ମହିଳା ବିମାନଯାତ୍ରୀଙ୍କୁ ବିଛା କାମୁଡ଼ିଲା
ନୂଆଦିଲ୍ଲୀ,୭।୫: ନାଗପୁରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ଜଣେ ମହିଳା ଯାତ୍ରୀଙ୍କୁ କଙ୍କଡ଼ା ବିଛା କାମୁଡ଼ିଥିଲା। ଗତ ମାସ ୨୩ ତାରିଖରେ ଏହି ବିରଳ ତଥା ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ବିମାନବନ୍ଦରରେ ବିମାନଟି ଅବତରଣ କରିବା ପରେ ଡାକ୍ତର…
କର୍ନାଟକ ନିର୍ବାଚନ: କଂଗ୍ରେସ ଆଗରେ
ନୂଆଦିଲ୍ଲୀ, ୭।୫: (ଆଇଏଏନ୍ଏସ୍): କର୍ନାଟକ ବିଧାନସଭା ନିର୍ବାଚନକୁ ନେଇ ସି-ଭୋଟର ପକ୍ଷରୁ କରାଯାଇଥିବା ଚୂଡ଼ାନ୍ତ ଜନମତ ସର୍ଭେ ଅନୁଯାୟୀ ଏବେ ବି କଂଗ୍ରେସ ଜିତିବା ସ୍ଥିତିରେ ରହିଛି। ତେବେ ଜୋର୍ଦାର ପ୍ରଚାର ଯୋଗୁ ପୂର୍ବରୁ ଭାଜପା ଓ କଂଗ୍ରେସ ମଧ୍ୟରେ ଥିବା…
‘ସେଫ୍ ସିଟି ଡ୍ରାଇଭ’ ଅଭିଯାନକୁ ନେଇ ଉଠିଲା ପ୍ରଶ୍ନ
ଭୁବନେଶ୍ୱର ,୭ା୫(ବ୍ୟୁରୋ):ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରାସାହି ସ୍ଥିତ ଏକ ଲେଡିଜ୍ ହଷ୍ଟେଲରେ ଶୁକ୍ରବାର ରାତିରେ କେତେଜଣ ଅସାମାଜିକ ଯୁବକ ଧସେଇ ପଶିବା ସହ ଜଣେ ଯୁବତୀଙ୍କୁ ଆକ୍ରମଣ କରିବା ସହ ପଥର ମାଡ଼ କରିଥିଲେ। ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ…
ଖବର ସଂଗ୍ରହ ବେଳେ ସାକ୍ଷୀ ଜୋଷୀଙ୍କୁ ପୋଲିସ ଆକ୍ରମଣ
ନୂଆଦିଲ୍ଲୀ/ନ୍ୟୁୟର୍କ, ୭।୫: ରେସଲିଂ ଫେଡେରେଶନ ଅଫ୍ ଇଣ୍ଡିଆ (ଡବ୍ଲ୍ୟୁଏଫ୍ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରନ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଯୌନ ନିର୍ଯାତନା ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଲାଗି ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ଆନ୍ଦୋଳନ ଚଳାଇଛନ୍ତି। ଖବର ସଂଗ୍ରହ କରିବାକୁ ବୁଧବାର ସାମ୍ବାଦିକା…
କଟକରେ ନକଲି ମୃଦୁ ପାନୀୟ କାରଖାନା
କଟକ ଅଫିସ, ୭ା୫: କଟକ ନକଲି ଓ ଅପମିଶ୍ରିତ କାରବାରର ପେଣ୍ଠସ୍ଥଳ ପାଲଟିଛି। ପୂର୍ବରୁ ବେଆଇନ କାରଖାନାରେ ପୋଲିସ ଚଢ଼ାଉ କରି ନକଲି ସିମେଣ୍ଟ, ଚା, ମସଲା, ଅପମିଶ୍ରିତ ସସ୍ ଆଦି ଜବତ କରିଛି। କେତେକ କ୍ଷେତ୍ରରେ କାରଖାନାକୁ ସିଲ୍ କରାଯିବା…
ପ୍ରଧାନମନ୍ତ୍ରୀ ମଣିପୁର ଆସିବାକୁ ଶର୍ମିଲାଙ୍କ ଅପିଲ୍
ଇମ୍ଫାଲ, ୭।୫: ମଣିପୁରରେ ହିଂସା ଜାରି ରହିଥିବାବେଳେ ଶାନ୍ତି ରକ୍ଷା ପାଇଁ ଧର୍ମମତ ନିର୍ବିଶେଷରେ ସବୁ ମହିଳା ଆଗେଇ ଆସିବାକୁ ସିଭିଲ ରାଇଟ୍ସ କର୍ମୀ ଇରୋମ ଶର୍ମିଲା ଚାନୁ ଶନିବାର ଆହ୍ବାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ…
ସ୍ମାର୍ଟସିଟି ପ୍ରକଳ୍ପ ଅବଧି ବର୍ଷେ ବଢ଼ିଲା
ଭୁବନେଶ୍ୱର , ୭ା୫ (ବ୍ୟୁରୋ) ୨୦୧୫ରେ ‘୧୦୦ ସ୍ମାର୍ଟସିଟି ମିଶନ’ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏହି ମିଶନରେ ଓଡ଼ିଶାର ଦୁଇଟି ପ୍ରମୁଖ ସହର ଯଥା ଭୁବନେଶ୍ୱର ଏବଂ ରାଉରକେଲାକୁ ସାମିଲ କରାଯାଇ ବ୍ୟାପକ ଉନ୍ନତି କରାଯିବା ସହ ସ୍ମାର୍ଟସିଟିରେ…
ସେନା ନିୟନ୍ତ୍ରଣରେ ହିଂସାପ୍ରବଣ ଅଞ୍ଚଳ
ଇମ୍ଫାଲ, ୭।୫: ମଣିପୁର ହିଂସାଜନିତ ମୃତ୍ୟୁସଂଖ୍ୟା ୫୪ରେ ପହଞ୍ଚତ୍ଥିବା ସରକାରୀ ଭାବେ କୁହାଯାଇଛି। କିନ୍ତୁ ପ୍ରକୃତ ମୃତ୍ୟୁସଂଖ୍ୟା ଏହାଠାରୁ ଯଥେଷ୍ଟ ଅଧିକ ବୋଲି ବେସରକାରୀ ସୂତ୍ରରୁ ଜଣାପଡ଼ିଛି। ସୈନ୍ୟବାହିନୀ ହିଂସାପ୍ରବଣ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେବା ପରେ ଶନିବାର ଇମ୍ଫାଲ ଉପତ୍ୟକାରେ…
ବର୍ଷା ହେଲେ ବଢୁଛି ଅଣ୍ଡରପାସ୍ ସମସ୍ୟା
ଖୋର୍ଦ୍ଧା ଅଫିସ, ୭ା୫: ବହୁ ପ୍ରତୀକ୍ଷିତ ଜଟଣୀ ଓଭରବ୍ରିଜ୍ ନିର୍ମାଣ କାମ ସରୁ ନ ଥିବା ବେଳେ ସୀତାରାମ ଛକସ୍ଥିତ ରେଲଓ୍ବେ ଅଣ୍ଡରପାସ୍ରେ ବର୍ଷାପାଣି ଜମିରହୁଛି। ଏହି ଅଣ୍ଡରପାସ୍ ଖୋର୍ଦ୍ଧା ଓ ପିପିଲିକୁ ମୁଖ୍ୟରାସ୍ତା ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହେବା ସହ…
୩୬୦ ବର୍ଷ ପୁରୁଣା ରାଜମୁକୁଟ
ଲଣ୍ଡନ, ୭।୫: ରାଜ୍ୟାଭିଷେକ ଅବସରରେ ସେଣ୍ଟ ଏଡ୍ଓ୍ବାର୍ଡଙ୍କ ରାଜମୁକୁଟ ଚାଲର୍ସଙ୍କୁ ପିନ୍ଧାଯାଇଛି। ତାଙ୍କ ପୂର୍ବରୁ ମୁକୁଟକୁ ତାଙ୍କ ମା’ ତଥା ବ୍ରିଟେନ୍ର ଦିବଂଗତ ମହାରାଣୀ ଏଲିଜାବେଥ ୨ୟ ୧୯୫୩ ନିଜ ରାଜ୍ୟାଭିଷେକରେ ପରିଧାନ କରିଥିଲେ। ଏଲିଜାବେଥ୍ଙ୍କ ପୂର୍ବରୁ ୧୯୩୭ରେ କିଙ୍ଗ୍ ଜର୍ଜ…
‘ଈଶ୍ୱର ରାଜାଙ୍କୁ ରକ୍ଷା କରନ୍ତୁ ’
ଲଣ୍ଡନ, ୭।୫: ଗତବର୍ଷ ସେପ୍ଟେମ୍ବର ୮ରେ ବ୍ରିଟେନର ମହାରାଣୀ ଏଲିଜାବେଥ୍ ୨ୟଙ୍କ ପରଲୋକ ଘଟିଥିଲା। ଏଲିଜାବେଥଙ୍କ ପରେ କିଙ୍ଗ୍ ଚାଲର୍ସ ୩ୟ ହିଁ ଥିଲେ ବ୍ରିଟେନ୍ ରାଜା ହେବା ପାଇଁ ଦାବିଦାର। ପ୍ରିନ୍ସ ଅଫ୍ ଓ୍ବେଲ୍ସର ଭାବେ ବହୁ ବର୍ଷ ଦାୟିତ୍ୱରେ…
୭ବର୍ଷ ବିତିଲା, ମିଳୁନି କୃଷିବୀମା ଟଙ୍କା
ଧାମନଗର, ୭ା୫(ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଦେହୁଡ଼ି ଆନନ୍ଦପୁର ପଞ୍ଚାୟତ ମାନଲାପୁର ଗ୍ରାମର ଚାଷୀ ନିରଞ୍ଜନ ଦାସ(୪୪)ଙ୍କ ମୃତ୍ୟୁକୁ ୭ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ତାଙ୍କ ପରିବାରକୁ ବୀମା ସହାୟତା ରାଶି ମିଳି ନାହିଁ। ବୀମା କମ୍ପାନୀର ବୈମାତୃକ…
Archives


