ଅବ୍ୟବସ୍ଥା ଘେରରେ ପୁଇଁତୋଳା ଗ୍ରାମ, ଅସରାଏ ବର୍ଷାରେ ରାସ୍ତା ଜଳମଗ୍ନ
ଗଞ୍ଜାମ,୨୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନଂ ୮ ପୁଇଁତୋଳା ଗ୍ରାମ ନାନା ସମସ୍ୟା ଦେଇ ଗତି କରୁଛି l ଶୁକ୍ରବାର ଅସରାଏ ବର୍ଷାରେ ବେହାଲ ପୁଇଁତୋଳା ଗ୍ରାମ l ବର୍ଷାଜଳ ନିଷ୍କାସିତ ହୋଇ ନ ପାରି ରାସ୍ତାରେ…
ନିର୍ବାଚନୀ ହିଂସା: ସର୍ବାଧିକ ଦଙ୍ଗାଗ୍ରସ୍ତ ୧୭୬୭ ଆସନରେ ଟିଏମସିର ନିର୍ବିରୋଧ ବିଜୟ…
କୋଲକାତା,୨୪।୬ : ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ବଢ଼ିବାରେ ଲାଗିଛି। ହିଂସା ମାଧ୍ୟମରେ କ୍ଷମତା ହାସଲ କରିବା ବଙ୍ଗଳାର ପରମ୍ପରା ପାଲଟିଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଏହା ନୁହେଁ ଯେ ବର୍ତ୍ତମାନର ମୁଖ୍ୟନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ସମୟରେ ହିଂସା…
ମୃତ୍ୟୁର ଟିକଟ ଦାମ ୨ କୋଟି: ବିପଦପୂର୍ଣ୍ଣ ଯାତ୍ରା ପାଇଁ କିଣିଥିଲେ ୫ ବିଲୟନେୟାର…
ଓ୍ବାଶିଂଟନ,୨୪।୬ : ୧୯୧୨ ମସିହାରେ, ଟାଇଟାନିକ ଜାହାଜ ଏକ ବରଫ ସହିତ ମୁହାଁମୁହିଁ ହୋଇ ସମୁଦ୍ରର ଗଭୀରତାରେ ବୁଡ଼ିଯାଇଥିଲା। ୧୨୧ ବର୍ଷ ପୂର୍ବେ ଘଟିଥିବା ଏହି ଦୁର୍ଘଟଣାରେ, ଟାଇଟାନିକ ଜାହାଜ ଦେଖିବାକୁ ଯାଇଥିବା ବୁଡ଼ାଜାହାଜର ମଧ୍ୟ ସମାନ ପରିସ୍ଥିତି ଘଟିଛି। ଏହି…
କେଦାରନାଥ ମନ୍ଦିରରୁ ୨୩କିଲୋ ସୁନା ଚୋରି ହୋଇଯାଇଥିବା ଅଭିଯୋଗ
ଡେରାଡୁନ,୨୪।୬:କେଦାରନାଥ ମନ୍ଦିରରୁ ସୁନା ଚୋରି ହୋଇଯିବା ଘଟଣା ସାମ୍ନାକୁ ଅରସିଛି। ମନ୍ଦିରକୁ ଦାନ କରାଯାଇଥିବା ୨୩.୭୮ କିଲୋଗ୍ରାମ ସୁନା ଚୋରି ହୋଇଥିବା ଅଭିଯୋଗ କରିଛନ୍ତି କେଦାରନାଥ ଧାମର ପୁରୋହିତ ଏବଂ ଚାରିଧାମ ମହାପଞ୍ଚାୟତର ଉପାଧ୍ୟକ୍ଷ ସାନ୍ତୋଷ ତ୍ରିବେଦୀ। ଏହି ସୁନାକୁ ମୁମ୍ବାଇର…
