Odisha Elections 2024

ଗ୍ଲେନ୍‌ର ଏକ୍ସକ୍ଳୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୦।୭ (ଅଭୟ ଦାଶ): ଦେଶର ପ୍ରମୁଖ ହୋମ୍‌ ଆଣ୍ଡ କିଚେନ ଆପ୍ଲିଏନ୍ସ ବ୍ରାଣ୍ଡ୍‌ ଗ୍ଲେନ୍‌ (ଗ୍ଲେନ୍‌ ଆପ୍ଲିଏନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌)ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଭୁବନେଶ୍ୱର ବାପୁଜୀ ନଗରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ରାଜ୍ୟ ସଭା ସଦସ୍ୟ ସୁଲତା ଦେଓ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗ୍ଲେନ୍‌ ଆପ୍ଲିଏନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଉପସଭାପତି (ସେଲ୍‌ସ) ସୌମେନ୍ଦ୍ର ମହାନ୍ତିଙ୍କ ସମେତ କମ୍ପାନୀର ସୁପର ଡିଷ୍ଟ୍ରିବ୍ୟୁଟର ଓଡ଼ିଶା ସଞ୍ଜୟ ଚୌଧୁରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ,ଗ୍ଲେନ୍‌ ଆପ୍ଲିଏନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ସୁପର ଡିଷ୍ଟ୍ରିବ୍ୟୁଟର ଓଡ଼ିଶା ଆନୁକୂଲ୍ୟରେ ଶୁଭାରମ୍ଭ ହୋଇଥିବା ଗ୍ଲେନ୍‌ ଗ୍ୟାଲେରିରେ ବ୍ରାଣ୍ଡ୍‌ ବ୍ୟାପକ ସମ୍ଭାର ଉପଲବ୍ଧ। ବିଶେଷକରି ଚିମିନି,ଗ୍ୟାସ୍‌ ଷ୍ଟୋଭ, ବିଲ୍ଟ ଇନ୍‌ ହୋବ୍‌ସ, ମାଇକ୍ରୋଓ୍ବେଭସ, ଓଭେନସ ସହ ଫୁଡ୍‌ ପ୍ରୋସେସର, ମିକ୍ସର ଗ୍ରାଇଣ୍ଡର ଭଳି ଅନେକ ଆବଶ୍ୟକ ଗୃହୋପକରଣ ଏଠାରେ ସୁଲଭ ମୂଲରେ ମିଳିଥାଏ। ଏପରିକି ଗୁଣାତ୍ମକ ସାମଗ୍ରୀ ସାଙ୍ଗକୁ ଗ୍ରାହକଙ୍କ ବିଶ୍ୱାସଭାଜନ ପାଇଁ ବ୍ରାଣ୍ଡ୍‌ ଅନେକ ପ୍ରକାର ସୁବିଧା ଉପଭୋକ୍ତାଙ୍କୁ ଯୋଗାଇଦେଇଥାଏ ବୋଲି ସଞ୍ଜୟ ଚୌଧୁରୀ ବିସ୍ତୃତ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ଶୀଘ୍ର କରନ୍ତୁ e-kyc ନଚେତ୍ ଖାତାରୁ କଟିିଯିବ ସବସିଡି

ଏଲପିଜି ସବସିଡି ପାଇବା ପାଇଁ ଇ-କେୱାଇସି ବାଧ୍ୟତାମୂଳକ କରାଯାଇଛି। ସେମାନଙ୍କୁ ମେ ୩୧ ପର୍ଯ୍ୟନ୍ତ ସମୟ ଦିଆଯାଇଛି। କେନ୍ଦ୍ର ସରକାର ଜାରି କରିଥିବା ନୂତନ ନିୟମାବଳୀ...

ଏହି ଜମା ଉପରେ ସୁଧ ହାର ବଢ଼ାଇଲା ଏସବିଆଇ

ମୁମ୍ବାଇ,୧୫ା୫: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବୁଧବାର, ନିର୍ଦ୍ଦିଷ୍ଟ ସ୍ଥିର ଜମା (ଏଫଡି) ଉପରେ ସୁଧ ହାରକୁ ୨୫-୭୫ ଆଧାର ପଏଣ୍ଟ କିମ୍ବା ୦.୨୫%...

ଖୁସି ଖବର ଦେଲା ଏସ୍‌ବିଆଇ: ବଢାଇଲା ସୁଧ ହାର

ନୂଆଦିଲ୍ଲୀ,୧୫।୫: ଦେଶର ସର୍ବୋଚ୍ଚ ପବ୍ଲିକ ସେକ୍ଟର ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏହାର ସ୍ଥିର ଜମା ଯୋଜନାର ସୁଧ ହାରରେ ପରିବର୍ତ୍ତନ କରିଛି। ବ୍ୟାଙ୍କ...

ବେଦାନ୍ତ ଆଲୁମିନିୟମକୁ ସିଓସି ପ୍ରମାଣପତ୍ର

ଭୁବନେଶ୍ୱର,୧୫।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଆଲୁମିନିୟମର ଝାରସୁଗୁଡା ୟୁନିଟକୁ ନିକଟରେ ଆଉ ଏକ ମାନ୍ୟତା ଓ ଚେନ୍‌ ଅଫ୍‌ କଷ୍ଟୋଡି (ସିଓସି)...

ନିଯୁକ୍ତି ପ୍ରକ୍ରିୟାରେ ବିଜିୟୁର ଉତ୍ତମ ପ୍ରଦର୍ଶନ

ଭୁବନେଶ୍ୱର,୧୫।୫: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଯୁକ୍ତି ପ୍ରକ୍ରିୟାରେ ବିର୍ଲା ଗ୍ଲୋବାଲ ୟୁନିଭରସିଟି(ବିଜିୟୁ)ର ଉତ୍ତମ ପ୍ରଦର୍ଶନ ଜାରି ରହିଛି। ବିଜିୟୁର ପ୍ଲେସମେଣ୍ଟ ବିଭାଗ...

ବଜାରରେ ମାରୁତି ସୁଜୁକିର ଏପିକ୍‌ ନ୍ୟୁ ସୁ୍‌ଇଫ୍ଟ

ଭୁବନେଶ୍ୱର,୧୫।୫(ଅଭୟ ଦାଶ): ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ ବା ଏମ୍‌ଏସଆଇଏଲ୍‌ର ବହୁ ପ୍ରତୀକ୍ଷିତ ତଥା ୪ର୍ଥ ପିଢ଼ିର ନୂତନ ମଡେଲ ‘ଏପିକ୍‌ ନ୍ୟୁ ସୁଇଫ୍ଟ’ର ସର୍ବଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୧୫।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ (ଜେଏସ୍‌ଏଲ୍‌)ନିକଟରେ ଆଉ ଏକ ସଫଳତା ସହ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି।...

ପ୍ରତି ଘରେ ଇଣ୍ଟରନେଟ୍‌ ପାଇଁ ଖର୍ଚ୍ଚ ହେବ ୪.୨ ଟ୍ରିଲିୟନ୍‌

ଭୁବନେଶ୍ୱର,୧୫।୫(ଅନୁରାଧା ମହାରଣା): ଭାରତରେ ଡିଜିଟାଲ ବିପ୍ଳବ ଅନେକ କ୍ଷେତ୍ରକୁ ଦ୍ରୁତ ଗତିରେ ଅଗ୍ରଗତି କରିବାରେ ସାହାଯ୍ୟ କରିଛି। ଶସ୍ତାରେ ଉପଲବ୍ଧ ହେଉଥିବା ଡାଟା ଦ୍ୱାରା ଗ୍ରାହକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri