Home

ଶୀଘ୍ର ନାଇଜର ଛାଡିବାକୁ ଭାରତୀୟଙ୍କୁ ପରାମର୍ଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୧।୮: ତୁରନ୍ତ ନାଇଜର ଛାଡିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର। ଭାରତର ବୈଦେଶିକ ମନ୍ତ୍ରଣାଳୟ ନାଇଜରରେ ଚାଲିଥିବା ସଙ୍କଟକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। #WATCH | MEA spokesperson Arindam Bagchi says, “Government of…

ଏସିଆ କପ୍ ପୂର୍ବରୁ ବାଲାଂଦେଶକୁ ମିଳିଲା ନୂଆ ଅଧିନାୟକ, ଏହି ଧୂରନ୍ଧର ନେବେ ନେତୃତ୍ବ

ନୂଆଦିଲ୍ଲୀ, ୧୧। ୮: ଆଇସିସି ଦିନିକିଆ ବିଶ୍ବକପକୁ ଆଉ ଦୁଇ ମାସରୁ କମ୍ ସମୟ ବାକି। ହେଲେ ଏହା ପୂର୍ବରୁ ଏସିଆ କପ୍ ଖେଳାଯିବ। ଅଗଷ୍ଟ ୩୧ରୁ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଏହା ଅନୁଷ୍ଠିତ ହେବ। ତେବେ ଏହି ଦୁଇ ଟୁର୍ନାମେଣ୍ଟ…

ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ ଉପରେ ରୋକ ଲଗାଇଲେ ହାଇକୋର୍ଟ, ଶନିବାର ହୋଇଥାନ୍ତା ଭୋଟିଂ

ଚଣ୍ଡିଗଡ, ୧୧। ୮: ପଞ୍ଜାବ-ହରିୟାଣା ହାଇକୋର୍ଟ ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ ଉପରେ ରୋକ ଲଗାଇଛନ୍ତି। ଶନିବାର ଅର୍ଥାତ୍ ଅଗଷ୍ଟ ୧୨ରେ ନିର୍ବାଚନ ହେବାକୁ ଥିବା ବେଳେ ଆଗାମୀ ଆଦେଶ ପର୍ଯ୍ୟନ୍ତ ନିର୍ବାଚନ ଉପରେ ରୋକ ଲଗାଯାଇଛି। ସଂଘର ୧୫ ପଦ…

ତିନି ବର୍ଷରେ ୭୫ପ୍ରତିଶତ ଅଭିଯୋଗ ସମାଧାନ କରିପାରିନି ଜାତୀୟ ମହିଳା କମିଶନ

ନୂଆଦିଲ୍ଲୀ,୧୧।୮: ତିନି ବର୍ଷ ଧରି ଦାଖଲ ହୋଇଥିବା ରିପୋର୍ଟରୁ ୭୫ପ୍ରତିଶତ ଅଭିଯୋଗ ସମାଧାନ କରିପାରିନି ଜାତୀୟ ମହିଳା କମିଶନ। ଏନେଇ ରିପୋର୍ଟ ପ୍ରକାଶ କରିଛି ସଂସଦୀୟ କମିଟି। ୨୦୧୯ ରୁ ୨୦୨୨ ମଧ୍ୟରେ ଜାତୀୟ ମହିଳା କମିଶନ (ଏନସିଡବ୍ଲୁ)ର ଅଣ-ରେସିଡେଣ୍ଟ ଇଣ୍ଡିଆନ…

ସେନାଙ୍କ ସମର୍ଥନ ବିନା ଚାଲି ପାରିବ ନାହିଁ ସରକାର: ଶେହବାଜ ଶରିଫ

ଇସଲାମାବାଦ,୧୧।୮: ଶାସନ କ୍ଷମତାରେ ନ ଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ସ୍ବୀକାର କରିଛନ୍ତି ଯେ ତାଙ୍କ ସରକାର ଏକ ଶକ୍ତିଶାଳୀ ସୈନ୍ୟବାହିନୀର ସମର୍ଥନ ବିନା ଚାଲିପାରିବ ନାହିଁ। ଶରିଫଙ୍କ ବୟାନରେ ରାଜନୈତିକ ସଙ୍କଟରେ ଥିବା ଦେଶର ରାଜନୀତିରେ ସେନାର ଗୁରୁତ୍ୱପୂର୍ଣ୍ଣ…

ବିଶ୍ବକପରେ ଭାରତ-ପାକିସ୍ତାନ ମୁକାବିଲାକୁ ନୂଆ ନାମ ଦେଲେ ରୋହିତ୍

ନୂଆଦିଲ୍ଲୀ,୧୧। ୮: ଅକ୍ଟୋବର ୫ରୁ ଭାରତରେ କ୍ରିକେଟ ବିଶ୍ବକପ୍ ଖେଳାଯିବ। ଅର୍ଥାତ୍ ଏହି ଟୁର୍ଣ୍ଣାମେଣ୍ଟକୁ ଆଉ ୫୦ ଦିନ ବାକି। ଏହାର ପ୍ରଥମ ମ୍ୟାଚ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ହେଲେ ପ୍ରଶଂସକ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୧୪ର ମୁକାବିଲାକୁ…

