Home

ଡେଙ୍ଗୁକୁ ନେଇ ଡବ୍ଲୁଏଚଓର ଚେତାବନୀ, ଭାଙ୍ଗିପାରେ ସମସ୍ତ ରେକର୍ଡ

ଜେନେଭା,୨୧।୭: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଡେଙ୍ଗୁ ଜ୍ୱରକୁ ନେଇ ଚେତାବନୀ ଦେଇଛି। ଡବ୍ଲୁଏଚଓ କହିଛି ଚଳିତ ବର୍ଷର ଡେଙ୍ଗୁ ଜ୍ୱର ସମସ୍ତ ରେକର୍ଡ ଭାଙ୍ଗିପାରେ। ଏହାର କାରଣକୁ ନେଇ କୁହାଯାଇଛି କି ଗ୍ଲୋବାଲ ଓ୍ବାର୍ମିଂ କାରଣରୁ ଡେଙ୍ଗୁ କରାଉଥିବା ମଶାଙ୍କୁ ଲାଭ…

‘ଇଣ୍ଡିଆ’ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଆସନ୍ତା ସପ୍ତାହରେ ମଣିପୁର ଯାଇପାରନ୍ତି ବିରୋଧୀ ଦଳ ନେତା

ନୂଆଦିଲ୍ଲୀ,୨୧।୭: ମଣିପୁରରେ ହିଂସା ଜାରି ରହିଥିବା ବେଳେ ବୁଧବାର ଦୁଇ ମହିଳାଙ୍କ ସହ ହୋଇଥିବା ବର୍ବରତାର ଏକ ଭିଡିଓ ଭାଇରାଲ ହୋଇଯାଇଛି। ଏହି ଭିଡିଓ ଏବେ ଅନେକ ପ୍ରଶ୍ନ ଉଠାଇଛି ଆଉ ଏହାକୁ ନେଇ ବିରୋଧୀ ଏବେ ସରକାରଙ୍କୁ ଟାର୍କେଟ କରିଛନ୍ତି।…

ଇଣ୍ଡୋନେସିଆରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ହେବେ ସନ୍ଦୀପ ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ,୨୧।୭: ଆଇଏଫଏସ ଅଧିକାରୀ ସନ୍ଦୀପ ଚକ୍ରବର୍ତ୍ତୀଙ୍କୁ ଇଣ୍ଡୋନେସିଆ ରିପବ୍ଲିକରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇଛି। ସନ୍ଦୀପ ଚକ୍ରବର୍ତ୍ତୀ ବର୍ତ୍ତମାନ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅଛନ୍ତି।

ପୁଣିଥରେ ନିର୍ମାଣ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ, ନଜର ଆସିବେ ଏହି ସୁପରଷ୍ଟାର

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ମୁଭି ‘ଟୟଲେଟ ଏକ ପ୍ରେମ କଥା’ର ପ୍ରଡ୍ୟୁସର ପ୍ରେରଣା ଆରୋରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ ପ୍ଲାନ କରୁଛନ୍ତି। ଲିଡ ରୋଲରେ ସେ ଅମିତାଭ ବଚ୍ଚନଙ୍କୁ ନେବାକୁ ଚାହୁଁଛନ୍ତି। ପ୍ରେରଣାଙ୍କୁ ଲାଗୁଛି ନରେନ୍ଦ୍ର ମୋଦିଙ୍କଠାରୁ ଅଧିକ ହ୍ୟାଣ୍ଡସମ,…

ଓ୍ବେବସାଇଟ୍‌ରେ ଇ-ସିଗାରେଟ୍‌ ବ୍ୟାନ୍‌କୁ ଉଲ୍ଲଘଂନ ସମ୍ପର୍କରେ ସୂଚନା ଦେବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଲା କେନ୍ଦ୍ର, ନଜରରେ ୬ ଇ-ସିଗାରେଟ୍‌ ବିକ୍ରୟ ଓ୍ବେବସାଇଟ୍‌

ନୂଆଦିଲ୍ଲୀ,୨୧।୭: ଦେଶରେ ୨୦୧୯ ଠାରୁ ଇ-ସିଗାରେଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ତଥାପି ଏହା କିଛି ଅନଲାଇନ ସପିଂ ସାଇଟ୍‌ ଏବଂ ଖୁଚୁରା ଆଉଟଲେଟମାନେ ବେଆଇନ ଭାବେ ଏହାକୁ ବିକ୍ରି କରୁଛନ୍ତି। ତେବେ ଏନେଇ କଠୋର ହୋଇଛନ୍ତି କେନ୍ଦ୍ର ସରକାର। ସବୁ ରାଜ୍ୟମାନଙ୍କୁ…

ଏନସିଆରବିର ଚାଞ୍ଚଲ୍ୟକର ରିପୋର୍ଟ: ଦେଶରେ ପ୍ରତିଦିନ ୮୭ଜଣ ମହିଳାଙ୍କ ସହ ହେଉଛି ବଳତ୍କାର!

ନୂଆଦିଲ୍ଲୀ,୨୧।୭: ମଣିପୁରର ଲୋମଟାଙ୍କୁରା ଭିଡିଓ ଭାଇରାଲ ହେବା ପରେ ଦେଶ ସ୍ତବ୍ଧ। ସାରାଦେଶ ଏହାକୁ ନିନ୍ଦା କରୁଛି। ଭିଡିଓ ଭାଇରାଲ ହେବାର ଦୁଇଦିନ ପରେ ପୁଣି ସମାନ ଘଟଣା ସାମ୍ନାକୁ ଆସିଛି। ଗଶ୍ଚିମବଙ୍ଗରେ ମହିଳାଙ୍କୁ ଉଲଗ୍ନ କରି ପରେଡ କରାଯାଇଛି। ଦେଶ…

କୃଷ୍ଣ ଜନ୍ମଭୂମି ବିବାଦର ସମସ୍ତ ମାମଲା ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ତିନି ସପ୍ତାହ ପରେ ଶୁଣାଣି

ନୂଆଦିଲ୍ଲୀ,୨୧।୭: ମଥୁରା କୃଷ୍ଣ ଜନ୍ମଭୂମି ଜମି ବିବାଦ ସହ ଜଡିତ ସମସ୍ତ ମାମଲା ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ଆହ୍ଲାବାଦ ହାଇକୋର୍ଟର ରେଜିଷ୍ଟ୍ରାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କମିଟି ଅଫ ମ୍ୟାନେଜମେଣ୍ଟ ଟ୍ରଷ୍ଟ ଶାହି ମସଜିଦ ଇଦ୍‌ଗାହଙ୍କ ଆବେଦନ ଉପରେ ଶୁଣାଣି…

ଜ୍ଞାନବ୍ୟାପୀ ମାମଲାରେ ମୁସଲିମ ପକ୍ଷକୁ ବଡ ଝଟକା, ଏଏସଆଇ ସର୍ଭେକୁ ମଞ୍ଜୁରୀ ଦେଲେ ବାରାଣସୀ କୋର୍ଟ

ବାରାଣସୀ,୨୧।୭: ବାରାଣସୀ କୋର୍ଟ ଶୁକ୍ରବାର ଜ୍ଞାନବ୍ୟାପୀ ସର୍ଭେ ପକ୍ଷରେ ଶୁଣାଣି କରିଛନ୍ତି। କୋର୍ଟ ଏଏସଆଇ ସର୍ଭେକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବିବାଦୀୟ ଅଂଶକୁ ଛାଡି ସମ୍ପୂର୍ଣ୍ଣ ପରିସରକୁ ଏଏସଆଇ ସର୍ଭେ କରିବାକୁ ମଞ୍ଜୁରୀ ଦିଆଯାଇଛି। ଜ୍ଞାନବ୍ୟାପୀ ମସଜିଦ ମାମଲାରେ ହିନ୍ଦୁ ଦଳର…

ମଣିପୁର ହିଂସାରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନଙ୍କ ଏଣ୍ଟ୍ରି: ଗୁଇନ୍ଦା ବିଭାଗ

ଇମ୍ଫାଲ,୨୧।୭: ୭୪ଦିନ ପରେ ମଣିପୁର ହିଂସା ଥମିବାକୁ ନାଁ ନେଉନାହିଁ। ଏହି ସମୟରେ ଦୁଇ ମହିଳାଙ୍କ ଲୋମଟାଙ୍କୁରା ଭିଡିଓ ଦେଶକୁ ସ୍ତବ୍ଧ କରିଛି। ତେବେ ଏମଧ୍ୟରେ ନିଆଁରେ ଘିଅ ଢାଳିବା କାମ ଆରମ୍ଭ କରିଦେଇଛି ପାକିସ୍ତାନର ଆତଙ୍କବାଦୀ ସଂଗଠନ। ଗୁଇନ୍ଦା ବିଭାଗର…

ମୋଦିଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା

ଗ୍ବାଲିୟର,୨୧।୭: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶୁକ୍ରବାର ମଧ୍ୟ ପ୍ରଦେଶର ଗ୍ବାଲିୟରରେ ଆୟୋଜିତ ଜନାକ୍ରୋଶ ରାଲିକୁ ସମ୍ବୋଧିତ କରିଛନ୍ତି। ସେଠାରେ ସେ ତାଙ୍କର ଭାଷଣ ସ୍ଥାନୀୟ ଭାଷାରେ ଆରମ୍ଭ କରିଥିଲେ। ସେ କହିଛନ୍ତି ଭାରତୀୟ ରାଜନୀତିର ଲଢେଇ ସତ୍ୟର ଲଢେଇ।…

ପୁଣି ଉଡାଣ ଭରିବ ‘ଗୋ ଫାଷ୍ଟ’, ସର୍ତ୍ତ ସହିତ ଅନୁମତି ଦେଲା ଡିଜିସିଏ

ନୂଆଦିଲ୍ଲୀ,୨୧।୭: ‘ଗୋ ଫାଷ୍ଟ’ ପୁଣି ଉଡାଣ ଭରିବ। ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ସର୍ତ୍ତ ସହିତ ‘ଗୋ ଫାଷ୍ଟ’ ଉଡ଼ିବାକୁ ଅନୁମତି ଦେଇଛି। ‘ଗୋ ଫାଷ୍ଟ’ର ରିଜୋଲ୍ୟୁଶନ ପ୍ରଫେସନାଲ ଶୈଳେନ୍ଦ୍ର ଅଜମେରାଙ୍କୁ ଚିଠି ଲେଖି ଡିଜିସିଏ ଏହି ନିଷ୍ପତ୍ତି ବିଷୟରେ ସୂଚନା…

ଔଷଧ-ଚିକିତ୍ସା ଉପକରଣ ବିକ୍ରି ତଥା ଉତ୍ପାଦନ ପାଇଁ ଅନଲାଇନରେ ମିଳିବ ଲାଇସେନ୍ସ, ବିଭାଗ ଆରମ୍ଭ କଲା ଡିଜିଟାଲ ବ୍ୟବସ୍ଥା

ନୂଆଦିଲ୍ଲୀ,୨୧।୭: ନକଲି ତଥା ଖରାପ ଗୁଣବତ୍ତା ଔଷଧକୁ ରୋକିବା ପାଇଁ ସରକାର ଲାଇସେନ୍ସ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିଛନ୍ତି। ସରକାର ଏକ ଡିଜିଟାଲ ନିୟାମକ ବ୍ୟବସ୍ଥା ଆରମ୍ଭ କରିଛନ୍ତି, ଯାହା ମାଧ୍ୟମରେ ଔଷଧ, ପ୍ରସାଧନ ସାମଗ୍ରୀ ଏବଂ ଚିକିତ୍ସା ଉପକରଣ ବିକ୍ରୟ ତଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri