Home

ନୂଆ ସଂସଦ ଭବନ ଉଦଘାଟନ ବିବାଦକୁ ନେଇ ପ୍ରତିକ୍ରିୟା ରଖିଲେ ଗୁଲାମ ନବୀ, କହିଲେ ୩୫ ବର୍ଷ ପୂର୍ବରୁ ମୁଁ ଦେଖିଥିଲି ସ୍ବପ୍ନ

ନୂଆଦିଲ୍ଲୀ,୨୭।୫: ମେ’୨୮ ରବିବାର ଦେଶର ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ଉଦଘାଟନ ହେବାକୁ ଯାଉଛି। ଏହି ସମାରୋହକୁ କଂଗ୍ରେସ ଏବଂ ସମାନ ବିଚାରଧାରାର ଦଳ ବିରୋଧ କରୁଛନ୍ତି। ତାଙ୍କ ବିରୋଧ ଉପରେ, ବର୍ତ୍ତମାନ କଂଗ୍ରେସର ପୂର୍ବତନ ନେତା ଗୁଲାମ…

ନୂଆ ସଂସଦ ଭବନ ନିକଟରେ ବଢିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୨୭।୫: ନୂଆ ସଂସଦ ଭବନ ଉଦଘାଟନ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଗଲାଣି। ୨୮ ମେ’ ଅର୍ଥାତ୍‌ ରବିବାର ଏହା ଉଦଘାଟନ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ଏବେବି ରାଜନୀତି ହୋଇଛି ବେଶ ସରଗରମ। ଇତିମଧ୍ୟରେ ଦିଲ୍ଲୀ ପୋଲିସକୁ ସୂଚନା…

ଇମ୍ରାନଙ୍କୁ ଆଉ ଏକ ଝଟକା, ପିଟିଆଇ ନେତା ଫୟାଦ ଚୌଧୁରିଙ୍କ ଇସ୍ତଫା ମଧ୍ୟରେ ବାବର କଲେ ଲଣ୍ଡନ ଯାତ୍ରା

ଇସଲାମାବାଦ,୨୭।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦଳ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ରୁ ଇସ୍ତଫା ଦେଇଥିବା ବ୍ୟକ୍ତିଙ୍କ ଏବେ ଲମ୍ବା ଧାଡି ଲାଗିଲାଣିି। ତିନିଜଣ ପିଟିଆଇ ନେତା ଗୁରୁବାର ଦଳ ଛାଡିବାକୁ ଘୋଷଣା କରିଥିଲେ। ଏଥି ସହିତ, ଗଣ ମାଧ୍ୟମର…

ଭୟରେ ଅଙ୍ଗନଓ୍ବାଡି କେନ୍ଦ୍ର ଯାଉନାହାନ୍ତି ଶିଶୁ, ଗର୍ଭବତୀ

ଲାଞ୍ଜିଗଡ଼,୨୭ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବସନ୍ତପଡା ସ୍ବାସ୍ଥ୍ୟ ଉପକେନ୍ଦ୍ର ଉପରେ ଥିବା ଆଜବେଷ୍ଟ ଛାତ ଗତ ସୋମବାର ଅପରାହ୍ନରେ ପବନରେ ଉଡିଯାଇ ନିକଟରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ଉପରେ ଢାଙ୍କି ହୋଇ ଯାଇଛି। ୪ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ…

ମତ ନେଇ ନେବାର ଥିଲା ନିଷ୍ପତ୍ତି

ଅମରପାଲି,୨୭ା୫(ଡି.ଏନ.ଏ.):ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଢାଞ୍ଚାରେ ପୁଣି ପରିବର୍ତ୍ତନ କରାଯାଇଛି। ଚଳିତ ଶିକ୍ଷାବର୍ଷ ଠାରୁ ଦୁଇଟି ସମ୍ମେଟିଭ ପରୀକ୍ଷା ବଦଳରେ ବର୍ଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ। ପରୀକ୍ଷାର୍ଥୀ ଥରକେ ୬୦୦ମାର୍କର ପରୀକ୍ଷା ଦେବେ। ଦଶମ ଶ୍ରେଣୀ ପିଲାଙ୍କୁ…

ପ୍ରତ୍ୟାରୋପଣ ପାଇଁ ଅର୍ଥ ବାଧକ

ବରଗଡ଼ ଅଫିସ,୨୭ା୫: ମୋ ଝିଅକୁ ବଞ୍ଚେଇ ଦିଅ। ଆପଣଙ୍କ ସାମାନ୍ୟ ସହାୟତା ମୋ ଝିଅର ଜୀବନକୁ ବଞ୍ଚେଇ ଦେଇପାରେ। ଏପରି କହି ଝିଅର ଲିଭର ପ୍ରତ୍ୟାରୋପଣ ପାଇଁ ସହାୟତା ଦେବାକୁ ନିବେଦନ କରିଛନ୍ତି ବରଗଡ଼ ପୋର ପରିଷଦ ଅଧୀନ ୱାର୍ଡ ନଂ-୧…

ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି, ଶାନ୍ତି ବନ ପହଞ୍ଚିଲେ ରାହୁଲ ଗାନ୍ଧୀ, ଖର୍ଗେ

ନୂଆଦିଲ୍ଲୀ,୨୭।୫: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ଶନିବାର ଅର୍ଥାତ୍‌ ୨୭ମେ’ରେ ପାଳନ ହେଉଛି ୫୯ ତମ ଶ୍ରାଦ୍ଧ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ମନେପକାଇବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୋଦି…

ରାସ୍ତାକଡ଼ରେ ଅଚଳ ଗାଡ଼ି, ଘର ଆଗରେ ଭଙ୍ଗା ଫର୍ନିଚର ରହିବନି

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ରାଜଧାନୀ ରାସ୍ତାକଡ଼ରେ ଆଉ ରହିବନି ଅଚଳ ଗାଡ଼ି। ଗାଡ଼ି ମାଲିକମାନେ ମନଇଚ୍ଛା ଅଚଳ ଗାଡ଼ିକୁ ଥୋଇ ପାରିବେ ନାହିଁ। ସେହିଭଳି ଲୋକଙ୍କ ଘର ଆଗରେ ଭଙ୍ଗା ଗାଡି ଓ ଫର୍ନିଚର ଗଦା ହୋଇପାରିବନି। ଏନେଇ ବିଏମ୍‌ସି ପକ୍ଷରୁ କଡ଼ା ନିର୍ଦ୍ଦେଶ…

୩୦ ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ‘ଶଲା ବୁଢ଼ାର ବଦ୍‌ଲା’

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ଚଳଚ୍ଚିତ୍ର କହୁଛି ଓଡ଼ିଶାର ପରମ୍ପରା। ଗାଁର କଥା, ସାହିର କଥା ଆଉ ମଣିଷ ମଣିଷର କଥା। ମଣିଷ ଭିତରେ ଥିବା ରାଗ, କ୍ରୋଧକୁ ସମ୍ଭାଳି ନ ପାରି ସେ ଅନ୍ୟଠୁ ବଦଲା ନେବାକୁ ସବୁବେଳେ ଆଗଭର ଥାଏ। ତାହା ବି…

ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ୭.୨୮ ଲକ୍ଷ ଲୁଟ୍‌

ଖୋର୍ଦ୍ଧା ଅଫିସ,୨୭ା୫: ଗତ କିଛିଦିନର ନୀରବତା ପରେ ଖୋର୍ଦ୍ଧାରେ ପୁଣି ମାତିଛନ୍ତି ଲୁଟେରା। ଏମାନଙ୍କ ଟାର୍ଗେଟରେ ରହିଛନ୍ତି ଫାଇନାନ୍ସ କମ୍ପାନୀ ଏଜେଣ୍ଟ। ଶୁକ୍ରବାର ଅପରାହ୍ନ ୩ଟା ୩୦ରେ ଆଦର୍ଶ ଥାନା ସାମନ୍ତରାପୁର ବୁଡ଼ିବଗିଚା ଛକରୁ ଦୁଇଜଣ ବ୍ଲାକ୍‌ ପଲ୍‌ସରଧାରୀ ଫାଇନାନ୍ସ କମ୍ପାନୀ…

ସହର ହେବ ୫ ଜୋନ୍‌, ଜଗିବେ ୭୦ ପ୍ଲାଟୁନ ଫୋର୍ସ

ପୁରୀ ଅଫିସ,୨୭ା୫: ଆସନ୍ତା ଜୁନ ୪ରେ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହେବା ସହ ଦୁର୍ଲ୍ଲଭ ହାତୀବେଶରେ ଦର୍ଶନ ଦେବେ ମହାପ୍ରଭୁ। ସ୍ନାନଯାତ୍ରା ସହ ହାତୀବେଶ ଦର୍ଶନ ନିମନ୍ତେ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟିବ। ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ସ୍ନାନଯାତ୍ରାକୁ…

ଜୁନ୍‌ରେ ମେଟ୍ରୋ ଟ୍ରେନ୍‌ ଶୁଭ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ୨୦୨୩ ଶେଷ ପୂର୍ବରୁ ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍‌ କାମ ଆରମ୍ଭ ହେବ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ଶୁକ୍ରବାର ବିଭାଗର ସମୀକ୍ଷା ପରେ ଗୀତଗୋବିନ୍ଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ଖବରଦାତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri