ମହିଳାଙ୍କୁ ମହାସଂଘ ମୁଖ୍ୟ କରାଯାଉ
ନୂଆଦିଲ୍ଲୀ,୮ା୬: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ମୁଖ୍ୟ ପଦରେ ଜଣେ ମହିଳା ରହିବା ଉଚିତ ବୋଲି ବିଦାୟୀ ଅଧ୍ୟକ୍ଷ ବ୍ରିଜ୍ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା କୁସ୍ତିଯୋଦ୍ଧାମାନେ ବୁଧବାର କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ନିକଟରେ ଦାବି…
କର୍ଡନ ଭିତରେ ରହିବେ ସୀମିତ ସଂଖ୍ୟକ ପାସ୍ଧାରୀ
ପୁରୀ ଅଫିସ,୮ା୬: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଆସନ୍ତା ୨୦ ତାରିଖରେ ରଥଯାତ୍ରା ହେବାକୁ ଯାଉଥିବା ବେଳେ ସମସ୍ତ ନୀତିକାନ୍ତି, ଦର୍ଶନ ବ୍ୟବସ୍ଥା, ଯାତାୟାତ ଆଦି ଯେପରି ଶୃଙ୍ଖଳିତ…
ସରୁନି ବୋଟିଂ, ପାର୍କ ଓ ସ୍ମାର୍ଟ ଶ୍ମଶାନ କାମ
ଖୋର୍ଦ୍ଧା ଅଫିସ,୮ା୬: ଖୋର୍ଦ୍ଧା ପୌର ପରିଷଦ (କେଏମ୍ସି) ଏକପ୍ରକାର ସ୍ଥାଣୁ ପାଲଟିଛି। ସହରବାସୀଙ୍କଠାରୁ ବର୍ଷକୁ ବିଭିନ୍ନ ବାବଦକୁ କେଏମ୍ସି ପକ୍ଷରୁ ଲକ୍ଷାଧିକ ଟଙ୍କା ରାଜସ୍ବ ଆଦାୟ କରାଯାଉଛି। ମାତ୍ର ସହରବାସୀଙ୍କୁ ମୌଳିକ ସୁବିଧା ମିଳୁନାହିଁ। ଖୋର୍ଦ୍ଧା ସହରର ପରିମଳ, ରାସ୍ତାଘାଟ ବ୍ୟବସ୍ଥା…
ବିପର୍ଯ୍ୟୟ ମୁକାବିଲା ପାଇଁ ମାଇକ୍ରୋ ପ୍ଲାନ୍ ପ୍ରସ୍ତୁତ ହେବ
କଟକ ଅଫିସ,୮ା୬: ପ୍ରାକୃତିକ ବିପର୍ଯ୍ୟୟ ଓ ସହରରେ ବର୍ଷାଜନିତ ଜଳବନ୍ଦୀର ମୁକାବିଲା ପାଇଁ ବୁଧବାର ଚୌଧୁରୀବଜାରସ୍ଥିତ ବିଜୁ ଭବନରେ କଟକ ମହାନଗର ନିଗମ (ସିଏମ୍ସି) ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମେୟର ସୁବାସ ସିଂ ଏଥିରେ ପୌରୋହିତ୍ୟ କରିଥିବାବେଳେ…
ସହଯୋଗ ଲୋଡ଼ା
ଆଜି ହେଉଛି ‘ଓ୍ବାଲର୍ଡ ବ୍ରେନ୍ ଟ୍ୟୁମର ଡେ’ ବା ‘ବିଶ୍ୱ ମସ୍ତିଷ୍କ ଅର୍ବୁଦ ଦିବସ’। ସେ ସମ୍ପର୍କିତ ବିଷୟକୁ ନେଇ ଉପସ୍ଥାପନା… ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଲା ବ୍ରେନ୍ ବା ମସ୍ତିଷ୍କ। ଏହା ଏତେ ଗୁରୁତ୍ୱପୂର୍ଣ୍ଣ ଯେ, ୨୮ଟି ଛୋଟବଡ଼…
ମହାସାଗର ସୁରକ୍ଷା ହିଁ ପୃଥିବୀର ସୁରକ୍ଷା
ପୃଥିବୀର ୭୦% ଅଞ୍ଚଳ ଜଳଭାଗ। ଜଳଭାଗର ସୁରକ୍ଷା ପୃଥିବୀ ପାଇଁ ଅତ୍ୟନ୍ତ ଗୁରୁତ୍ପପୂର୍ଣ୍ଣ। ତେଣୁ ମହାସାଗର ସୁରକ୍ଷା ହିଁ ପୃଥିବୀର ସୁରକ୍ଷା। ମହାସାଗରର ଜୈବ ବିବିଧତା ପୃଥିବୀକୁ ଦୀର୍ଘସ୍ଥାୟୀ କରି ଗଢ଼ିଥାଏ। ତେଣୁ ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜୁନ…
ରେଳମନ୍ତ୍ରୀଙ୍କ ଇସ୍ତଫା, ଏସ୍ଆଇଟି ତଦନ୍ତ ଦାବିରେ ୧୨ ଦଳର ପ୍ରତିବାଦ
ଭୁବନେଶ୍ୱର,୮ା୬(ବ୍ୟୁରୋ): ସୁପ୍ରିମ୍କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସ୍ଆଇଟି) ଦ୍ୱାରା ବାହାନଗା ରେଳ ଦୁର୍ଘଟଣାର ତଦନ୍ତ କରାଯାଉ। କେନ୍ଦ୍ର ସରକାରଙ୍କ ହାତବାରିସୀ ସାଜି ଲୋକଙ୍କ ବିଶ୍ୱାସ ହରାଇଥିବାରୁ ସିବିଆଇ ତଦନ୍ତକୁ ପ୍ରତ୍ୟାହାର କରାଯାଉ। ରେଳ ଦୁର୍ଘଟଣାର ନିରପେକ୍ଷ ତଦନ୍ତ ପାଇଁ…
ଟ୍ରେନ୍ ଦୁର୍ଘଟଣା ମୃତକଙ୍କ ସଂସ୍କାର ଲାଗି ବିଏମ୍ସିର ୫ ଶ୍ମଶାନରେ ବ୍ୟବସ୍ଥା
ଭୁବନେଶ୍ୱର,୮ା୬(ବ୍ୟୁରୋ): ଏମ୍ସ ଭୁବନେଶ୍ୱରେ ଟ୍ରେନ୍ ଦୁର୍ଘଟଣା ମୃତକଙ୍କ ମୃତଦେହ ରଖାଯାଇଛି। ଅନେକ ମୃତଦେହ ଏଯାଏ ଚିହ୍ନଟ ହୋଇପାରି ନାହିଁ। କେହି ଦାବିଦାର ନ ଥିବାରୁ ସେଗୁଡିକୁ ନେଇ ଚିନ୍ତା ବଢ଼ିଛି। ଅନ୍ୟପକ୍ଷରେ ମୃତଦେହ ନେଉଥିବା କେତେକ ପରିବାର ଭୁବନେଶ୍ୱରରେ ସଂସ୍କାର କରିବାକୁ…
ପୋଲାଭରମ୍ ପାଇଁ ୧୨,୯୧୧ କୋଟି ମଞ୍ଜୁର କଲା କେନ୍ଦ୍ର
ନୂଆଦିଲ୍ଲୀ,୮ା୬: ଆନ୍ଧ୍ର ପ୍ରଦେଶର ଗୋଦାବରୀ ନଦୀରେ ନିର୍ମାଣାଧୀନ ପୋଲାଭରମ୍ ପ୍ରକଳ୍ପ ପାଇଁ ବୁଧବାର କେନ୍ଦ୍ର ସରକାର ୧୨,୯୧୧ କୋଟି ଟଙ୍କା ପ୍ରଦାନ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ପକ୍ଷରୁ ଦିଆଯିବାକୁ ଥିବା ଏହି ପାଣ୍ଠିରୁ ୨,୦୦୦…
ରେଳ ଦୁର୍ଘଟଣାକୁ ନେଇ ଦଳୀୟ ନେତାଙ୍କୁ ଭାଜପାର ଟାର୍ଗେଟ
ଭୁବନେଶ୍ୱର,୮ା୬(ବ୍ୟୁରୋ): ବାହାନଗା ରେଳ ଦୁର୍ଘଟଣା ପ୍ରସଙ୍ଗରେ ୨ ବରିଷ୍ଠ ଭାଜପା ନେତା ମୁହଁାମୁହିଁ ହୋଇଛନ୍ତି। ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର ମଙ୍ଗଳବାର ରେଳ ଦୁର୍ଘଟଣା ଉପରେ ଦେଇଥିବା ବୟାନକୁ ନେଇ ବୁଧବାର ତାଙ୍କ ନିଜ ଦଳ ପକ୍ଷରୁ ତୀବ୍ର ବିରୋଧ…
ଡିଏନ୍ଏକୁ ନଷ୍ଟ କରିପାରେ କୃତ୍ରିମ ମିଠା
ଓ୍ବାଶିଂଟନ୍,୮ା୬: ମଧୁମେହ ରୋଗୀମାନେ ଚା’ ଓ ଅନ୍ୟ ଖାଦ୍ୟଗୁଡ଼ିକରେ ଶର୍କରାଯୁକ୍ତ ଚିନି ପରିବର୍ତ୍ତେ କୃତ୍ରିମ ସ୍ବିଟ୍ନର ବ୍ୟବହାର କରିଥାଆନ୍ତି। କିନ୍ତୁ ଏହି କୃତ୍ରିମ ମିଠାରେ ବ୍ୟବହୃତ ରାସାୟନିକ ପଦାର୍ଥ ଡିଏନ୍ଏକୁ ନଷ୍ଟ କରିପାରେ ବୋଲି ଆମେରିକୀୟ ବୈଜ୍ଞାନିକମାନେ ସତର୍କ କରାଇଛନ୍ତି। ନର୍ଥ…
ଧାନ ଏମ୍ଏସ୍ପି ୧୪୩ ଟଙ୍କା ବଢ଼ିଲା
ନୂଆଦିଲ୍ଲୀ,୮ା୬: କେନ୍ଦ୍ର ସରକାର ୨୦୨୩-୨୪ ଖରିଫ ବର୍ଷ ନିମନ୍ତେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) କୁଇଣ୍ଟାଲ ପିଛା ୭% ଅର୍ଥାତ୍ ୧୪୩ ଟଙ୍କା ବୃଦ୍ଧି କରିଛନ୍ତି। ଫଳରେ କୁଇଣ୍ଟାଲ ପିଛା ସାଧାରଣ ଧାନର ଏମ୍ଏସ୍ପି ୨,୦୪୦ ଟଙ୍କାରୁ ୨୧୮୩ ଟଙ୍କା…
Archives


