ଲାମେଣ୍ଟ ବିଲ୍ଡିଂର ଯାତ୍ରା

ନୂଆଦିଲ୍ଲୀ,୨୭ା୫: ପୁରୁଣା ପାର୍ଲାମେଣ୍ଟ ବିଲ୍ଡିଂ ସ୍ଥାପତ୍ୟ ଉତ୍କର୍ଷର ଐତିହାସିକ ପ୍ରତୀକ, ଯାହାକି ଭାରତର ଭାଗ୍ୟକୁ ପ୍ରାୟ ୧ ଶତାବ୍ଦୀ ଧରି ନିର୍ଦ୍ଧାରିତ କରିଆସିଛି। ଏହାର ଜାଜୁଲ୍ୟମାନ ଧରୋହର ଏବେ ଇତିହାସ ପୃଷ୍ଠାକୁ ଚାଲିଯିବାକୁ ବସିଛି। ୧୯୨୭ ଜାନୁୟାରୀ ୧୮ରେ ତତ୍କାଳୀନ ଭାଇସରାୟ…

ଏଲିଜାବେଥ୍‌ଙ୍କୁ ହତ୍ୟା ଷଡ଼ଯନ୍ତ୍ର ହୋଇଥିଲା

ଓ୍ବାଶିଂଟନ୍‌,୨୭ା୫: ବ୍ରିଟେନର ଦିବଂଗତ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କୁ ହତ୍ୟା କରିବାକୁ ଉଦ୍ୟମ ହୋଇଥିଲା। ୧୯୮୩ରେ ଏଲିଜାବେଥ୍‌ ଦ୍ୱିତୀୟ ଆମେରିକା ଗସ୍ତରେ ଥିବାବେଳେ ତାଙ୍କ ହତ୍ୟା ଷଡ଼ଯନ୍ତ୍ର ରଚାଯାଇଥିବା ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ (ଏଫ୍‌ବିଆଇ) ନିଜ ନୂଆ ଦସ୍ତାବିଜରେ ପ୍ରଘଟ କରିଛି।…

ଉଡ଼ନ୍ତା ବିମାନର ଡୋର ଖୋଲିଦେଲେ ଯାତ୍ରୀ

ସିଓଲ,୨୭ା୫: ଦକ୍ଷିଣ କୋରିଆର ଡାଏଗୁ ସହର ଅଭିମୁଖେ ଯାଉଥିବା ଏକ ଆସିଆନା ଏୟାରଲାଇନ୍ସ ବିମାନରେ ଜଣେ ଯାତ୍ରୀ ଏମର୍ଜେନ୍ସି ଡୋର୍‌ ଖୋଲି ଗିରଫ ହୋଇଛନ୍ତି। ଓଜେଡ୍‌୮୧୨୪ ଏୟାରବସ୍‌ ଶୁକ୍ରବାର ସ୍ଥାନୀୟ ସମୟ ୧୧ଟା ୪୫ରେ ଜେଜୁ ଆଇଲାଣ୍ଡରୁ ଯାତ୍ରା ଆରମ୍ଭ କରିଥିଲା।…

ମୋଦିଙ୍କ ୯ ବର୍ଷ, କଂଗ୍ରେସର ୯ ପ୍ରଶ୍ନ

ନୂଆଦିଲ୍ଲୀ,୨୭ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରକୁ ୯ ବର୍ଷ ପୂରିଛି। ଏହି ଅବସରରେ କଂଗ୍ରେସ ପକ୍ଷରୁ ତାଙ୍କୁ ଦରଦାମ ବୃଦ୍ଧି, ବେରୋଜଗାରି, କୃଷକଙ୍କ ଆୟ ଆଦି ନେଇ ୯ଟି ପ୍ରଶ୍ନ କରାଯାଇଛି। ମୋଦି ନିଜ ଶାସନ କାଳରେ ଦେଶବାସୀଙ୍କ ସହ…

ଛାଡପତ୍ର ପରେ ସ୍ତ୍ରୀଙ୍କୁ ଦେବାକୁ ପଡିଲା ବଡ଼ ଆକାରରେ କ୍ଷତିପୂରଣ, ଭରିଲେ ଏତେ ଟଙ୍କା…

ନୂଆଦିଲ୍ଲୀ,୨୬।୫: ଛାଡପତ୍ର ପରେ ସ୍ତ୍ରୀଙ୍କ ଭରଣପୋଷଣ ପାଇଁ କ୍ଷତିପୂରଣ ଦେବାକୁ ପଡିଥାଏ ବୋଲି ଆପଣ ଶୁଣିଥିବେ। କିନ୍ତୁ ଏହାର ବିପରୀତ ଘଟଣା ଦିଲ୍ଲୀରେ ଦେଖିବାକୁ ମିଳିଛିି। ସ୍ବାମୀଙ୍କୁ ଛାଡ଼ପତ୍ର ଦେବାପରେ ସ୍ତ୍ରୀଙ୍କୁ ଦେବାକୁ ପଡ଼ିଛି ମୋଟା ଅଙ୍କର କ୍ଷତିପୂରଣ। ଏପରି ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri