ପିସିଏଲକୁ ଗୋଲ୍ଡ ଆୱାର୍ଡ
ନୂଆଦିଲ୍ଲୀ,୧୩।୪: ଦୀପକ ଫର୍ଟିଲାଇଜର୍ସ ଆଣ୍ଡ ପେଟ୍ରୋକେମିକାଲସ କର୍ପୋରେସନ ଲିମିଟେଡର ସହଯୋଗୀ କମ୍ପାନୀ ପରଫରମାନ୍ସ କେମିସର୍ଭ ଲିମିଟେଡ (ପିସିଏଲ)କୁ ନିକଟରେ ସମ୍ମାନଜନକ ଗୋଲ୍ଡ ଆୱାର୍ଡ ପ୍ରଦାନ କରାଯାଇଛି। ବିଶେଷ କରି ପିସିଏଲ ଦ୍ୱାରା ସ୍ଥାପିତ ଗ୍ଲୋବାଲ ସ୍କେଲ ଆମୋନିଆ ପ୍ରକଳ୍ପକୁ ଉକ୍ତ ସମ୍ମାନ…
‘ଜିତୋ ଧନ୍ ଧନା ଧନ୍ କାର୍ ଉଇନର୍ସ’
ମୁମ୍ବାଇ,୧୩।୪: ରିଲାଏନ୍ସ ଗ୍ରୁପ୍ର ପ୍ରମୁଖ କମ୍ପାନୀ ତଥା ରିଲାଏନ୍ସ ଜିଓର ଅଗ୍ରଣୀ ପ୍ଲାଟ୍ଫର୍ମ ଜିଓ ସିନେମା ଚଳିତ ଥର ଟାଟା ଆଇପିଏଲ୍ର ଅଫିସିଆଲ ଡିଜିଟାଲ ଷ୍ଟ୍ରିମିଂ ପାଟର୍ନର ଭାବେ ଜଡ଼ିତ ହୋଇଛି। ଏହି ପରିପ୍ରେକ୍ଷୀରେ ଗତ ସପ୍ତାହରେ କମ୍ପାନୀ ପକ୍ଷରୁ ଏକ…
ୱେଲ୍ନେସ୍ ସେଣ୍ଟର ଉଦ୍ଘାଟିତ
ଭୁବନେଶ୍ୱର,୧୩।୪: ହେଲ୍ଥ ପ୍ଲାଟ୍ଫର୍ମ ଷ୍ଟାର୍ଟଅପ୍ ସ୍ପା ହୋଲିକ୍ ୱେଲ୍ନେସ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏକ ଅତ୍ୟାଧୁନିକ ୱେଲ୍ନେସ୍ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ସ୍ଥାନୀୟ ଜୟଦେବବିହାର ନିକଟସ୍ଥ ବିଜୁ ପଟ୍ଟନାୟକ କଲେଜ ରୋଡ୍ରେ ଉକ୍ତ ସେଣ୍ଟର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି…
ସମ୍ବଲପୁରରେ ଆକାଶ ବାଇଜୁସ୍ର ସେଣ୍ଟର
ଭୁବନେଶ୍ୱର୧୩।୪: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଆକାଶ ବାଇଜୁସ୍ ପକ୍ଷରୁ ଓଡ଼ିଶା କ୍ଷେତ୍ରରେ ଆଉ ଏକ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ଏପରିକି ସମ୍ବଲପୁର ନିକଟସ୍ଥ ଅଇଁଠାପାଲିଠାରେ ଆକାଶ ବାଇଜୁସ୍ର ପ୍ରଥମ କ୍ଲାସ୍ରୁମ୍ ସେଣ୍ଟର ବୁଧବାର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି…
‘ଇନ୍ଭେଷ୍ଟିଂ ଇନ୍ ଇଣ୍ଡିଆ ଡିକେଡ୍’
ନୂଆଦିଲ୍ଲୀ,୧୩।୪: ଦେଶର ପ୍ରମୁଖ ଶିଳ୍ପ ସଂଘ ଫିକି ଏବଂ ୟୁଏସ୍-ଇଣ୍ଡିଆ ଷ୍ଟ୍ରାଟେଜିକ୍ ଫୋରମ ଦ୍ୱାରା ଆୟୋଜିତ ଗୋଲ ଟେବୁଲ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ‘ଇନ୍ଭେଷ୍ଟିଂ ଇନ୍ ଇଣ୍ଡିଆ ଡିକେଡ୍’ ଶୀର୍ଷକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଏଥିରେ ଫିକି…
ବେଦାନ୍ତ ବାଲ୍କୋ ‘ପ୍ୟାଟ୍ ଟପ୍ ପ୍ରଦର୍ଶନକାରୀ’
ଭୁବନେଶ୍ୱର,୧୩।୪: ବେଦାନ୍ତ ଆଲୁମିନିୟମର ସହାୟକ କମ୍ପାନୀ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ବାଲ୍କୋ)କୁ ନିକଟରେ ସମ୍ମାନଜନକ ‘ପ୍ୟାଟ୍ ଟପ୍ ପ୍ରଦର୍ଶନକାରୀ’ ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷକରି ଭାରତ ସରକାରଙ୍କ ପ୍ରଦର୍ଶନ, ସଫଳତା ଏବଂ ବାଣିଜ୍ୟ(ପ୍ୟାଟ୍) ଯୋଜନା ଅନ୍ତର୍ଗତ ଶକ୍ତି ଅଧୀନ ତଥା…
ଗାଡ଼ି ବିକ୍ରିରେ ୧୨% ଅଭିବୃଦ୍ଧି
ଭୁବନେଶ୍ୱର,୧୩।୪: ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ମାର୍ଚ୍ଚରେ ଗାଡ଼ି ବିକ୍ରି ଓଡ଼ିଶା ବଜାରରେ ବୃଦ୍ଧି ଘଟିଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ମାର୍ଚ୍ଚ ମାସରେ ମୋଟ ୬୫,୨୪୫୫ ୟୁନିଟ୍ ଗାଡ଼ି ରାଜ୍ୟରେ ବିକ୍ରି ହୋଇଥିବା ଫେଡେରେଶନ ଅଫ୍ ଅଟୋମୋବାଇଲ ଡିଲର…
ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ୫.୬୬%
ନୂଆଦିଲ୍ଲୀ,୧୩।୪: ଗତ କିଛି ମାସ ହେବ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାରରେ ପରିବର୍ତ୍ତନ ଘଟୁଛି। ଏପରିକି ୨୦୨୩ ମାର୍ଚ୍ଚରେ ମଧ୍ୟ ଖୁଚୁରା ମୁଦ୍ରାସ୍ପୀତି ହାର ହ୍ରାସ ପାଇ ୫.୬୬% ରେ ରହିଛି। ଫଳରେ ଖୁଚୁରା ମୁଦ୍ରାସ୍ଫୀତି ଗତ ୧୫ ମାସର ସର୍ବନିମ୍ନ…
୧ ବିଲିୟନ୍ ଡଲାର ଠକେଇ ମାମଲାରେ ୨ ଭାରତୀୟ ବଂଶୋଦ୍ଭବ ଦୋଷୀ
ନ୍ୟୁୟର୍କ, ୧୩।୪: ଆମେରିକା ଶିକାଗୋସ୍ଥିତ ଏକ ଷ୍ଟାର୍ଟଅପ୍ କମ୍ପାନୀର ୨ ଭାରତୀୟ ବଂଶୋଦ୍ଭବ ଏକ୍ଜିକ୍ୟୁଟିଭ୍ ୧ ବିଲିୟନ୍ ଡଲାର ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଠକେଇ ସ୍କିମ୍ରେ କମ୍ପାନୀର ଗ୍ରାହକ, ନିବେଶକଙ୍କଠାରୁ ଏହି ଅର୍ଥ ନିଆଯାଇଥିବା ଆମେରିକାର ଫେଡେରାଲ୍ ଜ୍ୟୁରି…
ସମ୍ପୂର୍ଣ୍ଣ ରାୟ ନ ଲେଖି ଚୂଡ଼ାନ୍ତ ଭାଗ ଶୁଣାଇବା ମନା: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୩ା୪: ଜଣେ ବିଚାରପତି କୌଣସି ମାମଲାର ସମ୍ପୂର୍ଣ୍ଣ ରାୟ ପ୍ରସ୍ତୁତ ନ କରି କୋର୍ଟରେ ଚୂଡ଼ାନ୍ତ ଭାଗ ଶୁଣାଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କର୍ନାଟକ ହାଇକୋର୍ଟ ଡିଭିଜନ୍ ବେଞ୍ଚର ଜଣେ ବିଚାରପତି ଶୁଣାଇଥିବା ଏକ ରାୟକୁ ରେଜିଷ୍ଟ୍ରାର ଜେନେରାଲ ସୁପ୍ରିମକୋର୍ଟରେ…
ଠିକ୍ ଲୋକ ମିଳିଲେ ଟୁଇଟର ବିକିଦେବି: ମସ୍କ
ଓ୍ବାଶିଂଟନ୍, ୧୩।୪: ୪୪ ବିଲିୟନ୍ ଡଲାରରେ ମାଇକ୍ରୋ ବ୍ଲଗିଂ ଆପ୍ ଟୁଇଟର୍ କିଣି ଏହାର ମାଲିକ ହେବା ଯନ୍ତ୍ରଣାଦାୟକ ବୋଲି ବୈଦ୍ୟୁତିକ କମ୍ପାନୀ ଟେସ୍ଲା ମାଲିକ ଏଲନ୍ ମସ୍କ କହିଛନ୍ତି। ଏଥିସହ ଉପଯୁକ୍ତ ବ୍ୟକ୍ତି ମିଳିଲେ ସେ ଟୁଇଟର୍କୁ ବିକିବେ ବୋଲି…
‘ସବୁ ମୋଦି ଚୋର’ ମନ୍ତବ୍ୟ: ରାହୁଲଙ୍କୁ ପାଟନା କୋର୍ଟ ନୋଟିସ
ପାଟନା,୧୩ା୪: ମୋଦି ଉପନାମଧାରୀ ସମସ୍ତ ବ୍ୟକ୍ତି ଚୋର ବୋଲି ମନ୍ତବ୍ୟ ଦେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଲୋକ ସଭା ସଦସ୍ୟତା ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପାଟନାର ଏକ କୋର୍ଟ ନୋଟିସ କରିଛନ୍ତି। ଭାଜପାର ରାଜ୍ୟ ସଭା ସଦସ୍ୟ…
Archives


