Home

ଗର୍ଭବତୀଙ୍କୁ ପିଟି ହତ୍ୟା ଅଭିଯୋଗ

ଖୋର୍ଦ୍ଧା,୧୩ା୮(ପ୍ରଭାତ ପାଣିଗ୍ରାହୀ): ସଦରଥାନା ଅନ୍ତର୍ଗତ ନିଜିଗଡ଼ ତାପଙ୍ଗଗଡ଼ ସାହିରେ ଗର୍ଭବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଶାଶୁଘର ପରିବାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ମୃତକାଙ୍କ ମାଆ ଭାନୁମତି ଦେଇ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ସ୍ବାମୀଙ୍କୁ ଅଟକ…

ମୋଦି ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଲେ ତେଜସ୍ବୀ

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ବିହାରର ଦରଭଙ୍ଗା ଏମ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ପରେ ବିହାରରେ ରାଜନୈତିକ ଝଡ ସୃଷ୍ଟି ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏବଂ ବିହାର ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ…

ରାମ ମନ୍ଦିର ଗର୍ଭଗୃହ ଭିତରକୁ ଯାଇପାରିବେ ନାହିଁ ଭକ୍ତ

ଅଯୋଧ୍ୟା,୧୩।୮: ଭଗବାନ ରାମଙ୍କ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ଆସନ୍ତା ଜାନୁଆରୀ ୨୧ ରୁ ୨୪ ଜାନୁଆରୀ ମଧ୍ୟରେ ଉଦଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାରିଖ ପାଇବା ପରେ ଶେଷରେ ଏହା ଘୋଷଣା କରାଯିବ। ମନ୍ଦିରର ଉଦଘାଟନ…

ଆଦିବାସୀଙ୍କୁ ଶ୍ରେଣୀଭୁକ୍ତ କର ନାହିଁ: ରାହୁଲ ଗାନ୍ଧୀ

ଥିରୁଭାନନ୍ତପୁରମ୍‌,୧୩।୮: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଆସିକାଲି କେରଳର ୱାୟାନାଡ ଗସ୍ତରେ ଯାଇଛନ୍ତି। ରବିବାର ସେ କହିଛନ୍ତି ଯେ, ଆଦିବାସୀଙ୍କୁ ସୀମିତ ଏବଂ ଶ୍ରେଣୀଭୁକ୍ତ କରାଯିବା ଉଚିତ ନୁହେଁ। ଆଦିବାସୀମାନେ ଜଙ୍ଗଲରେ ସୀମିତ ରହିବା ଉଚିତ୍‌ ନୁହେଁ, ବରଂ ସମଗ୍ର ଗ୍ରହ…

ସ୍ବତନ୍ତ୍ର କ୍ଲବରେ ସାମିଲ ହେଲେ ଜୟସ୍ବାଲ

ଫ୍ଲୋରିଡା,୧୩।୮: ୱେଷ୍ଟଇଣ୍ଡିଜ ବିପକ୍ଷରେ ଚମତ୍କାର ବ୍ୟାଟିଂ କରୁଥିବାବେଳେ ଯଶସ୍ବୀ ଜୟସ୍ବାଲ ଅପରାଜିତ ୮୪ ରନ କରିଥିଲେ। ଏହି ଇନିଂସ ଆଧାରରେ ସେ ଏକ ବିଶେଷ ସଫଳତା ହାସଲ କରିଥିଲେ। ରୋହିତ ଶର୍ମା ଏବଂ ରିଷଭ ପନ୍ତଙ୍କ ସହ ଜଡିତ ସ୍ବତନ୍ତ୍ର ତାଲିକାରେ…

କ୍ରିକେଟ୍‌ରେ ବି ଆରମ୍ଭ ହେବ ରେଡ୍‌ କାର୍ଡ

ନୂଆଦିଲ୍ଲୀ,୧୩।୮: ଫୁଟବଲ ମ୍ୟାଚରେ ଖେଳାଳିଙ୍କୁ ରେଡ କାର୍ଡ ଦିଆଯାଏ। କିନ୍ତୁ ବର୍ତ୍ତମାନ କ୍ରିକେଟରେ ରେଡ କାର୍ଡ ମଧ୍ୟ ବ୍ୟବହାର କରାଯିବ। ରେଡ କାର୍ଡ ନିୟମ କାରିବିଆନ ପ୍ରିମିୟର ଲିଗ ମାଧ୍ୟମରେ ପ୍ରବର୍ତ୍ତିତ ହେବ। ରେଡ କାର୍ଡ ନିୟମ ସମ୍ପର୍କରେ ଲିଗର ଆୟୋଜକମାନେ…

କମଲ ନାଥଙ୍କ ବୟାନକୁ ନେଇ ସଫେଇ ଦେଉଛନ୍ତି ଦିଗବିଜୟ

ଭୋପାଳ,୧୩।୮: ହିନ୍ଦୁ ରାଷ୍ଟ୍ର ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ବୟାନ ଉପରେ ଦିଗବିଜୟ ସିଂ ସ୍ପଷ୍ଟୀକରଣ ଦେଉଛନ୍ତି। ସେ କହିଛନ୍ତି ଯେ କମଲ ନାଥଙ୍କ ବୟାନକୁ ଓଲଟା ସିଧା ଉପସ୍ଥାପିତ କରାଯାଉଛି। କମଲ ନାଥ କହିଥିଲେ ଯେ ଦେଶରେ ୮୨…

