Home

କେବିକେ ଅଞ୍ଚଳକୁ କେନ୍ଦ୍ରୀୟ ସହାୟତା କମିଛି

ବଲାଙ୍ଗୀର ଅଫିସ,୨୦ା୩: ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା(ପିଏମକେଏସୱାଇ)ର ଏକ ଉପାଦାନ ହେଉଛି ଏଆଇବିପି (ତ୍ୱରିତ ସିଞ୍ଚାଇ ଲାଭ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମକୁ ବନ୍ଦ କରାଯାଇନାହିଁ। କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି କ୍ରମେ ଏଆଇବିପି ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ନୀତି…

ଯୋଜନାରୁ ବଞ୍ଚତ୍ତ ଭିନ୍ନକ୍ଷମ ଭଉଣୀଭାଇ

ଅମରପାଲି,୨୦ା୩(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତର ସଦର ଗ୍ରାମର ବିଦେଶୀ ସାହୁ(୪୦) ଓ ତାଙ୍କ ଭଉଣୀ ପ୍ରମୋଦିନୀ ସାହୁ(୩୫)। ଉଭୟେ ଏବେ ଦୁର୍ବିସହ ଜୀବନ ବିତାଉଛନ୍ତି। ବିଦେଶୀ ଶାରୀରିଭାବେ ଦୁର୍ବଳ ହୋଇଥିବା ବେଳେ ପ୍ରମୋଦିନୀ ମାନସିକ ଅନଗ୍ରସର। ପିଲାଦିନୁ…

କୁମାର ବିଶ୍ୱାସଙ୍କୁ ଅଫର୍‌ ଦେଲା ଭାଜପା

ଲକ୍ଷ୍ନୌ,୨୦।୩: ଉତ୍ତରପ୍ରଦେଶ ବିଧାନ ପରିଷଦର ମନୋନୀତ ସଦସ୍ୟଙ୍କ ନାମ ଉପରେ ଏବେ ବି ଚର୍ଚ୍ଚା ଚାଲିଛି। କବି ତଥା ଆମ୍‌ ଆଦମୀ ପାର୍ଟିର ପୂର୍ବତନ ନେତା କୁମାର ବିଶ୍ୱାସଙ୍କୁ ଭାଜପା ପକ୍ଷରୁ ଏମଏଲସି ଆସନ ଯଚା ଯାଇଥିଲା, କିନ୍ତୁ ସେ ଏହି…

ଶ୍ରମିକ ବଦଳରେ ମେଶିନ କରୁଛି କାମ

କୋକସରା,୨୦।୩(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଲ ପଞ୍ଚାୟତ କୁମୁଡାମୁଣ୍ଡା ଗାଁରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ଫେଲ୍‌ ମାରିଛି। ଏଠାରେ ଶ୍ରମିକ ବଦଳରେ ମେଶିନ କରୁଛି କାମ। ଉକ୍ତ ଯୋଜନାରେ ଏକ ଚେକଡ୍ୟାମ କାର୍ଯ୍ୟ…

କଳାହାଣ୍ଡିରେ ସରୁନି ଦାଦନ ଦୁଃଖ

ଭବାନୀପାଟଣା,୨୦।୩(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ଦିନକୁ ଦିନ ଦାଦନ ସମସ୍ୟା ଉଗ୍ର ରୂପ ଧାରଣ କରିଛି। ମାଳମାଳ ସରକାରୀ ଯୋଜନା ସତ୍ତ୍ବେ ଏଠି ସରୁନି ଦାଦନ ଦୁଃଖ। ପେଟପାଟଣା ଆଶାରେ ଗରିବ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ସେଠାରେ ନିର୍ଯାତନା…

ଦୀର୍ଘ ସମୟ ଧରି ଅଟକି ରହୁଛି ଯାନବାହନ

ଭବାନୀପାଟଣା,୨୦।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଟ୍ରାଫିକ ଏବେ ମୁଖ୍ୟ ସମସ୍ୟାରେ ପରିଣତ ହୋଇଛି। ରବିବାର ପିଆଇ କଲେଜ ନିକଟରେ ଓ ତହସିଲ ଯିବା ରାସ୍ତାରେ ଦୀର୍ଘ ଅନେକ ସମୟ ଧରି ଚାରି ଚକିଆ ଯାନଗୁଡିକ ଅଟକି ରହିଥିବା ଦେଖିବାକୁ ମିଳିଥିଲା।…

୬୦ ହଜାର ଟପିଲା ସୁନା

ନୂଆଦିଲ୍ଲୀ,୨୦।୩: ପ୍ରଥମ ଥର ପାଇଁ ସୁନା ମୂଲ୍ୟ ଐତିହାସିକ ସ୍ତର ଅତିକ୍ରମ କରିଛି। ସୋମବାର ସୁନା ୧୦ ଗ୍ରାମ ପ୍ରତି ୬୦,୦୬୫ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଛି। ନିବେଶକମାନେ ସେମାନଙ୍କର ନିବେଶକୁ ସୁରକ୍ଷିତ ରଖିବା ପାଇଁ ଆଜିକାଲି ସୁନାରେ ବିନିଯୋଗ କରୁଛନ୍ତି।…

ପ୍ରାଥମିକ ବିଦ୍ୟାଳୟରେ ୨୧୫ ଶିକ୍ଷକ ପଦ ଖାଲି

ନନ୍ଦପୁର,୨୦ା୩ (ଡିଏନଏ): ନନ୍ଦପୁର ବ୍ଲକ ସମେତ ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ ଥିବା ୪ବ୍ଲକ ନନ୍ଦପୁର ପଟ୍ଟାଙ୍ଗି, ସେମିଳିଗୁଡା ଓ କୋରାପୁଟ ବ୍ଲକଗୁଡିକରେ ଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗର ୪୭୧ ପ୍ରାଥମିକ ବିଦ୍ୟାଳୟରେ ୨୧୫ ଶିକ୍ଷକ ପଦବୀ ଖାଲି ପଡିଛି। ଜିଲା…

ଓଡ଼ିଶା ସରକାରଙ୍କ ନିର୍ମାଣ କାର୍ଯ୍ୟରେ କାମ କରୁଛନ୍ତି ଆନ୍ଧ୍ର ଶ୍ରମିକ

ପଟ୍ଟାଙ୍ଗି, ୨୦।୩(ଡି.ଏନ୍‌.ଏ.): ସୀମାନ୍ତ ଗ୍ରାମଗୁଡିକରେ ପଡୋଶୀ ଆନ୍ଧ୍ର ପ୍ରଦେଶ ଅନୁପ୍ରବେଶ କରି ନିଜର ଉପସ୍ଥିତ ଜାହିର କରୁଥିବା ବେଳେ ଓଡିଶା ସରକାର ସୀମାନ୍ତ ଗ୍ରାମଗୁଡିକରେ କିପରି ଉନ୍ନୟନମୂଳକ କାର୍ଯ୍ୟ ହୋଇପାରିବ ତାହାର ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଅର୍ଥ…

ବିଶ୍ୱର ସବୁଠୁ ବଡ଼ ଏଟିଏମ୍‌

ଇସଲାମାବାଦ୍‌,୨୦।୩: ପାକିସ୍ତାନର ଆର୍ଥିକ ଅବସ୍ଥା ବିଗିଡି ଯାଇଛି। ମୁଦ୍ରାସ୍ଫୀତି ଏତେ ଅଧିକ ଯେ, ଏଟିଏମରୁ ଟଙ୍କା ଉଠାଇଲେ ତାହା କ୍ଷଣକ ମଧ୍ୟରେ ଶେଷ ହୋଇଯାଉଛି। ପାକିସ୍ତାନ ନାମରେ ଏଟିଏମ ସମ୍ବନ୍ଧରେ ଏଭଳି ବିଶ୍ୱ ରେକର୍ଡ ରହିଛି, ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ…

୨ ବ୍ଲକରେ ୭ ପରିବାର ବେଘର

ପଟ୍ଟାଙ୍ଗି/ଜୟପୁର,୨୦ା୩ (ଡି.ଏନ.ଏ./ ନି.ପ୍ର.): ପଶ୍ଚିମା ଘୂର୍ଣ୍ଣିଝଡ଼ ପ୍ରଭାବ କୋରାପୁଟ ଜିଲାରେ ପରିଲିକ୍ଷିତ ହୋଇଛି। ଏଥିଯୋଗୁ ଗତ ୪ଦିନ ଧରି ପାଗ ମେଘୁଆ ରହି ବିଭିନ୍ନ ସ୍ଥାନରେ ପ୍ରବଳ ପବନ ଘଡ ଘଡି ସହ ବର୍ଷା ହୋଇଛି । ବର୍ଷା ଓ ପବନ…

ଶତାଧିକ ଏକର ତରଭୁଜ ଚାଷ ନଷ୍ଟ

ମାଲକାନଗିରି,୨୦ା୩ (ଡି.ଏନ୍‌.ଏ.): ଚଳିତ ବର୍ଷ ମାଲକାନଗିରି ଜିଲାରେ ବହୁ ଚାଷୀ ତରଭୁଜ ସହ ପୋଟଳ, କାକୁଡି ଓ ଅନ୍ୟାନ୍ୟ ପନିପରିବା ଚାଷ କରିଥିଲେ। ଭଲ ଫସଲ ମଧ୍ୟ ହୋଇଥିଲା। ତରଭୁଜ ସହ ଅନ୍ୟ ପନିପରିବା ଅମଳ ହେଲେ ଏହାକୁ ବିକ୍ରି କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri