ପୂର୍ବତନ ଏମ୍ପି ତ୍ରିଲୋଚନ କାନୁନ୍ଗୋଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର,୨୧ା୪(ବ୍ୟୁରୋ): ବରିଷ୍ଠ ରାଜନେତା ତଥା ପୂର୍ବତନ ଏମ୍ପି ତ୍ରିଲୋଚନ କାନୁନ୍ଗୋଙ୍କ ଶୁକ୍ରବାର ପରଲୋକ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ବରିଷ୍ଠ ରାଜନେତା ତଥା ପୂର୍ବତନ ଏମ୍ପିଙ୍କ ପରଲୋକ ବିଷୟରେ ଜାଣି ମୁଁ…
ରାଜରାସ୍ତାରେ ଗର୍ଜିଲେ ଅମଲା
ଢେଙ୍କାନାଳ ଅଫିସ,୨୧ା୪: ଢେଙ୍କାନାଳ ଜିଲା ମିଳିତ ଅମଲା ମଞ୍ଚ ପକ୍ଷରୁ ଶୁକ୍ରବାର ବିକ୍ଷୋଭ କରାଯାଇ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଲେବୁଲ ୯ ଗ୍ରେଡ ପେ ୪୨୦୦ ଟଙ୍କା ଦାବିରେ ଏହି ବିକ୍ଷୋଭ କରାଯାଇଥିଲା। ୨୦୧୭ରୁ…
ମହୁଲ ଗୋଟାଳିଙ୍କୁ ମିଳୁନି ଉପଯୁକ୍ତ ମୂଲ୍ୟ
ରାୟଗଡ଼ା,୨୧ା୪(ସ୍ବ.ପ୍ର.): ରାୟଗଡ଼ା ଜିଲାରେ ଗରିବ ଆଦିବାସୀମାନେ ଋତୁକାଳୀନ ପୁଲ ଓ ଫଳକୁ ବିକ୍ରି କରି ନିଜ ପରିବାରର ଗୁଜରାଣ ମେଣ୍ଟାନ୍ତି। ସେମାନେ ଦିନତମାମ କଷ୍ଟ କରି ଏସବୁ ସଂଗ୍ରହ କରୁଥିଲେ ମଧ୍ୟ ଉଚିତ ମୂଲ୍ୟ ପାଉନାହାନ୍ତି। ସରକାର ଉଚିତ ପଦକ୍ଷେପ ନେଉ…
ଭାରତୀୟ ରେସ୍ତୋରାଁରେ ଫୋନ କରି ଗ୍ରାହକଙ୍କ ସହ କଥା ହେଲେ, ସେମାନଙ୍କ ପାଇଁ ଟେବୁଲ ବି ବୁକିଂ କଲେ ପ୍ରିନ୍ସ ଓ୍ବିଲିୟମ୍ସ
ବର୍ମିଂହାମ,୨୧।୪: ବ୍ରିଟେନର ପ୍ରିନ୍ସ ଓ୍ବିଲିୟମ୍ସ ଗୁରୁବାର ରାଜକୀୟ ଯାତ୍ରା ସମୟରେ ସେ ଜଣେ ଅଜଣା ଗ୍ରାହକଙ୍କ ସହ ଫୋନରେ କଥା ହୋଇଛନ୍ତି। ଭାକୟା ବର୍ମିହାମର ଏକ ଭାରତୀୟ ରେସ୍ତୋରାଁରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ସେ ଜଣେ ଅଜଣା ଗ୍ରାହକଙ୍କ…
ଶହୀଦ ଯବାନ ଦେବାଶିଷଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୧ା୪(ବ୍ୟୁରୋ): ଜମ୍ମୁ ଓ କଶ୍ମୀର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ବୀର ଯବାନ ଦେବାଶିଷ ବିଶ୍ୱାଳ ଶହୀଦ ହୋଇଛନ୍ତି। ଏହି ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଦେଶର ସୁରକ୍ଷାରେ ଦେବାଶିଷଙ୍କ…
ଘରୋଇ ପଡ଼ିଆରେ ହାଇଦ୍ରାବାଦକୁ ଭେଟିବ ଚେନ୍ନାଇ
ଚେନ୍ନାଇ,୨୧।୪: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସେ୍କେ) ଚଳିତ ଆଇପିଏଲ୍ରେ ଶୁକ୍ରବାର ଏମ୍ଏ ଚିନାମ୍ବରମ ଷ୍ଟାଡିୟମରେ ସନ୍ରାଇଜର୍ସ ହାଇଦ୍ରାବାଦ(ଏସ୍ଆର୍ଏଚ୍) ବିପକ୍ଷରେ ଖେଳିବ। ନିକଟରେ ରାଜସ୍ଥାନ ରୟାଲ୍ସଠୁ କଡା ସଂଘର୍ଷ କରି ହାରିବା ପରେ ସିଏସେ୍କେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ହାଇଦ୍ରାବାଦ ବିପକ୍ଷରେ…
ଦିଲ୍ଲୀର ସାକେତ କୋର୍ଟରେ ଫୁଟିଲା ଗୁଳି ,ମହିଳା ଆହତ
ନୂଆଦିଲ୍ଲୀ,୨୧।୪: ରାଜଧାନୀ ଦିଲ୍ଲୀର କୋର୍ଟ ବି ଏବେ ସୁରକ୍ଷିତ ନୁହେଁ। ଶୁକ୍ରବାର ସକାଳେ ସାକେତ କୋର୍ଟରେ ଫୁଟିଛି ଗୁଳି। ସାକେତ କୋର୍ଟ ପରିସରରେ ଶୁକ୍ରବାର ସକାଳେ ଜଣେ ମହିଳାଙ୍କୁ ଗୁଳି କରାଯାଇଛି। ସାକ୍ଷୀ ଦେବାକୁ ମହିଳା କୋର୍ଟକୁ ଆସିଥିଲେ। ଏନଏସସି ଥାନା…
ଚଢ଼େଇ ଧରିବାକୁ ଗଛରେ ଚଢ଼ି ଦୁଇ ନାବାଳକଙ୍କ ଜୀବନ ଗଲା
ମାଲକାନଗିରି,୨୧ା୪(ଡି.ଏନ୍.ଏ.): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଉଣ୍ଡୁରୁକୁଣ୍ଡା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଶୁକ୍ରବାର ଉଣ୍ଡୁରୁକୁଣ୍ଡା ଗାଁର ଚନ୍ଦନ ପଡିଆମୀ(୯) ଓ ମାଙ୍ଗା ମାଣ୍ଡି(୭) ଗଛରେ ଚଢ଼େଇ ବସିଥିବା ଦେଖି ଦୁହେଁ ଧରିବାକୁ ଗଛରେ ଚଢ଼ିଥିଲେ। ତେବେ ସେହି…
ତୁଟିଲା ବିବାଦ, କେରିମିଟିରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କୁନ୍ଦୁରା,୨୧ା୪ (ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଳକ କେରିମିଟି ପଞ୍ଚାୟତ ପ୍ରତିଷ୍ଠା ହେବାର ୨୦ବର୍ଷ ବିତିଗଲାଣି। ମାତ୍ର ଏଠାରେ ଏଯାଏ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ହୋଇପାରିନାହିଁ। ଏନେଇ ଗୁରୁବାର ନୂତନ ବିଡିଓ ରାମପ୍ରସାଦ ଦୋରାଙ୍କୁ ଭେଟି ଶତାଧିକ ଗ୍ରାମବାସୀ ପୂର୍ବତନ ପଞ୍ଚାୟତ…
ତାତିରୁ ନିସ୍ତାର, ବର୍ଷା ସମ୍ଭାବନା
ଭୁବନେଶ୍ୱର,୨୧ା୪(ବ୍ୟୁରୋ): ଶୁକ୍ରବାରଠାରୁ ରାଜ୍ୟରେ ପାରଦ ଖସିଛି। କାଳବୈଶାଖୀ ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ରାଜଧାନୀରେ ଖରାର ପ୍ରକୋପ କମ୍ ରହିଛି। ୩ ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ…
୫-ଟି ଅନୁଦାନ ବାଟମାରଣା
ଢେଙ୍କାନାଳ ଅଫିସ,୨୧।୪: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କାଣ୍ଡବିନ୍ଧା ପଞ୍ଚାୟତର ରଘୁନାଥଜୀଉ ବିଦ୍ୟାମନ୍ଦିରରେ ‘୫-ଟି’ ଅନୁଦାନରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟରେ ଅର୍ଥ ବାରମାରଣା କରାଯାଉଥିବା ଅଭିଯୋଗ ହୋଇଛି। ଶୌଚାଳୟ, ଜଳଯୋଗାଣ ଗୃହ କାର୍ଯ୍ୟ ଠିକ୍ ଭାବେ ହେଉ ନ ଥିବା ନେଇ…
୧୦ କି.ମି. ପାଇଁ ଖର୍ଚ୍ଚ ହେବ ସାଢ଼େ ୯ କୋଟି
ପରଜଙ୍ଗ,୨୧।୪(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଭାଲୁମୁଣ୍ଡାଠାରୁ ସରାଙ୍ଗ ଗ୍ରାମ ନିକଟ ୫୩ନଂ. ଜାତୀୟ ରାଜପଥକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ତ ହେବ। ଗୁରୁବାର ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ପୂର୍ବତନ…
Archives