୧୧ ଇମ୍ରାନ ସମର୍ଥକଙ୍କୁ ପାକିସ୍ତାନ ଟିଭିରେ ଦେଖାଇବାକୁ ବାରଣ: ଅମାନ୍ୟ କଲେ ମିଳିବ ଦଣ୍ଡ…

ଇସଲାମାବାଦ,୧୩।୮ : ପାକିସ୍ତାନର ମିଡିଆ ମନିଟରିଂ ସଂଗଠନ ୧୧ଜଣ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଯେଉଁମାନେ ସେନା ଏବଂ ପୂର୍ବ ସରକାରଙ୍କୁ ସମାଲୋଚନା କରିଥିଲେ। ଟିଭି ବିତର୍କ କିମ୍ବା କୌଣସି କାର୍ଯ୍ୟକ୍ରମରେ ଏହି ୧୧ ଜଣଙ୍କୁ ସ୍ଥାନ ନ ଦେବାକୁ…

କଂଗ୍ରେସକୁ ଟାର୍ଗେଟ କଲେ ଅନୁରାଗ ଠାକୁର, ଟୁକଡେ-ଟୁକଡେ ଗ୍ୟାଙ୍ଗର ସମର୍ଥକମାନେ ଭାରତ ମାଆର ହତ୍ୟା କରୁଛନ୍ତି

ନୂଆଦିଲ୍ଲୀ,୧୩।୮: ଟୁକଡେ-ଟୁକଡେ ଗ୍ୟାଙ୍ଗର ସମର୍ଥକମାନେ ଭାରତ ମାତାଙ୍କୁ ହତ୍ୟା କରିବାକୁ ଚିନ୍ତା କରିପାରିବେ। ସେମାନେ ମହିଳାମାନଙ୍କ ପ୍ରତି ହେଉଥିବା ହିଂସା ବିଷୟରେ ଚିନ୍ତା କରନ୍ତି ନାହିଁ। ସେମାନେ କେବଳ ସମ୍ବିଧାନ ଏବଂ ଭାରତ ମାଆର ହତ୍ୟା ବିଷୟରେ ଭାଷଣ ଦିଅନ୍ତି। କେନ୍ଦ୍ର…

ସିଂହକୁ ଏମିତି ଗୋଡ଼ାଇଲା ମାଙ୍କଡ଼, ଭିଡିଓ ଦେଖିଲେ…

ସିଂହ ଜଙ୍ଗଲ ଦୁନିଆର ସବୁଠାରୁ ଭୟଙ୍କର ଏବଂ ଶକ୍ତିଶାଳୀ ପଶୁ ଭାବରେ ପରିଗଣିତ ହୋଇଥାଏ। ସେ ନିଜ ଶିକାରକୁ ଖସିଯିବାକୁ କେବେ ବି ସୁଯୋଗ ଦିଏନାହିଁ। ଏହାର ଗର୍ଜନ ଶୁଣିଲେ ଜଙ୍ଗଲର ସମସ୍ତ ଜୀବଜନ୍ତୁ ଥରିଉଠନ୍ତି। ଏହା କବଳରେ ଥରେ ପଡ଼ିଲେ…

ପ୍ରିୟଙ୍କା ଗାନ୍ଧୀଙ୍କ ପୋଷ୍ଟ ଉପରେ ‘ଏକ୍ସ’ରୁ ତଥ୍ୟ ମାଗିବ ପୋଲିସ, ସୂଚନା ଦେଲେ ଇନ୍ଦୋର ପୋଲିସ କମିଶନର

ଇନ୍ଦୋର,୧୩।୮: ମଧ୍ୟପ୍ରଦେଶର ଭାରତୀୟ ଜନତା ପାର୍ଟି (ଭାଜପା) ସରକାରରେ ଦୁର୍ନୀତି ଅଭିଯୋଗ ନେଇ ଇନ୍ଦୋରରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କମଲ ନାଥ ଏବଂ ଅରୁଣ ଯାଦବଙ୍କ ପରି କଂଗ୍ରେସର ବରିଷ୍ଠ ନେତାଙ୍କ ‘ଏକ୍ସ’ (ପୂର୍ବ ଟୁଇଟର) ଆକାଉଣ୍ଟଗୁଡ଼ିକର ହ୍ୟାଣ୍ଡଲର୍‌ (ଆକାଉଣ୍ଟ ଚଳାଉଥିବା…

ଖାଲିସ୍ତାନୀଙ୍କ ସହ ମୁକାବିଲା କରିବାକୁ ବ୍ରିଟେନ ପ୍ରସ୍ତୁତ…

ନୂଆଦିଲ୍ଲୀ,୧୩।୮ : ଭାରତୀୟମାନେ କ୍ରମାଗତ ଭାବେ ଖାଲିସ୍ତାନୀଙ୍କର ଟାର୍ଗେଟ ହେବାରେ ଲାଗିଛନ୍ତି। ଏଭଳି ପରିସ୍ଥିତିରେ ବ୍ରିଟିଶ ସୁରକ୍ଷା ମନ୍ତ୍ରୀ ଟମ ଟୁଗେନହାଟ ସ୍ପଷ୍ଟ କରିଛନ୍ତି ଲଣ୍ଡନରେ ଭାରତୀୟ ଉଚ୍ଚ ଆୟୋଗ ଏବଂ ଏହାର କର୍ମଚାରୀଙ୍କ ସୁରକ୍ଷା ପାଇଁ ବ୍ରିଟେନ ଆବଶ୍ୟକ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?