ଟାଇଟନ୍ ବୁଡାଜାହାଜକୁ ସନ୍ଧାନ କରୁଥିବା ଉଦ୍ଧାରକାରୀଙ୍କ ଦାବି, ପାଣି ଭିତରୁ ଚିହ୍ନଟ ହୋଇଛି ଶଦ୍ଦ
ଓ୍ବାଶିଂଟନ୍,୨୧।୬: ବ୍ରିଟିଶ୍ ଜାହାଜ ଖୋଜିବାକୁ ଯାଇ ଟାଇଟନ୍ ନାମକୁ ବୁଡାଜାହାଜ ମଙ୍ଗଜବାର ନିଖୋଜ ହୋଇଯାଇଥିଲା। ତେବେ ଏହାକୁ ସନ୍ଧାନ କରୁଥିବା ଉଦ୍ଧାରକାରୀମାନେ ଖୋଜାଖୋଜି ସମୟରେ ପାଣି ଭିତରୁ ଶଦ୍ଦ ଶୁଣିବାକୁ ପାଇଛନ୍ତି। ଏନେଇ ବୁଧବାର ଆମେରିକାର ତଟରକ୍ଷୀ ବାହିନୀ ସ୍ପଷ୍ଟ କରିଛନ୍ତି।…
ସଞ୍ଜୟ ରାଉତ, ଆଦିତ୍ୟ ଠାକରେଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ଇଡି ଚଢାଇ
ମୁମ୍ବାଇ,୨୧।୬: ମହାରାଷ୍ଟ୍ରର ରାଜନୀତିରେ ଉତ୍ତେଜନା ଦେଖାଦେଇଛି । ଗତ କିଛି ବର୍ଷ ମଧ୍ୟରେ ଏନସିପି, ଶିବସେନା (ୟୁବିଟି) ଏବଂ କଂଗ୍ରେସର ଅନେକ ନେତା ଇଡିର ନଜରକୁ ଆସିଥିଲେ। ଏହି ସମୟରେ ବୁଧବାର ଇଡି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। କୁହାଯାଉଛି ଯେ ଇଡି…
ଏନସିଇଆରଟି ବିବାଦ: ଡାରୱିନଙ୍କ ସିଦ୍ଧାନ୍ତ-ପର୍ଯ୍ୟାୟ ସାରଣୀ ପୁସ୍ତକରୁ ଅପସାରିତ ହୋଇନାହିଁ, ଅଭିଯୋଗକୁ ଖଣ୍ଡନ କଲେ ଶିକ୍ଷା ମନ୍ତ୍ରୀ…
ମୁମ୍ବାଇ,୨୧।୬ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଲୋକେ ଦାବି କରିଥିଲେ ଡାରୱିନ ଥିଓରୀ ବିଜ୍ଞାନ ବିଷୟଗୁଡ଼ିକର ସିଲାବସରୁ ଏନସିଇଆରଟି ଦ୍ୱାରା ହଟାଯାଇଛି। ଧର୍ମେନ୍ଦ୍ର ସ୍ପଷ୍ଟ ଭାବରେ କହିଛନ୍ତି ଡାରୱିନ ସିଦ୍ଧାନ୍ତ ଏବଂ ପର୍ଯ୍ୟାୟ…
ରାଜନଗରର ପ୍ରାଚୀନ ଦଧିବାମନ ଜିଉ ଓ ମଲ୍ଲୀପଶିରେ ଭକ୍ତିମୟ ପରିବେଶ: ଭକ୍ତ ଟାଣିଲେ ରଥ
ପାଟଣା,୨୧।୬( ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ସ୍ଥିତ ପ୍ରାଚୀନ ଦଧିବାମନ ଜିଉ, ମଲ୍ଲୀପଶି, ଟାଙ୍ଗରପଡା ଓ ସରାସକୋଲାସ୍ଥିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଘୋଷଯାତ୍ରା ମଙ୍ଗଳବାର ନୀତିକାନ୍ତିରେ ସମ୍ପନ୍ନ ହୋଇଛି। ଦଧିବାମନ ଜିଉଙ୍କ ରଥରେ ପରୀକ୍ଷା ଦୁର୍ଯ୍ୟୋଧନ ମିଶ୍ର ଛେରା ପହଁରା…
ରୁଷିଆ ସହିତ ବାଣିଜ୍ୟ ସମ୍ପର୍କ ନ ରଖିବାକୁ ଭାରତକୁ କହିବ ଆମେରିକା…
ଓ୍ବାଶିଂଟନ,୨୧।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି। ଏହି ସମୟରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତର ପ୍ରତିରକ୍ଷା ଉପକରଣର ବିବିଧକରଣ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛି। ମନ୍ତ୍ରଣାଳୟ…
ଫରାସୀ ପ୍ରତିରକ୍ଷା କମ୍ପାନୀ ସଫ୍ରାନ ଭାରତରେ ୪ଗୁଣ ଅଧିକ କର୍ମଚାରୀଙ୍କୁ କରିବ ନିୟୋଜନ
ପ୍ୟାରସ୍,୨୧।୬: ପ୍ରତିରକ୍ଷା ପ୍ରଣାଳୀ ଏବଂ ବିଭିନ୍ନ ଏରୋସ୍ପେସ୍ର ପ୍ରମୁଖ ଯୋଗାଣକାରୀ ଫରାସୀ ବହୁ ରାଷ୍ଟ୍ରୀୟ କମ୍ପାନୀ ସଫ୍ରାନ ଭାରତର ଅଭିବୃଦ୍ଧିକୁ ନେଇ ଏଏନ୍ଆଇ ଆଗରେ ଆଲୋକପାତ କରିଛି। ସଫ୍ରାନ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଡିଫେନ୍ସ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଆଲେକ୍ସଜାଣ୍ଡାର୍ ଜିଗଲର ଖବର ସରବରାହ…
ହରିୟାଣାରେ ଥ୍ରୀ-ଡି ବନାମ ଥ୍ରୀ-ପି ଲଢ଼େଇ…
ଚଣ୍ଡିଗଡ଼,୨୧।୬ : ସମ୍ପ୍ରତି ହରିୟାଣାରେ ଥ୍ରୀ-ଡି ବନାମ ଥ୍ରୀ-ପି ଲଢ଼େଇ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ତଥା ଭାଜପାର ଚାଣକ୍ୟ ଅମିତ ଶାହା ସିରସା ଗସ୍ତ ସମୟରେ ଦେଇଥିବା ଭାଷଣ ଦ୍ୱାରା ଏହି ବାକ୍ ଯୁଦ୍ଧ ଆରମ୍ଭ ହୋଇଛି। ଅମିତ ଶାହା କହିଛନ୍ତି…
ହୋଣ୍ଡୁରାସ ଜେଲରେ ଦଙ୍ଗା: ୪୧ ମହିଳା କଏଦୀଙ୍କ ମୃତ୍ୟୁ
ଟେଗୁସିଗାଲ୍ପା, ୨୧।୬: ହୋଣ୍ଡୁରାସର ଏକ ମହିଳା କାରାଗାରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ମଙ୍ଗଳବାର ଦିନ ଜେଲରେ ୪୧ ମହିଳା କଏଦୀଙ୍କ ମୃତ୍ୟୁ ଘଟିଛି। ବାସ୍ତବରେ ବେଆଇନ କାର୍ଯ୍ୟକଳାପକୁ ନେଇ ଦୁଇଟି ଗୋଷ୍ଠୀ ମଧ୍ୟରେ ହୋଇଥିବା ହିଂସା ଯୋଗୁ କଏଦୀଙ୍କ…
ଅଭିଯୁକ୍ତଙ୍କୁ ଅଧିକ ଦିନ ଜେଲରେ ରଖାଯାଇ ପାରିବ ନାହିଁ: ହାଇକୋର୍ଟ…
ନୂଆଦିଲ୍ଲୀ,୨୧।୬ : ଜଣେ ଯୁବତୀଙ୍କୁ ଅପହରଣ ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ଜଣେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ବିକାଶ ମହାଜନଙ୍କ ବେଞ୍ଚ କହିଛନ୍ତି ଅଭିଯୁକ୍ତଙ୍କୁ ଶିକ୍ଷା ଦେବା ପାଇଁ ଶୁଣାଣି ସମୟରେ ଜେଲଦଣ୍ଡକୁ ଅଧିକ ସମୟ ଦିଆଯାଇପାରିବ…
ରଥଯାତ୍ରା ଦେଖିବାକୁ ଯାଇଥିବା ସମୟରେ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ
ପାଟଣା,୨୧।୬(ବୀରକିଶୋର ଦାଶ)କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ତୁରୁମୁଙ୍ଗା ଲକ୍ଷ୍ମୀମଣ୍ଡପ ନିକଟରେ ସୁବ୍ରତ ସାହୁଙ୍କ ଭଡା ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ସେମାନେ ଘରର ତାଲା ଭାଙ୍ଗି ମଙ୍ଗଳବାର ସାରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଇଛନ୍ତି ।…
୪୭୦ ବିମାନ କିଣିବ ଏୟାର ଇଣ୍ଡିଆ…
ନୂଆଦିଲ୍ଲୀ,୨୧।୬ : ଏୟାର ଇଣ୍ଡିଆ ଏୟାରବସ ଏବଂ ବୋଇଙ୍ଗ ସହିତ ପ୍ରାୟ ୭୦ ବିଲିୟନ ଡ଼ଲାର ଅର୍ଥାତ ୫.୪୭ ଲକ୍ଷ କୋଟି ଟଙ୍କାରେ ୪୭୦ ବିମାନ କ୍ରୟ ପାଇଁ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି। ଟାଟା ଗ୍ରୁପ ମାଲିକାନା ବିମାନ କମ୍ପାନୀ…
ଶ୍ରୀକ୍ଷେତ୍ରରେ ଆଜି ପୁଣି ରଥଟଣା: ନନ୍ଦିଘୋଷ, ଦର୍ପଦଳନକୁ ଟାଣି ନେଉଛନ୍ତି ଭକ୍ତ
ପୁରୀ,୨୧।୬(ଅଜିତ୍ ମହାନ୍ତି): ବଡଦାଣ୍ଡରେୂ ଆଜି ପୁଣି ଗଡୁଛି ରଥ। ମହାବାହୁ ଜଗନ୍ନାଥ ଏବଂ ମା’ ସୁଭଦ୍ରା ମଙ୍ଗଳବାର ଅଧା ବାଟରେ ଅଟକି ରହିଥିଲେ। ହରିବୋଲ ହୁଳୁହୁଳି ଦେଇ ଶ୍ରଦ୍ଧାଳୁ ନନ୍ଦିଘୋଷ ଓ ଦର୍ପଦଳନକୁ ଗୁଣ୍ଡିଚାଘର ଅଭିମୁଖେ ଟାଣି ନେଉଛନ୍ତି। ଗତକାଲି ଅର୍ଥାତ୍…
Archives