ମୌସୁମୀ ଅଧିବେଶନ ୨୦୨୩: ୪୪ଘଣ୍ଟା ୧୫ମିନିଟ ଚାଲିପାରିଛି ଗୃହକାର୍ଯ୍ୟ

ନୂଆଦିଲ୍ଲୀ,୧୧।୭: ଶେଷ ହୋଇଛି ଚଳିତ ବର୍ଷର ମୌସୁମୀ ଅଧିବଶେନ। ଲୋକସଭା ବାଚସ୍ପତି ଓମ ବିର୍ଲା ଶୁକ୍ରବାର ଅଧିବେଶନର ଶେଷ ଦିନରେ ନିଜର ଅଭିଭାଷଣ ଗୃହରେ ରଖିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସବୁ ଦଳର ନେତା ତଥା ସାଂସଦମାନଙ୍କୁ ଅଧିବେଶନରେ ସହଯୋଗ…

ନ୍ୟୁଜ କ୍ଲିକ୍‌ ଷ୍ଟୁଡିଓକୁ ନୋଟିସ ଜାରି କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୧୧।୮: ଦିଲ୍ଲୀ ହାଇକୋର୍ଟ ନ୍ୟୁଜ ପୋର୍ଟାଲ ‘ନ୍ୟୁଜ କ୍ଲିକ’ର ମାଲିକ ପିପିକେ ନ୍ୟୁଜ କ୍ଲିକ ଷ୍ଟୁଡିଓ ପ୍ରାଇଭେଟ ଲିମିଟେଡ ତଥା ଏହାର ନିର୍ଦ୍ଦେଶକ ପ୍ରବୀର ପୁରକାୟାଙ୍କୁ ନୋଟିସ ଜାରି କରିଛି। କୋର୍ଟ ଇଡିର ଏକ ଯାଚିକା ଦ୍ୱାରା ନୋଟିସ ଜାରି କରିଛି।…

ଟିମ୍ ଇଣ୍ଡିଆରେ ମିଳିଲାନି ସୁଯୋଗ, ଧାଓ୍ବନ କହିଲେ…

ନୂଆଦିଲ୍ଲୀ, ୧୧। ୮: ବିସିସିଆଇ ପକ୍ଷରୁ ସେପ୍ଟେମ୍ବର-ଅକ୍ଟୋବରରେ ହେବାକୁ ଥିବା ଏସିଆନ୍ ଗେମ୍ସ ଲାଗି ଦଳ ଘୋଷଣା କରାଯାଇଛି। ଏଥିରେ ବରିଷ୍ଠ ଖେଳାଳି ଶିଖର ଧାଓ୍ବନ ଙ୍କୁ ନେତୃତ୍ବ ମିଳିବା ନେଇ କଳ୍ପନା ଜଳ୍ପନା କରାଯାଉଥିଲେ ହେଁ ତାଙ୍କୁ ବାଦ୍ ଦିଆଯାଇଛି।…

ସୁପ୍ରିମକୋର୍ଟରୁ ଆଶ୍ୱସ୍ତି, ୧୭ ମାସ ପରେ ଜେଲରୁ ବାହାରିଲେ ନଓ୍ବାବ ମଲିକ

ନୂଆଦିଲ୍ଲୀ,୧୧।୮: ଶୁକ୍ରବାର ସୁପ୍ରିମକୋର୍ଟ ଅର୍ଥ ହେରଫେର ମାମଲାରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନଓ୍ବାବ ମଲିକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଚିକିତ୍ସା ଆଧାରରେ ସୁପ୍ରିମକୋର୍ଟ ତାଙ୍କୁ ଦୁଇ ମାସ ପାଇଁ ଜାମିନ୍‌ ପ୍ରଦାନ କରିଛନ୍ତି। ଇଡି ପକ୍ଷରୁ ହାଜର ହୋଇଥିବା ସଲିସିଟର…

ନିଜାମାବାଦରୁ ଲୋକସଭା ନିର୍ବାଚନ ଲଢିବେ କେସିଆରଙ୍କ ଝିଅ

ହାଇଦ୍ରାବାଦ,୧୧।୮: ନିଜାମାବାଦରୁ ଲୋକସଭା ନିର୍ବାଚନ ଲଢିବେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା କେ କବିତା। ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଝିଅ କବିତା ପୂର୍ବରୁ ଏହି ନିର୍ବାଚନମଣ୍ଡଳୀରୁ ଲଢିଥିଲେ। କିନ୍ତୁ ଭାଜପା ସାଂସଦ ଡି ଅରବିନ୍ଦଙ୍କ ଠାରୁ ହାରିଯାଇଥିଲେ। ତେବେ…

ମଣିପୁର ହିଂସା: ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ କହିଲେ ପାର୍ଲାମେଣ୍ଟରେ ୨ ଘଣ୍ଟା ଉପହାସ କଲେ, ସେନା ୨ ଦିନରେ ପରିସ୍ଥିତିକୁ ସମ୍ଭାଳି ପାରିଥାଆନ୍ତେ

ନୂଆଦିଲ୍ଲୀ,୧୧।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଏକ ପ୍ରେସ କନଫରେନ୍ସର ଆୟୋଜନ କରିଛନ୍ତି। ସେ କହିଛନ୍ତିି ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟରେ ୨ ଘଣ୍ଟା ୧୩ ମିନିଟ ପର୍ଯ୍ୟନ୍ତ ଭାଷଣ ଦେଲେ, ଯାହାର ଶେଷରେ ୨ ମିନିଟ ମଣିପୁର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri