Home

ଓଟିପି ଶେୟାରିଂ ମାମଲା: ସ୍ପେଶାଲ ଟାସ୍କ ଫୋର୍ସକୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର,୨୧ା୬(ସତ୍ୟଜିତ୍‌ ବେହେରା): ଓଡ଼ିଶାରୁ ଆଇଏସ୍‌ଆଇକୁ ଓଟିପି ଶେୟାରିଂ ମାମଲା କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌)କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଗିରଫ ୫ ଅଭିଯୁକ୍ତଙ୍କ ମଧ୍ୟରୁ ପ୍ରୀତମ କର ଓ ସରୋଜ କୁମାର ନାୟକ କ୍ରିପ୍ଟୋ ଟ୍ରେଡିଂ କରିଛନ୍ତି। ୧ କୋଟିରୁ…

ଶରଧାବାଲିରେ ଦାରୁଦିଅଁ

ପୁରୀ,୨୧ା୬(ଅଜିତ୍‌ ମହାନ୍ତି): ବିଶ୍ୱନିୟନ୍ତା କାଳିଆଠାକୁର ଭଉଣୀ ଦେବୀ ସୁଭଦ୍ରା ଏବଂ ବଡ଼ଭାଇ ବଳଭଦ୍ରଙ୍କୁ ସାଙ୍ଗରେ ଧରି ମଙ୍ଗଳବାର ଜନ୍ମବେଦି ଅଭିମୁଖେ ବାହାରିଥିଲେ। କାଲି ଅପରାହ୍ନ ୩ଟା ୪ ମିନିଟ୍‌ରୁ ରଥଟଣା ଆରମ୍ଭ ହୋଇଥିଲେ ହେଁ ଶରଧାବାଲିରେ ପହଞ୍ଚି ପାରି ନ ଥିଲା…

ଇନ୍‌ଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ଶେୟାର କରିବାକୁ ସଲମାନ ନିଅନ୍ତି ଏତିକି ଟଙ୍କା

ମୁମ୍ବାଇ: ବଲିଉଡ୍‌ର ହ୍ୟାଣ୍ଡସମ୍‌ ବ୍ୟାଚଲର ସଲମାନ ଖାନ ଦୀର୍ଘବର୍ଷ ଧରି ତାଙ୍କ ପ୍ରଶଂସକମାନଙ୍କ ହୃଦୟରେ ରାଜ୍‌ କରିଆସୁଛନ୍ତି। ତିନି ଦଶନ୍ଧି ଧରି ସେ ତାଙ୍କ କ୍ୟାରିୟରରେ ଭିନ୍ନ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିଣିଛନ୍ତି। ଏମିତି ଏକ ସମୟ ଥିଲା,…

ସବୁଠୁ ଅଧିକ ମୋଟାପଣ, ଡାଇବେଟିସ ରୋଗର ଶିକାର ହିମାଚଳବାସୀ: ଆଇସିଏମଆର ରିପୋର୍ଟ

ଶିମଲା,୨୧।୬: ହିମାଚଳ ପ୍ରଦେଶର ଅଧିକାଂଶ ନାଗରିକ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ମେଦବହୁଳତା ଭଳି ରୋଗରେ ପୀଡିତ ଅଛନ୍ତି। ଏନେଇ ଇଣ୍ଡିଆନ କାଉନସିଲ ଫର୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ରିପୋର୍ଟରେ ପ୍ରକାଶ କରିଛି। ଅନୁସନ୍ଧାନରେ ଦାବି କରାଯାଇଛି କି, ପାହାଡିଆ ଅଞ୍ଚଳର କଠିନ…

ଦୀର୍ଘବର୍ଷ ହେଲା ମରାମତି ହେଉନି ରାସ୍ତା, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ଦାବି

କର୍ଲାମୁଣ୍ଡା,୨୧ା୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତାଟି ଦୀର୍ଘବର୍ଷରୁ ମରାମତି କିମ୍ବା ନିର୍ମାଣ ହୋଇ ନ ଥିବାରୁ ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତା ୨୦୧୫ରେ ତତ୍କାଳୀନ ଜିଲାପାଳଙ୍କ…

ପିଟିଆଇ ନେତା ଗିରଫ

ଇସଲାମାବାଦ,୨୧ା୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ)ର ସମସ୍ୟା ପିଛା ଛାଡୁନି। ଇମ୍ରାନ ସରକାରଙ୍କ ମନ୍ତ୍ରୀ ତଥା ବରିଷ୍ଠ ପିଟିଆଇ ନେତା ଗୁଲାମ ସରଓ୍ବର ଖାନ୍‌ଙ୍କୁ ପୋଲିସ ଗିରଫ କରିଛି। ଗୁଲାମ ମେ’ ୯ରେ ହୋଇଥିବା ଦଙ୍ଗାରେ…