ପୁଣି ଡେଟ୍ କରୁଛନ୍ତି ରଶ୍ମିକା ଓ ବିଜୟ
ମୁମ୍ବାଇ: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ଇଣ୍ଡଷ୍ଟ୍ରରି ସବୁଠାରୁ ଲୋକପ୍ରିୟ ଅଭିନେତା। ପ୍ରଶଂସକମାନେ ମଧ୍ୟ ଉଭୟଙ୍କ ଯୋଡିକୁ ବହୁତ ପସନ୍ଦ କରନ୍ତି। ତେବେ ଦୁହେଁ ପରସ୍ପରକୁ ଡେଟ୍ କରୁଥିବାର ଗୁଜବ ବଲିଉଡରୁ ଟଲିଉଡ ପର୍ଯ୍ୟନ୍ତ ବ୍ୟାପିଥିଲା। କିନ୍ତୁ ଚଳିତ ବର୍ଷ…
ଭାରତ ଫେରିବ ୧୦୦ ଭାରତୀୟ କଳାକୃତି, ବାଇଡେନ ପ୍ରଶାସନଙ୍କ ନିଷ୍ପତ୍ତି…
ଓ୍ବାଶିଂଟନ,୨୪।୬ : ୱାଶିଂଟନର ରୋନାଲ୍ଡ ରେଗାନରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୂଳ ଭାରତୀୟଙ୍କୁ ସମ୍ବୋଧିତ କରି କହିଛନ୍ତି ଭାରତରୁ ଚୋରି ହୋଇଥିବା ୧୦୦ ଟି କଳାକୃତି ଫେରସ୍ତ ପାଇଁ ଆମେରିକା ସରକାରଙ୍କ ନିଷ୍ପତ୍ତି ନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି।…
ବିଶ୍ୱାସଘାତ କରିଛି ଓ୍ବାଗନର ଗ୍ରୁପ୍, ଦିଆଯିବ ଉଚିତ ଜବାବ: ପୁଟିନଙ୍କ ଚେତାବନୀ…
ମସ୍କୋ,୨୪।୬ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଯୁଦ୍ଧରେ ଅଣାଯାଇଥିବା ଭଡା ସୈନିକ ୱାଗନର୍ ଗ୍ରୁପ୍ର ମୁଖ୍ୟ ୟେଭେଗେନି ପ୍ରିଗୋଜିନ ଦେଶର ନେତୃତ୍ୱକୁ ହଟାଇବାକୁ ଧମକ ଦେଇଛନ୍ତି। ୱାଗନର୍ ଗ୍ରୁପର ଯୋଦ୍ଧାମାନେ ରାଜଧାନୀ ମସ୍କୋ ଆଡକୁ ଯାଉଛନ୍ତି।…
ବାଲାସାହେବଙ୍କୁ କରାଯାଇଛି ଅପମାନିତ: ଫଡନାଭିସ…
ମୁମ୍ବାଇ,୨୪।୬ : ଭାରତୀୟ ଜନତା ପାର୍ଟି (ଭାଜପା)ଉଦ୍ଧବ ଠାକରେଙ୍କ ବିରୋଧରେ ସେ ବାଲାସାହେବ ଠାକରେଙ୍କୁ ଅପମାନିତ କରିଥିବା ଅଭିଯୋଗ କରାଯାଇଛି। ଭାଜପାକୁ ପରାସ୍ତ କରିବାକୁ ଉଦ୍ଧବ ଠାକରେ କେଉଁମାନଙ୍କ ପାଖରେ ବସିଛନ୍ତି ତାହା ଭୁଲି ଯାଇଛନ୍ତି ବୋଲି ଭାଜପା ଅକ୍ଷେପ କରିଛି।…
ପୂର୍ବ ଇମ୍ଫାଲ ନେତା ଏଲ ସୁନୀନ୍ଦ୍ରଙ୍କ ଗୋଦାମ ଜାଳିଦେଲେ ଦଙ୍ଗାକାରୀ
ଇମ୍ଫାଲ,୨୪।୬: ମଣିପୁର ହିଂସା ଦିନକୁ ଦିନ ବଢିବାରେ ଲାଗିଛି। ଏତେଦିନ ଧରି ରାଜ୍ୟ ଜଳୁଥିବାରୁ ଏହା କେନ୍ଦ୍ରର ଅପାରଗତାକୁ ସ୍ପଷ୍ଟ ଦର୍ଶାଇଛି। ହିଂସା ଯୋଗୁ ୧୦୦ରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ବହୁ ଲୋକ କ୍ଷତିଗ୍ରସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟ ମହିଳା…
ୟୁନିସେଫ୍ ରିପୋର୍ଟ: ବିସ୍ଥାପନ ଯୋଗୁ ବିଶ୍ୱରେ ୪କୋଟି ଶିଶୁଙ୍କୁ ଛାଡିବାକୁ ପଡିଛି ଘର
ନୂଆଦିଲ୍ଲୀ,୨୪।୬: ୟୁନିସେଫ୍ ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ ୨୦୨୨ମସିହାରେ ୪୩.୩କୋଟି ଶିଶୁଙ୍କୁ ବାଧ୍ୟତାମୂଳକ ବିସ୍ଥାପନର ଶିକାର ହେବାକୁ ପଡିଥିଲା। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଜବରଦସ୍ତ ବିସ୍ଥାପିତ କରାଯାଇଥିବା ଶିଶୁଙ୍କ ସଂଖ୍ୟା ଗତ ଦଶନ୍ଧି ମଧ୍ୟରେ ଦ୍ୱିଗୁଣିତ ହୋଇଛି।…
ଗୁଗୁଲ ଏବଂ ଫେସବୁକ୍ରେ ମାଗଣାରେ ପ୍ରକାଶ ହୋଇପାରିବ ନାହିଁ ନ୍ୟୁଜ୍
ଓଟାବା,୨୪।୬:ଗୁଗୁଲ, ଫେସବୁକ୍ ଏବେ ଖବର ପ୍ରକାଶକମାନଙ୍କୁ ଟଙ୍କା ଦେବେ। ସେମାନେ ଗଣମାଧ୍ୟମର ଖବର ମାଗଣାରେ ନିଜ ଇଣ୍ଟରନେଟ୍ରେ ପ୍ରକାଶ କରିପାରିବେ ନାହିଁ। ଏନେଇ କାନାଡ ସଂସଦରେ ‘ଅନଲାଇନ ନ୍ୟୁଜ୍ ଆକ୍ଟ’କୁ ନେଇ ଏକ ବିଲ୍ ପାରିତ ହୋଇଛି। ଯାହାକୁ ନେଇ କାନାଡ…
ଗୁଗୁଲର ଭାରତକୁ ଉପହାର: ଏହି ସହରରେ ଖୋଲିବ ଗ୍ଲୋବାଲ ଫିଣ୍ଟେକ ଅପରେଶନ ସେଣ୍ଟର
ନୂଆଦିଲ୍ଲୀ,୨୪।୬: ବହୁରାଷ୍ଟ୍ରୀୟ ଟେକ୍ନୋଲୋଜି କମ୍ପାନୀ ଗୁଗୁଲ ଗୁଜରାଟର ଅନ୍ତର୍ଜାତୀୟ ଫାଇନାନ୍ସ ଟେକ(ଗିଫ୍ଟ) ସିଟିରେ ଏହାର ଗ୍ଲୋବାଲ ଫିଣ୍ଟେକ ଅପରେଶନ ସେଣ୍ଟର ପ୍ରତିଷ୍ଠା କରିବ। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଗୁଗୁଲର ସିଇଓ ସୁନ୍ଦର ପିଚାଇ ଏହି ଘୋଷଣା କରିଛନ୍ତି।…
Archives


