ସୁଲଭ ମୂଲ୍ୟରେ ମିଳିବ ୪ଜି ସ୍ମାର୍ଟଫୋନ୍
ଭୁବନେଶ୍ୱର, ୧୭।୭: ଦେଶର ପ୍ରମୁଖ ସ୍ମାର୍ଟଫୋନ୍ ତଥା ଉପଭୋକ୍ତା ଟେକ୍ନୋଲୋଜି ବ୍ରାଣ୍ଡ୍ ପୋକୋ ଇଣ୍ଡିଆ ଏବଂ ଏୟାରଟେଲ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା/ବୁଝାମଣା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ପୋକୋ ଇଣ୍ଡିଆ ସବୁଠାରୁ ଶସ୍ତା ୪ଜି ସ୍ମାର୍ଟଫୋନ୍ର ଶୁଭାରମ୍ଭ କରିବା ପାଇଁ…
ରାଉରକେଲାରେ ପ୍ରେଷ୍ଟିଜ୍ର ଏକ୍ସକ୍ଲୁଜିଭ୍ ଷ୍ଟୋର
ରାଉରକେଲା,୧୭।୭(ବିପ୍ଳବ ରଞ୍ଜନ ଦାଶ): ପ୍ରେଷ୍ଟିଜ୍ର ଏକ୍ସକ୍ଲୁଜିଭ୍ ଷ୍ଟୋର ପ୍ରଥମ ଥର ପାଇଁ ରାଉରକେଲା ଡେଲି ମାର୍କେଟସ୍ଥିତ ହରିୟାଣା ଭବନ ନିକଟରେ ରବିବାର ଉଦ୍ଘାଟିତ ହୋଇଯାଇଛି। ଏଥିରେ ଅଙ୍କିତ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ଶୋ’ରୁମ୍କୁ ଉଦ୍ଘାଟନ କରିଥିଲେ। ଉତ୍ସବରେ…
ଟିପିଏସ୍ଡିଆଇ ପକ୍ଷରୁ ବିଶ୍ୱ ଯୁବ ଦକ୍ଷତା ଦିବସ
ଭୁବନେଶ୍ୱର, ୧୭।୭: ଟାଟା ପାଓ୍ବାର ସ୍କିଲ୍ ଡେଭେଲପମେଣ୍ଟ ଇନ୍ଷ୍ଟିଚ୍ୟୁଟ୍ (ଟିପିଏସ୍ଡିଆଇ) ପକ୍ଷରୁ ବିଶ୍ୱ ଯୁବ ଦକ୍ଷତା ଦିବସ ( ଓ୍ବାର୍ଲଡ ୟୁଥ୍ ସ୍କିଲ୍ ଡେ) ପାଳିତ ହୋଇଯାଇଛି। ବିଶେଷକରି ବିଦ୍ୟୁତ୍ ଶକ୍ତି କ୍ଷେତ୍ରରେ ଆବଶ୍ୟକ ଓ ସବୁଜ ନିଯୁକ୍ତି ଦକ୍ଷତା ଉପରେ…
ସଫଳ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର,୧୭।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ନାଇମ (ଏନ୍ଆଇଇଏମ ଦି ଇନଷ୍ଟିଚ୍ୟୁଟ ଅଫ୍ ଇଭେଣ୍ଟ ମ୍ୟାନେଜମେଣ୍ଟ) ଭୁବନେଶ୍ୱରର ୭ମ ବାର୍ଷିକ ଉତ୍ସବ ତଥା ସମ୍ମିଳନୀ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ବିଲଡିଂ ଆଣ୍ଡ ଅଦର କନ୍ଷ୍ଟ୍ରକଶନ ଓ୍ବାର୍କସ େଓଲଫେୟାର…
ହ୍ରାସ ପାଇଛି ଯାନବାହନ ରପ୍ତାନି
ନୂଆଦିଲ୍ଲୀ,୧୭।୭(ଅଭୟ ଦାଶ): ଦେଶର ପ୍ରମୁଖ ଅଟୋଶିଳ୍ପ ସଂଘ ସୋସାଇଟି ଅଫ୍ ଇଣ୍ଡିଆନ ଅଟୋମୋବାଇଲ୍ ମ୍ୟାନୁଫାକ୍ଚରର୍ସ (ଏସଆଇଏଏମ) ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଯାନବାହନ ରପ୍ତାନ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୩ ଏପ୍ରିଲରୁ ଜୁନ୍ ଅବଧି ମଧ୍ୟରେ ଭାରତରୁ ଅଟୋମୋବାଇଲ୍…
ଚାଷୀମାନେ ଭାରତର ଶକ୍ତି: ରାହୁଲ
ନୂଆଦିଲ୍ଲୀ, ୧୭ା୭(ପି.ଟି.) : ଚାଷୀମାନେ ହେଉଛନ୍ତି ଭାରତର ଶକ୍ତି। ଯଦି ଆମେ ସେମାନଙ୍କ କଥା ଶୁଣିବା ଏବଂ ସେମାନଙ୍କ ଦୃଷ୍ଟିକୋଣକୁ ବୁଝିପାରିବା, ତେବେ ଦେଶର ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ଗତ ୮…
ମସ୍ଜିଦ ପ୍ରବେଶ ବନ୍ଦ କଲେ ଜିଲାପାଳ
ଔରଙ୍ଗାବାଦ, ୧୭ା୭ : ମହାରାଷ୍ଟ୍ରର ଜଲଗାଁଓ ଜିଲାରେ ଥିବା ଏକ ମସ୍ଜିଦ ପରିସରକୁ ପ୍ରବେଶ ଉପରେ ଜିଲାପାଳ ନିଷେଧାଦେଶ ଲଗାଇବା ପରେ ଏହାକୁ ବିରୋଧ କରି ପରିଚାଳନା ଟ୍ରଷ୍ଟ ବମ୍ବେ ହାଇକୋର୍ଟଙ୍କ ଔରଙ୍ଗାବାଦ ବେଞ୍ଚ୍ଙ୍କ ଦ୍ୱାରସ୍ଥ ହୋଇଛି। ମସ୍ଜିଦ ଢାଞ୍ଚାରେ ମନ୍ଦିର…
ରାସ୍ତାରୁ ଶୁଖୁନି ପାଣି, ଲୋକେ ହନ୍ତସନ୍ତ
ନୂଆଦିଲ୍ଲୀ,୧୭।୭: ଯମୁନା ନଦୀରୁ ବନ୍ୟା ଜଳ କମୁଥିବାବେଳେ ଏବେ ବି ଏହାର ଜଳସ୍ତର ବିପଦ ସଙ୍କେତ ତଳକୁ ଖସିନାହିଁ। ସହରର ତଳିଆ ଅଞ୍ଚଳରୁ ଧୀରେ ଧୀରେ ଜଳ ଶୁଖୁଥିବାବେଳେ କିନ୍ତୁ ରାସ୍ତା ଏବେବି ଜଳମଗ୍ନ। ରବିବାର ଯମୁନା ଜଳସ୍ତର ୨୦୫.୯୧ ମିଟରକୁ…
ସୀମା ପାକିସ୍ତାନ ଫେରିବା ଚାହୁଁ ନାହାନ୍ତି ସମ୍ପର୍କୀୟ
କରାଚି,୧୭।୭: ସୀମା ଗୁଲାମ ହାଇଦର ଅନ୍ଲାଇନ୍ ପବ୍ଜି ଖେଳି ନୋଏଡାର ସଚିନ ମିଣାଙ୍କ ପ୍ରେମରେ ପଡ଼ିବା ପରେ ପାକିସ୍ତାନ ଛାଡ଼ି ଭାରତ ଚାଲିଆସିଥିଲେ। ନିଜ ୪ ପିଲାଙ୍କ ସହ ନେପାଳ ଦେଇ ଭାରତ ଆସିଥିବା ସୀମା ପୁଣିଥରେ ପାକିସ୍ତାନ ନ ଫେରନ୍ତୁ…
ପାକିସ୍ତାନରେ ୧୫୦ ବର୍ଷର ମନ୍ଦିର ଭାଙ୍ଗିଲା
କରାଚି, ୧୭।୭: ପାକିସ୍ତାନରେ ୨୪ ଘଣ୍ଟା ମଧ୍ୟରେ ୨ଟି ମନ୍ଦିର ଉପରେ ଆକ୍ରମଣ ହୋଇଛି। ଶନିବାର କରାଚିଠାରେ ଥିବା ୧୫୦ ବର୍ଷ ପୁରୁଣା ମନ୍ଦିରକୁ ଭାଙ୍ଗି ଦିଆଯାଇଛି। ୨୪ ଘଣ୍ଟା ନ ପୁରୁଣୁ ସିନ୍ଧ ପ୍ରଦେଶର କାଶ୍ମୋରେ ଥିବା ଆଉ ଏକ…
ସ୍ପେନ୍ରେ ବନାଗ୍ନି ଅଣାୟତ୍ତ
ମାଡ୍ରିଡ୍,୧୭।୭: ସ୍ପେନ୍ କାନାରି ଆଇଲାଣ୍ଡର ଲା ପାଲମାରେ ବନାଗ୍ନି ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରୁ ପାଖାପାଖି ୪୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। ଲଗାତର ସ୍ପେନ୍ରେ ସମାନ ସ୍ଥିତି ଲାଗି ରହୁଥିବାରୁ ୟୁରୋପରେ ଶସ୍ୟ ଉତ୍ପାଦନ…
ସମସ୍ତଙ୍କ ପାଇଁ ନ୍ୟାୟ ଅପରିହାର୍ଯ୍ୟ
ପୃଥିବୀରେ ଭିନ୍ନ ଭିନ୍ନ ସମସ୍ୟା ରହିଛି। ସୀମାଠୁ ଆରମ୍ଭ କରି ଶରଣାର୍ଥୀ, ଆତଙ୍କବାଦ ସହିତ ସାମ୍ପ୍ରଦାୟିକ ହିଂସା ଆଦି ସମସ୍ୟାର ସଫଳ ସମାଧାନ ଆବଶ୍ୟକ। ପୃଥିବୀର ପ୍ରତିଟି ମଣିଷକୁ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସେତିକି ପ୍ରାସଙ୍ଗିକ ମଧ୍ୟ।…

