Home

ହରିଣକୁ ଏମିତି ଶିକାର କଲା ବାଘ, ଭିଡିଓ ଦେଖିଲେ…

ସବୁ ପ୍ରାଣୀଙ୍କଠାରୁ ବାଘକୁ ଭୟଙ୍କର ବୋଲି କୁହାଯାଏ। ଯଦି ବାଘ ଜଙ୍ଗଲରେ ଥାଏ ତେବେ ଅନ୍ୟ ପ୍ରାଣୀମାନେ ସେହି ଅଞ୍ଚଳକୁ ଯିବାକୁ ଭୟ କରନ୍ତି। କାରଣ ସେମାନେ ଜାଣିଥାନ୍ତି କି ବାଘର ଆକ୍ରମଣର ନିଶ୍ଚିତ ଶିକାର ହେବେ। ବାଘ ଏତେ ଶୀଘ୍ର…

ନାତୁଣୀ-ନାତିଙ୍କୁ ଏମିତି ଉପହାର ଦେଲେ ମୁକେଶ ଅମ୍ବାନୀ

ମୁମ୍ବାଇ,୧୩।୩: ଭାରତର ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଝିଅ ଇଶାଙ୍କ ଯମଜ ସନ୍ତାନ କ୍ରିଷ୍ଣା ଏବଂ ଆଡିଆଙ୍କୁ ‘ଗିଫ୍ଟସ ଟେଲ୍‌ ଅଲ୍‌’ର ଏକ କଷ୍ଟୋମାଇଜ ଉପହାର ଦେଇଛନ୍ତି। ‘ଗିଫ୍ଟସ ଟେଲ୍‌ ଅଲ୍‌’ ପକ୍ଷରୁ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହାର କିଛି ଫଟୋ ଏବଂ…

କିଏ ସେ ରହସ୍ୟମୟୀ ମହିଳା ? ଦାବି କରିିଥିଲେ ଉହାନ ଲ୍ୟାବରୁ ହୋଇଛି କରୋନ ଭୂତାଣୁ ଲିକ୍‌…

ଓ୍ବାଶିଂଟନ,୧୩।୩:  କରୋନା ଭୂତାଣୁର ଲିକ୍‌ ନେଇ ନାନା ଚର୍ଚ୍ଚା ଜାରି ରହିଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନଠାରୁ ଆରମ୍ଭ କରି ଅନ୍ୟ ରାଷ୍ଟ୍ର ଏହାର ଉତ୍ପତ୍ତି ସାର୍ବଜନୀନ କରିବାକୁ ଦାବି କରୁଛନ୍ତି। ଏପରିସ୍ଥଳେ ଆମେରିକା ଗୁପ୍ତଚର ଏଜେନ୍ସି ଦ୍ୱାରା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଖକୁ…

ନୂଆ ସହର ଗଢ଼ିବେ ଏଲନ ମସ୍କ

ନ୍ୟୁୟର୍କ,୧୩ା୩: ଦୁନିଆର ଦ୍ୱିତୀୟ ଧନୀ ଶିଳ୍ପପତି ତଥା ଟେସ୍‌ଲାର ମାଲିକ ଏଲନ୍‌ ମସ୍କ ନିଜର ଏକ ସହର ସ୍ଥାପନ କରିବାକୁ ଚିନ୍ତା କରୁଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏଲନ ଏବଂ ତାଙ୍କ କମ୍ପାନୀ ସହିତ ଜଡ଼ିତ ସଂଗଠନ ଟେକ୍ସାସରେ ହଜାର…

ଆଜି ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

ଭୁବନେଶ୍ୱର,୧୩ା୩(ବ୍ୟୁରୋ): ସୋମବାର ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ। ଦୁଇଦିନ ଛୁଟି ପରେ ଆଜି ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହେବ। ଆଜି ମଧ୍ୟ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ପ୍ରଥମ ଦିନରେ ଅନୁସୂଚିତ…

ଅହମ୍ମଦାବାଦ ଟେଷ୍ଟ ଡ୍ର’ ହେଲେ ଡବ୍ଲୁଟିସି ଫାଇନାଲ୍‌କୁ ଯିବ କି ଭାରତ? ଜାଣନ୍ତୁ କ’ଣ ରହିଛି ସମୀକରଣ

ଅହମ୍ମଦାବାଦ,୧୩।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅହମ୍ମଦାବାଦ ଟେଷ୍ଟ ଡ୍ର’ ଆଡ଼କୁ ଗତି କରୁଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮୦ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତୀୟ ଦଳ ୫୭୧ ରନ ସଂଗ୍ରହ କରିଛି। ଟେଷ୍ଟ ମ୍ୟାଚର ଚତୁର୍ଥ ଦିନ…

କରୋନା ଭୂତାଣୁ ଲିକ୍‌ ସମ୍ପର୍କିତ ତଥ୍ୟ ସାର୍ବଜନୀନ କରିବ ଆମେରିକା: ବାଇଡେନଙ୍କ ମଞ୍ଜୁରୀକୁ ଅପେକ୍ଷା…

