Home

କର୍ମଚାରୀଙ୍କ ପାଇଁ ଏପଲ କମ୍ପାନୀ ତିଆରି କରିଥିବା ଜୋତା ୪୧ ଲକ୍ଷ ଟଙ୍କାରେ ହେଉଛି ନିଲାମ

ଓ୍ବାଶିଂଟନ,୨୭।୭: ବିଶ୍ୱର ନାଁ କରା ଇଲକ୍ଟ୍ରୋନିକ କମ୍ପାନୀ ଏପଲ ୧୯୯୦ ଦଶକରେ ତା’ର କର୍ମଚାରୀଙ୍କ ପାଇଁ ଜୋତା ତିଆରି କରିଥିଲା। ସେହି ଜୋତା ଏବେ ୪୧ ଲକ୍ଷ ଟଙ୍କାରେ ନିଲାମ ହେଉଛି। କର୍ମଚାରୀଙ୍କ ପାଇଁ ଏପଲ କମ୍ପାନୀ ତିଆରି କରିଥିବା ଜୋତା…

କଙ୍ଗନାଙ୍କୁ ଧମକ: ଅଗଷ୍ଟ ୫ ରେ କୋର୍ଟରେ ହାଜର ହେବେ ଜାଭେଦ ଅଖତର…

ମୁମ୍ବାଇ,୨୭।୭ : ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଧମକ ଦେଇ ଗୀତିକାର ଜାଭେଦ ଅଖତରଙ୍କ ବିରୋଧରେ ମାମଲା ରୁଜୁ କରିବାର ଯଥେଷ୍ଟ କାରଣ ରହିଛି ବୋଲି ମୁମ୍ବାଇର ଏକ କୋର୍ଟ କହିଛନ୍ତି। ଅଖତରଙ୍କୁ କୋର୍ଟ ମଧ୍ୟ ନୋଟିସ ଜାରି କରିଛନ୍ତି। ତେବେ ଗୀତିକାରଙ୍କ…

ଜୁଲାଇ ୨୯ରେ ଉତ୍ତର ପୂର୍ବାଞ୍ଚଳର ବାଚସ୍ପତିମାନଙ୍କର ବୈଠକକୁ ସମ୍ବୋଧିତ କରିବେ ଓମ ବିର୍ଲା…

ନୂଆଦିଲ୍ଲୀ,୨୭।୭ : ଲୋକସଭା ବାଚସ୍ପତି ଓମ ର୍ବିଲା ଜୁଲାଇ ୨୯ ରେ ଉତ୍ତର ପୂର୍ବାଞ୍ଚଳର ବାଚସ୍ପତିମାନଙ୍କର ବୈଠକକୁ ସମ୍ବୋଧିତ କରିବେ। ଶନିବାର ଶିଲଂରେ ଆଠଟି ଉତ୍ତର-ପୂର୍ବ ରାଜ୍ୟର ବିଧାନସଭାର ବାଚସ୍ପତିଙ୍କ ଏକ ସମ୍ମିଳନୀରେ ଲୋକସଭା ବାଚସ୍ପତି ଓମ ର୍ବିଲା ସମ୍ବୋଧିତ କରିବେ…

କେରଳରେ ନର୍ସିଂ ପାଠ୍ୟକ୍ରମରେ କିନ୍ନର ଶିକ୍ଷାର୍ଥୀମାନଙ୍କ ପାଇଁ ସଂରକ୍ଷଣ…

ଥିରୁଭାନନ୍ତପୁମର,୨୭।୭ : କେରଳରେ ନର୍ସିଂ ଅଧ୍ୟୟନ ଲାଗି ଟ୍ରକିନ୍ନର ଶିକ୍ଷାର୍ଥୀମାନଙ୍କ ପାଇଁ ସରକାର ସଂରକ୍ଷଣ ଘୋଷଣା କରିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ କହିଛନ୍ତି ବି.ଏସ.ସି ନର୍ସିଂ ଏବଂ ଜେନେରାଲ ନର୍ସିଂ ପାଠ୍ୟକ୍ରମରେକିନ୍ନର ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରତ୍ୟେକ ଗୋଟିଏ ସିଟ ସଂରକ୍ଷିତ ରହିବ।…

ଅଧିକାରୀ ସାହାଯ୍ୟ ନ କରିବାରୁ ସରକାରୀ କାର୍ଯ୍ୟାଳୟରେ ସାପ ଛାଡିଦେଲେ ବ୍ୟକ୍ତି, ଆଉ ତା’ପରେ…

ହାଇଦ୍ରାବାଦ୍‌,୨୭।୭: ସରକାରୀ ଅଧିକାରୀଙ୍କ ଉଦାସୀନ ମନୋଭାବ ଦ୍ୱାରା ଅନେକ ସମୟରେ ସାଧାରଣ ଲୋକ ଅସୁବିଧାରେ ପଡ଼ନ୍ତି। ଅନେକ ଥର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ମଧ୍ୟ କରାଯାଉଥିଲେ ମଧ୍ୟ ପରିସ୍ଥିତି ସୁଧୁରୁ ନାହିଁ। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏକ ଆଶ୍ଚର୍ଯ୍ୟଜନକ ମାମଲା…

ହିଂସା ବିଷୟରେ ମିଡିଆ କଭରେଜ, ଦେଶର ଗୁରୁତ୍ୱପୂର୍ଣ୍ଣ ଖବର ପାଇଁ ଟିମ ଗଠନ କରିବ ଏଡିଟର୍ସ ଗିଲ୍ଡ…

ନୂଆଦିଲ୍ଲୀ,୨୭।୭ : ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ କହିଛି ସ୍ଥାନୀୟ ତଥା ଜାତୀୟ ଗଣମାଧ୍ୟମସ୍ତରରେ ମଣିପୁରରେ ଜାତିଗତ ହିଂସାକୁ କଭରେଜ କରିବାକୁ ଏକ ତଥ୍ୟ ସମ୍ବଳିତ ମିଶନ ପାଇଁ ବରିଷ୍ଠ ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ଟିମ ଗଠନ କରୁଛି। ମେ ୩…

କଂଗ୍ରେସ ଏମ୍‌ପିଙ୍କୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ପ୍ରଶ୍ନ: ମଣିପୁରରେ ରାହୁଲ ଗାନ୍ଧୀ କେମିତି ନିଆଁ ଲଗାଇଲେ କୁହନ୍ତୁ

ନୂଆଦିଲ୍ଲୀ,୨୭।୭: ଭାଜପା ନେତା ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ସଂସଦ ପ୍ରକ୍ରିୟା ସମୟରେ ମଣିପୁର ସମ୍ପର୍କରେ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ ଗାନ୍ଧୀ ମଣିପୁରରେ ହିଂସା ସୃଷ୍ଟି କରିଥିବା ସ୍ମୃତି ଇରାନୀ ଅଭିଯୋଗ କରିଛନ୍ତି। ରାଜ୍ୟ ସଭା ପ୍ରଶ୍ନକାଳରେ ପଶ୍ଚିମବଙ୍ଗର…

ଅଜିତ ପାଓ୍ବାରଙ୍କୁ ପ୍ରଶଂସା କଲେ ଉଦ୍ଧବ ଠାକ୍‌ରେ: କହିଲେ, ସେ ଜଣେ ସଚ୍ଚୋଟ ନେତା

ମୁମ୍ବାଇ,୨୭।୭: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ପ୍ରଶଂସା କରିଥିଲେ। ସେ ଅଜିତଙ୍କୁ ଜଣେ ସଚ୍ଚୋଟ ଏବଂ ଦକ୍ଷ ପ୍ରଶାସକ ଭାବରେ ବର୍ଣ୍ଣନା କରିଛନ୍ତି। ଶିବସେନା (ୟୁବିଟି) ଦଳର ମୁଖପାତ୍ର ସାମ୍‌ନାରେ ପ୍ରକାଶିତ ଏକ ସାକ୍ଷାତକାରରେ…

ଜଳବାୟୁ ପରିବର୍ତ୍ତନ ପ୍ରଭାବ: ପ୍ରତିବର୍ଷ ୮୧ ବିଲିୟନ ଡଲାର ସାମୁଦ୍ରିକ କାରବାର ସଙ୍କଟରେ…

ଓ୍ବାଶିଂଟନ,୨୭।୭ : ଜଳବାୟୁ ପରିବର୍ତ୍ତନ ଯୋଗୁ ସାରା ବିଶ୍ୱରେ ବନ୍ଦରଗୁଡିକ ପ୍ରତିବର୍ଷ କୋଟି କୋଟି ଟଙ୍କା ହରାଉଛନ୍ତି। ବିଶ୍ୱର ୮୦ ପ୍ରତିଶତ ବାଣିଜ୍ୟ ବନ୍ଦର ମାଧ୍ୟମରେ ହୋଇଥାଏ । ଅନେକ ବନ୍ଦର ବିପର୍ଯ୍ୟୟ ଯୋଗୁ ବ୍ୟାଘାତର ସମ୍ମୁଖୀନ ହୋଇଥାନ୍ତି। ଫଳସ୍ବରୂପ ଆର୍ଥିକ…

ମହିଳାଙ୍କୁ ମାତୃତ୍ୱ ଛୁଟି ମିଳିବ ବର୍ଷେ

ଗ୍ୟାଙ୍ଗଟକ୍‌,୨୭।୭: ମାତୃତ୍ୱ ଛୁଟି ନେଇ ସିକ୍କିମ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ମାତୃତ୍ୱ ଛୁଟି ୬ ମାସରୁ ବଢାଇ ବର୍ଷେ କରିଛନ୍ତି। ଏହା ବ୍ୟତୀତ ଶିଶୁର ପିତାଙ୍କୁ ଏକ ମାସ ଛୁଟି ଦେବାର ବ୍ୟବସ୍ଥା ଅଛି। ସିକ୍କିମ…

ଯେ କୌଣସି ସରକାର ଆସନ୍ତୁ, ଭାରତ ତୃତୀୟ ଅର୍ଥବ୍ୟବସ୍ଥା ହେବା ନିଶ୍ଚିତ: ମୋଦିଙ୍କୁ ଟାର୍ଗେଟ କଲେ ଜୟରାମ ରମେଶ…

ନୂଆଦିଲ୍ଲୀ,୨୭।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ନେଇ କଂଗ୍ରେସର ମହାସଚିବ ଜୟରାମ ରମେଶ ଏକ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଦେଶ ତୃତୀୟ ବୃହତ୍ତମ ଅର୍ଥନୀତି ହେବା ନିଶ୍ଚିତ ହୋଇଛି। ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଭାବରେ ଉଭା…

ପିଟିଆଇ ନେତା ଜୁଲଫି ବୁଖାରୀଙ୍କ ବାସଭବନରେ ଚଢାଉ

ଇସଲାମବାଦ,୨୭।୭: ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଉପରେ କଟକଣା ଜାରି କରି ପୋଲିସ ଇସଲାମାବାଦରେ ପିଟିଆଇ ଦଳର ନେତା ଜୁଲଫି ବୁଖାରୀଙ୍କ ବାସଭବନକୁ ଚଢାଉ କରିଛି।ଚଢାଉ କରିବା ପରେ ତାଙ୍କ ବାସଭବନକୁ ସିଲ କରାଯାଇଛି। ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ। ଚଢାଉ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri