ଭିଆଇପି ଗାଡିରୁ ହଟିବ ସାଇରନ, ବ୍ୟବହାର ହେବ ବଂଶୀ ଶଦ୍ଦ: ନୀତିନ ଗଡକରୀ
ନୂଆଦିଲ୍ଲୀ,୧୩।୮: ଭିଆଇପି ଗାଡିରୁ ହଟିବ ସାଇରନ। ଭିଆଇପି ଗାଡିରୁ ନାଲି ବତୀ ହଟାଇବା ପରେ କେନ୍ଦ୍ର ଓ ସଡକ ପରିବହନ ମନ୍ତ୍ରୀ ବର୍ତ୍ତମାନ ଭିଆଇପି ଗାଡିରୁ ସାଇରନ ହଟାଇବାକୁ ଯୋଜନା କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ପୁଣେରେ ଚାନ୍ଦନୀ ଚୌକ…
ତ୍ରିରଙ୍ଗା ସହ ସେଲ୍ଫି ନେଇ ଅପଲୋଡ କରିବାକୁ ଜନତାଙ୍କୁ ଅପିଲ କଲେ ମୋଦି
ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୭୭ ତମ ସ୍ବାଧିନତା ଦିବସକୁ ସ୍ବତନ୍ତ୍ର ଢଙ୍ଗରେ ପାଳନ କରିବାକୁ ଦେଶବାସୀଙ୍କୁ ଏକ ନିଆରା ଅପିଲ କରିଛନ୍ତି। ସେ ‘ହର ଘର ତ୍ରିରଙ୍ଗା’ ଆନ୍ଦୋଳନ ଅନ୍ତର୍ଗତ ୱେବସାଇଟ hargarhtiranga.com ରେ ତ୍ରିରଙ୍ଗା ସହିତ ଫଟୋ…
ଚାଚା-ପୁତୁରାଙ୍କ ଗୁପ୍ତ ବୈଠକ ମହାରାଷ୍ଟ୍ରରେ ରାଜନୈତିକ ଉଷ୍ଣତା ବଢ଼ିଲା…
ମୁମ୍ବାଇ,୧୩।୮ : ଏନସିପି ଅଧ୍ୟକ୍ଷ ଶରଦ ପାୱାର ଏବଂ ଦଳର ବିଦ୍ରୋହୀ ଗୋଷ୍ଠୀଙ୍କ ନେତୃତ୍ୱ ନେଉଥିବା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକ ଶନିବାର ପୁଣେରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ଜଣେ ବ୍ୟବସାୟୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା।…
ହାଓ୍ବାଇ ଜଙ୍ଗଲରେ ଲାଗିଥିବା ନିଆଁରେ ଏବେ ପର୍ଯ୍ୟନ୍ତ ୮୯ ଜଣଙ୍କ ମୃତ୍ୟୁ, ଏପର୍ଯ୍ୟନ୍ତ ଘଟିଥିବା ସବୁଠାରୁ ବଡ ପ୍ରାକୃତିକ ବିପର୍ଯ୍ୟୟ
ଓ୍ବାଶିଂଟନ,୧୩।୮: ଆମେରିକାର ହାୱାଇରେ ଅବସ୍ଥିତ ମାଉଇ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାର ଚାରି ଦିନରୁ ଅଧିକ ସମୟ ବିତିଗଲାଣି। ନିଆଁ କେତେ ଦ୍ରୁତ ଗତିରେ ବ୍ୟାପୁଥିଲା ତାହା ସହଜରେ ଅନୁମାନ କରିହେବ ଯେ ଉଦ୍ଧାର କରିବା ପରେ ବି ଏ ପର୍ଯ୍ୟନ୍ତ…
ଅଗଷ୍ଟ ୧୫ରୁ ସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା: ଶିନ୍ଦେ ସରକାରଙ୍କ ଘୋଷଣା…
ମୁମ୍ବାଇ,୧୩।୮ : ମହାରାଷ୍ଟ୍ର ସରକାର ଏକ ନିର୍ଦ୍ଦେଶ ଜାରି କରି କହିଛନ୍ତି ଅଗଷ୍ଟ ୧୫ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନା ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ। ଡାକ୍ତରଖାନାଗୁଡ଼ିକ ରୋଗୀଙ୍କଠାରୁ କୌଣସି ଅତିରିକ୍ତ ଶୁଳ୍କ ଆଦାୟ କରିବେ ନାହିଁ। ରାଜ୍ୟ…
ଗ୍ୟାସ୍ ସିଲିଣ୍ଡର ନିଆଁରେ ଜଳିଗଲା ଘର, ଆସବାବପତ୍ର ପୋଡ଼ି ନଷ୍ଟ
ପଟାଙ୍ଗି,୧୩ା୮(ଶରତ ଧଳ): ରୋଷେଇ କରୁଥିବା ସମୟରେ ହଠାତ୍ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଘରର ଆସବାବପତ୍ର ନଷ୍ଟ ହୋଇ ପରିବାର ଏକ ପ୍ରକାର ବେସାହାରା ହୋଇଯାଇଛନ୍ତି। ଏହିପରି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ତଥା ସୁଙ୍କି…
ଅଜିତ ପାଓ୍ବାରଙ୍କୁ ‘ଇଣ୍ଡିଆ’ରେ ସାମିଲ ହେବାକୁ ଦିଆଯାଇଥିବ ନିମନ୍ତ୍ରଣ’, ଅଜିତ-ଶରଦଙ୍କ ସିକ୍ରେଟ ବୈଠକକୁ ନେଇ କହିଲେ ସଞ୍ଜୟ
ମୁମ୍ବାଇ,୧୩।୮: ନାଶନାଲିଷ୍ଟ କଂଗ୍ରେସ ପାର୍ଟିର ଶରଦ ପାଓ୍ବାର ଓ ଅଜିତ ପାଓ୍ବାରଙ୍କ ସାକ୍ଷାତକାରକୁ ନେଇ ଶିବସେନା(ଉଦ୍ଧବ ଠାକରେ)ଗ୍ରୁପର ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ବଡ ବୟାନ ଦେଇଛନ୍ତି। ରବିବାର ରାଉତ କହିଛନ୍ତି ଯେ ଯଦି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ…
୨୦୧୮ ନିର୍ବାଚନୀ ସତ୍ୟପାଠ ଅଦଳବଦଳ ଅଭିଯୋଗରେ ଅବକାରୀ ମନ୍ତ୍ରୀ ଶ୍ରୀନିବାସ ଗୌଡଙ୍କ ସହ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ମାମଲା ଦାୟର
ହାଇଦ୍ରାବାଦ,୧୩।୮: ନିର୍ବାଚନୀ ସତ୍ୟପାଠ ଅଦଳବଦଳ ଅଭିଯୋଗରେ ତେଲେଙ୍ଗାନା ଅବକାରୀ ମନ୍ତ୍ରୀ ଭି ଶ୍ରୀନିବାସ ଗୌଡଙ୍କ ବିରୋଧରେ ମାମଲା ଦାୟର ହୋଇଛି। ହାଇଦ୍ରାବାଦ କୋର୍ଟଙ୍କ ନିର୍ଦ୍ଦେଶରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି।ତେବେ ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ଏଫଆଇଆରରେ ପ୍ରଥମ…
୨୭ ସପ୍ତାହ ଭ୍ରୁଣର ଗର୍ଭପାତ ପାଇଁ ମହିଳାଙ୍କୁ ଅନୁମତି ଦେଇଥିଲେ ହାଇକୋର୍ଟ, ଜୀବିତ ଜନ୍ମ ହେଲେ ଶିଶୁ…
ମୁମ୍ବାଇ,୧୩।୮ : ନିକଟରେ ବମ୍ବେ ହାଇକୋର୍ଟ ଜଣେ ମହିଳାଙ୍କ ୨୭ ସପ୍ତାହର ଗର୍ଭସ୍ଥ ଭ୍ରୁଣର ଗର୍ଭପାତ ପାଇଁ ଅନୁମତି ଦେଇଥିଲେ। ମହିଳାଙ୍କ ହୃଦୟରେ ଏକ ଛୋଟ ଛିଦ୍ର ଥିବାରୁ ହାଇକୋର୍ଟ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗର୍ଭପାତ ପାଇଁ ଅନୁମତି ଦେଇଥିଲେ।…
ସ୍ତ୍ରୀଙ୍କୁ ନିଜ ବନ୍ଧୁକରୁ ଗୁଳି କରି ହତ୍ୟା କରିଥିବା ସ୍ବୀକାର କଲେ ଜଜ୍
ଓ୍ବାଶିଂଟନ,୧୩ା୮: ମଦ୍ୟପାନ କରି ଯୁକ୍ତିତର୍କ କରିବା ପରେ ସ୍ତ୍ରୀଙ୍କୁ ହତ୍ୟା କରିଥିବା କାଲିଫର୍ନିଆ କୋର୍ଟର ଜଜ୍ ସ୍ବୀକାର କରିଛନ୍ତି। ଶୁକ୍ରବାର ଦକ୍ଷିଣ କାଲିଫର୍ନିଆର ଜଣେ ଜଜ୍ଙ୍କ ବିରୋଧରେ ହତ୍ୟା ମାମଲା ଦାୟର କରାଯାଇଥିଲା। ଯିଏ କି ମଦ୍ୟପାନ କରି ତାଙ୍କ ସ୍ତ୍ରୀଙ୍କୁ…
ଆମେ ଦେଶ ପାଇଁ ମରିପାରିବୁ ନାହିଁ, ହେଲେ ଦେଶ ପାଇଁ ବଞ୍ଚିବାକୁ ଆମକୁ କେହି ଅଟକାଇ ପାରିବେ ନାହିଁ: ଶାହା
ଅହମଦାବାଦ,୧୩।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବେ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ରବିବାର ଗସ୍ତର ଦ୍ୱିତୀୟ ଦିନରେ ଶାହା ଅହମ୍ମଦାବାଦରେ ତିରଙ୍ଗା ଯାତ୍ରାକୁ ପତାକା ଦେଖାଇଥିଲେ। ଏହି ଅବସରରେ ସେ କହିଛନ୍ତି ଯେ ସ୍ବାଧୀନତାର ୭୫ବର୍ଷ ହୋଇସାରିଛି। ଦେଶ…
ଅସାମରେ ନିର୍ବାଚନ କ୍ଷେତ୍ରର ପରିସୀମନକୁ ବିରୋଧ: ଏଜିପି ବିଧାୟକ ପ୍ରଦୀପ ହାଜାରିକାଙ୍କ ଇସ୍ତଫା
ଗୁଆହାଟୀ,୧୩।୮: ଆସାମରେ ବିଧାନସଭା ଏବଂ ସଂସଦୀୟ ର୍ନିବାଚନମଣ୍ଡଳୀର ପରିସୀମନ(କ୍ଷେତ୍ର) ପ୍ରକାଶ ପାଇବା ପରେ ବିରୋଧ ଆରମ୍ଭ ହୋଇଛି। ପରିସୀମନକୁ ବିରୋଧ କ୍ଷମତାସୀନ ଭାଜପାର ସହଯୋଗୀ ପାର୍ଟି ଆସାମ ଗଣ ପରିଷଦ (ଏଜିପି) ନେତା ତଥା ଆମଗୁରୀ ବିଧାୟକ ପ୍ରଦୀପ ହାଜାରିକା ଦଳରୁ…

