ସ୍କୁଲ୍ରେ ପଶି କଟୁରି ଚୋଟ
କେନ୍ଦୁଝର,୧୪ା୩(ସ୍ବ.ପ୍ର.):କେନ୍ଦୁଝର ସଦର ବ୍ଲକ୍ ଦନାର୍ଦ୍ଦନପୁର ପଞ୍ଚାୟତ ଭାଲିଆଡ଼ିହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଶି ଜଣେ ନିଶାସକ୍ତ ଯୁବକ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀଙ୍କୁ ହାଣିବାକୁ ଗୋଡ଼ାଇଥିବା ବେଳେ କଟୁରି ଆକ୍ରମଣରେ ୨ଜଣ ଶିଶୁଙ୍କ ସମେତ ଜଣେ ଶିକ୍ଷୟିତ୍ରୀ ଆହତ ହୋଇଛନ୍ତି।…
ଚାଇନା-ପାକିସ୍ତାନକୁ କଡା ଟକ୍କର ଦେବ ଭାରତ! ଅସ୍ତ୍ରଶସ୍ତ୍ର ଇମ୍ପୋର୍ଟରେ ରହିଛି ଟପରେ
ନୂଆଦିଲ୍ଲୀ,୧୪ ।୩: ଭାରତ ଅସ୍ତ୍ରଶସ୍ତ୍ର ଇମ୍ପୋର୍ଟର ଭାବେ ବିଶ୍ୱର ସବୁଠାରୁ ଶୀର୍ଷରେ ରହିଛି । ୨୦୧୩ରୁ ୨୦୧୭ ଓ ୨୦୧୮ରୁ ୨୦୨୨ ମଧ୍ୟରେ ଏହାର ଇମ୍ପୋର୍ଟ ୧୧ ପ୍ରତିଶତ ତଳକୁ ଖସିଛି । ଷ୍ଟକହୋମ ସ୍ଥିତ ଟ୍ୟାକ ‘ସିପରି’ ପକ୍ଷରୁ ସୋମବାର…
ହୃଦୟ ଜିତିଲେ କୋହଲି
ଅହମ୍ମଦାବାଦ,୧୪।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଡ୍ରରେ ଶେଷ ହୋଇଥିଲା। ଫଳରେ ଭାରତ ଏହି ସିରିଜ୍କୁ ୨-୧ରେ ଜିତିଛି। ମ୍ୟାଚ ପରେ ବିସିସିଆଇ ବିରାଟ କୋହଲିଙ୍କ ଏକ ଭିଡିଓ ଶେୟାର…
‘ଭାଜପା ରାଷ୍ଟ୍ର’ କରିବା ହେଉଛି ସରକାରଙ୍କ ଲକ୍ଷ୍ୟ: ମେହବୁବା ମୁଫତି
ଶ୍ରୀନଗର,୧୪।୩: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ସୀମାନ୍ତ ଜିଲା ପୁଞ୍ଚରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ କେନ୍ଦ୍ର ସରକାର ଏବଂ ଭାଜପା ଉପରେ ବର୍ଷିଛନ୍ତି। ସେ ଅଭିଯୋଗ କରି କହିଛନ୍ତି, ଦେଶକୁ ହିନ୍ଦୁ…
ପ୍ରଥମଥର ୟୁଏନ୍ଏସ୍ସିରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କଲା ବ୍ରିଟେନ୍
ଲଣ୍ଡନ,୧୪।୩: ପ୍ରଥମଥର ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛି ବ୍ରିଟେନ୍। ବ୍ରିଟେନ ସରକାର ସଂସଦରେ ଉପସ୍ଥାପିତ କରିଥିବା ପ୍ରତିରକ୍ଷା ଏବଂ ବୈଦେଶିକ ନୀତି ସମୀକ୍ଷା ରିପୋର୍ଟ ‘ଇଣ୍ଟିଗ୍ରେଟେଡ ରିଭ୍ୟୁ ରିଫ୍ରେସ ୨୦୨୩’ ରେ ମିଳିତ…
ବଢିପାରେ ରାହୁଲଙ୍କ ସମସ୍ୟା
ନୂଆଦିଲ୍ଲୀ,୧୪।୩: ଲଣ୍ଡନରେ ସଂସଦର ପ୍ରକ୍ରିୟାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ତାଙ୍କ ସମସ୍ୟା ବଢାଇପାରେ। ସଂସଦର ବିଶେଷାଧିକାର କମିଟି ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ତଥ୍ୟ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେଇପାରେ। ରାହୁଲ ଲୋକ ସଭାରେ ବିରୋଧୀଙ୍କ ସ୍ବରକୁ ଦମନ…
ସଂଖ୍ୟାଲଘୁଙ୍କ କ୍ରୋଧ, ସଚେତନତା ପାଇଁ ରାଲି ଆରମ୍ଭ, ୩୦ ମାର୍ଚ୍ଚରେ ବିରୋଧ ପ୍ରଦର୍ଶନ
କରାଚି,୧୪ ।୩: ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ସହ ଲଗାତାର ଜାରି ରହିଥିବା ଅପହରଣ, ଧର୍ମାନ୍ତରିକରଣ ଓ ନାବାଳିକାଙ୍କ ବିବାହ ମଧ୍ୟରେ ଏବେ ବିରୋଧର ସ୍ୱର ବଢିବାରେ ଲାଗିଛି । ଦେଶରେ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟ ଏହିଭଳି ଭାବେ ବୃଦ୍ଧି ପାଉଥିବା…
ହନିଟ୍ରାପ ଉପରେ କଲମ ଲେଖିଲେ ପାକିସ୍ତାନର ସିନିୟର ରିପୋର୍ଟର
ଇସଲାମାବାଦ,୧୪ ।୩: ବରିଷ୍ଠ ଖବରଦାତା ତଥା ପାକିସ୍ତାନ ଇଲେକ୍ଟ୍ରନିକ ମିଡିଆର ଅଥରିଟି(ପିଇଏମଆରଏ)ର ପୂର୍ବତନ ଅଧ୍ୟକ୍ଷ ଅବସାର ଆଲମ ଆଇଏସଆଇର ହନିଟ୍ରାପ ଉପରେ ଏକ ଲମ୍ବା କଲମ ଲେଖିଛନ୍ତି । ଅବସାର ଆଲମ ରାଜନୀତି ଓ ଏକଛତ୍ରବାଦୀ ନୀତି ବିରୋଧି ସେନା ବିରୋଧୀ…
ରାଷ୍ଟ୍ରପତି ଭାବେ ଶପଥ ନେଲେ ରାମଚନ୍ଦ୍ର ପୌଡେଲ
କାଠମାଣ୍ଡୁ,୧୩।୩: ନେପାଳ କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ପୌଡେଲ ସୋମବାର ରାଷ୍ଟ୍ରପତି ଭବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି କାର୍ଯ୍ୟାଳୟରେ ଥିବା ଶୀତଳ ନିବାସରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ନେପାଳର ପ୍ରଧାନ ବିଚାରପତି ହରି କ୍ରିଷ୍ଣା କାରକି ପୌଡେଲଙ୍କୁ…
ସାହିତି୍ୟକ କେଞ୍ଜାବୁରୋଙ୍କ ପରଲୋକ
ଟୋକିଓ,୧୩ା୩: ୧୯୯୪ରେ ସାହିତ୍ୟରେ ନୋବେଲ ପୁରସ୍କାର ପାଇଥିବା ଜାପାନର କେଞ୍ଜାବୁରୋ ଓଏଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ହୋଇଥିଲା। ନୋବେଲ ପାଇବାରେ ସେ ଦ୍ୱିତୀୟ ଜାପାନୀ ସାହିତି୍ୟକ। ଆଣବିକ ଅସ୍ତ୍ର ବିରୋଧରେ କହିଆସୁଥିବା ଶାନ୍ତି କର୍ମୀ କେଞ୍ଜାବୁରୋଙ୍କର ୩ତାରିଖରେ…
ଏଚ୍୩ଏନ୍୨ ସଂକ୍ରମଣ ଚିନ୍ତା: ମାସ୍କ, ଟିକାକରଣ, ସାନିଟାଇଜେସନ୍ ଉପରେ ଗୁରୁତ୍ୱ
ନାଗପୁର,୧୩ା୩: ଜାତୀୟ କୋଭିଡ୍ ଟାସ୍କଫୋର୍ସର ନେତୃତ୍ୱ ନେଇଥିବା ଡ. ରଣଦୀପ୍ ଗୁଲେରିଆ ବର୍ତ୍ତମାନର ଇନ୍ଫ୍ଲୁଏଞ୍ଜା ଏଚ୍୩ଏନ୍୨ ସଂକ୍ରମଣକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ସଂକ୍ରମଣରୁ ବର୍ତ୍ତିବା ଲାଗି ଲୋକମାନେ ମାସ୍କ ପିନ୍ଧିବା ସହ ହାତ ଧୋଇବା ଆବଶ୍ୟକ। କୋଭିଡ୍ ସମୟର ଆଇଶୋଲେଶନ ଭଳି…
ରେଳ ଯାତ୍ରାରେ ବରିଷ୍ଠ ନାଗରିକଙ୍କୁ ପୁଣି ମିଳିବ ରିହାତି
ନୂଆଦିଲ୍ଲୀ,୧୩।୩: କରୋନା ମହାମାରୀ ପରେ ବରିଷ୍ଠ ନାଗରିକଙ୍କୁ ରେଳ ଯାତ୍ରା ସମୟରେ ରିହାତି ମିଳିବା ବନ୍ଦ ହୋଇଯାଇଛି। ବର୍ତ୍ତମାନ କରୋନା ମହାମାରୀ ପରେ ଦେଶର ସ୍ଥିତିରେ ଅନେକ ଉନ୍ନତି ଘଟିଛି। ତେଣୁ ବରିଷ୍ଠ ନାଗରିକଙ୍କୁ ରେଳ ଭଡ଼ା ଉପରେ ରିହାତି ପ୍ରଦାନ…
Archives