ବାଇଡେନଙ୍କ ମନ୍ତବ୍ୟକୁ ନେଇ ଜିନ୍‌ପିଙ୍ଗ୍‌ ଖପ୍ପା

ବେଜିଂ,୨୧ା୬: ଚାଇନା ରାଷ୍ଟ୍ରପତି ଶି’ ଜିନ୍‌ପିଙ୍ଗଙ୍କୁ ଏକଛତ୍ରବାଦୀ ଶାସକ ବୋଲି କହିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅଭିଯୋଗ ଉପରେ ଚାଇନା ପ୍ରତିକ୍ରିୟାଶୀଳ ହୋଇଉଠିଛି। ବୁଧବାର ବାଇଡେନଙ୍କ ମନ୍ତବ୍ୟ ଉପରେ ବେଜିଂ ପ୍ରତିକ୍ରିୟା ଦେଇଛି। ବେଜିଂ ବାଇଡେନଙ୍କ ପ୍ରତିକ୍ରିୟାକୁ ଏକ ଖୋଲା…

୪ବର୍ଷ ପରେ ବଡ ପରଦାରେ ନଜର ଆସିବେ ବିଦ୍ୟା

ମୁମ୍ବାଇ: ବିଦ୍ୟା ବାଲାନଙ୍କ ନୂଆ ଫିଲ୍ମ ଜୁଲାଇ ୭ରେ ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି। ବୁଧବାର ବିଦ୍ୟା ଫିଲ୍ମ ‘ନିୟତ’ର ପୋଷ୍ଟର୍‌ ଏବଂ ଟିଜର୍‌ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଯାହାର ଫାଷ୍ଟ ଲୁକ୍‌କୁ ପ୍ରଶଂସକ ମାନେ ପସନ୍ଦ କରିଛନ୍ତି। ବିଦ୍ୟା…

ଉତ୍ତର ଭାରତରେ ଖୋଲିଲା ପ୍ରଥମ ଚର୍ମ ବ୍ୟାଙ୍କ, ଦେଶରେ ଏଭଳି ୧୬ ବ୍ୟାଙ୍କ…

ନୂଆଦିଲ୍ଲୀ,୨୧।୬ : ଉତ୍ତର ଭାରତରେ ପ୍ରଥମ ଥର ପାଇଁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚର୍ମ ବ୍ୟାଙ୍କ(ସ୍କିନ ବ୍ୟାଙ୍କ) ଉଦଘାଟନ କରାଯାଇଛି। ଚର୍ମ ବ୍ୟାଙ୍କରେ ଦାନ କରାଯାଇଥିବା ଚର୍ମ ନିଆଁରେ ପୋଡି ଯାଇଥିବା ଲୋକଙ୍କୁ ଚିକିତ୍ସା କରିବା ପାଇଁ ବ୍ୟବହୃତ ହେବ। ସଫଦରଜଙ୍ଗ…

ଭତ୍ତା ଯୋଜନାରେ ସାମିଲ ହେଲେ ୧୧୭ ନୂଆ ହିତାଧିକାରୀ

କେସିଙ୍ଗା,୨୧ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଶିରୋଲ ଗ୍ରାମ ପଞ୍ଚାୟତର ନୂତନ ହିତାଧିକାରୀଙ୍କୁ ସରପଞ୍ଚ ଝରଣା ବାଗଙ୍କ ନେତୃତ୍ୱରେ ବୁଧବାର ଭତ୍ତା ବଣ୍ଟନ କରାଯାଇଛି। ଏହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ…

ଜବରଦଖଲ ଉଚ୍ଛେଦ ଦାବି ନେଇ ତେଜିଲା ଆନ୍ଦୋଳନ

ବରଗଡ଼,୨୧ା୬(ପରମାନନ୍ଦ ଖମାରୀ): ବରଗଡ଼ ସହରସ୍ଥିତ ଲେଙ୍ଗୁ ମିଶ୍ର ଛକରୁ ନୂଆଁ ଜିରାବ୍ରିଜ ଦେଇ ଅମ୍ବାପାଲି ପର୍ଯ୍ୟନ୍ତ ରାସ୍ତା ଜବରଦଖଲ ଉଚ୍ଛେଦ ଦାବିରେ ଆନ୍ଦୋଳନ ତେଜି ଉଠିଛି। ଏହି କ୍ରମରେ ବୁଧବାର ବରଗଡ଼ ସମଲେଶ୍ବରୀ ସଂଘ ନେତୃତ୍ୱରେ ଶତାଧିକ ମହିଳା, ପୁରୁଷ ଏକ…

ତମନ୍ନାଙ୍କ ସହ ଫଟୋସୁଟ୍‌କୁ ନେଇ ବିଜୟ ହେଲେ ଟ୍ରୋଲ୍‌, ରୋମାଣ୍ଟିକ୍‌ ଅନ୍ଦାଜରେ ଟ୍ରୋଲ୍‌ରେ ପ୍ରତିକ୍ରିୟା ଦେଲେ ଅଭିନେତ୍ରୀ

ମୁମ୍ବାଇ: ନିକଟରେ ଅଭିନେତା ବିଜୟ ବର୍ମା ଏବଂ ତମନ୍ନା ଭାଟିଆ ସେମାନଙ୍କ ଲଭ୍‌ ଲାଇଫ୍‌କୁ ଅଫିସିଆଲ କରିଥିଲେ। ତେବେ ସେବେଠାରୁ ଉଭୟଙ୍କୁ ଅନେକ ସାକ୍ଷାତକାରରେ ପରସ୍ପର ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା। ଏମଧ୍ୟରେ ଅନେକ ଲୋକ ସୋସିଆଲ ମିଡିଆରେ ବିଜୟଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri