ସଙ୍କଟ ସମୟରେ ଏକା ହୋଇଗଲେ ଟ୍ରମ୍ପ, ସ୍ତ୍ରୀଙ୍କୁ ଦେଖିବାକୁ ମିଳୁନି ସାଥୀରେ
ଓ୍ବାଶିଂଟନ,୧୫ା୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସ୍ତ୍ରୀ ମେଲାନିଆଙ୍କ ମଧ୍ୟରେ ଦୂରତା ଦେଖିବାକୁ ମିଳିଛି। ବର୍ତ୍ତମାନ ସମୟରେ ଯେତେବେଳେ ଡୋନାଲ୍ଡ ଟ୍ରମ୍ପ କୋର୍ଟରେ ହାଜର ହୋଇଥିଲେ, ମେଲାନିଆ ତାଙ୍କୁ ଦେଖା କରି ନ ଥିଲେ। ଏହା ପରେ…
ମୋଦି ସରକାରଙ୍କ ‘ନାଲି ଆଖି’ରେ ଲାଗିଛି ଚାଇନା ଚଷମା: ଖାର୍ଗେ
ନୂଆଦିଲ୍ଲୀ,୧୫।୬: ଭାରତ-ଚାଇନା ସୀମା ନିକଟରେ ଗଲଓ୍ବାନ ଖାଟିରେ ୩ ବର୍ଷ ପୂର୍ବେ ଅନେକେ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଚାଇନା ସେନାଙ୍କ ଅନୁପ୍ରବେଶକୁ ରୋକିବା ସମୟରେ ଏହି ଘଟଣାରେ ଉଭୟ ପକ୍ଷର ସେନାଙ୍କ ମଧ୍ୟରେ ବଡ ସଂଘର୍ଷ ହୋଇଥିଲା।ଏଥିରେ ୨୦ ଭାରତୀୟ…
ଜାତିସଂଘରେ ନିର୍ମିତ ହେବ ସ୍ମୃତି ପ୍ରାଚୀର: ଶାନ୍ତି ମିଶନର ସୈନିକମାନଙ୍କ ପାଇଁ ଉତ୍ସର୍ଗ…
ଜେନେଭା,୧୫।୬ : ମିଳିତ ଜାତିସଂଘର ସାଧାରଣ ସଭା ଭାରତ ନେଇଥିବା ପ୍ରସ୍ତାବକୁ ଗ୍ରହଣ କରିଛି। ଏହି ପ୍ରସ୍ତାବ ଅନୁଯାୟୀ ମିଳିତ ଜାତିସଂଘ ମୁଖ୍ୟାଳୟରେ ଏକ ସ୍ମୃତି ପ୍ରାଚୀର ନିର୍ମାଣ କରାଯିବ। ଏହି ସ୍ମାରକୀ କାନ୍ଥରେ ମିଳିତ ଜାତିସଂଘର ଶାନ୍ତି ରକ୍ଷା ଅଭିଯାନରେ…
ଫିଲିପାଇନ୍ସରେ ଭୂକମ୍ପ
ମାନିଲା,୧୫ା୬: ଗୁରୁବାର ଫିଲିପାଇନ୍ସରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି, ଫିଲିପାଇନ୍ସର ରାଜଧାନୀର ଦକ୍ଷିଣ-ପଶ୍ଚିମ ଦିଗରେ ଏହି କମ୍ପନ ଅନୁଭୂତ ହୋଇଥିବା ବେଳେ ଏଥିରେ ବ୍ୟାପକ କ୍ଷୟକ୍ଷତି କିମ୍ବା ଆହତ ହେବା ଖବର ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।…
ବାଇକ୍ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଦୁଇ ଗୁରୁତର
ଜମନକିରା,୧୫ା୬(ରବୀନ୍ଦ୍ର ପ୍ରସାଦ ଦାନୀ): ଜମନକିରା ଥାନା ଅନ୍ତର୍ଗତ ରାଜରାସ୍ତା ୫୩ ପିଠାମାରେନ ପୋଲ ନିକଟରେ ହୋଇଥିବା ବାଇକ୍ ଦୁର୍ଘଟଣାରେ ଦୁଇ ଗୁରୁତରଙ୍କ ବୁଧବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ମଙ୍ଗଳବାର ଅପରାହ୍ନରେ ଜମନକିରା ବ୍ଲକ…
ଅମୃତପାଲ ସିଂଙ୍କ ଘନିଷ୍ଠ ସହଯୋଗୀ ଅବତାର ସିଂଙ୍କୁ ହତ୍ୟା
ନୂଆଦିଲ୍ଲୀ,୧୫।୬: ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂଙ୍କ ଘନିଷ୍ଠ ଅବତାର ସିଂଙ୍କ ମୃତ୍ୟୁ ହୋଇଛି। ସେ ଇଂଲଣ୍ଡର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି।ସେ ଇଂଲଣ୍ଡର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ନେଇ ସନ୍ଦେହ…
ହିରୋସିମା ଏବଂ ନାଗାସାକି ଉପରେ ପକାଯାଇଥିବା ବୋମା ଅପେକ୍ଷା ଶକ୍ତିଶାଳୀ ବୋମା ଆମ ପାଖରେ ଅଛି: ବେଲାଋଷର ରାଷ୍ଟ୍ରପତି
ମିନସ୍କ,୧୫।୬: ଋଷର ପରମାଣୁ ଅସ୍ତ୍ରଶସ୍ତ୍ରର ଭଣ୍ଡାର ବର୍ତ୍ତମାନ ବେଲାଋଷରେ ପହଞ୍ଚିଛି। ବେଲାଋଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ ଏନେଇ ସ୍ପଷ୍ଟ କରିଛନ୍ତି। ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ସେ କହିଛନ୍ତି, ଆମକୁ କ୍ଷେପଣାସ୍ତ୍ର ଏବଂ ବୋମା ମିଳିଛି। ୧୯୪୫ମସିହାରେ ହିରୋସିମା ଏବଂ ନାଗାସାକି ଉପରେ…
ରାହୁଲଙ୍କ ହ୍ବିଲ ଯୋଜନା: ଆଗକୁ ବଢ଼ିବ କଂଗ୍ରେସ…
ନୂଆଦିଲ୍ଲୀ,୧୫।୬ : ରାହୁଲ ଗାନ୍ଧୀ ୱାଶିଂଟନ ଡିସିରୁ ଆମେରିକାର ନ୍ୟୁୟର୍କକୁ ଟ୍ରକ ଯୋଗେ ଯାତ୍ରା କରିଥିଲେ। ଏହାପୂର୍ବରୁ ରାହୁଲ ଏକ ଟ୍ରକରେ ଦିଲ୍ଲୀରୁ ଚଣ୍ଡିଗଡ଼ ଅଭିମୁଖେ ଯାତ୍ରା କରିଥିଲେ। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା ପରେ ଦଳ ଏହି ହ୍ବିଲ…
ଅନୁରାଗ ଗୋଏଲ ଆସାମର ମୁଖ୍ୟ ନିର୍ବାଚନ ଅଧିକାରୀ…
ଗୁଆହାଟୀ,୧୫।୬ : ଆସାମର ନୂତନ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ଅନୁରାଗ ଗୋଏଲଙ୍କୁ ନିଯୁକ୍ତ କରାଯାଇଛି। ଲୋକ ପ୍ରତିନିଧୀ ଅଧିନିୟମ, ୧୯୫୦ (୧୯୫୦ ର ୪୩) ର ଧାରା ୧୩-ଏ ର ଉପ-ଧାରା (୧)…
ରାତିରେ ଉଡୁଥିବା ଝିଟିପିଟିର ମିଳିଲା ସନ୍ଧାନ…
ଆଇଜଲ,୧୫।୬ : ମିଜୋରାମ ୟୁନିଭରସିଟି ଏବଂ ଜର୍ମାନୀର ମ୍ୟାକ୍ସ ପ୍ଲାଙ୍କ ଇନଷ୍ଟିଚ୍ୟୁଟ ଫର ବାୟୋଲୋଜି ଗବେଷକମାନେ ମିଜୋରାମର ଲଙ୍ଗଟଲାଇ ସହର ନିକଟରେ ଏକ ଉଡ଼ନ୍ତା ଝିଟିପିଟି ସନ୍ଧାନ ପାଇଛନ୍ତି। ଗବେଷକମାନେ ଏହାର ନାମ ଗେକୋ ମିଜର୍ମେନସିସ ବୋଲି ନାମକରଣ କରିଛନ୍ତି। ଏସମ୍ପର୍କରେ…
ଭାରତରେ ବନ୍ଦ କରିଦେବୁ ଫେସବୁକ୍: କର୍ନାଟକ ହାଇକୋର୍ଟଙ୍କ ଚେତାବନୀ…
ବେଙ୍ଗାଲୁରୁ,୧୫।୬ : କର୍ନାଟକ ହାଇକୋର୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକକୁ ଚେତାବନୀ ଦେଇଛନ୍ତି। କୋର୍ଟ କହିଛନ୍ତି ଯଦି ଫେସବୁକ ରାଜ୍ୟ ପୋଲିସ ସହ ସହଯୋଗ କରିବାରେ ସକ୍ଷମ ନୁହେଁ, ତେବେ ଏହା ସମଗ୍ର ଭାରତରେ ଏହାର ସେବା ବନ୍ଦ କରିବାକୁ ମଧ୍ୟ…
ଭାରତ ସୀମାରେ ପାକିସ୍ତାନ ଡ୍ରୋନ୍, ୨୫ରାଉଣ୍ଡ ଗୁଳି ଚଳାଇଲେ ଯବାନ
ଜୟପୁର,୧୫।୬: ପାକିସ୍ତାନର ଏକ ଡ୍ରୋନ୍ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଛି। ଅନୁପଗଡ଼ରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ଅବସ୍ଥିତ କୈଳାସ ପୋଷ୍ଟ ନିକଟରେ ଡ୍ରୋନର ଶବ୍ଦ ହୋଇଥିଲା। ଶଦ୍ଦ ଶୁଣିବା ପରେ ଭାରତୀୟ ଯବାନମାନେ ଏହା ଉପରେ ୨୫ ରାଉଣ୍ଡ…
Archives