ଓ୍ବାଶିଂଟନ,୧୩।୩ : କରୋନା ମହାମାରୀର ଉତ୍ପତ୍ତି ସହ ଜଡିତ ସମସ୍ତ ସୂଚନା ପ୍ରସ୍ତୁତ କରିବାକୁ ଆମେରିକା ସଂସଦ ସର୍ବସମ୍ମତି କ୍ରମେ ଏକ ବିଲ ଅନୁମୋଦନ କରିଛି। ଏହାର ଲିକ୍‌ ବିଷୟରେ ସର୍ବସାଧାରଣ ସୂଚନା ଦେବାକୁ ବିଲ ନ୍ୟାଶନାଲ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକଙ୍କୁ କହିଛି।…

ବିଦ୍ୟାଳୟ ଯିବାକୁ ଜୀବନ ବାଜି

ଢେଙ୍କାନାଳ ଅଫିସ,୧୩।୩: ସ୍କୁଲ ବେଳ ହେଲେ ବହିବସ୍ତାନି ଧରି ଘରୁ ବାହାରନ୍ତି ପିଲାଏ। ହେଲେ ସେମାନେ ଯେ ସୁରକ୍ଷିତ ଭାବେ ପୁଣି ଘରକୁ ବାହୁଡ଼ିବେ, ସେ ଗ୍ୟାରେଣ୍ଟି କାହା ପାଖରେ ନାହିଁ। କାରଣ ବିଦ୍ୟାଳୟ ଯିବା ରାସ୍ତାରେ ପଡୁଥିବା ରେଳଧାରଣାରେ ନିଇତି…

ବାଇଡେନଙ୍କ ଗସ୍ତରେ ୧୬ ଲକ୍ଷ ଡଲାର ଖର୍ଚ୍ଚ କରିଛି ୟୁକ୍ରେନ…

କିଭ୍‌,୧୩।୩ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ କିଭ ଗସ୍ତ ୟୁକ୍ରେନକୁ ପୁଣି ଗରିବ କରି ଦେଇଛି। ବାଇଡେନଙ୍କ ସୁରକ୍ଷା ଏବଂ ଖାଦ୍ୟ ପାନୀୟ ପାଇଁ ୟୁକ୍ରେନକୁ ୧୬ ଲକ୍ଷ ଡଲାର ଖର୍ଚ୍ଚ କରିବାକୁ ପଡିଛି। ଏହି ଅର୍ଥରେ ଯୁଦ୍ଧ ଦ୍ୱାରା…

ଗଙ୍ଗାବାଡ଼ରେ ସରକାରୀ ଯୋଜନା ସାତସପନ

ପାରଳାଖେମୁଣ୍ଡି,୧୩।୩ (ଡି.ଏନ୍‌.ଏ): ଗଜପତି ଜିଲା ଗୋଷାଣୀ ବ୍ଲକ ରମ୍ପା ପଞ୍ଚାୟତ ଅନ୍ତର୍ଗତ ଗଙ୍ଗାବାଡ ଗ୍ରାମ ଏବେ ବି ଅପହଞ୍ଚ ହୋଇପଡିଛି। ରାସ୍ତାଘାଟ ନ ଥିବାରୁ ନିଜ ନିଜ ପିଲାମାନଙ୍କୁ ଗ୍ରାମବାସୀ ପାଠପଢାରେ ଡୋରି ବାନ୍ଧିଛନ୍ତି। ବ୍ଲକର ଦୁର୍ଗମ ତଥା ଅପହଞ୍ଚ ଇଲାକା…

ବିଶ୍ୱନାଥ ଦାସଙ୍କ ନାଁରେ ହେଉ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌

ବ୍ରହ୍ମପୁର ଅଫିସ,୧୩ା୩: ଶତାଧିକ ବର୍ଷ ତଳେ ବ୍ରିଟିଶ୍‌ ଶାସନରେ ହୋଇଥିବା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ (ବିମାନ ପଡ଼ିଆ) ଗଞ୍ଜାମ ଜିଲାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ଉତ୍ତରପ୍ରଦେଶର ପ୍ରାକ୍ତନ ରାଜ୍ୟପାଳ ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସଙ୍କ ନାଁରେ ନାମିତ କରିବାକୁ ପୂର୍ବତନ…

ବ୍ରହ୍ମପୁର ପୋଲିସ ଜିଲାରେ ରହିଛି ୧୦ ବ୍ଲାକ୍‌ସ୍ପଟ୍‌

ବ୍ରହ୍ମପୁର ଅଫିସ,୧୩ା୩: ବ୍ରହ୍ମପୁର ସହର ଓ ଏହା ପାଖ ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥ ଓ ୫୯ ନମ୍ବର ରାଜ୍ୟ ରାଜପଥ ଏବେ ଦୁର୍ଘଟଣା ପ୍ରବଣ ହୋଇପଡ଼ିଛି। ବ୍ରହ୍ମପୁର ପୋଲିସ ଜିଲାରେ ଥିବା ୧୦ ବ୍ଲାକ୍‌ସ୍ପଟ୍‌ (ଦୁର୍ଘଟଣା ପ୍ରବଣ ଅଞ୍ଚଳ)ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri