‘କଶ୍ମୀର ଏବେ କାହାର ନିର୍ଦ୍ଦେଶରେ ବନ୍ଧା ନୁହେଁ’, ଆର୍ଟିକଲ ୩୭୦ ହଟିବାର ୪ ବର୍ଷପୂର୍ତ୍ତି ଅବସରରେ ଏଲଜି ସିହ୍ନା କହିଲେ ରାଜ୍ୟରେ କେତେ ହୋଇଛି ବିକାଶ
ଶ୍ରୀନଗର,୫।୮: ଜମ୍ମୁ-କଶ୍ମୀରରୁ ଆର୍ଟିକଲ ୩୭୦ ବା ଅନୁଚ୍ଛେଦ ୩୭୦ ହଟିବାକୁ ୪ ବର୍ଷ ପୂରଣ ହୋଇଛି। ଏହି ଅବସରରେ କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳ ମନୋଜ ସିହ୍ନା ଶୁକ୍ରବାର କହିଛନ୍ତି ସଡ଼କରେ ହେଉଥିବା ହିଂସାରେ ହ୍ରାସ ହୋଇଛି, ଆତଙ୍କବାଦୀଙ୍କ ପକ୍ଷରୁ ଦିଆଯାଉଥିବା…
ବିଶ୍ୱକପ୍ ପୂର୍ବରୁ ଝଟ୍କା: ହଠାତ୍ ସନ୍ନ୍ୟାସ ନେଇ ଘୋଷଣା କଲେ ଏହି ବ୍ୟାଟ୍ସମ୍ୟାନ୍
ନୂଆଦିଲ୍ଲୀ,୫।୮: ଇଂଲଣ୍ଡର ତାରକା ବ୍ୟାଟ୍ସମ୍ୟାନ୍ ଆଲେକ୍ସ ହାଲ୍ସ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସେ ଏନେଇ ଶୁକ୍ରବାର ନିଜର ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ପୋଷ୍ଟ ଶେୟାର କରିଛନ୍ତି। ଗତ ବର୍ଷ ହୋଇଥିବା ଟି୨୦ ବିଶ୍ୱକପ୍ରେ ସେ ଜାତୀୟ ଦଳରେ ସାମିଲ ଥିଳେ।…
‘୧୮ ବର୍ଷ ହେଉ ନିର୍ବାଚନ ଲଢିବାର ବୟସ’ ସଂସଦୀୟ କମିଟି ଦେଲା ପ୍ରସ୍ତାବ, ଯୁବବର୍ଗ ଦେଲେ ପ୍ରତିକ୍ରିୟା
ନୂଆଦିଲ୍ଲୀ,୫।୮: ଏକ ସଂସଦୀୟ କମିଟି ଶୁକ୍ରବାର ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ସର୍ବନିମ୍ନ ବୟସ ସୀମା ହ୍ରାସ କରିବାକୁ ସୁପାରିଶ କରିଛି। ଗଣତନ୍ତ୍ରରେ ଯୋଗଦେବା ପାଇଁ ଏହା ଯୁବକମାନଙ୍କୁ ସମାନ ସୁଯୋଗ ଦେବ ବୋଲି କମିଟି କହିଛି।…
ସୋସିଆଲ ମିଡିଆ ସେଲିବ୍ରିଟିଙ୍କୁ ଭେଟିବାକୁ ନେଇ ନ୍ୟୁୟର୍କରେ ହିଂସା, ଭାଙ୍ଗିଲା ଅନେକ ଗାଡି
ଓ୍ବାଶିଂଟନ,୫।୮: ଶୁକ୍ରବାର ଆମେରିକାର ନ୍ୟୁୟର୍କ ରାସ୍ତାରେ ବିଶୃଙ୍ଖଳା ଏବଂ ଦଙ୍ଗାର ପରିବେଶ ସୃଷ୍ଟି ହୋଇଥିଲା। ବାସ୍ତବରେ, ରାସ୍ତାରେ ବହୁ ସଂଖ୍ୟାରେ ଯୁବକ ଏକତ୍ରିତ ହୋଇଥିଲେ ଏବଂ ଦେଖଉ ଦେଖୁ ସେଠାରେ ଝଗଡା ଓ ପଥର ମାଡ ଆରମ୍ଭ ହୋଇଯାଇଥିଲା। ଏଥିରେ ଅନେକ…
ରାହୁଲଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବା ପରେ, ‘ଏବେ ଟମାଟୋ ଖାଇବା ସମୟ’ ବୋଲି କେନ୍ଦ୍ରକୁ ଟାର୍ଗେଟ କରି କହିଲେ କଂଗ୍ରେସ ନେତା
ନୂଆଦିଲ୍ଲୀ,୫।୮: ମୋଦି ସରନେମ ସହ ଜଡିତ ଆପରାଧିକ ମାନହାନୀ ମାମଲାରେ ଆଶ୍ୱସ୍ତି ମିଳିବା ପରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ରାହୁଲ ଗାନ୍ଧୀଙ୍କ ଦଣ୍ଡବିଧାନ ଉପରେ ରୋକ ଲାଗିବା ପରେ କଂଗ୍ରେସ କହିଛି ଯେ ସତ୍ୟର ବିଜୟ ହୋଇଛି। ଏହି…
ଯୁଦ୍ଧ ମଧ୍ୟରେ ତୁର୍କୀ ଗସ୍ତ କରିବେ ପୁଟିନ! ଏର୍ଦୋଗନ କହିଲେ ତାରିଖ ସ୍ଥିର ହୋଇନି, ଆଶା କରାଯାଉଛି ଚଳିତ ମାସରେ ଆସିବେ
