ମୋଦିଙ୍କ ପିତାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ, କଂଗ୍ରେସ ସଂସ୍କାରହୀନ ପାର୍ଟି ବୋଲି କହିଲା ଭାଜପା…
ଭୋପାଳ,୧୫।୬ : ମଧ୍ୟପ୍ରଦେଶରେ ପୂର୍ବତନ କଂଗ୍ରେସ ସଭାପତି ଅରୁଣ ଯାଦବ ପ୍ରଧାନମନ୍ତ୍ରୀ ମୋଦିଙ୍କ ପିତା ସ୍ବର୍ଗତ ଦାମୋଦର ଦାସ ମୋଦିଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏନେଇ ଭାଜପା କଂଗ୍ରେସକୁ ଘେରିଛି। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଅରୁଣ ଯାଦବଙ୍କୁ କଡ଼ା…
ମୋଦିଙ୍କ ପିତାଙ୍କୁ ନେଇ ମନ୍ତବ୍ୟ, ଭାଜପା କହିଲା ଜବାବ ଦେବେ ଜନତା…
ଭୋପାଳ,୧୫।୬ : ମଧ୍ୟପ୍ରଦେଶରେ ପୂର୍ବତନ କଂଗ୍ରେସ ସଭାପତି ଅରୁଣ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିତା ସ୍ବର୍ଗତ ଦାମୋଦର ଦାସ ମୋଦିଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଅରୁଣ ଯାଦବଙ୍କ ଏହି ବିବୃତ୍ତିରେ ଭାଜପା ନେତାମାନେ କ୍ରୋଧିତ ହୋଇଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ…
୨୦୨୪ରେ ବିରୋଧୀ ଏକତାକୁ ମିଳିବନି କିଛି ଲାଭ: ଗୁଲାମନବୀ…
ଶ୍ରୀନଗର,୧୫।୬ : ୫୦ ବର୍ଷ ଧରି କଂଗ୍ରେସରେ ଗାନ୍ଧୀ ପରିବାରର ନିକଟତର ରହିବା ପରେ ଡେମୋକ୍ରାଟିକ ପ୍ରଗତିଶୀଳ ଆଜାଦ ପାର୍ଟି (ଡିପିଏପି) ଗଠନ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ କହିଛନ୍ତି ସେ ୨୦୨୪ ପୂର୍ବରୁ କୌଣସି ବିରୋଧୀ ଏକତା…
ଏୟାର ଷ୍ଟ୍ରାଇକରେ ୧୦୦ରୁ ଅଧିକ ବୋକୋ ହରାମ ଆତଙ୍କବାଦୀ ମୃତ…
ନାଇଜର,୧୫।୬ : ଆଫ୍ରିକୀୟ ଦେଶ ନାଇଜେରିଆ ଗତ କିଛି ବର୍ଷ ଧରି ଆତଙ୍କବାଦୀ ସଂଗଠନ ବୋକୋ ହରାମର ଘୃଣ୍ୟ କାର୍ଯ୍ୟକଳାପ ବିରୋଧରେ ସଂଘର୍ଷ କରିଆସୁଛି। ଏହି ଆତଙ୍କବାଦୀ ସଂଗଠନ ସେଠାରେ ଥିବା ସ୍କୁଲରୁ ଝିଅମାନଙ୍କୁ ଅପହରଣ କରି ନେଇଥାଏ ଏବଂ ବେଳେବେଳେ…
ଆଗୁଆ ହେବ ଲୋକସଭା ନିର୍ବାଚନ: ନୀତୀଶ କୁମାର…
ପଟନା,୧୫।୬ : ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଗୋଟିଏ ପଟେ ଭାଜପା କ୍ଷମତାରେ ହ୍ୟାଟ୍ରିକ ଦାବି କରୁଥିବାବେଳେ ବିରୋଧୀ ଦଳ ପୁଣି ଥରେ ମହାମେଣ୍ଟ ପାଇଁ ଉଦ୍ୟମ…
ୟୁନିଫର୍ମ ସିଭିଲ କୋଡ ଲାଗୁ ପାଇଁ ଦେଶବାସୀଙ୍କଠାରୁ ମତାମତ ଲୋଡିଲେ ଆଇନ ଆୟୋଗ…
ନୂଆଦିଲ୍ଲୀ,୧୫।୬ : ୟୁନିଫର୍ମ ସିଭିଲ କୋଡ (ୟୁସିସି) ସମ୍ବନ୍ଧରେ ଆଇନ ଆୟୋଗ ପୁଣି ଥରେ ଦେଶବାସୀଙ୍କଠାରୁ ମତାମତ ଲୋଡିଛନ୍ତି। ଏହି ପରିପ୍ରେକ୍ଷୀରେ ଦେଶର ଜ୍ଞାନୀ ବ୍ୟକ୍ତି ତଥା ସମସ୍ତ ଧର୍ମର ପ୍ରମୁଖ ଧାର୍ମିକ ସଂଗଠନ ମାନଙ୍କୁ ମତାମତ ଦେବାକୁ କୁହାଯାଇଛି। ଆଇନ…
ଟାଟା ପାୱାର କର୍ମଚାରୀଙ୍କ ଆତ୍ମହତ୍ୟା
କେନ୍ଦୁଝର,୧୫।୬(ସ୍ବ.ପ୍ର): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପର୍ଜନପୁର ପଞ୍ଚାୟତ କଶିରା ଗ୍ରାମରେ ଟାଟା ପାୱାର ସଂସ୍ଥାରେ କାମ କରୁଥିବା ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ ଫାସିଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ଯୁବକ ଜଣଙ୍କ ହେଲେ ନବିନ କୁମାର ଦେଓଙ୍କ ପୁଅ…
ସକ୍ରିୟ ମାମଲା-ଦୈନିକ ସଂକ୍ରମଣରେ ବ୍ରେକ୍ …
ନୂଆଦିଲ୍ଲୀ, ୧୫।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…
ଚାଇନାରେ ବେକାରୀ ସମସ୍ୟା ବଢ଼ିଲା: ଚିନ୍ତାରେ ଜିନପିଙ୍ଗ…
ବେଜିଂ,୧୫।୬ : ଯଦିଓ ଦୁନିଆରେ କରୋନାର ପ୍ରଭାବ ହ୍ରାସ ପାଇଛି। କିନ୍ତୁ ଏହାର ଖରାପ ପ୍ରଭାବ ଚାଇନା ଉପରେ ଏବେ ମଧ୍ୟ ଦେଖାଯାଉଛି। ବିଶେଷଜ୍ଞମାନଙ୍କ ଅନୁସାରେ ଚାଇନାର ଅର୍ଥନୀତି ଧୀରେ ଧୀରେ ପଛକୁ ଯାଉଛି। ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତିର ଖରାପ…
ଅଘୋଷିତ ବିଦ୍ୟୁତ୍ କାଟ୍ ପ୍ରତିବାଦରେ ଭାଜପାର ଧାରଣା
ନୀଳଗିରି,୧୫ା୬(ପ୍ରଶାନ୍ତ କୁମାର ବିଶ୍ୱାଳ): ଅଘୋଷିତ ବିଦ୍ୟୁତ କାଟ୍ ପ୍ରତିବାଦରେ ଗୁରୁବାର ନୀଳଗିରି ଟି.ପି.ଏନ.ଓ.ଡି.ଏଲ୍ ନୀଳଗିରି ଷ୍ଟ୍ରକଚର ସମ୍ମୁଖରେ ଭାଜପା ପକ୍ଷରୁ ଧାରଣା ଦିଆଯାଇଛି। ଖରାଦିନରେ ବିଜୁଳି କାଟ୍ ଲୋକମାନଙ୍କୁ ବହୁ ବାଧୁଛି। ହେଲେ ଏହାର କିଛି ସମାଧାନ ନାହିଁ। ଯେତେ ଯାହା…
ମାୟାବତୀଙ୍କ ସରକାର ସମୟରେ ତାଙ୍କ ଭାଇ-ଭାଉଜଙ୍କୁ ୪୬ ପ୍ରତିଶତ ରିହାତିରେ ମିଳିଥିଲା ୨୬୧ ଫ୍ଲାଟ…
ଲକ୍ଷ୍ନୌ,୧୫।୬ : ବହୁଜନ ସମାଜବାଦୀ ପାର୍ଟି (ବିଏସପି) ସୁପ୍ରିମୋ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ କାର୍ଯ୍ୟକାଳ ମଧ୍ୟରେ, ତାଙ୍କ ଭାଇ ଓ ଭାଉଜଙ୍କୁ ନୋଏଡାସ୍ଥିତ ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ୪୬ ପ୍ରତିଶତ ରିହାତିରେ୨୬୧ ଫ୍ଲାଟ ବଣ୍ଟନ କରାଯାଇଥିଲା। ଆପାର୍ଟମେଣ୍ଟଟି ରିଅଲ…
ନୀତୀଶଙ୍କ ସୁରକ୍ଷାାରେ ତ୍ରୁଟି
ପାଟନା,୧୫।୬: ଗୁରୁବାର ସକାଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସୁରକ୍ଷାରେ ଏକ ବଡ଼ ଧରଣର ତ୍ରୁଟି ଦେଖାଦେଇଛି। ନୀତୀଶ କୁମାର ସକାଳେ ମର୍ନିଂ ଓ୍ବାକରେ ଯାଇଥିଲେ। ସେ ଅଣେ ମାର୍ଗରେ ଥିବା ତାଙ୍କ ବାସଭବନ ନିକଟରେ ସକାଳେ ବୁଲୁଥିଲେ। ଏହି ସମୟରେ…
Archives


