ବାପାଙ୍କୁ ଫାଶୀ, ପୁଅଙ୍କୁ ଆଜୀବନ
ସମ୍ବଲପୁର/କୁଚିଣ୍ଡା,୧୦ା୮(ଶୁଭାଶିଷ ପାଢ଼ୀ/ବିରଞ୍ଚି ଦର୍କା) ସମ୍ବଲପୁର ଜିଲା ମହୁଲପାଲି ଥାନା ଲପଡ଼ା ଟ୍ରିପଲ ମର୍ଡର ଘଟଣାର ରାୟ ବୁଧବାର ପ୍ରକାଶ ପାଇଛି। କୁଚିଣ୍ଡା ଅତିରିକ୍ତ ଜିଲାଜଜ୍ ରାଜ କିଶୋର ଲେଙ୍କା ରାୟ ଶୁଣାଇ ଅଭିଯୁକ୍ତ ବାପା ଓ ପୁଅଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।…
ମଣିପୁରରେ ଭାରତମାତାକୁ ହତ୍ୟା କରିଛି ଭାଜପା
ନୂଆଦିଲ୍ଲୀ,୧୦ା୮(ପି.ଟି.): ଭାଜପାର ରାଜନୀତି ମଣିପୁରରେ ଭାରତ ମାତାକୁ ହତ୍ୟା କରିଛି ବୋଲି ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ ଆଣିଛନ୍ତି। ଏଥିସହ ଶାସକ ଦଳର ସଦସ୍ୟମାନଙ୍କୁ ସେ ବିଶ୍ୱାସଘାତକ ଭାବେ ଅଭିହିତ କରି ଏହି ଉତ୍ତର-ପୂର୍ବ ରାଜ୍ୟରେ ହିଂସା ରୋକିବାରେ…
ଗ୍ରାହକଙ୍କ ଲକ୍ଷାଧିକ ଟଙ୍କା ଜାଲିଆତି: ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ
କୋକସରା,୯ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣିଠାରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହ ଅନୁବନ୍ଧିତ ବଡ଼ ପୋଡ଼ାଗୁଡ଼ା ଗ୍ରାହକ ସେବାକେନ୍ଦ୍ର ପରିଚାଳକ ଜଗଦୀଶ ଚନ୍ଦ୍ର ସିଂ ଗ୍ରାହକ ଓ ସରକାରଙ୍କ ବିଭିନ୍ନ ଯୋଜନାରେ ଜମା ହୋଇଥିବା ହିତାଧିକାରୀଙ୍କ…
ଅକ୍ଟୋବର ପହିଲାରୁ ଅନ୍ଲାଇନ୍ ପେନ୍ସନ୍ ଆବେଦନ ବାଧ୍ୟତାମୂଳକ
ଭୁବନେଶ୍ୱର,୯ା୮(ଅନିଲ ଦାସ): ଆସନ୍ତା ଅକ୍ଟୋବାର ପହିଲାରୁ ପେନ୍ସନ୍ ଓ ଭବିଷ୍ୟନିଧି ଆବେଦନ ଅନ୍ଲାଇନ୍ ମାଧ୍ୟମରେ ବାଧ୍ୟତାମୂଳକ ହେବ। ଆବେଦନକାରୀମାନେ କେବଳ ଅନଲାଇନ ଜରିଆରେ ଆବେଦନ କରିବେ। ସ୍ଥାନୀୟ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ଏକାଡେମୀଠାରେ ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ଏବଂ…
ବିଶ୍ୱକପ୍ ୨୦୨୩: ଅଗଷ୍ଟ ୨୫ରୁ ଅନ୍ଲାଇନ୍ରେ ମିଳିବ ଟିକେଟ, ଜାଣନ୍ତୁ…
ନୂଆଦିଲ୍ଲୀ,୯।୮: କ୍ରିକେଟ ବିଶ୍ୱକପ୍ ୨୦୨୩ ଅକ୍ଟୋବର ୫ରୁ ଆରମ୍ଭ ହେବ। ନଭେମ୍ବର ୧୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ୱକପର ଅନ୍ତିମ ମ୍ୟାଚ ଖେଳାଯିବ। ତେବେ ଏହି ଟୁର୍ନାମେଣ୍ଟ ପାଇଁ ଅନଲାଇନ ଟିକେଟ ବିକ୍ରି ଅଗଷ୍ଟ ୨୫ରୁ ଆରମ୍ଭ ହେବ ବୋଲି…
ବୀରମହାରାଜପୁର କଲେଜରେ ଯୁକ୍ତ ଦୁଇ କଳା ସିଟ୍ ବୃଦ୍ଧି
ଅମରପାଲି,୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର କଲେଜରେ ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ସିଟ୍ ସଂଖ୍ୟା ବୃଦ୍ଧି ହୋଇଛି। କଲେଜର ଯୁକ୍ତ ଦୁଇ କଳାରେ ୬୪ଟି ସିଟ୍ ବୃଦ୍ଧି ହୋଇ ସମୁଦାୟ ୩୨୦ଟି ସିଟ୍ ହୋଇଥିବା ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ…
