Home

‘କ୍ରୀଡ଼ା ଖବରରେ ଲୁଚି ରହିଥାଏ ଏକ ଭିନ୍ନ ପ୍ରେରଣା’

ଭୁବନେଶ୍ୱର, ୩ା୭ (ବିଜୟ ରଣା): ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା) ତରଫରୁ ସ୍ଥାନୀୟ ମଦର୍ସ ପବ୍ଲିକ ସ୍କୁଲ ବାସ୍କେଟବଲ କୋର୍ଟରେ ବିଶ୍ୱ କ୍ରୀଡ଼ା ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓସ୍‌ଜା କାର୍ଯ୍ୟକାରୀ ସଭାପତି କେ. ରବିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ…

ନୂଆ ରୂପରେ ‘ଦି କ୍ରାଉନ’ ଭୁବନେଶ୍ୱର

ଭୁବନେଶ୍ୱର,୩।୭: (ଅଭୟ ଦାଶ): ସ୍ମାର୍ଟସିଟି ଭୁବନେଶ୍ୱରର ଜଣାଶୁଣା ହୋଟେଲ ‘ଦି କ୍ରାଉନ’ର ଆନୁଷ୍ଠାନିକ ଉଦଘାଟନୀ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଦୀର୍ଘ ମାସ ହେବ ନବୀକରଣ ହେଉଥିବା କ୍ରାଉନ ଅତ୍ୟାଧୁନିକ ସୁବିଧା ସହ ନୂଆ ରୂପରେ ପୁନଃ ଆରମ୍ଭ…

ଲାଫେ ଜିତିଲେ ଦ୍ୱିତୀୟ ଷ୍ଟେଜ୍‌

ବିଲ୍‌ବାଓ (ସ୍ପେନ), ୩ା୭ (ଏପି): ଫ୍ରାନ୍ସର ଭିକ୍ଟର ଲାଫେ ଚଳିତ ଟୁର ଡି’ ଫ୍ରାନ୍ସର ଦ୍ୱିତୀୟ ଷ୍ଟେଜ୍‌ ଜିତିଛନ୍ତି । ୨୦୮.୯ କିଲୋମିଟର ଦୂରତା ବିଶିଷ୍ଟ ଏହି ରେସ୍‌ରେ ବେଲଜିୟମର ଓଟ୍‌ ଭାନ୍‌ ଆର୍ଟ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ…

ଭର୍ଷ୍ଟାପେନ୍‌ଙ୍କୁ ଅଷ୍ଟ୍ରିଆନ୍‌ ଗ୍ରାଁ ପ୍ରି

ସ୍ପିଲବର୍ଗ, ୩ା୭ (ଏପି): ଫର୍ମୁଲାଓ୍ବାନ ଚାମ୍ପିୟନ ରେଡ୍‌ବୁଲ୍‌ ଡ୍ରାଇଭର ମ୍ୟାକ୍ସ ଭର୍ଷ୍ଟାପେନ ରବିବାର ଅଷ୍ଟ୍ର୍ରିଆନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ଏଥିସହିତ ସେ କ୍ରମାଗତ ତୃତୀୟ ବିଶ୍ୱକପ୍‌ ଟାଇଟଲ ଅଭିମୁଖେ ତାଙ୍କ ଯାତ୍ରା ଜାରି ରଖିଛନ୍ତି। ଭର୍ଷ୍ଟାପେନ…

କୁମିତେ ସେମିନାରରେ ଭାଗନେଲେ ୧୪୦ କରାଟେକା

ଭୁବନେଶ୍ୱର, ୩।୭(ତପନ ସ୍ବାଇଁ): ଓଡ଼ିଶା ରାଜ୍ୟ କରାଟେ ଡୋ ସଂଘ ଆନୁକୂଲ୍ୟରେ ଉତ୍କଳ କରାଟେ ସ୍କୁଲ ପରିସରରେ ଜାତୀୟ ସ୍ତରୀୟ ଆଡ୍‌ଭାନ୍ସ କୁମିତେ ସେମିନାର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ କରାଟେ ସଂଘର ଅନ୍ୟତମ ବୈଷୟିକ ସଦସ୍ୟ ହାନ୍‌ସି ଭରତ ଶର୍ମା ଏହି…

ଖୋଜାଚାଲିଛି ୫୨ ମୃତକଙ୍କ ପରିଚୟ

ଭୁବନେଶ୍ୱର,୩।୭(ଅଭିଜିତ ଦାସ): ଗତ ଜୁନ୍‌ ୨ରେ କରମଣ୍ଡଳ ଟ୍ରେନ୍‌ ହାଓଡାରୁ ଚେନ୍ନାଇ ଅଭିମୁଖେ ଯାତ୍ରା କରୁଥିଲା। କିଏ ପରିବାର ସହ ଯାଉଥିଲା ତ ଆଉ କିଏ ସାଙ୍ଗସାଥିଙ୍କ ସହ ହସଖୁସିରେ ମଜି ଯାଇଥିଲେ। କିନ୍ତୁ ବାହାନଗା ରେଳଷ୍ଟେଶନ ନିକଟରେ ସବୁକିଛି ଛାରଖାର…

ନୂଆ ରୂପରେ ଫେରିବ ହକି ଇଣ୍ଡିଆ ଲିଗ୍‌

ନୂଆଦିଲ୍ଲୀ, ୩ା୭(ପି.ଟି.): ଆସନ୍ତା ବର୍ଷ ଶେଷ ଭାଗରେ କିମ୍ବା ୨୦୨୫ ପ୍ରଥମ ଭାଗରେ ନୂଆ ରୂପରେ ଆୟୋଜନ କରିବା ଲାଗି ବିଚାର କରୁଛି ଉଭୟ ପୁରୁଷ ଓ ମହିଳା ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌) । ଫ୍ରାଞ୍ଚାଇଜଭିତ୍ତିକ ଏହି ଲିଗ୍‌ ୭ବର୍ଷ…

ରାଇଜିଂ ଷ୍ଟାର ଜିତିଲା ଫାଓ ସୁପରକପ୍‌

ଭୁବନେଶ୍ୱର, ୩।୭(ତପନ ସ୍ବାଇଁ): ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଆୟୋଜିତ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ରାଇଜିଂ ଷ୍ଟାର୍‌ ଚାମ୍ପିୟନ ହୋଇଛି। କଟକର ବାରବାଟୀ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଫାଇନାଲରେ ରାଇଜିଂ ଷ୍ଟୁଡେଣ୍ଟ ପେନାଲ୍ଟି ଶୁଟ୍‌ଆଉଟ ୨-୦ ଗୋଲରେ…

ପ୍ରଥମ ମହିଳା ଭାବେ ପଏଣ୍ଟ ସ୍କୋର କଲେ ସୋଫିଆ

ନୂଆଦିଲ୍ଲୀ, ୩ା୭: ପ୍ରଥମ ମହିଳା ଖେଳାଳି ଭାବରେ ଫର୍ମୁଲା-୩ ଗ୍ରାଁ ପ୍ରିରେ ପଏଣ୍ଟ ସ୍କୋର କରି ଇତିହାସ ରଚିଛନ୍ତି ଜର୍ମାନୀର ସୋଫିଆ ଫ୍ଲୋରେସ। ରବିବାର ଶେଷ ହୋଇଥିବା ଅଷ୍ଟ୍ରିଆନ୍‌ ଗ୍ରାଣ୍ଡ ପ୍ରିରେ ସେ ନବମ ସ୍ଥାନରେ ରହି ରେସ୍‌ ଫିନିଶ କରିଥିଲେ।…

ଓଡ଼ିଶାରେ ଟାଟା ଷ୍ଟିଲ୍‌ର ଅତ୍ୟାଧୁନିକ ସିସିସି

ଭୁବନେଶ୍ୱର,୩।୭: ଟାଟା ଷ୍ଟିଲ୍‌ର ଅତ୍ୟାଧୁନିକ ତଥା ସର୍ବପ୍ରଥମ ସମ୍ପୂର୍ଣ୍ଣ ସ୍ବୟଂକ୍ରୀୟ ନିର୍ମାଣ ସର୍ଭିସ୍‌ ସେଣ୍ଟର୍‌ (ସିସିସି) ଓଡ଼ିଶାର କଟକ ଜିଲା ଅନ୍ତର୍ଗତ ଟାଙ୍ଗିଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଟାଟା ଷ୍ଟିଲ୍‌ର ଚେୟାରପର୍ସନ (ମାର୍କେଟିଂ ଏବଂ ସେଲ୍‌ସ ଓ ଲଙ୍ଗ ପ୍ରଡକ୍ଟସ୍‌…

୨୧ ମୋ ସ୍କୁଲର ବିକାଶ କରିବ ବେଦାନ୍ତ ଲାଞ୍ଜିଗଡ଼

ଭୁବନେଶ୍ୱର,୩।୭: ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ତଥା ଭାରତର ଅଗ୍ରଣୀ ମେଟାଲର୍ଜିକାଲ ଗ୍ରେଡ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଲାଞ୍ଜିଗଡ଼ ଏବଂ କଳାହାଣ୍ଡି ଜିଲା ପ୍ରଶାସନ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଥିବା ଜଣାପଡିଛି। ଏପରିକି ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ମୋ…

ଜୁନ୍‌ରେ ହୋଣ୍ଡାର ଘରୋଇ ବିକ୍ରି ୫୦୮୦ ୟୁନିଟ୍‌

ଭୁବନେଶ୍ୱର,୩।୭: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ଭାରତର ଅଗ୍ରଣୀ ପ୍ରିମିୟମ କାର ନିର୍ମାତା ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ (ଏଚ୍‌ସିଆଇଏଲ୍‌) ପକ୍ଷରୁ ୨୦୨୩ ଜୁନ୍‌ର କାରବାର ସମ୍ପର୍କରେ ବିସ୍ତୃତ ଘୋଷଣା କରାଯାଇଛି। ବିଶେଷ କରି କମ୍ପାନୀ ଚଳିତ ବର୍ଷ ଜୁନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?