ଆଇଏନଏସ୍ ବିକ୍ରାନ୍ତରେ ଯୋଗ କଲେ ରାଜନାଥ ସିଂ
ନୂଆଦିଲ୍ଲୀ,୨୧।୬: ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଭାରତ ସମେତ ସମଗ୍ର ବିଶ୍ୱରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଅଛନ୍ତି। ଯେଉଁଠାରେ ସେ ଯୋଗ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବାକୁ ଯାଉଛନ୍ତି। ଗୁରୁଗ୍ରାମରେ…
ବୈଶ୍ୱିକ ଆନ୍ଦୋଳନରେ ପରିଣତ ହୋଇଛି ଯୋଗ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରୁ ଭାରତବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି , ମୁଁ ଭିଡିଓ ବାର୍ତ୍ତା ମାଧ୍ୟମରେ ତୁମ ସମସ୍ତଙ୍କ ସହ ସଂଯୋଗ କରୁଛି, କିନ୍ତୁ ମୁଁ ଯୋଗ କାର୍ଯ୍ୟକ୍ରମରୁ ଦୂରେଇ…
ଭାରତ-ପାକିସ୍ତାନ ମ୍ୟାଚ ଆଜି
ବେଙ୍ଗାଲୁରୁ, ୨୧।୬: ଭୁବନେଶ୍ୱରରେ ହିରୋ କଣ୍ଟିନେଣ୍ଟାଲ କପ୍ ଚାମ୍ପିୟନ ହେବାର ୩ ଦିନ ପରେ ଭାରତ ବୁଧବାରଠାରୁ ସାଫ୍ ଫୁଟବଲ ଚାମ୍ପିୟନଶିପ୍ରେ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେଉଛି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ। ଗ୍ରୁପ୍ ‘ଏ’ର ଏହି…
ଭାରତ ସହିତ ବନ୍ଧୁତା ବଢାଇବା ପାଇଁ ଆମେରିକାର ସ୍ବାର୍ଥପର ଖେଳ: ଚାଇନା
ବେଜିଂ,୨୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତକୁ ନେଇ ଚାଇନା କହିଛି, ଆମେରିକା ଭାରତ ସହ ସମ୍ପର୍କକୁ ମଜବୁତ କରୁଛି, କାରଣ ସେ ଚାଇନା ଆର୍ଥିକ ବିକାଶକୁ ବନ୍ଦ କରି ନିଜେ ଆଗକୁ ବଢିବାକୁ ଚାହୁଁଛି। ଚାଇନା ବରିଷ୍ଠ କୂଟନୀତିଜ୍ଞ ତଥା…
ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସକ: ଏଲନ ମସ୍କ
ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୬: ଟେସଲାର ପ୍ରତିଷ୍ଠାତା ତଥା ସିଇଓ ଏଲନ ମସ୍କ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ ଏଲନ ମସ୍କ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସକ, ଯିଏ ଭାରତ ପାଇଁ…
ନ୍ୟୁୟର୍କରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ଆଜି ୟୁଏନ୍ରେ କରିବେ ଯୋଗ
ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରେ ପହଞ୍ଚିଛନ୍ତି। ପହଞ୍ଚିବା ପରେ ନ୍ୟୁୟର୍କର ଜେକେଏଫ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରାଯାଇଥିଲା। ୨୩ଜୁନ ପର୍ଯ୍ୟନ୍ତ ଆମେରିକା ସ୍ତରେ ରହିବେ ପ୍ରଧାନମନ୍ତ୍ରୀ ମୋଦି। ଏହି ସମୟରେ ପ୍ରଧାନମନ୍ତ୍ରୀ ଜାତିସଂଘରେ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ…
କିଏ ଲୋକପ୍ରିୟ ଶିନ୍ଦେ ନା ଫଡନାଭିସ ?…
ମୁମ୍ବାଇ,୨୦।୬ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ବିଜ୍ଞାପନ ସମସ୍ୟାର ସମାଧାନ କରିଥାଇ ପାରନ୍ତି, କିନ୍ତୁ ମହାରାଷ୍ଟ୍ରରେ ଶିନ୍ଦେ ବନାମ ଫଡନାଭିସ ପ୍ରସଙ୍ଗ ଏପର୍ଯ୍ୟନ୍ତ ଥଣ୍ଡା ପଡିନାହିଁ। ଶିନ୍ଦେ ଏବଂ ଫଡନାଭିସ ମଧ୍ୟରେ ଲୋକପ୍ରିୟତା ତୁଳନା…
ସିନ୍ଧିଆ ଗଞ୍ଜା- ନରୋତ୍ତମ ମଶା: କଂଗ୍ରେସ ନେତା ଦାମୋଦର ଦାସ…
ଭୋପାଳ,୨୦।୬ : ମଧ୍ୟପ୍ରଦେଶ କଂଗ୍ରେସ ଉପାଧ୍ୟକ୍ଷ ଦାମୋଦର ଦାସ ଯାଦବଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କୁ କଡ଼ା ସମାାଲୋଚନା କରୁଛନ୍ତି। ସେ ସିନ୍ଧିଆଙ୍କୁ ଗଞ୍ଜା ଏବଂ…
ବାଟରେ ଅଟକିଲା ଦେବଦଳନ, ନନ୍ଦିଘୋଷ
ପୁରୀ,୨୦।୬(ଅଜିତ୍ ମହାନ୍ତି): ବଡଠାକୁର ବଳଭଦ୍ରଙ୍କ ରଥ ଶରଧାବାଲିରେ ପହଞ୍ଚିଥିବାବେଳେ ବାଟରେ ଅଟକିଛନ୍ତି ଜଗନ୍ନାଥ ଓ ସୁଭଦ୍ରା। ଦେବଦଳନ ବଡ଼ଶଂଙ୍ଖ ନିକଟରେ ଅଟକିଥିବାବେଳେ ମାଉସୀ ମାଆ ଛକରେ ରହିଛି ନନ୍ଦିଘୋଷ ରଥ। ବୁଧବାର ସକାଳେ ପୁଣି ରଥ ଟଣା କାର୍ଯ୍ୟକ୍ରମ ଆରମ୍ଭ ହେବ।
ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ସାଜିଦକୁ ସମର୍ଥନ କରୁଛି ଚାଇନା, ଆତଙ୍କବାଦୀ ଭାବେ ମାନିବାକୁ ନାରାଜ ଜିନପିଙ୍ଗ୍
ନୂଆଦିଲ୍ଲୀ,୨୦।୬: ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ସାଜିଦ ମୀରଙ୍କୁ ବିଶ୍ୱ ଆତଙ୍କବାଦୀ ଭାବେ ମାନିବାକୁ ନାରାଜ ଚାଇନା। ପୁଣିଥରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ପ୍ରତି ଚାଇନାର ପ୍ରେମ ଧରାପଡିଛି। ପୂର୍ବରୁ ମଧ୍ୟ ଆମେରିକା ଓ ଭାରତ ‘ଲଶ୍କର ଏ ତାଇବା’କୁ ଆତଙ୍କବାଦୀ…
କମଲନାଥ-ଦିଗ୍ବଜୟ ଦୁଇ ଅସହାୟ: କୈଳାସ ବିଜୟଭର୍ଗିୟ…
ଉଜ୍ଜୟନୀ,୨୦।୬ : ମଧ୍ୟପ୍ରଦେଶ ଉଜ୍ଜୟନୀରେ ଚାଲିଥିବା ଭାଜପା କର୍ମୀ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ଭାଜପା ସାଧାରଣ ସଚିବ କୈଳାସ ବିଜୟଭର୍ଗିଆ ମହୀଦପୁରରେ କମଲନାଥ ଦେଇଥିବା ବିବୃତ୍ତି ନେଇ କହିଛନ୍ତି, ମୋର ଚକ୍କି ବହୁତ ସୁନ୍ଦର ଭାବରେ ଗ୍ରାଇଣ୍ଡ କରୁଛି। ଆଗାମୀ…
ଆରଜେଡିରେ ବିଲୟ ହେବ ଜେଡିୟୁ: ସୁଶୀଲ ମୋଦି..
ପାଟନା,୨୦।୬ : ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ସୁଶୀଲ କୁମାର ମୋଦି ଦାବି କରିଛନ୍ତି ଜେଡିୟୁ ବିଲୟ ଆରଜେଡିରେ ହେବ । ଜେଡିୟୁରେ ଏବେ ଆଶା ଆଶଙ୍କା ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କ୍ରମାଗତ ଭାବେ ଦୁର୍ବଳ…
Archives


