ବିଧବା, ବୃଦ୍ଧାଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ
ଲାଠୋର,୧୭ା୭(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ପଞ୍ଚାୟତ ସଦର ଗ୍ରାମ ଆଦର୍ଶ ପଡ଼ାର କେତେକ ବିଧବା ଏବଂ ବୃଦ୍ଧାଙ୍କୁ ମିଳିନି ପ୍ରଧାନମନ୍ତ୍ରୀ ଆବାସ। ଏ ନେଇ ସେମାନେ ବିଭିନ୍ନ ସମୟରେ ଆବେଦନ କରି ଆସୁଥିଲେ ହେଁ ସେମାନଙ୍କ କଥା…
ଥାନାରେ ଖତ ଖାଉଛିି ଜବତ ଗାଡ଼ି
ଭବାନୀପାଟଣା,୧୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଥାନାଗୁଡିକରେ ବିଭିନ୍ନ ମାମଲାରେ ଜବତ ଦୁଇ, ଚାରିଚକିଆ ଗାଡ଼ିଗୁଡିକଦୀର୍ଘ ବର୍ଷ ହେବ ଥାନା ପରିସରରେ ପଡିରହିଛି। ମାମଲାର ଫଇସଲା ହେଉ ନ ଥିବାରୁ ସେଗୁଡିକ ଦୀର୍ଘ ବର୍ଷ ହେଲା ଖୋଲା ଆକାଶ ତଳେ ଖରା…
୫-ଟି ସଚିବଙ୍କୁ ଅଭିଯୋଗ ପରେ ବି ଇକୋ ପାର୍କ ରାସ୍ତା ହେଲାନି
ମାଲକାନଗିରି,୧୭ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦର ମହକୁମାଠାରୁ ୫ କି.ମି.ଦୂର ସତୀଗୁଡା ଜଳଭଣ୍ଡାରକୁ ଲାଗି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳି ରହିଛି। ମାଲକାନଗିରି-ଜୟପୁର ଜାତୀୟ ରାଜପଥ ଡ୍ୟାମ୍ ସାଇଡ୍ ଛକଠାରୁ ପର୍ଯ୍ୟଟନ ସ୍ଥଳୀ ଯିବା ପାଇଁ ୫ କି.ମି.ରାସ୍ତା ୪ ବର୍ଷ ହେଲା…
ଏକଛତ୍ରବାଦୀ ସରକାରଙ୍କୁ ଜବାବ ଦେବାକୁ ଏକାଠି ହେଲେ ୨୬ ବିରୋଧୀ ଦଳ, ଗେମ ଚେଞ୍ଜର ହେବ ବୈଠକ: କଂଗ୍ରେସ
ବେଙ୍ଗାଲୁରୁ,୧୭।୭: ଆସନ୍ତା ବର୍ଷ ଅର୍ଥାତ୍ ୨୦୨୪ରେ ହେବାକୁ ଯାଉଥିବା ଲୋକ ସଭା ନିର୍ବାଚନକୁ ନେଇ ବେଙ୍ଗାଲୁରୁରେ ସୋମବାର ବିରୋଧୀ ଦଳଙ୍କ ବୈଠକ ଚାଲିଛି। ମୁଖ୍ୟ ବୈଠକ ମଙ୍ଗଳବାର ୧୮ ଜୁଲାଇରେ ହେବ। କଂଗ୍ରେସ ନେତାମାନଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ମଙ୍ଗଳବାର…
ସୀମାନ୍ତରେ ଭୁଶୁଡ଼ିପଡ଼ିଛି ପ୍ରାକ୍ଶିକ୍ଷା ବ୍ୟବସ୍ଥା
ନନ୍ଦପୁର,୧୭ା୭ (ଶଙ୍କର ପୂଜାରୀ): କୋରାପୁଟ ଜିଲା ଆନ୍ଧ୍ର ସୀମାନ୍ତରେ ପ୍ରାକ୍ଶିକ୍ଷା ବ୍ୟବସ୍ଥା ଭୁଶୁଡିପଡିଛି। ଓଡ଼ିଆ ଭାଷାଠାରୁ କ୍ରମଃଶ ଦୂରେଇ ଯାଉଛନ୍ତି ସୀମାନ୍ତବାସୀ। ଦୁର୍ବଳ ଭିତ୍ତିଭୂମି ସାଙ୍ଗକୁ ଛାତ୍ରୀଛାତ୍ର ଅଭାବ, ଶ୍ରେଣୀ ଅନୁପାତରେ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଅଭାବ, ଖାଦ୍ୟପେୟ, ପ୍ରୋତ୍ସାହନ, ଖେଳ ପଡିଆ,…
ମମତାଙ୍କୁ ଧମକ ଦେଲେ ଟିଏମସି ବିଧାୟକ ଅବଦୁଲ କରିମ
କୋଲକାତା,୧୭।୭: ତ୍ରୁଣ ମୂଳ କଂଗ୍ରେସ(ଟିଏମସି)ର ଜଣେ ବିଧାୟକ ରବିବାର ନିଜ ଦଳକୁ ଧମକ ଦେଇଛନ୍ତି। ସେ କହିଛନ୍ତି ବିରୋଧୀମାନଙ୍କ ଦ୍ୱାରା ତାଙ୍କ ପରିଚିତ ଲୋକଙ୍କ ଉପରେ ଅତ୍ୟାଚାର ଜାରି ରଖନ୍ତି ତେବେ ସେ ଭବିଷ୍ୟତରେ ପଶ୍ଚିମବଙ୍ଗ ବିଧାନସଭାରେ ସରକାରଙ୍କ କୌଣସି ବିଲକୁ…
