ରୁଷିଆ ଏୟାରଷ୍ଟ୍ରାଇକ୍ରେ ୨୧ ଆହତ
କିଭ୍,୨୦ା୭: ଗୁରୁବାର ୟୁକ୍ରେନ ଅଧିକାରୀମାନେ କହିଛନ୍ତି, ରୁଷିଆର ଏୟାର ଷ୍ଟ୍ରାଇକ୍ର ତୃତୀୟ ରାତିରେ ବନ୍ଦର ସହର ଓଡେସା ସମେତ ଦକ୍ଷିଣ ୟୁକ୍ରେନ ସହରକୁ ଟାର୍ଗେଟ କରି ଅତି କମ୍ରେ ୨୧ ଜଣ ଆହତ ହୋଇଛନ୍ତି। ରୁଷିଆର ଏହି ଆକ୍ରମଣ ତିନି ମହଲା…
ପାକିସ୍ତାନର ଚିନ୍ତା ବଢାଇଲାଣି ଘନ ଘନ ବିଜୁଳି କାଟ
ଇସଲାମାବାଦ,୨୦।୭: ପାକିସ୍ତାନର ଗିଲଗିଟ ବଲ୍ଟିସ୍ତାନ ଅବାମି ଆକ୍ସନ କମିଟି (ଏଏସି)ସ୍କର୍ଦୁ ସହରରେ ବିରୋଧ ପ୍ରଦର୍ଶନ କରିଛି। ଏହାର କାରଣ ହେଉଛି ଉକ୍ତ ଅଞ୍ଚଳରେ ବିଜୁଳି କାଟ ଏକ ନୀୟମିତ ଘଟଣା ପାଲଟି ଗଲାଣି। ଅବାମି ଆକ୍ସନ କମିଟି(ଏଏସି), ବଲ୍ଟିସ୍ତାନ ଜମ୍ମୁ-କଶ୍ମୀର ପିପୁଲ୍ସ…
ଫିଫା ବିଶ୍ୱକପ୍ ୨୦୨୩: ଓପନିଂ ମ୍ୟାଚ୍ ପୂର୍ବରୁ ଦଳ ରହୁଥିବା ହୋଟେଲ ନିକଟରେ ଫୁଟିଲା ଗୁଳି; ୩ ମୃତ
ଅକଲ୍ୟାଣ୍ଡ,୨୦।୭: ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ଦ୍ୱାରା ଆୟୋଜିତ ମହିଳା ଫିଫା ବିଶ୍ୱକପ୍ ୨୦୨୩ ଗୁରୁବାରଠାରୁ ଆରମ୍ଭ ହେବ। ଆୟୋଜକ ନ୍ୟୁଜିଲାଣ୍ଡ ଏବଂ ନରଓ୍ବେ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ। ହେଲେ ଏହି ମ୍ୟାଚ୍ର କିଛି ଘଣ୍ଟା ପୂର୍ବରୁ ଏକ ବଡ଼ ଖବର…
ମନି ଲଣ୍ଡରିଂ ମାମଲାରେ ସାଂସଦ ସଞ୍ଜୟ ରାଉତଙ୍କ ବନ୍ଧୁଙ୍କୁ ଗିରଫ କଲା ଇଡି
ନୂଆଦିଲ୍ଲୀ,୨୦।୭: ଶିବସେନା ଗୋଷ୍ଠୀର ସାଂସଦ ସଞ୍ଜୟ ରାଉତଙ୍କ ବନ୍ଧୁ ବ୍ୟବସାୟୀ ସୁଜିତ ପାଟକରଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଜମ୍ବୁରେ କୋଭିଡ-୧୯ ଚିିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରିବା ଅନିୟମିତତା ଏବଂ ମନି ଲଣ୍ଡରିଂ ମାମଲାରେ ସୁଜିତଙ୍କ ସହ ଅନ୍ୟ ଜଣେ…
ଜିମ୍ ସେଣ୍ଟରରେ ଚାଲିଗଲା ଯୁବକଙ୍କ ଜୀବନ
ନୂଆଦିଲ୍ଲୀ,୨୦ା୭: ଜିମ୍ରେ ଓ୍ବାର୍କଆଉଟ୍ କରୁଥିବା ବେଳେ ଟ୍ରେଡ୍ମିଲ ଉପରେ ଦୌଡ଼ିଥିଲେ ଜଣେ ୨୪ ବର୍ଷୀୟା ଯୁବକ। ଏହି ସମୟରେ କରେଣ୍ଟ ଲାଗି ତାଙ୍କ ଜୀବନ ଚାଲିଯାଇଛି। ଦିଲ୍ଲୀର ରୋହିଣୀ ଜିମ୍ରେ ବିଦ୍ୟୁତ ସଂଯୋଗ ଯୋଗୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। କୁହାଯାଉଛି,…
ଜନସନ ଆଣ୍ଡ ଜନସନ: କୋର୍ଟ କହିଲେ ପାଉଡର ଯୋଗୁ ହୋଇଛି କ୍ୟାନସର, ପୀଡ଼ିତ ପାଇବେ ୧୫୪ କୋଟି ଟଙ୍କାର କ୍ଷତିପୂରଣ
ଓ୍ବାଶିଂଟନ,୨୦।୭: ଜନସନ ଆଣ୍ଡ ଜନସନକୁ କାଲିଫର୍ନିଆର ଜଣେ କ୍ୟାନସର ପୀଡ଼ିତଙ୍କୁ ୧୫୪ କୋଟି ଟଙ୍କର କ୍ଷତି ପୂଣ ଦେବାକୁ ପଡିବ। ଆମେରିକାର ଓକଲ୍ୟାଣ୍ଡ ଡିଫଲ୍ଟ ଷ୍ଟେଟ କୋର୍ଟ କମ୍ପାନୀକୁ କାଲିଫର୍ନିଆର ଜଣେ ବ୍ୟକ୍ତିଙ୍କୁ ଜନସନ ଆଣ୍ଡ ଜନସନ ବେବି ଟାଲକମ ପାଉଡରରୁ…
ଆଜି ମୁକେଶ ଅମ୍ବାନୀଙ୍କ ଲାଗି ଐତିହାସିକ ଦିନ: ରିଲାଏନ୍ସରୁ ଅଲଗା ହୋଇଯିବ ‘ଜିଓ ଫାଇନାନ୍ସିଆଲ’
ନୂଆଦିଲ୍ଲୀ,୨୦।୭: କୋଟିପତି ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ତାଙ୍କ ରିଲାଏନ୍ସ ଗ୍ରୁପ୍ ପାଇଁ ଆଜିର ଦିନଟି ଐତିହାସିକ ଦିନ। ଗୁରୁବାର ରିଲାଏନ୍ସ ଷ୍ଟାଟର୍ଜିକ୍ ଇନ୍ଭେଷ୍ଟମେଣ୍ଟ ଲିମିଟେଡ୍ (ଆର୍ଏସ୍ଆଇଏଲ୍), ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍)ରୁ ଅଲଗା ହୋଇଯିବ। ଏହାର ନାମ ପରିବର୍ତ୍ତନ ହୋଇ…
ମଣିପୁର ଘଟଣାକୁ ନେଇ ବର୍ଷିଲେ ରାହୁଲ: କହିଲେ ”ଇଣ୍ଡିଆ’ ଚୁପ୍ ରହିବ ନାହିଁ…’
ନୂଆଦିଲ୍ଲୀ,୨୦।୭: ଭାଜପା ଶାସିତ ମଣିପୁରରେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଏହି ପ୍ରସଙ୍ଗରେ ବିରୋଧୀ ମୋଦି ସରକାରଙ୍କୁ ଘେରୁଛନ୍ତି। ଦୀର୍ଘ ଅଢ଼େଇ ମାସ ଧରି ରାଜ୍ୟରେ ଜାତିଆଣ ହିଂସା ଲାଗି…
ସ୍ଥିତି ଦୋହରାଇବ ୟୁରୋପ
ପ୍ୟାରିସ,୨୦ା୭: ୟୁରୋପର ଅନେକ ଦେଶ ସମେତ ଆମେରିକାର ରାଜ୍ୟଗୁଡିକରେ ପ୍ରବଳ ଉତ୍ତାପ ଜାରି ରହିଛି। ରେକର୍ଡ ଭାଙ୍ଗୁଥିବା ଉତ୍ତାପ ପୁଣି ଥରେ ଲୋକଙ୍କ, ବିଶେଷକରି ଶିଶୁ ଏବଂ ବୃଦ୍ଧଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ବଢ଼ାଇଛି। ବିଶେଷଜ୍ଞମାନେ କୁହନ୍ତି, ଜଳବାୟୁ ପରିବର୍ତ୍ତନ ହେତୁ…
ମଣିପୁର ଘଟଣାରେ ଦେଶ ସ୍ତବ୍ଧ: ଲଜ୍ଜାଜନକ କହିଲେ ଅକ୍ଷୟ କୁମାର
ମୁମ୍ବାଇ:ମଣିପୁରରେ ଦୁଇ କୁକି ମହିଳାଙ୍କୁ ଉଲଗ୍ନ କରି ନିର୍ଯାତନା ଦେବା ଘଟଣା ଦେଶକୁ ସ୍ତବ୍ଧ କରିଛି। ଏହି ଲୋମଟାଙ୍କୁରା ଘଟଣାରେ ୟୁଜର୍ସମାନେ ସୋସିଆଲ ମିଡିଆରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ତେବେ ବଲିଉଡର କିଛି ଅଭିନେତ୍ରୀ/ଅଭିନେତା ଏହାକୁ ନିନ୍ଦା…
ଭାରତର ଅର୍ଥବ୍ୟବସ୍ଥାକୁ ପ୍ରଶଂସା କଲା ଦକ୍ଷିଣ ଆଫ୍ରିକା
ଜୋହାନ୍ସବର୍ଗ,୨୦।୭: ଭାରତର ଅର୍ଥବ୍ୟବସ୍ଥାକୁୁ ପ୍ରଶଂସା କରିଛି ଦକ୍ଷିଣ ଆଫ୍ରିକା। ବ୍ରିକ୍ସ ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାର ନକୋସାଜାନା ଡାଲାମିନି-ଜୁମା କହିଛନ୍ତି, ଭାରତୀୟ ସଭ୍ୟତା ହଜାରେ ବର୍ଷ ପୁରୁଣା। ବର୍ତ୍ତମାନ ଭାରତ ଉପନିବେଶବାଦରୁ ଟେକ୍ନୋଲୋଜିରେ ଶକ୍ତିଶାଳୀ ହେବାକୁ ଯାଉଛି।
ଏମିତି ନିୟମ ଲାଗୁକଲା କମ୍ପାନୀ, ଅଧିକ ପିଲା ଜନ୍ମ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି କର୍ମଚାରୀ
ପ୍ରତ୍ୟେକ କମ୍ପାନୀର ସ୍ବତନ୍ତ୍ର ନିୟମ ରହିଛି। କିଛି ନିୟମ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ଏମିତି ଏକ ଅଜବ ନିୟମ ରହିଛି ଜାପାନରେ। ଏଠାରେ ଜନ୍ମ ହାର କ୍ରମାଗତ ଭାବେ ହ୍ରାସ ପାଉଛି। ଏଠାକାର ସରକାର ଏହି ପ୍ରସଙ୍ଗରେ ବହୁତ ଚିନ୍ତିତ ଅଛନ୍ତି।…
Archives


