Home

ପିତାଙ୍କୁ ମନେ ପକାଇ ଭାବୁକ ହେଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୨୦।୮: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ହେଉଛି ରବିବାର ୭୯ ତମ ଜୟନ୍ତି। ଏହି ଅବସରରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପିତାଙ୍କୁ ମନେପକାଇ ଏକ ଭାବୁକ ଟୁଇଟ କରିଛନ୍ତି। ଗୋଟିଏ ଗୀତର ଲାଇନ ଲେଖି ସେ କହିଛନ୍ତି…

କ୍ରିକେଟ୍‌ରେ ଇତିହାସ ରଚିଲା ୟୁଏଇ

ୟୁଏଇ,୨୦।୮:ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କ୍ରିକେଟ ଦଳ ଇତିହାସ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ୟୁଏଇ ତିନି ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ କିୱି ଦଳକୁ ୭ ଉଇକେଟରେ ପରାସ୍ତ କରିଛି। ଅନ୍ତର୍ଜାତୀୟ…

ଅଖିଳେଶଙ୍କୁ ଭେଟିଲେ ରଜନୀକାନ୍ତ

ମୁମ୍ବାଇ/ଲକ୍ଷ୍ନୌ,୨୦।୮: ସାଉଥ ସୁପରଷ୍ଟାର ରଜନୀକାନ୍ତ ତାଙ୍କ ମୁଭି ‘ଜେଲର’ର ସକସେସ ପରେ ଏବେ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି। ଏହି ସମୟରେ ଥଲାଇଭା ଆକ୍ଟର ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ତାଙ୍କ ଘରେ ସାକ୍ଷାତ୍‌ କରିଛନ୍ତି। ଏହାପରେ ସେ…

ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦି…

ନୂଆଦିଲ୍ଲୀ,୨୦।୮ : ରବିବାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ସାରା ଦେଶରେ ପାଳନ କରାଯାଉଛି। ଏହି ଅବସରରେ ତାଙ୍କୁ ସାରା ଦେଶରେ ସ୍ମରଣ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୯ ତମ ଜନ୍ମ ବାର୍ଷିକୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ…

ଚାଇନାରେ ବେକାରୀ ସମସ୍ୟା ଉତ୍କଟ: ଯୁବବର୍ଗଙ୍କୁ ଆଖିକୁ ରାତିରେ ନିଦ ନାହିଁ…

ବେଜିଂ,୨୦।୮ : ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ଚାଇନାରେ ଯୁବବର୍ଗମାନେ ବେରୋଜଗାର ହେବାରେ ଲାଗିଛନ୍ତି।ଏହା ଲୋକଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛିନ୍‌। ଏଥି ସହିତ ଯୁବକମାନଙ୍କ ମଧ୍ୟରେ ସେମାନଙ୍କ ଭବିଷ୍ୟତକୁ ନେଇ ଉତ୍ତେଜନା ଦେଖାଦେଇଛି। ଏହା ଯୋଗୁ ସେମାନଙ୍‌ ଆଖିରୁ ରାତିର…

ଇମ୍ରାନଙ୍କୁ ଦୁଇଟି ଅପଶନ ଦେଲା ପାକିସ୍ତାନ ଆର୍ମି, ରାଜନୀତି ଛାଡ ନାହିଁ ତ ମୃତ୍ୟୁ ଦଣ୍ଡ…

ଇସଲାମାବାଦ,୨୦।୮: ଜେଲରେ ବନ୍ଦ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମସ୍ୟା କମ ହେବାର ନଜର ଆସୁନାହିଁ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏବେ ପାକିସ୍ତାନ ସେନା(ଆର୍ମି) ଇମ୍ରାନଙ୍କୁ ଦୁଇଟି ବିକଳ୍ପ ଦେଇଛି। ସେନା କହିଛି ଆପଣ ରାଜନୀତି…

ହିନ୍ଦକୁଶ ଗ୍ୟାସିୟରରୁ ତରଳିଯିବ ୮୦ପ୍ରତିଶତ ବରଫ

ନୂଆଦିଲ୍ଲୀ,୨୦।୮: ଜଳବାୟୁ ପରିବର୍ତ୍ତନ ହେତୁ ବିଶ୍ୱର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଶତାଦ୍ଦୀର ଶେଷ ସୁଦ୍ଧା ହିନ୍ଦୁକୁଶ ହିମାଳୟର ଥିବା ଗ୍ଲାସିୟରରୁ ପ୍ରାୟ ୮୦ପ୍ରତିଶତ ବରଫ ତରଳି ଯିବ। ଏହା ଭାରତ ସମେତ ଦକ୍ଷିଣ ଏସିଆର ଅନେକ ଅଞ୍ଚଳରେ ସାଂଘାତିକ ପ୍ରଭାବ…