ବିଭିନ୍ନ ଦାବି ନେଇ ରାଲିରେ ସାମିଲ ହେଲେ ଶତାଧିକ ଶିକ୍ଷକ
କେନ୍ଦୁଝର,୯ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଓଷ୍ଟା ପକ୍ଷରୁ ଏକ ରାଲି କରଯାଇଛି। ଥାନା ଛକ ନିକଟସ୍ଥ ଶିକ୍ଷକ ଭବନରୁ ଏହି ରାଲି ବାହାରି ଜେଲ୍ ରୋଡ୍ସ୍ଥିତ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲା। ଜିଲା ସମ୍ପାଦକ ପ୍ରଶାନ୍ତ…
ଅଭିନେତା ଶାଇନି ଆହୁଜାଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ୱସ୍ତି
ବମ୍ବେ: ବଳାତ୍କାର ମାମଲାରେ ଅଭିନେତା ଶାଇନି ଆହୁଜାଙ୍କୁ ବମ୍ବେ ହାଇକୋର୍ଟ ପକ୍ଷରୁ ଆଶ୍ୱସ୍ତି ମିଳିଛି। କୋର୍ଟ ତାଙ୍କ ପାସପୋର୍ଟ ନବୀକରଣକୁ ବନ୍ଦ ନ କରିବାକୁ ଭାରତୀୟ ପାସପୋର୍ଟ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ଛଅରୁ ଅଧିକ ସ୍ଥାନରେ ଏହାକୁ ନବୀକରଣ କରାଯାଇଛି ଏବଂ…
ଆଦିବାସୀ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବିପତ୍ର
କେନ୍ଦୁଝର,୯ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶ୍ୱ ଆଦିବାସୀ ଦିବସ ଅବସରରେ କେନ୍ଦୁଝର ଆଦିବାସୀ ମିଳିତ କ୍ରିୟାନୁଷ୍ଠାନ କମିଟି ଅଧୀନରେ ୧୫ଟି ଆଦିବାସୀ ସଂପ୍ରଦାୟର ମୁଖିଆ ତଥା ପୂର୍ବତନ ଏବଂ ବର୍ତ୍ତମାନର ବିଭିନ୍ନ ଲୋକ ପ୍ରତିନିଧିଙ୍କ ସହ ବହୁ ସଂଖ୍ୟାରେ ଆଦିବାସୀ ଏକ ଶୋଭାଯାତ୍ରାରେ…
‘୨୦୨୪ ପରେ ଆଉ ମୋଦି ସରକାର ଦେଖାଯିବେ ନାହିଁ’
ପାଟନା,୯।୮: ବିହାରରେ ମେଣ୍ଟ ସରକାରକୁ ଏକ ବର୍ଷ ପୂରଣ ହୋଇଛି। ଅଗଷ୍ଟ ୯,୨୦୨୨ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆରଜେଡି, କଂଗ୍ରେସ ଏବଂ ବାମ ଦଳ ସହିତ ମିଶି ରାଜ୍ୟରେ ସରକାର ଗଢିଥିଲେ। ସରକାରର ଏକ ବର୍ଷ ପୂରଣ ହେବା ପରେ ଭାଜପା…
କରି ପାରିଲେନି ଋଣ ପରିଶୋଧ, ଘର ଜବତ କଲା ବ୍ୟାଙ୍କ
କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଜଣେ ବ୍ୟକ୍ତି ବ୍ୟାଙ୍କ ଋଣ ନେଇ ପରିଶୋଧ ନ କରିବାରୁ ତାଙ୍କ ଘର ଜବତ ହେବା ଘଟଣା ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ସୂଚନାନୁଯାୟୀ, କର୍ଲାମୁଣ୍ଡା ବ୍ଲକ ରେଙ୍ଗାଲି ଗ୍ରାମର ମନୋଜ…
ରାତିରେ ପ୍ରେମିକାଙ୍କୁ ଲୁଚିଲୁଚି ଦେଉଥିଲେ ପିଜା, ବାପା ଆସିବା ଭୟରେ ଛାତରୁ ଖସି ଯୁବକଙ୍କ ଜୀବନ ଗଲା
ହାଇଦ୍ରାବାଦ,୯।୮: ହାଇଦ୍ରାବାଦର ବୋରାବାଣ୍ଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ରାତିରେ ପ୍ରେମିକାଙ୍କୁ ଲୁଚିଲୁଚି ଦେଉଥିଲେ ପିଜା ଦେଉଥିବାବେଳେ ଯୁବତୀ ବାପା ଆସିବା ଭୟରେ ଛାତରୁ ଖସି ଯୁବକଙ୍କ ଜୀବନ ଯାଇଛି। ପୋଲିସର ସୂଚନାନୁସାରେ, ୨୦ ବର୍ଷୀୟ ଶୋଏବ ବିଳମ୍ବିତ ରାତିରେ…
Archives