କୃତ୍ରିମ ମେଧା-କିଛି କଥା
‘ଏଆଇ’ର ଆଉ ଗୋଟିଏ ଲକ୍ଷ୍ୟ ହେଲା କ୍ୟାମେରା ଦ୍ୱାରା ଉଠା ଯାଇଥିବା ଚିତ୍ର ବା ଭିଡିଓରୁ ପାରିପାର୍ଶ୍ୱିକ ବସ୍ତୁସବୁକୁ ଚିହ୍ନିବା ଓ ସେଗୁଡ଼ିକର ପାରସ୍ପରିକ ଅବସ୍ଥାନ ବିଷୟରେ ଧାରଣା କରିବା। ଗୋଟିଏ ରୋବଟର ଏହି କ୍ଷମତାର ବିଶେଷ ପ୍ରୟୋଜନ ହୁଏ, କାରଣ…
ଚନ୍ଦ୍ରୟାନ-୩ର ଲକ୍ଷ୍ୟ
ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚଳିତ ମାସ ୧୪ ତାରିଖରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ଉତ୍କ୍ଷେପଣ ଘାଟିରୁ ‘ଏଲ୍ଭିଏମ୍୩ଏମ୍୪’ ରକେଟ ସାହାଯ୍ୟରେ ଚନ୍ଦ୍ର ଅଭିମୁଖେ ‘ଚନ୍ଦ୍ରୟାନ-୩’ ଅଭିଯାନକୁ ଉତ୍କ୍ଷେପଣ କରିଛି। ଏଥିରେ ଗୋଟିଏ ନୋଦନ (ପ୍ରପଲସନ୍) ମଡ୍ୟୁଲ, ଗୋଟିଏ ଲ୍ୟାଣ୍ଡର…
ରାଜ୍ୟ ସଭା ପାଇଁ ନିର୍ବିରୋଧରେ ନିର୍ବାଚିତ ହେବେ ଜୟଶଙ୍କର, ଡେରେକ ବ୍ରାୟନଙ୍କ ସମେତ ୧୧ ଜଣ
ନୂଆଦିଲ୍ଲୀ,୧୭।୭: ଚଳିତ ମାସରେ ହେବାକୁ ଯାଉଥିବା ରାଜ୍ୟ ସଭା ନିର୍ବାଚନରେ ୧୧ ଜଣ ପ୍ରାର୍ଥୀ ନିର୍ବିରୋଧରେ ନିର୍ବାଚିତ ହେବେ। ଏମାନଙ୍କ ମଧ୍ୟରେ ରହିଛନ୍ତି ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଓ ତ୍ରୁଣ ମୂଳ କଂଗ୍ରେସର ଡେରେକ ଓ ବ୍ରାୟନ। ୧୧ଜଣ ପ୍ରାର୍ଥୀଙ୍କ…
ଘର ଭାଙ୍ଗି ଧାନଚାଉଳ ଖାଇଗଲା ଦନ୍ତା, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
ପାଟଣା,୧୭ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ଗୁରୁବାରଠାରୁ ଏକ ଗୋଠଛଡ଼ା ଦନ୍ତାହାତୀ ସଦର ରେଞ୍ଜରୁ ପ୍ରବେଶ କରି ଉପଦ୍ରବ ଜାରି ରଖିଥିବା ଦେଖିବାକୁ ମିଳିଛି। ରବିବାର ରାତିରେ ଏହି ରେଞ୍ଜ କ୍ଷୀରେଇଟାଙ୍ଗିରି ବିଟ୍ ଅଧିନସ୍ଥ କ୍ଷୀରେଇଟାଙ୍ଗିରି ଗ୍ରାମର ବଳଭଦ୍ର ନାଏକଙ୍କ…
୩ କି.ମି. ରାସ୍ତା ଶୋଚନୀୟ
ବଇଣ୍ଡା,୧୭।୭ (ପରିକ୍ଷିତ ସାହୁ): ଗ୍ରାମାଞ୍ଚଳକୁ ଗମନାଗମନ ସଦୃଢ଼ କରିବାକୁ ଚାଲିଛି ଯୋଜନା। ଖର୍ଚ୍ଚ ହେଉଛି ବହୁକୋଟି ଟଙ୍କା। ହେଲେ ସାମାନ୍ୟ ବର୍ଷାରେ ବାରି ହୋଇପଡୁଛି ବାସ୍ତବ ସ୍ଥିତି। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ସାନହୁଲା ପଞ୍ଚାୟତର ସାନହୁଲା ଭାୟା ମିଣ୍ଡୋଳ ଦେଇ…
ବାଲ୍ୟ ବିବାହମୁକ୍ତ ଜିଲା ଘୋଷଣା ଭେଳିକି
ବ୍ରହ୍ମପୁର,୧୭ା୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାକୁ ୨୦୨୨ ଜାନୁୟାରୀ ୩ତାରିଖରେ ବାଲ୍ୟବିବାହ ମୁକ୍ତ ଜିଲା ଘୋଷଣା କରାଯାଇଥିଲା। କିନ୍ତୁ ସେହି ବର୍ଷ ଗଞ୍ଜାମ ଜିଲାରେ ୩୩୧ ବାଲ୍ୟବିବାହ ଯୋଜନା ଚାଲିଥିବା ବେଳେ ପ୍ରଶାସନ ବନ୍ଦ କରିଥିଲା। ନବାଳିକା ବିବାହ ଖବରପାଇ ପ୍ରଶାସନିକ…
Archives


