୯ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ କୌଣସି ପ୍ରଶ୍ନର ଉତ୍ତର ପ୍ରଦାନ କରି ନାହାନ୍ତି: କଂଗ୍ରେସ…
ନୂଆଦିଲ୍ଲୀ,୩।୯ : ତାଙ୍କ କାର୍ଯ୍ୟକାଳର ଗତ ନଅ ବର୍ଷ ମଧ୍ୟରେ ସେ କୌଣସି ପ୍ରଶ୍ନର ଉତ୍ତର ଦେଇ ନ ଥିବା ଦାବି କରି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ କଡ଼ା ସମାଲୋଚନା କରିଛି। କଂଗ୍ରେସ ନେତା ମାଣିକାମ ଟାଗୋର ସୋସିଆଲ…
‘ଭାରତର ଜି-୨୦ ଅଧ୍ୟକ୍ଷତାରୁ ଅନେକ ସକରାତ୍ମକ ପ୍ରଭାବ, କିଛି ମୋ ହୃଦୟର ବହୁତ ନିକଟତର’, ମୋଦି
ନୂଆଦିଲ୍ଲୀ,୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଚାର ଏଜେନ୍ସି ପିଟିଆଇକୁ ଏକ ଏକ୍ସକ୍ଲୁସିଭ ଇଣ୍ଟରଭ୍ୟୁ ଦେଇଛନ୍ତି। ଏହା ଏମିତି ସମୟରେ ଆସିଛି, ଯେତେବେଳେ ଅଗାମୀ ୯-୧୦ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଜି-୨୦ ଦେଶର ବୈଠକ ହେବାକୁ ଯାଉଛି। ଏହା ବ୍ୟତୀତ କେନ୍ଦ୍ର ୧୮-୨୨ସେପ୍ଟେମ୍ବର ମଧ୍ୟରେ…
ଏହି ଗାଁରେ ସ୍ମାର୍ଟଫୋନକୁ ନେଇ ରହିଛି କଡ଼ା ନିୟମ, ରିଲ୍ କଲେ ବି କାର୍ଯ୍ୟାନୁଷ୍ଠାନ, କାରଣ ଜାଣିଲେ…
ଆପଣ ନିଶ୍ଚିତ ଭାବରେ ଅନେକ ସମୟରେ ମାତାପିତାଙ୍କୁ ବିବ୍ରତ କରୁଥିବା ଦେଖିଥିବେ ଯେ, ପିଲାମାନେ ଫୋନ୍ ସ୍କ୍ରିନ୍କୁ ନ ଦେଖିଲେ ଖାଦ୍ୟ ଖାଆନ୍ତି ନାହିଁ, ଘର ବାହାରେ ଖେଳିବା ପରିବର୍ତ୍ତେ ସେମାନେ ଫୋନ୍ରେ ଖେଳ ଖେଳନ୍ତି। ଏଥି ସହିତ କିଛି ପିଲା…
ଟିଫିନ ବାକ୍ସରୁ ମିଳିଲା ଆଇଇଡି…
ଶ୍ରୀନଗର,୩।୯ : ରବିବାର ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ଏକ ଟିଫିନ ବାକ୍ସ ଭିତରେ ରଖାଯାଇଥିବା ଏକ ସନ୍ଦିଗ୍ଧ ବିସ୍ଫୋରକ ଉପକରଣ (ଆଇଇଡି) ମିଳିଛି। ଟିଫିନ ବାକ୍ସ ଭିତରେ ଲଗାଯାଇଥିବା ସନ୍ଦିଗ୍ଧ ଆଇଏଡି ରବିବାର ସକାଳେ ଜିଲାର ଚିଙ୍ଗିସ ଅଞ୍ଚଳର ସାଙ୍ଗପୁର ଗାଁର…
ଭାରତୀୟ ମୂଳ ବାସିନ୍ଦା ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଭାଇଙ୍କ ନାଁରେ କଲେ ମାନହାନି ମାମଲା
ସିଙ୍ଗାପୁର,୩।୯: ସିଙ୍ଗାପୁରରେ ଭାରତୀୟ ମୂଳ ବାସିନ୍ଦା ଦୁଇଜଣ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ଲି ସିନ ଲୁଙ୍ଗଙ୍କ ସାନଭାଇ ଲି ସିନ ୟାଙ୍ଗଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ସୂଚନାଯୋଗ୍ୟ, ଏହି ମାମଲା ସରକାରୀ ବଙ୍ଗଳାର ଭଡା ବିବାଦ ସହିତ ଜଡିତ। ଗଣମାଧ୍ୟମ…
ମାଗଣା ସୁବିଧା ପ୍ରତିଶ୍ରୁତି ସହିତ ରାଜସ୍ଥାନରେ କ୍ଷମତା ଦଖଲ କଂଗ୍ରେସର ଲକ୍ଷ୍ୟ…
ଜୟପୁର,୩।୯ : ମାଗଣା ମୋବାଇଲ, ମାଗଣା ରାଶନ କିଟ ଏବଂ ୧୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଲୋକଙ୍କୁ ପ୍ରଦାନ କରିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଘୋଷଣା କରିଛନ୍ତି। କଂଗ୍ରେସର ଲକ୍ଷ୍ୟ ହେଉଛି ରାଜ୍ୟରେ…
ସୂର୍ଯ୍ୟଙ୍କ ଆଖିରେ ଦୁନିଆ ଦେଖିବେ ଆଉ ଜଣେ
ଭୁବନେଶ୍ୱର,୩ା୯: ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଶନିବାର ସନ୍ଧ୍ୟାରେ ପରଲୋକ ଘଟିଥିଲା। ତେବେ ସୂର୍ଯ୍ୟଙ୍କ ଶେଷ ଇଚ୍ଛା ଓ ତାଙ୍କ ପରିବାର ଲୋକଙ୍କ ସହମତିରେ ତାଙ୍କ ଚକ୍ଷୁଦାନ କରାଯାଇଛି। ଫଳରେ ସୂର୍ଯ୍ୟଙ୍କ ଆଖିରେ ଆଉ ଜଣେ ଦୁନିଆ ଦେଖିପାରିବେ। ସୂର୍ଯ୍ୟଙ୍କ…
ଦିଲ୍ଲୀ ପ୍ରଗତି ମଇଦାନ ନିକଟରେ ଦୁର୍ଘଟଣା, ଲାଇନଚ୍ୟୁତ ହେଲା ଟ୍ରେନ୍
ନୂଆଦିଲ୍ଲୀ,୩।୯: ଦିଲ୍ଲୀର ପ୍ରଗତି ମଇଦାନ ନିକଟରେ ରବିବାର ଏକ ଲୋକାଲ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନ୍ଟି ହରିୟାଣା ପାଲଓ୍ବାଲରୁ ଦିଲ୍ଲୀ ଷ୍ଟେଶନକୁ ଆସୁଥିବା ବେଳେ ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିଲା। ଦୁର୍ଘଟଣା ସମୟରେ ଅନେକ ଯାତ୍ରୀ ଟ୍ରେନ୍ରେ ଥିଲେ। ହେଲେ ସମସ୍ତେ…
ମହିଳା ମାଓବାଦୀ ଏବେ ଡିଆରଜି ବାହିନୀର କମାଣ୍ଡୋ
ମାଲକାନଗିରି,୩ା୯(ନୃସିଂହ ଚରଣ ମହାନ୍ତି): ଦିନ ଥିଲା ସେ ମାଓବାଦୀ ସଂଗଠନରେ ଥିଲେ। ମାତ୍ର ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଲାଗି ପୋଲିସ ପାଖରେ ଆତ୍ମସମର୍ପଣ କରିବା ପରେ ସେ ବନି ଯାଇଛନ୍ତି ଡିଆରଜି ବାହିନୀର ଜଣେ ଶକ୍ତିଶାଳୀ ମହିଳା କମାଣ୍ଡୋ।…
ବିଟ୍ରେନ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଥର ଭାରତ ଗସ୍ତରେ ଆସିବେ ଋଷି ସୁନକ
ନୂଆଦିଲ୍ଲୀ/ଇଂଲଣ୍ଡ,୩।୯: ଜି -୨୦ ଶିଖର ସମ୍ମିଳନୀ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଦୁଇ ଦିନିଆ ଶିଖର ସମ୍ମିଳନୀ ୯ ଓ ୧୦ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ବିଶ୍ୱର ୨୦ଟି ଶକ୍ତିଶାଳୀ ଅର୍ଥନୀତି ଦେଶର ମୁଖ୍ୟମାନେ ଅଂଶଗ୍ରହଣ…
ଇରାକର କିରକୁକରେ ସଂଘର୍ଷ, ୩ ପ୍ରଦର୍ଶନକାରୀ ମୃତ
ବାଗଦାଦ,୩।୯: ଇରାକରେ ବଡ ଧରଣର ଜାତୀୟ ସଂଘର୍ଷ ହୋଇଛି। ଇରାକର ସହର କିରକୁକରେ କୁର୍ଦିଶ ଓ ଅରବ ନୀବାସିଙ୍କ ମଧ୍ୟରେ ହୋଇଥିବା ହିଂସାରେ ୩ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଛି ଏହାସହ ଅଧିକାଂଶ ଆହତ ହୋଇଛନ୍ତି। କୁର୍ଦ୍ଦ, ଆରବ ଏବଂ ତୁର୍କମେନ ଲୋକଙ୍କ…
ସଂସଦର ସ୍ବତନ୍ତ୍ର ଅଧିବେଶନରେ ଯୋଗ ଦେବେନି ସଞ୍ଜୟ…
ମୁମ୍ବାଇ,୩।୯ : ସଂସଦର ଏକ ସ୍ବତନ୍ତ୍ର ଅଧିବେଶନ ଡାକିବା ନେଇ ସରକାର ସୂଚନା ଦେଇଛନ୍ତି। ଏହା ପରେ, ଏହି ବିଷୟରେ ଆଲୋଚନାର ହେବାରେ ଲାଗିଛି। ଯେତେବେଳେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କୁ ଏ ବିଷୟରେ ପଚରାଯାଇଥିଲା ସେତେବେଳେ ସେ କହିଥିଲେ…