ସଂଖ୍ୟାଲଘୁ ଛାତ୍ରବୃତ୍ତିରେ ୧୪୫ କୋଟିର ଦୁର୍ନୀତି: ୫୩ ପ୍ରତିଶତ ସଂସ୍ଥା ନକଲି…

ନୂଆଦିଲ୍ଲୀ,୨୦।୮ : ସଂଖ୍ୟାଲଘୁ ଛାତ୍ରବୃତ୍ତିରେ ୧୪୫ କୋଟିର ଦୁର୍ନୀତି ହୋଇଛି। ଦେଶର ୩୪ ଟି ରାଜ୍ୟର ୧୦୦ ଟି ଜିଲାରେ କରାଯାଇଥିବା ଅନୁସନ୍ଧାନରେ ନକଲି ହିତାଧିକାରୀ, କେବଳ କାଗଜ ପତ୍ରରେ ଥିବା ପ୍ରତିଷ୍ଠାନ ଏବଂ ଛଦ୍ମନାମ ସହିତ ବ୍ୟାଙ୍କ ଆକାଉଣ୍ଟ ଅନେକ…

ନିର୍ବାଚନ ପୂର୍ବରୁ ଶେଷ ଥର ପାଇଁ ହେବ ଭାଜପା କାର୍ଯ୍ୟସମିତି ବୈଠକ, ଶାହା ଉପସ୍ଥାପନ କରିବେ ‘ରିପୋର୍ଟ କାର୍ଡ’

ଭୋପାଳ,୨୦।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ଭୋପାଳରେ ମଧ୍ୟ ପ୍ରଦେଶ ସରକାରଙ୍କ ‘ରିପୋର୍ଟ କାର୍ଡ’ ଜାରି କରିବେ ଓ ଗ୍ବାୟାଲିୟରେ ଭାରତୀୟ ଜନତା ପାର୍ଟି(ଭାଜପା)ର କାର୍ଯ୍ୟ ସମିତି ବୈଠକକୁ ସମ୍ବୋଧିତ କରିବେ। ଦଳର ଜଣେ ପଦାଧିକାରୀ ଏହି ସୂଚନା ଦେଇଛନ୍ତି।…

ପୀଡିତ ଶିଶୁଙ୍କ ସୁରକ୍ଷା ସମ୍ମାନ ଫେରାଇବା ବିନା ନ୍ୟାୟିକ ପ୍ରଣାଳୀ ଖାଲି ବାକ୍ୟାଂଶର ଏକ ଭ୍ରମ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୦।୮ : ସୁପ୍ରିମକୋର୍ଟ କହିଛନ୍ତି ପ୍ରାରମ୍ଭିକ ଭୟ କିମ୍ବା ଆଘାତ କେବଳ ଶିଶୁଙ୍କ ବିରୋଧରେ ହୋଇଥିବା ଅପରାଧରେ କ୍ଷତ ନୁହେଁ। ପରବର୍ତ୍ତୀ ଦିନରେ ସମର୍ଥନ ଏବଂ ସାହାଯ୍ୟ ଅଭାବରୁ ଏହି ଭୟ ଆହୁରି ବଢ଼ିଯାଇଥାଏ। ପୀଡିତଙ୍କୁ ସମାଜକୁ ଫେରାଇ ଆଣିବା ପରେ…

ମୋଦି ସରକାରଙ୍କ ଦ୍ୱାରା ଲଦାଖରେ କରାଯାଇଥିବା ବିକାଶକୁ ଲୋକଲୋଚନକୁ ଆଣିବା ପାଇଁ ରାହୁଲଙ୍କୁ ଧନ୍ୟବାଦ: କରେନ ରିଜିଜୁ

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ଲଦାଖ ଗସ୍ତର କିଛି ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ରାହୁଲଙ୍କୁ ବାଇକ୍‌ ରାଇଡିଂ କରୁଥିବାର ଦେଖିବାକୁ ମିଳିଛି। ତେବେ ଏହାକୁ ନେଇ ରାହୁଲଙ୍କୁ କଟାକ୍ଷ କରିଛି ଭାଜପା। Thanks to Rahul…

ପ୍ରବଳ ଉତ୍ତାପ ଗରିବଙ୍କ ସ୍ମୃତି ଶକ୍ତିକୁ ଦୁର୍ବଳ କରୁଛି, ତାତି ଲହରରେ ଶକ୍ତିହୀନ ହେଉଛି ଜ୍ଞାନ ସ୍ନାୟୁ…

ଓ୍ବାଶିଂଟନ,୨୦।୮ : ଅତ୍ୟଧିକ ଉତ୍ତାପ ବିଶେଷ କରି ବୃଦ୍ଧ ଏବଂ ଦାରିଦ୍ର୍ୟରେ ଜୀବନଯାପନ କରୁଥିବା ଲୋକଙ୍କ ସ୍ମୃତି ଶକ୍ତିକୁ ଦୁର୍ବଳ କରୁଛି । ଏନଓ୍ବାଇୟୁ ସ୍କୁଲ ଅଫ ଗ୍ଲୋବାଲ ପବ୍ଲିକ ହେଲଥ୍‌ର ଅନୁସନ୍ଧାନକାରୀଙ୍କ ଦ୍ୱାରା ପରିଚାଳିତ ଏକ ଅଧ୍ୟୟନରେ ଏହା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?