Home

‘ଅନାବଶ୍ୟକ, ଅବ୍ୟବହାରିକ ଓ ବିପଜ୍ଜନକ’, ୟୁନିଫର୍ମ ସିଭିଲ କୋର୍ଡର ସମାଲୋଚନା କରି କହିଲା ମୁସଲିମ ପର୍ସନାଲ ଲ ବୋର୍ଡ

ନୂଆଦିଲ୍ଲୀ,୧୭।୬: ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ସମାନ ନାଗରିକ ସଂହିତାକୁ ନେଇ ବିଧି ଆୟୋଗ ପରାମର୍ଶ ମାଗିବାକୁ ନେଇ ବୋର୍ଡ ତା’ର କଡା ପ୍ରତିକ୍ରିୟା ଦେଇଛି। ବୋର୍ଡ କହିଛି ଯେ ଭାରତରେ ଏପରି ଆଇନ କରିବା ଅନାବଶ୍ୟକ ଭାବରେ…

ନେପାଳ ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲ ହସ୍ପିଟାଲରେ ଭର୍ତ୍ତି

କାଠମାଣ୍ଡୁ,୧୭।୬: ନେପାଳର ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲ ଶନିବାର ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତ୍ରିଭୁବନ ୟୁନିଭର୍ସିିଟି ଟିଚିଂ ହସ୍ପିଟାଲର ମନମୋହନ କାର୍ଡିଓ ଥୋରେସିକ ଭାସ୍କୁଲାର ଆଣ୍ଡ ଟ୍ରାନ୍ସପ୍ଲାଣ୍ଟ ସେଣ୍ଟରରେ ପୌଡେଲ ଆଡମିଟ ହୋଇଛନ୍ତି।…

ସୁପ୍ରିମକୋର୍ଟଙ୍କ ବଡ ରାୟ; ଟ୍ରେନରେ ଯାତ୍ରାବେଳେ ନିଜର ଜିନିଷ ହଜିଲେ କରିପାରିବେନି ଅଭିଯୋଗ

ନୂଆଦିଲ୍ଲୀ,୧୭।୬: ଟ୍ରେନରେ ନିୟମିତ ଯାତ୍ରା କରୁଛନ୍ତି କି। ଟ୍ରେନ୍‌ ଯାତ୍ରାବେଳେ ଏଥର ନିଜର ଲଗେଜ ସହ ନିଜ ପର୍ସ, ବ୍ୟାଗ୍‌, ଟଙ୍କା ଏବଂ ଜିନିଷପତ୍ର ସଜାଡି ରଖନ୍ତୁ। ଯଦି ଏସବୁ ଚୋରି ହୁଏ ତେବେ ଆପଣ ନିଜେ ଏଥିପାଇଁ ଦାୟୀ ରହିବେ।…

ରାଜସ୍ଥାନରେ ତାଣ୍ଡବ ରଚୁଛି ସାଇକ୍ଲୋନିକ ଷ୍ଟ୍ରମ୍‌ ‘ବିପର୍ଯ୍ୟୟ’, ୩୬ଘଣ୍ଟା ମଧ୍ୟରେ ଦୂର୍ବଳ ହେବାର ସମ୍ଭାବନା

ନୂଆଦିଲ୍ଲୀ,୧୭।୬: ସିଭିୟର ସାଇକ୍ଲୋନିକ ଷ୍ଟ୍ରମ୍‌ ‘ବିପର୍ଯ୍ୟୟ’ ଶନିବାର ସକାଳେ ରାଜସ୍ଥାନରେ ପହଞ୍ଚିଛି। ବାତ୍ୟା ୬୫ କିମି ବେଗରେ ଯୋଧପୁର ଆଡକୁ ଗତି କରୁଛି । ବାତ୍ୟା ପାଇଁ ପ୍ରତିରକ୍ଷା ଏବଂ ଉଦ୍ଧାରକାରୀ ଦଳ ପ୍ରସ୍ତୁତ ରହିଛନ୍ତି। ବର୍ତ୍ତମାନ ସାଇକ୍ଲୋନିକ ବିପର୍ଯ୍ୟୟ ଦ୍ରୁତ…

ମଣିପୁର ହିଂସାକାଣ୍ଡକୁ ନେଇ ଦୁଃଖ ପ୍ରକାଶ କଲେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନରାଲ, କହିଲେ କେତେବେଳେ ବି ମୃତ୍ୟୁ…

ଇମ୍ଫାଲ,୧୭।୬: ଦୀର୍ଘ ୪୦ଦିନ ଧରି ଜଳୁଛି ମଣିପୁର। ଦୁଇ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସା ଏବେ ଭୟଙ୍କର ରୂପ ନେଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶାନ୍ତି ପାଇଁ ନିବେଦନ ସତ୍ତ୍ୱେ କୌଣସି ଲାଭ ମିଳୁନାହିଁ। ଏହି ସମୟରେ ଲେଫ୍ଟନାଣ୍ଟ ଜେନରାଲ…

କେରଳରୁ ଆସିଲା ଧର୍ମାନ୍ତରିକରଣ ଅଭିଯୋଗ, ଝିଅ ନିଖୋଜ ହେବା ପରେ ବାପା ଆଣିଲେ ଏପରି ଅଭିଯୋଗ

ଥିରୁଭାନନ୍ତପୁରମ୍‌,୧୭।୭: ଦି କେରଲା ଷ୍ଟୋରି ପରି ସମାନ ଘଟଣା କେରଳରେ ସାମ୍ନାକୁ ଆସିଛି। ଫିଲ୍ମରେ ୩୨ହଜାର ଯୁବତୀଙ୍କ ଧର୍ମ ପରିବର୍ତ୍ତନ ବିଷୟରେ ଉଲ୍ଲେଖ କରାଯାଇଥିଲା। ଯେତେବେଳେ ସୁପ୍ରିମକୋର୍ଟରେ ଏହି ମାମଲା ପହଞ୍ଚିଲା। ନିର୍ଦ୍ଦୋକ ଏହାକୁ ୩ଜଣ ଯୁବତୀଙ୍କ କାହାଣୀ ବୋଲି କହିଥିଲେ।…

ହାତୀ ଚଲାପଥରେ ପାଇପ

କେନ୍ଦୁଝର,୧୭ା୬(ନରେଶ ପଟ୍ଟନାୟକ) କେନ୍ଦୁଝର ଜିଲାରେ ହାତୀପଲ ଖାଦ୍ୟ ଅନ୍ବେଷଣରେ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ବୁଲୁଛନ୍ତି। ହାତୀ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଯାତାୟାତ ବେଳେ ପ୍ରଶସ୍ତ ରାସ୍ତାଘାଟ ପାରହୋଇଯିବାକୁ ପଡୁଛି। ବିଶେଷ କରି ଜିଲାର ଏନ୍‌ଏଚ୍‌ ୨୦, ୪୯, ୫୨୦ ପାର…

ଜଳ ଅଭାବରୁ ନଷ୍ଟ ହେଉଛି ଚାରା

କେନ୍ଦୁଝର,୧୭ା୬(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ବନଖଣ୍ଡ ସଦର ରେଞ୍ଜ ଅଧୀନରେ ଥିବା ପଦ୍ମପୁର ମେଗା ନର୍ସରିରେ ହଜାର ସଂଖ୍ୟାରେ ବିଭିନ୍ନ କିସମର ଚାରା ଶୁଖି ନଷ୍ଟହେବାକୁ ବସିଛି। ଜିଲାରେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଏ ନେଇ ପ୍ରତିକାର…

ଯାତ୍ରୀ ବିଶ୍ରାମାଗାର ଜରାଜୀର୍ଣ୍ଣ

ବଅଁରପାଳ,୧୭ା୬(ଉପେନ୍ଦ୍ର ରାଉତ) ଅନୁଗୋଳ ଜିଲା ବଅଁରପାଳ ବ୍ଲକ ବଳରାମପ୍ରସାଦଠାରେ ଥିବା ଯାତ୍ରୀ ବିଶ୍ରାମାଗାର ଦୀର୍ଘଦିନ ହେବ ଜରାଜୀର୍ଣ୍ଣ ହୋଇ ରହିଛି। ଫଳରେ ପଥଚାରୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ…

୭୬ ବର୍ଷ ହେଲା ଭଡ଼ାଘରେ ଚାଲିଛି ଉପଡାକଘର

ଲାଠୋର,୧୭ା୬(ଭୁବନେଶ୍ବର ବାରିକ) ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ହରିଶଙ୍କର ରୋଡ଼ରେ ରହିଥିବା ଉପଡାକଘର ୭୬ବର୍ଷ ହେଲା ଭଡ଼ା ଘରେ ଚାଲିଛି। ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁନାହିଁ। ଫଳରେ ଆଜି ଏଠି ତ କାଲି ପୁଣି ଅନ୍ୟ କେଉଁଠି ଡାକଘର…

କିଲୋ ପ୍ରତି ଆମ୍ବର ଦାମ୍‌ ୨.୭୫ ଲକ୍ଷ ଟଙ୍କା

ନୂଆପଡ଼ା,୧୭ା୬ (ମକାରୁ ବେମାଲ) ନୂଆପଡା ସଦର ମହକୁମାସ୍ଥିତ ଜିଲା ପରିଷଦ କାର୍ଯ୍ୟାଳୟ ପରିସରରେ ଓରମାସ ଓ ଜିଲା ପ୍ରଶାସନଙ୍କ ମିଳିତ ଆନୁକୂଲ୍ୟରେ ଜିଲାସ୍ତରୀୟ ଆମ୍ବ ମେଳା ବା ଆମ ଗାଁ ଆମ୍ବ ପସରା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ୫ ଦିନ ଧରି…

ପୁନରୁଦ୍ଧାର ହେଲାନି ଜଳଉତ୍ସ

ସୋନପୁର,୧୭ା୬(ମୃତ୍ୟୁଞ୍ଜୟ ଶତପଥୀ) ଜନସଂଖ୍ୟା ବୃଦ୍ଧି, ଭୂତଳ ଜଳସ୍ତର ହ୍ରାସ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜଳ ସଂରକ୍ଷଣକୁ ଗୁରୁତ୍ୱ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri