ଡଙ୍ଗାରେ ଅଗ୍ନିକାଣ୍ଡ: ୩ ବ୍ରିଟିଶ ପର୍ଯ୍ୟଟକ ନିଖୋଜ…
କାଏରୋ,୧୨।୬ : ଇଜିପ୍ଟର ଲୋହିତ ସାଗରରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଡଙ୍ଗାରେ ନିଆଁ ଲାଗିଯାଇଛି। ଏହି ଡଙ୍ଗାରେ ଅନେକ ବ୍ରିଟିଶ ପର୍ଯ୍ୟଟକ ଯାଇଥିଲେ, ସେମାନଙ୍କ ମଧ୍ୟରୁ ତିନିଜଣ ନିଖୋଜ ଅଛନ୍ତି। ନ୍ୟୁଜ ଏଜେନ୍ସିର ଏକ ରିପୋର୍ଟ ଅନୁଯାୟୀ ଉଦ୍ଧାରକାରୀମାନେ ନିଖୋଜ…
ଗାଁ ଦାଣ୍ଡରେ ଗଡୁନି ଶଗଡ଼, କ୍ଷେତକୁ ଯାଉନି ହଳ
ପଟ୍ଟାମୁଣ୍ଡାଇ, ୧୨ା୬(ସ୍ବ.ପ୍ର.): ବର୍ତ୍ତମାନ ବିଜ୍ଞାନ ଯୁଗରେ ବାସ କରୁଛି ମଣିଷ। ପୁରଠୁ ପଲ୍ଲୀ ସବୁଠି ଆଧୁନିକତାର ଛାପ। ଦିନ ଥିଲା ଶଗଡ଼ ଗାଡ଼ି ଯାତ୍ରୀ ପରିବହନଠାରୁ ଆରମ୍ଭ କରି ମାଲ ପରିବହନ ପାଇଁ ଏକମାତ୍ର ମାଧ୍ୟମ ଥିଲା। ଅଧିକାଂଶ ଘରେ ବଳଦ,…
ନ୍ୟୁ ସାଉଥ ଓ୍ବେଲସରେ ମର୍ମନ୍ତୁଦ ବସ ଦୁର୍ଘଟଣା: ୧୦ ମୃତ, ୧୧ ଆହତ…
ସିଡ୍ନୀ,୧୨।୬ : ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲ୍ସ ରାଜ୍ୟର ହଣ୍ଟର୍ ଅଞ୍ଚଳରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୋମବାର ଅଷ୍ଟ୍ରେଲିଆ ପୋଲିସ ଏହି ସୂଚନା…
ମୌସୁମୀ ବିଳମ୍ବ: ଚିନ୍ତାରେ ଚାଷୀ
ଯାଜପୁର ଅଫିସ,୧୨ା୬: ଜଙ୍ଗଲ ସମ୍ପଦ ନଷ୍ଟ ସହ ଦ୍ରୁତ ଶିଳ୍ପାୟନ ଯୋଗୁ ତାପନ ବୃଦ୍ଧିପାଉଛି। ଫଳରେ ଖଣି ଓ ଶିଳ୍ପ ସମୃଦ୍ଧ ଜିଲା ଯାଜପୁରର ବିଭିନ୍ନ ସ୍ଥାନରେ ଗତ ୩ ବର୍ଷ ହେଲା ବୃଷ୍ଟିପାତରେ ଘୋର ଅନିୟମିତତା ଦେଖାଦେଇଛି। ମଣିଷର ଦୂରଦୃଷ୍ଟିହୀନ…
ଜନଜୀବନକୁ ଦୁର୍ବିସହ କରିଦେଉଛି ବିଦ୍ୟୁତ୍ ବିଭ୍ରାଟ
ଧର୍ମଶାଳା,୧୨ା୬(ଡି.ଏନ.ଏ.): କିଛି ଦିନ ହେଲା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ଗୁଳୁଗୁଳି ଅନୁଭୁତ ହେଉଥିବାବେଳେ ଘନଘନ ବିଦ୍ୟୁତ୍ କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଚଳିତ ବର୍ଷ ଜୁନ୍ ପ୍ରଥମ ସପ୍ତାହରେ ମୌସୁମୀ ଆସିବ ବୋଲି ପାଣିପାଗ ବିଭଗ ପକ୍ଷରୁ ପୁର୍ବାନୁମାନ କରାଯାଇଥିଲା।…
ଦିନତମାମ କଟୁଛି
କାଳିଆପାଣି,୧୨ା୬(ଡି.ଏନ.ଏ.): ଚଳିତବର୍ଷ ଗ୍ରୀଷ୍ମ ପ୍ରବାହ ବଢ଼ିଥିବାବେଳେ ବିଦ୍ୟୁତ୍ର ଲୁଚକାଳି ଖେଳ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଯାଜପୁର ଜିଲା କାଳିଆପାଣି ଖଣି ଅଞ୍ଚଳରେ ୮ଦିନ ହେବ ଦିନତମାମ ବିଦ୍ୟୁତ୍ ଉଭାନ ହୋଇଯାଉଛି। ବିଭାଗ ଉପଭୋକ୍ତାଙ୍କ ଉପରେ ଏକ ପ୍ରକାର ଜୁଲମ କରୁଥିବା…
ଅଘୋଷିତ ବିଜୁଳି କାଟ୍ ବଢୁଛି
ରସୁଲପୁର,୧୨ା୬(ଡି.ଏନ.ଏ.): ଯାଜପୁର ଜିଲା କୁଆଖିଆ ବିଦ୍ୟୁତ୍ ଖଣ୍ଡ ଅଧୀନରେ ଅଘୋଷିତ ବିଜୁଳି କାଟ୍ ବଢ଼ିଥିବା ଅଭିଯୋଗ ହେଉଛି। ବାରମ୍ବାର ବିଜୁଳି କାଟ୍ ଯୋଗୁ ଅସହ୍ୟ ଗରମଗୁଳୁଗୁଳିରେ ଉପଭୋକ୍ତା ଛଟପଟ ହେଉଛନ୍ତି। ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ରସୁଲପୁର ବ୍ଲକ ଅଞ୍ଚଳ ଗସ୍ତ…
ପିଚୁ ରାସ୍ତାରେ ଫାଟ
ଧର୍ମଶାଳା,୧୨ା୬(ଡି.ଏନ.ଏ.): ପୂର୍ତ୍ତ ବିଭାଗ ପକ୍ଷରୁ ଧର୍ମଶାଳା-କବାଟବନ୍ଧ ରାସ୍ତାର ଇମାମନଗର ଗ୍ରାମ ନିକଟରେ ଗତ ମାସ ୧୮ତାରିଖରେ କୁଆଁରିଆ ସେତୁ ଉଦ୍ଘାଟନ ହୋଇଛି। ମାତ୍ର ଏହି ସେତୁକୁ ସଂଯୋଗ କରୁଥିବା ପିଚୁ ରାସ୍ତା ଫାଟି ଆଁ କରିଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଛି।…
ଅଲେଖ ଶୂନ୍ୟବ୍ରହ୍ମ ମଠ ଉଚ୍ଛେଦ ମସୁଧା
ପାଣିକୋଇଲି,୧୨ା୬(ଡି.ଏନ.ଏ.): ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ମୌଜାର ରୁଢ଼ିଆ ଗ୍ରାମ ନିକଟସ୍ଥ ଅଲେଖ ଶୂନ୍ୟବ୍ରହ୍ମ ମଠ ଶତାଧିକ ବର୍ଷ ହେଲା ରହି ଆସିଛି। ମାତାବାବାଙ୍କ ସମାଧି ପୀଠ ସହ କରଦା, ମୂଳାପାଳ, ମାଳଆନନ୍ଦପୁର ପଞ୍ଚାୟତର ଅଧିବାସୀ ଏହାର ବାର୍ଷିକ ପୂଜାର୍ଚ୍ଚନା କରିଥାନ୍ତି।…
ହିଏ-ଓ୍ବାଙ୍ଗ୍ଙ୍କୁ ମହିଳା ଡବଲ୍ସ ଟାଇଟଲ
ପ୍ୟାରିସ, ୧୨ା୬: ତାଇଓ୍ବାନର ହିଏ ସୁ ଓ୍ବେଇ ଓ ଚାଇନାର ଓ୍ବାଙ୍ଗ୍ ଜିନ୍ୟୁ ଫ୍ରେଞ୍ଚ ଓପନ ଟେନିସ ମହିଳା ଡବଲ୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ସେମାନେ ୟୁଏସ୍-କାନାଡିଆନ ଯୋଡ଼ି ଟେଲର ଟାଉନ୍ସେଣ୍ଡ ଓ ଲେଲା ଫର୍ନାଣ୍ଡିଜଙ୍କୁ ୧-୬, ୭-୬ (୭/୫),…
କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ ଉଦ୍ଘାଟିତ
ଭୁବନେଶ୍ୱର,୧୨।୬ (କ୍ରୀଡ଼ା ପ୍ରତିନିଧି): କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବର ୧୪ତମ ସଂସ୍କରଣ ରବିବାର କିଟ୍ ବିଶ୍ୱବିଦ୍ୟାଳୟସ୍ଥିତ ବିଶ୍ୱନାଥନ୍ ଆନନ୍ଦ ଚେସ୍ ହଲ୍ରେ ଉଦ୍ଘାଟିତ ହୋଇଯାଇଛି। ଓଡ଼ିଶା ସରକାର, ଭାରତୀୟ ଚେସ୍ ସଂଘ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ, ଓଡ଼ିଶା ଚେସ୍ ସଂଘ ଓ…
ଆର୍ଜେଣ୍ଟିନାକୁ ୨-୧ରେ ହରାଇଲା ଭାରତ
ଇନ୍ଧୋଭେନ୍, ୧୨ା୬(ପି.ଟି): ଆର୍ଜେଣ୍ଟିନା ବିପକ୍ଷରେ ବିଜୟ ସହିତ ୨୦୨୨-୨୩ ପ୍ରୋ ଲିଗ୍ ହକି ସିଜନ ଶେଷ କରିଛି ଭାରତ। ନେଦରଲାଣ୍ଡ୍ସ ବିପକ୍ଷ ପରାଜୟ ପରେ ଭାରତୀୟ ଦଳ ଚମତ୍କାର ପ୍ରତ୍ୟାବର୍ତ୍ତନ କରିବା ସହିତ ୨-୧ରେ ବିଜୟୀ ହୋଇଛି। ଭାରତ ପକ୍ଷରୁ ଆକାଶଦୀପ…
Archives


