କେବଳ ଆମେରିକା କି ବ୍ରିଟେନ ନୁହଁ, ଏଠାରେ ମଧ୍ୟ ୧୦୦ରୁ ୧୦୦ ଇଂରାଜୀ କୁହନ୍ତି ଲୋକେ, ଜାଣନ୍ତୁ ଭାରତରେ ରହିଛି କେତେ ପ୍ରତିଶତ…
ଯେତେବେଳେ ବି ଇଂରାଜୀ ବକ୍ତାମାନଙ୍କ କଥା ଆସେ, ସେତେବେଳେ ଅଧିକାଂଶ ଲୋକ ଭାବନ୍ତି ଆମେରିକା କିମ୍ବା ବ୍ରିଟେନର ଲୋକମାନେ ହିଁ ୧୦୦ ପ୍ରତିଶତ ଲୋକ ଇଂରାଜୀ ଜାଣିଥାନ୍ତି ଏବଂ କହିଥାନ୍ତି। ମାତ୍ର ସେମିତି ନୁହେଁ। ଆଉ ମଧ୍ୟ କିଛି ଦେଶ ରହିଛି,…
କଂଗ୍ରେସର ସ୍ବାର୍ଥ ଯୋଗୁ ପ୍ରଧାନମନ୍ତ୍ରୀ ହୋଇପାରିଲେନି ଶରଦ ପାଓ୍ବାର, ପ୍ରଣବ ମୁଖାର୍ଜୀ: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୯।୮: କଂଗ୍ରେସର କ୍ଷମତା ସ୍ବାର୍ଥ ଯୋଗୁ ପ୍ରଣବ ମୁଖାର୍ଜୀ ଏବଂ ଶରଦ ପାଓ୍ବାରଙ୍କ ପରି ବଡ ବଡ ନେତାମାନେ ପ୍ରଧାନମନ୍ତ୍ରୀ ହୋଇପାରିଲେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ଏବଂ ମହାରାଷ୍ଟ୍ରର ଏନଡିଏ ସାଂସଦଙ୍କ ସହ ଦୁଇଟି ପୃଥକ ବୈଠକ କରି…
ଭାଜପା ନେତ୍ରୀ ସାନା ଖାନ ନିଖୋଜ…
ନୂଆଦିଲ୍ଲୀ,୯।୮ : ଭାରତୀୟ ଜନତା ପାର୍ଟିର ମହିଳା ନେତା ସାନା ଖାନ ଗତ ପାଞ୍ଚ ଦିନ ହେବ ନିଖୋଜ ଥିବା ସୂଚନା ମିଳିଛି। ସାନାଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଉପରେ ମାନକପୁର ପୋଲିସ ଷ୍ଟେଶନ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ…
ବିଶ୍ୱ ଆଦିବାସୀ ଦିବସ: ଏହି ଦ୍ୱୀପରେ ରୁହନ୍ତି ଦୁନିଆର ସବୁଠାରୁ ପୁରୁଣା ଜନଜାତି
ଆଜି ବିଶ୍ୱ ଆଦିବାସୀ ଦିବସ। ମାନବ ସଭ୍ୟତାର ସଦ୍ୟତମ ବା ଅପଡେଟ୍ ଢାଞ୍ଚାରୁ ବଞ୍ଚିତ ରୁହନ୍ତି ଆଦିବାସୀ। ଏହାପରେ ବି ନିଜର ସଂସ୍କୃତି, ପରମ୍ପରାକୁ ବଜାୟ ରଖିବାକୁ ଏମାନେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖିନ ହୁଅନ୍ତି। ତେବେ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ଏପରି…
୭୩୦ ଦିନର ଶିଶୁ ଲାଳନପାଳନ ଛୁଟି ପାଇବେ ମହିଳା, ଏକୁଟିଆ ପୁରୁଷ ସରକାରୀ କର୍ମଚାରୀ: କେନ୍ଦ୍ର…
ନୂଆଦିଲ୍ଲୀ,୯।୮ : ମହିଳା ଏବଂ ଅବିବାହିତ ଏକୁଟିଆ ପୁରୁଷ ସରକାରୀ କର୍ମଚାରୀମାନେ ୭୩୦ ଦିନର ଶିଶୁ ଲାଳନପାଳନ ଛୁଟି ପାଇବାକୁ ଯୋଗ୍ୟ ବୋଲି କେନ୍ଦ୍ର ସରକାରଙ୍କ ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ବୁଧବାର କହିଛନ୍ତି। ୟୁନିଅନର ବ୍ୟାପାର ସଂପର୍କରେ ସିଭିଲ ସର୍ଭିସ…
ଦିବ୍ୟାଙ୍ଗ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ: ୧୧ ଜଣଙ୍କ ପତ୍ତା ମିଳୁନି, ୧୭ ସ୍ଥାନାନ୍ତର
ପ୍ୟାରିସ୍,୯ା୮: ଫ୍ରାନ୍ସରେ ଦିବ୍ୟାଙ୍ଗ ପାଇଁ ଥିବା ଏକ କେୟାର ସେଣ୍ଟରରେ ନିଆଁ ଲାଗିବା ପରେ ୧୧ ଜଣ ନିଖୋଜ ହୋଇଥିବା ବେଳେ ୧୭ ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ପ୍ରଶାସନ କହିଛି, ବୁଧବାର ଓ୍ବିଣ୍ଟଜେନହିମ୍ର ଏକ ଘରୋଇ କେୟାର ସେଣ୍ଟରରେ…
ପାକିସ୍ତାନ ଟ୍ରେନ୍ ଦୁର୍ଘଟଣା: ୬ ଅଧିକାରୀ ନିଲମ୍ବିତ
ଇସଲାମାବାଦ,୯ା୮: ପାକିସ୍ତାନ ଟ୍ରେନ୍ ଦୁର୍ଘଟଣା ମାମଲାରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଟ୍ରେନ୍ ଦୁର୍ଘଟଣାର ଅବହେଳା ପାଇଁ ପାକିସ୍ତାନର ରେଳ ବିଭାଗ ପକ୍ଷରୁ ବିଭାଗୀୟ ଇଞ୍ଜିନିୟର ଏବଂ ଓ୍ବାର୍କ ମ୍ୟାନେଜରଙ୍କ ସମେତ ୬ ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ପ୍ରତ୍ୟେକ ପୀଡ଼ିତଙ୍କ…
ଚାଇନା ଜାପାନର ସମ୍ବେଦନଶୀଳ ପ୍ରତିରକ୍ଷା ନେଟୱାର୍କକୁ ହ୍ୟାକ କରିଛି, ଆମେରିକୀୟ ଖବରକାଗଜ କଲା ପର୍ଦ୍ଦାଫାଶ…
ବେଜିଂ,୯।୮ : ଚାଇନା ଜାପାନର ସମ୍ବେଦନଶୀଳ ପ୍ରତିରକ୍ଷା ନେଟୱାର୍କକୁ ହ୍ୟାକ କରିଛି। ଏନେଈ ଆମେରିକୀୟ ଖବରକାଗଜ ରେ ତଥ୍ୟ ପ୍ରକାଶ ପାଇଛି। ୨୦୨୦ ଶେଷରେ ଚାଇନା ସୈନ୍ୟ ଜାପାନର ଗୁପ୍ତ ପ୍ରତିରକ୍ଷା ନେଟୱାର୍କକୁ ଅଦଳବଦଳ କରିଥିଲେ। ଆମେରିକୀୟ ଗଣମାଧ୍ୟମ ବୁଧବାର ଏହି…
କୃଷି ଓ କୃଷକର ପରିସ୍ଥିତିରେ ସୁଧାର ଆସିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ଅମରପାଲି,୯ା୮(ପୀତାମ୍ବର ସାହୁ): କୃଷକ ବିକାଶ ପରିଷଦର ଆହ୍ବାନକ୍ରମେ ସଂଯୁକ୍ତ କିଶାନ ମୋର୍ଚ୍ଚା ଓ ପଶ୍ଚିମ ଓଡ଼ିଶା କୃଷକ ସଂଗଠନବ ସମନ୍ବୟ ସମିତି ପକ୍ଷରୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଜିଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଚାଷୀମାନଙ୍କ ବିଭିନ୍ନ ଦାବି ନେଇ…
କେବଳ ସାଂସଦ କି ବିଧାୟକ ନୁହନ୍ତି ବିଚାରପତିମାନେ ମଧ୍ୟ କରନ୍ତୁ ନିଜ ସର୍ବମୋଟ ସମ୍ପତ୍ତିର ଘୋଷଣା, ସଂସଦୀୟ କମିଟିର ସୁପାରିଶ
ନୂଆଦିଲ୍ଲୀ,୯।୮: କେବଳ ସାଂସଦ କିମ୍ବା ବିଧାୟକ ନୁହନ୍ତି ବିଚାରପତିମାନେ ମଧ୍ୟ ତାଙ୍କ ବାର୍ଷିକ ଆୟ ଏବଂ ମୋଟ ସମ୍ପତ୍ତିକୁ ସର୍ବସମ୍ମୁଖରେ ଘୋଷଣା କରିବେ। ଏନେଇ ସଂସଦୀୟ ସ୍ଥାୟୀ କମିଟି ସୁପ୍ରିମକୋର୍ଟ ଏବଂ ଉଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କ ଠାରେ ଏହି ଆଇନ ଲାଗୁ…
ଗଣ ବଳାତ୍କାର ମାମଲାରେ ଇରାନରେ ୫ ଜଣଙ୍କୁ ଫାଶୀ,ଚଳିତ ବର୍ଷ ୨୮୨ ଜଣଙ୍କୁ ମୃତ୍ୟୁ ଦଣ୍ଡ…
ତେହେରାନ,୯।୮ : ଗତ ବର୍ଷ ଦେଶର ଉତ୍ତର-ପଶ୍ଚିମ ଅଞ୍ଚଳରେ ଜଣେ ମହିଳାଙ୍କୁ ଗଣ ବଳାତ୍କାର କରିଥିବା ଅଭିଯୋଗରେ ଇରାନରେ ବୁଧବାର ୫ ଜଣଙ୍କୁ ଫାଶୀ ଦିଆଯାଇଛି। ନ୍ୟାୟପାଳିକାର ମିଜାନ ଅନ୍ଲାଇନ ୱେବସାଇଟ ଘୋଷଣା କରିଛି ମେ ୨୦୨୨ ରେ ମାରାଣ୍ଡ ସହରରେ…
ଭବିଷ୍ୟତ ଦୁନିଆ ଦେଖି ବ୍ୟକ୍ତି ଛାନିଆ, ଜାଣନ୍ତୁ କ’ଣ କହିଛି କାରଣ…
ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି। କିଛି ଲୋକ ତାଙ୍କ ଜୀବନରେ ଆଗାମୀ ଘଟଣାଗୁଡ଼ିକୁ ବର୍ଣ୍ଣନା କରିବା ଆରମ୍ଭ କରନ୍ତି। କେବଳ ଗ୍ରହ ଏବଂ ନକ୍ଷତ୍ରର ଗତିବିଧି ଦ୍ୱାରା ଏଗୁଡ଼ିକ ଦେଖି…
Archives


