Home

ପୋଲିସ ଲାଠିମାଡରେ ଭାଜପା ନେତା ମୃତ

ପାଟନା,୧୩।୭: ପାଟନାରେ ପଦଯାତ୍ରା ବେଳେ ଭାଜପା ନେତା ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟିଛି। ପୋଲିସ ଲାଠିଚାର୍ଜରେ ଅନେକ ଭାଜପା ନେତା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜେହାନାବାଦର ଭାଜପା ସାଧାରଣ ସମ୍ପାଦକ ବିଜୟ ସିଂ ପୋଲିସର…

ଦାରିଙ୍ଗବାଡି-ବାଲିଗୁଡ଼ା ଆଇଆଇସିଙ୍କ ବଦଳି

ଦାରିଙ୍ଗବାଡି,୧୩।୭(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଆଇଆଇସି କୌଶିକ ମାଝି ଏବଂ ବାଲିଗୁଡା ଆଇଆଇସି ବାବା ଶଙ୍କର ସରଫଙ୍କ ବଦଳି ହୋଇଯାଇଛି। କନ୍ଧମାଳ, ଗଜପତି, ଗଞ୍ଜାମ, ବ୍ରହ୍ମପୁର ଓ ବୌଦ୍ଧ ଜିଲ୍ଲାରୁ ମୋଟ ୧୭ଜଣଙ୍କ ବଦଳି ହୋଇଥିବା ବେଳେ ସେଥିମଧ୍ୟରେ କୌଶିକଙ୍କୁ…

ଆଉ ଏକ ଇତିହାସ ରଚିଲେ କମଳା ହାରିସ୍‌

ଓ୍ବାଶିଂଟନ,୧୩ା୭: ଆମେରିକା ଇତିହାସରେ କମଲା ହାରିସ୍‌ ଆଉ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଉପ-ରାଷ୍ଟ୍ରପତି ଭାବରେ ଟାଇ-ବ୍ରେକ୍‌ ଭୋଟ ଦେବାର ୧୯୧ ବର୍ଷ ପୁରୁଣା ରେକର୍ଡ ସହ ସମାନ ଥିଲେ ଏବଂ ଏକ ଫେଡେରାଲ ଏଜେନ୍ସିର ସଦସ୍ୟ ଭାବରେ ଭାରତୀୟ…

ଆଲିଆଙ୍କ ପାଇଁ କରନ୍‌ ଜୋହର ଦେଲେ ବଡ଼ ବଳିଦାନ

ବମ୍ବେ: ନିର୍ମାତା ତଥା ନିର୍ଦ୍ଦେଶକ କରନ ଜୋହର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ମଧ୍ୟରେ ଥିବା ସମ୍ପର୍କ କାହାକୁ ବା ଅଛପା। କରନ୍‌ ଅଭିନେତ୍ରୀଙ୍କୁ ଝିଅ ବୋଲି କୁହନ୍ତି। ତାଙ୍କ ପାଇଁ କିଛି ବି କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଏଇ…

ଅଳିଆ ଗଦାରେ ପଡ଼ିଛି ଅଜଣା ମହିଳାଙ୍କ ମୃତଦେହ

ବାଣପୁର,୧୩ା୭(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ରାସ୍ତାପାର୍ଶ୍ୱରେ ପଡ଼ୁଥିବା ଏକ ଅଳିଆ ଆବର୍ଜନା ଗଦାରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ କରିଛି ବାଣପୁର ପୋଲିସ। ସୂଚନାନୁଯାୟୀ, ଆଜି ସକାଳୁ…

ମୋ ନାଁ ନେଇ ଚାଲିଛି ବଡ଼ ଠକେଇ: ସଞ୍ଜୟ ସିଂ

ନୂଆଦିଲ୍ଲୀ,୧୩।୭: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂ ମୁମ୍ବାଇ ଏବଂ ମଧ୍ୟପ୍ରଦେଶ ପୋଲିସ ନିକଟରେ ଏକ ଅଭିଯୋଗ କରିଛନ୍ତି। ସଞ୍ଜୟ ସିଂ ଟୁଇଟ କରି କହିଛନ୍ତି, ମୋ ନାଁ ନେଇ ଏକ ବଡ଼ ଠକେଇ ଚାଲିଛି। ମୋ…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଏସ୍‌ଆଇ

ଭୁବନେଶ୍ୱର,୧୩ା୭(ସୂର୍ଯ୍ୟକାନ୍ତ ବେହେରା): ସହିଦନଗର ଥାନାର ଏଏସ୍‌ଆଇ ମମତା ବସ୍ତିଆ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ମାମଲାରେ ସହଯୋଗ କରିବା ପାଇଁ ଏତଲାକାରୀଙ୍କଠାରୁ ଲାଞ୍ଚ ନେଉଥିଲେ। ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ମମତାଙ୍କ…

ଏମ୍‌ଜିଏନ୍‌ଆର୍‌ଜିଏସ୍‌ରେ ଦୁର୍ନୀତି ଅଭିଯୋଗ: ପ୍ରକଳ୍ପ ପରିଦର୍ଶନ କଲେ ବିଡିଓ

ଦାରିଙ୍ଗବାଡ଼ି,୧୩ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅଞ୍ଚଳକୁ ଗୁରୁବାର ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର ଗସ୍ତ କରିଛନ୍ତି। ସେ ଉକ୍ତ ପଞ୍ଚାୟତର ଦଡିବାଡ଼ି ଗାଁ ସମେତ କୁଡ଼ିମୁଞ୍ଜା, ଲାରିବାଡ଼ି, ସିମନବାଡ଼ି ଆଦି ଅଞ୍ଚଳରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ…

ବିପଦରେ ଦିନିକିଆ କ୍ରିକେଟ୍‌ର ଭବିଷ୍ୟତ

ନୂଆଦିଲ୍ଲୀ,୧୩।୭: ୨୦୨୭ ଦିନିକିଆ ବିଶ୍ୱକପ ପରେ ଦ୍ୱିପାକ୍ଷିକ ଦିନିକିଆ ସିରିଜ ବନ୍ଦ କରାଯାଉ ବୋଲି ଏମ୍‌ସିସି ପରାମର୍ଶ ଦେଇଛି। ଅଷ୍ଟ୍ରେଲିଆ-ଇଂଲଣ୍ଡ ଲର୍ଡ ଟେଷ୍ଟ ସମୟରେ ଏମସିସି ଆଇସିସିକୁ କହିଛି। ସମଗ୍ର ବିଶ୍ୱରେ ଟି-୨୦ ଫର୍ମାଟ ଏବଂ ଫ୍ରାଞ୍ଚାଇଜ କ୍ରିକେଟ ପାଇଁ କ୍ରେଜ…

ସଲମାନ ରଶଦି ଦେଖୁଛନ୍ତି ‘ଭୟ କଲାଭଳି ସ୍ବପ୍ନ’, ଗତ ବର୍ଷ ନ୍ୟୁୟର୍କରେ ହୋଇଥିଲା ଆକ୍ରମଣ

ଲଣ୍ଡନ,୧୩।୭: ସଲମାନ ରଶଦି ପ୍ରଥମଥର ଗତ ବର୍ଷ ଅଗଷ୍ଟରେ ନ୍ୟୁୟର୍କରେ ତାଙ୍କ ଉପରେ ହୋଇଥିବା ଛୁରା ମାଡ ପରେ ଏହାକୁ ନେଇ କହିଛନ୍ତି କି ମୋତେ ‘ଭଲ କଳାଭଳି ସ୍ବପ୍ନ’ ଦେଖାଯାଉଛି। ଏହି ଆକ୍ରମଣରେ ମୁମ୍ବାଇରେ ଜନ୍ମିତ ଲେଖକ ସଲମାନ ରଶଦିଙ୍କ…

ଭାଇରାଲ ହେଉଛି ଜ୍ୟୋତି-ମନୀଷଙ୍କ ଚାଟ୍‌

ଲକ୍ଷ୍ନୌ,୧୩ା୭: ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ଏବଂ ହୋମଗାର୍ଡ କମାଣ୍ଡାଣ୍ଟ ମନୀଷ ଦୁବେଙ୍କ ମାମଲାରେ ଏକ ନୂଆ ମୋଡ଼ ଆସିଛି। ବରେଲିରେ ପୋଷ୍ଟ ହୋଇଥିବା ଏସ୍‌ଡିଏମ ଜ୍ୟୋତି ଏବଂ ତାଙ୍କ ସ୍ବାମୀ ଆଲୋକ ମୌର୍ଯ୍ୟଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଜିଲା କମାଣ୍ଡାଣ୍ଟ…

‘ବହୁବିବାହ ଉପରେ ଲଗାଯିବ ବ୍ୟାନ, ଶୀଘ୍ର ବିଲ୍‌ ଆଣିବେ ସରକାର’: ହିମନ୍ତ ବିଶ୍ୱଶର୍ମାଙ୍କ ଘୋଷଣା

ଗୁଆହାଟୀ,୧୩।୭: ଦେଶସାରା ୟୁନିଫର୍ମ ସିଭିଲ କୋର୍ଡ (ୟୁସିସି)କୁ ନେଇ ହେଉଥିବା ଚର୍ଚ୍ଚାକୁ ନେଇ ଲକ୍ଷ ଲକ୍ଷ ଲୋକ ସେମାନଙ୍କ ମତାମତ ଦେଉଛନ୍ତି। ସେପଟେ ବର୍ତ୍ତମାନ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଧ୍ୟ ୟୁସିସି ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ଯେଉଁଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?