ଇସ୍ତାନବୁଲ,୫।୮: ତୁର୍କୀ ଗସ୍ତ କରିପାରନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ। ପୁଟିନଙ୍କ ଏହି ଗସ୍ତକୁ ନେଇ ରାଷ୍ଟ୍ରପତି ରେସେପ ତୈୟପ ଏର୍ଦୋଗନ କହିଛନ୍ତି ଏବେ ପର୍ଯ୍ୟନ୍ତ ପୁଟିନଙ୍କ ଗସ୍ତକୁ ନେଇ କୌଣସି ତାରିଖ ସ୍ଥିର କରାଯାଇ ନାହିଁ, ହେଲେ ଏହାକୁ ନେଇ…
ଗୋଲାପି ତାବୁତ୍ର କ୍ରେଜ୍
ୱାଶିଂଟନ: ଅନେକ ସମୟରେ ବାର୍ବିକୁ ନେଇ ଲୋକଙ୍କ ମଧ୍ୟରେ ଅନେକ କ୍ରେଜ ଦେଖିବାକୁ ମିଳିଥାଏ। କିଛି ଲୋକ ବାର୍ବି ଥିମ୍କୁ ନେଇ ନିଜ ଘରକୁ ସଜାଇଥିବା ଦେଖିବାକୁ ମିଳିଛି। ନିକଟରେ ଫିଲ୍ମ ‘ବାର୍ବି’ ରିଲିଜ୍ ହେବାରୁ ଏହାର କ୍ରେଜ୍ ଅଧିକ ବଢ଼ିଯାଇଛି।…
ସିଗାରେଟ୍ରେ ରହିବ ସ୍ବାସ୍ଥ୍ୟ ସତର୍କତା
ଅଟାୱା: ସିଗାରେଟ୍ ସହିତ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ଶରୀର ପାଇଁ ହାନିକାରକ ହୋଇଥାଏ। ତାହା ଜାଣି ମଧ୍ୟ ଲୋକେ ତାକୁ ଆରାମରେ ଖାଇଥାନ୍ତି। ତେବେ ଏହାର ପ୍ରତିକାର ପାଇଁ କାନାଡ଼ା ଏକ ପ୍ରୟାସ ଆରମ୍ଭ କରିଛି। ସିଗାରେଟ୍ ଉପରେ ସ୍ବାସ୍ଥ୍ୟ ଚେତାବନୀ…
କଟକରେ ଟିଭିଏସ୍ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର,୫।୮: ଦେଶର ପ୍ରମୁଖ ୨ ଚକିଆ ଯାନ ନିର୍ମାଣକାରୀ କମ୍ପାନୀ ଟିଭିଏସ୍ ମୋଟର କମ୍ପାନୀ ଲିମିଟେଡ୍ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ଶୁକ୍ରବାର କଟକର ବାଦାମବାଡ଼ିଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଟିଭିଏସ୍ ମୋଟର କମ୍ପାନୀ ଲିମିଟେଡ୍ର ସ୍ବୀକୃତିପ୍ରାପ୍ତ ଡିଲରଲକ୍ଷ୍ମୀ ଟିଭିଏସ୍ ଆନୁକୂଲ୍ୟରେ…
ଆପୋଲୋରେ ଜାତୀୟ ଅସ୍ଥି-ଗଣ୍ଠି ଦିବସ
ଭୁବନେଶ୍ୱର,୫।୮: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଆପୋଲୋ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଜାତୀୟ ଅସ୍ଥି ଏବଂ ଗଣ୍ଠି ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସଡ଼କ ଦୁର୍ଘଟଣା ଏବଂ ନିରାପତ୍ତା ସହ ଦୁର୍ଘଟଣାସ୍ଥଳରେ ମୌଳିକ ଲାଇଫ ସପୋର୍ଟ ପ୍ରଶିକ୍ଷଣ ଆଦି ସମ୍ପର୍କରେ…
ସୋନାଲିକାର ୧୦,୬୮୩ ଟ୍ରାକ୍ଟର ବିକ୍ରି
ଭୁବନେଶ୍ୱର,୫।୮: ଭାରତର ୧ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍ ସୋନାଲିକା ଟ୍ରାକ୍ଟର ଚଳିତ ଆର୍ଥିକ ବର୍ଷର ୪ର୍ଥ ମାସରେ ମଧ୍ୟ ୫୦,୦୦୦ ଟ୍ରାକ୍ଟର ବିକ୍ରି ଅତିକ୍ରମ କରିଛି। ୨୦୨୩ ଜୁଲାଇରେ କମ୍ପାନୀର ମୋଟ ୧୦,୬୮୩ ଟ୍ରାକ୍ଟର ବିକ୍ରି ହୋଇଛି; ଯେଉଁଥିରେ ୧୪%…
ରେକର୍ଡ ପରିମାଣର ସୁନା କ୍ରୟ
ଭୁବନେଶ୍ୱର,୫।୮(ଅଭୟ ଦାଶ): ଗତ କିଛି ମାସ ହେବ ବିଶ୍ୱ ସୁନା ବଜାର ଓ ବଜାର କାରବାରରେ ଅନ୍ତର ସୃଷ୍ଟି ହୋଇଛି। ବିଶେଷକରି ବିଶ୍ୱ ବଜାରରେ ସୁନା କ୍ରୟର ଚାହିଦା ରହିଥିବାବେଳେ ଘରୋଇ ବଜାରଗୁଡିକରେ ସୁନାର ଚାହିଦା ସେହି ପରିମାଣରେ କାରବାର ହୋଇପାରିନାହିଁ…
Archives


