Home

ଛାତ୍ରୀ ମୃତ୍ୟୁ ଘଟଣା ଚପାଇବାକୁ ୭୦ ହଜାର ଟଙ୍କା ଡିଲ୍‌

ମାହାଙ୍ଗା,୧୪ା୮(ଯଯାତୀ ସିଂହ): ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକଙ୍କ ସହ ଅନୈତିକ ସମ୍ପର୍କ ପାଇଁ ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କ ଜୀବନ ଯାଇଛି। ଏହି ଘଟଣା ସମ୍ପର୍କରେ ପୋଲିସର କେତେଜଣ ଅଧିକାରୀଙ୍କ ସହ ଜନ ପ୍ରତିନିଧି ଅବଗତ ଥିଲେ। ମାତ୍ର ଘଟଣାକୁ ଚପାଇ ଦେବା…

‘ଶାନ୍ତି ପାଇଁ ଭାରତ ବିପଦ’, ବିଷ ଓଗାଳିଲେ ପାକିସ୍ତାନ ସେନା ମୁଖ୍ୟ

ଇସଲାମାବାଦ,୧୪।୮: ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର କାଶ୍ମୀରର ଆଳାପ କରିଛନ୍ତି। କେବଳ ଏତିକି ନୁହେଁ, ସେ ଭାରତ ବିରୋଧରେ ବିଷ ଓଗାଳିଛନ୍ତି ଏବଂ କହିଛନ୍ତି ଯେ ଭାରତ ଶାନ୍ତି ଚାହେଁ ନାହିଁ। ସୋମବାର ପାକିସ୍ତାନରେ ସ୍ବାଧୀନତା ଦିବସ ପାଳନ…

ରୁଷିଆ ଆକ୍ରମଣରେ ନବଜାତ ଶିଶୁ ସମେତ ୭ ମୃତ

କ୍ୱିଭ,୧୪।୮: ରୁଷିଆ ଓ ୟୁକ୍ରେନ ମଧ୍ୟରେ ୧୮ ମାସରୁ ଅଧିକ ସମୟ ହେବ ଯୁଦ୍ଧ ଜାରି ରହିଛି। ଏହାରି ଭିତରେ ଉଭୟ ଦେଶ ପରସ୍ପର ବିରୋଧରେ ସେନା ଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ନିଜ ନିଜର ରଣନୀତିକୁ ହାସଲ କରିବାରେ ଲାଗିପଡିଛନ୍ତି।…

ବାଦଲଫଟା ବର୍ଷା: ସୋଲନରେ ୭ ମୃତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ…

ସୋଲନ,୧୪।୮ : ହିମାଚଳ ପ୍ରଦେଶରୁ ଏକ ବଡ଼ ବିପର୍ଯ୍ୟୟ ଘଟିଛି। ସୋଲାନ ଜିଲାରେ ବାଦଲଫଟା ବର୍ଷା ହୋଇଛି। ଜିଲାର କାନ୍ଦାଘାଟ ସବ-ଡିଭିଜନର ମମଲିଗ ଉପ-ତହସିଲର ଜାଡନ ଗ୍ରାମରେ ରାତ୍ର ସାଢ଼େ ଗୋଟାଏ ସମୟରେ ଦୁଇ ଘର ଏବଂ ଗୋଟିଏ ଗୋଶାଳ ବନ୍ୟା…

ଅଗଷ୍ଟ ୧୫ ପାଇଁ ସୁରକ୍ଷା ଛାଉଣୀ: ଦିଲ୍ଲୀରେ ୧୦ ହଜାର ସୁରକ୍ଷାକର୍ମୀ ନିୟୋଜିତ, ଡ୍ରୋନରେ ପାଟ୍ରୋଲିଂ…

ନୂଆଦିଲ୍ଲୀ,୧୪।୮ : ସ୍ବାଧୀନତା ଦିବସରେ ସମସ୍ତ ଉତ୍ସବକୁ ସଫଳତାର ସହିତ ପାଳନ କରିବା ପାଇଁ ସୁରକ୍ଷା ଏଜେନ୍ସିଗୁଡିକ ବିସ୍ତୃତ ବ୍ୟବସ୍ଥା କରିଛନ୍ତି । ଦିଲ୍ଲୀ ସୁରକ୍ଷା ଛାଉଣୀରେ ପରିଣତ କରାଯାଇଛି। ଏହି ବ୍ୟବସ୍ଥା ବିଷୟରେ ଅବଗତ ଥିବା ଅଧିକାରୀମାନେ କହିଛନ୍ତି ଦିଲ୍ଲୀ-ଏନସିଆରର…

ନ୍ୟୁୟର୍କ ଗସ୍ତରେ ତାଇଓ୍ବାନ ଉପରାଷ୍ଟ୍ରପତି, ଚାଇନା କହିଲା ସାର୍ବଭୌମତ୍ୱ କଥା…

ନ୍ୟୁୟର୍କ,୧୪।୮ : ଚାଇନା ଏବଂ ତାଇୱାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଭାରତ ଏବଂ ଆମେରିକା ମଧ୍ୟ ତାଇୱାନର ସପକ୍ଷରେ ମତ ରଖିଛନ୍ତି। ଏଥି ସହିତ ତାଇୱାନର ଉପରାଷ୍ଟ୍ରପତି ତଥା ରାଷ୍ଟ୍ରପତି ପ୍ରାର୍ଥୀ ୱିଲିୟମ ଲାଇଙ୍କ ଆମେରିକା ଗସ୍ତକୁ ଚାଇନା ନିନ୍ଦା…

ଅଟ୍ରୀ ଉଷ୍ଣ ପ୍ରସ୍ରବଣ ବିକାଶ ପାଇଁ ନକ୍ସା ପ୍ରସ୍ତୁତ

ବାଘମାରୀ,୧୪।୮(ଶୁଭକାନ୍ତ ମହାପାତ୍ର): ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ପଞ୍ଚାୟତର ଅନତୀ ଦୂରରେ ରହିଛି ବାବା ହଟକେଶ୍ୱରଙ୍କ ପୀଠ। ଏଠାରେ ଥିବା ଅଟ୍ରୀ ଉଷ୍ଣ ପ୍ରସ୍ରବଣ ଅବହେଳିତ ଅବସ୍ଥାରେ ରହିଛି। ତେବେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ପ୍ରତିଶ୍ରୁତି ମୁତାବକ ଏହାର…

‘୯୦ ଦିନରେ ବେଲୁଚିସ୍ତାନ ଛାଡୁ ଚାଇନା, ନଚେତ ଯୁଦ୍ଧ ପାଇଁ ରହୁ ପ୍ରସ୍ତୁତ’, ଡ୍ରାଗନକୁ ଚେତାବନୀ ଦେଲା ବିଏଲଏ

ବେଲୁଚିସ୍ତାନ,୧୪।୮: ପାକିସ୍ତାନର ବେଲୁଚିସ୍ତାନକୁ ଯାଇ ଖଣିଜ ସମ୍ପଦ ଲୁଟୁଥିବା ଚାଇନାକୁ ଅଲଟିମେଟମ ମିଳିଛି। ଚାଇନାକୁ ଚେତାବନୀ ଦିଆଯାଇଛି କି ୯୦ ଦିନ ମଧ୍ୟରେ ଯଦି ସେ ବେଲୁଚିସ୍ତାନରୁ ନ ବାହାରେ ତେବେ ଏହାର ମୁଖ୍ୟ ସ୍ଥାନ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ…

ଖ୍ରୀଷ୍ଟ, କିସ୍‌ ସିନିୟର ଦଳଗତ ଚାମ୍ପିୟନ

ଭୁବନେଶ୍ୱର,୧୪ା୮(ସରୋଜ ଜେନା): ଆନ୍ତଃରାଜ୍ୟ ଆନ୍ତଃସ୍କୁଲ ଓ ୨୮ତମ ଓ୍ବାଇଜିଜିଟିଏ ର଼୍ୟାଙ୍କିଙ୍ଗ ଟେବୁଲ ଟେନିସ୍‌ ଚାମ୍ପିୟନଶିପ୍‌ ୨୦୨୩ର ଦ୍ୱିତୀୟ ଦିବସରେ ସିନିୟର ବର୍ଗରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି ଖ୍ରୀଷ୍ଟ କଲେଜ ଓ କିସ୍‌। କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ…

ଡିଜାଇନ୍‌ରେ ତ୍ରୁଟି ଯୋଗୁ ଭୁଶୁଡ଼ିଥିଲା ପୋଲ

ରସୁଲପୁର,୧୪ା୮(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ୧୬ନମ୍ବର ଜାତୀୟ ରାଜପଥ ପୋଲ ଭୁଶୁଡ଼ିବା ଘଟଣାର ତଦନ୍ତ ରିପୋର୍ଟ ଆସିଛି। ଦୁର୍ଘଟଣାର ୩ ସପ୍ତାହ ପରେ ରାଜପଥ କର୍ତ୍ତୃପକ୍ଷଙ୍କ ରିପୋର୍ଟ ହସ୍ତଗତ ହୋଇଛି। ଡିଜାଇନରେ ତ୍ରୁଟି ଯୋଗୁ ପୋଲ…

ପାଇପ ବିଛାଇବା ପାଇଁ ଖୋଳି ଦେଉଛନ୍ତି ଗ୍ରାମ୍ୟ ରାସ୍ତା

ଭାପୁର,୧୪।୮(ଭରତ କୁମାର ବେହେରା): ରାଜ୍ୟ ସରକାର ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ବିଭିନ୍ନ ସ୍ଥାନରେ ମେଗା ପ୍ରକଳ୍ପର ପରିକଳ୍ପନା କରିବା ସହିତ ଏଥିପାଇଁ ସ୍ବତନ୍ତ୍ର ଅର୍ଥର ବ୍ୟବସ୍ଥା କରିଛନ୍ତି। ତେବେ କାମ କରୁଥିବା ଠିକା ସଂସ୍ଥାର ମନମୁଖୀ କାମ…

ମୋଦିଙ୍କ ବିରୋଧରେ ନିର୍ବାଚନ ଲଢିଲେ ନିଶ୍ଚିତ ଜିତିବେ ପ୍ରିୟଙ୍କା ଗାନ୍ଧୀ: ସଞ୍ଜୟ ରାଉତ

ମୁମ୍ବାଇ,୧୪।୮: ଶିବସେନା(ଉଦ୍ଧବ ଠାକରେ ଗ୍ରୁପ) ନେତା ସଞ୍ଜୟ ରାଉତ କହିଛନ୍ତି, ଯଦି ବାରାଣସୀ ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢନ୍ତି ତେବେ ସେ ବିଜୟୀ ହେବା ନିଶ୍ଚିତ। କାରଣ ବାରାଣସୀର ଲୋକେ ପ୍ରିୟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?