Home

ମାଲାମାଲ ହେଲା ବିସିସିଆଇ

ନୂଆଦିଲ୍ଲୀ,୧୧।୮: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ହେଉଛି ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ଏବଂ ଆୟ କ୍ଷେତ୍ରରେ ଏହା ପୁଣିଥରେ ନିଜର ପ୍ରାଧାନ୍ୟ ପ୍ରଦର୍ଶନ କରିଛି। ବିସିସିଆଇ୨୦୧୮-୨୦୨୨ ଆର୍ଥିକ ବର୍ଷ ମଧ୍ୟରେ, ବିସିସିଆଇ ୨୭,୪୧୧…

ଆଇପିସି, ସିଆରପିସି ସଂଶୋଧନ ବିଲ୍‌ ଲୋକସଭାରେ ଆଗତ

ନୂଆଦିଲ୍ଲୀ,୧୧।୮: ମଣିପୁର ହିଂସାକୁ ନେଇ ଗୃହରେ ଉତ୍ତେଜନା ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ଶୁକ୍ରବାର ଶେଷ ହେବାକୁ ଯାଉଛି। ଆଜି ବି ଗୃହରେ ହଟ୍ଟଗୋଳ ଦେଖାଦେଇଛି। ଏସବୁ ଭିତରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକ ସଭାରେ ଇଣ୍ଡିଆନ୍‌ ପେନାଲ…

ବିରୋଧୀ ମେଣ୍ଟର ନାଁ ‘ଇଣ୍ଡିଆ’ ରଖିବାକୁ ନେଇ ଦାଖଲ ହୋଇଥିବା ଆବେଦନ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧।୮: ବିରୋଧୀ ମେଣ୍ଟର ନାଁ ‘ଇଣ୍ଡିଆ’ ରଖିବାକୁ ନେଇ ଦାଖଲ ହୋଇଥିବା ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏଭଳି ମାମଲା ନିର୍ବାଚନ ଆୟୋଗରେ ରଖାଯିବା ଉଚିତ ବୋଲି କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାର ସିଧାସଳଖ ଶୁଣାଣି…

ପରଦାରେ ଅକ୍ଷୟ-ସନ୍ନି ଲଢ଼େଇ

ବମ୍ବେ: ରିଲିଜ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ଓଏମ୍‌ଜି-୨’। ଅଭିନେତା ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀଙ୍କ ଯୋଡ଼ିକୁ ବହୁତ ପସନ୍ଦ କରାଯାଉଛି। ପୂର୍ବରୁ ଫିଲ୍ମକୁ ନେଇ ବିବାଦ ଦେଖାଯାଇଥିଲେ ହେଁ ଦର୍ଶକ ଏହାକୁ ‘ମାଷ୍ଟରପିସ୍‌’ ବୋଲି କହୁଛନ୍ତି। ଓଏମ୍‌ଜି-୨ ସହ ଗଦର-୨…

ଜୋତା ଆକୃତିର ଘର, ହନିମୁନ୍‌ ମନାଇବା ପାଇଁ ଏଠାକୁ ଆସିଥାନ୍ତି ନବଦମ୍ପତି, କାରଣ ଜାଣିଲେ…

ଆପଣ ନିଶ୍ଚିତ ଭାବେ ଦୁନିଆର ଅନେକ ଅଦ୍ଭୁତ ଅଟ୍ଟାଳିକା ଦେଖିଥିବେ। ଚାଇନାର ଜଣେ ବ୍ୟକ୍ତି ତାଙ୍କ ଘରକୁ ଜଳପ୍ରପାତରେ ପରିଣତ କରିଥିବା ବେଳେ ପର୍ତ୍ତୁଗାଲରେ ଜଣେ ବୁଲେଟ ପ୍ରୁଫ ଓ୍ବିଣ୍ଡୋ ତିଆରି କରିଛନ୍ତି। କବାଟ ଇସ୍ପାତର, ଯାହାକୁ ଭାଙ୍ଗି ସହଜରେ ଭିତରକୁ…

ଇସିଙ୍କ ନିଯୁକ୍ତି ପ୍ରକ୍ରିୟା ଉପରେ ଉଠିଲା ବିବାଦ: ଆଡଭାନୀଙ୍କ ୧୧ ବର୍ଷ ପୁରୁଣାପତ୍ର ଦେଖାଇଲା କଂଗ୍ରେସ

ନୂଆଦିଲ୍ଲୀ,୧୧।୮: ଦେଶର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଙ୍କ ନିଯୁକ୍ତି ପ୍ରକ୍ରିୟାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଭୂମିକା ରଦ୍ଦ କରିବାକୁ ବିରୋଧୀମାନେ କ୍ରମାଗତ ଭାବରେ ଦାବି କରିଆସୁଛନ୍ତି। ଏହି ସମୟରେ, କଂଗ୍ରେସର ସାଧାରଣ ସଂପାଦକ ଜୟରାମ ରମେଶ ଶୁକ୍ରବାର ଭାଜପାର ତତ୍କାଳୀନ…

ଶିଖ କର୍ମୀଙ୍କୁ ଦାଢି ରଖିବାକୁ ବାରଣ କରିଥିଲା ପୋଲିସ, ବାଇଡେନ ସରକାର ସାମ୍ନାରେ ଅସନ୍ତୋଷ ବ୍ୟକ୍ତ କଲା ଭାରତୀୟ ଦୂତାବାସ

ଓ୍ବାଶିଂଟନ,୧୧।୮: ଆମେରିକାର ନ୍ୟୁୟର୍କରେ ଜଣେ ଶିଖ ପୋଲିସ ଦାଢି ରଖିବାକୁ ବାରଣ କରିବା ପରେ ବିବାଦ ଲାଗି ରହିଛି। ଯାହା ଉପରେ ୱାଶିଂଟନରେ ଥିବା ଭାରତୀୟ ଦୂତାବାସ ଆପତ୍ତି ଉଠାଇଛି। ଆମେରିକାର ସାଂସଦମାନେ ମଧ୍ୟ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ…

ଏବେ ପାସଓ୍ବାର୍ଡ ବିନା କରନ୍ତୁ ୫୦୦ ଟଙ୍କା ଯାଏ ଡିଜିଟାଲ ପେମେଣ୍ଟ

ନୂଆଦିଲ୍ଲୀ,୧୧।୮: ଏଣିକି ୟୁପିଆଇରୁ ୫୦୦ ଟଙ୍କା ଯାଏର ନେଣଦେଣ ଲାଗି ପାସଓ୍ବାର୍ଡ ଦେବାର ଆବଶ୍ୟକତା ପଡ଼ିବ ନାହିଁ। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୟୁପିଆଇ ଲାଇଟ୍‌ ଲାଗି ବିନା ପାସଓ୍ବାର୍ଡ କାରବାର ସୀମାକୁ ୨୦୦ରୁ ୫୦୦ ଟଙ୍କାକୁ ବୃଦ୍ଧି କରିଛି ବୋଲି…

ସାବଧାନ! ଆପଣଙ୍କ ପିଲା ଖାଉନାହାନ୍ତି ତ ଏହି ଚକୋଲେଟ୍‌, ହୋଇପାରେ ଏହି ଅଦ୍ଭୁତ ରୋଗ

ବେଙ୍ଗାଲୁରୁ,୧୧ା୮: କର୍ନାଟକର ରାଇଚୁର ପରେ ଏବେ ମାଙ୍ଗାଲୁରୁରେ ଚକୋଲେଟ୍‌ରେ ଡ୍ରଗ୍ସ ବିକ୍ରି ମାମଲା ସାମ୍ନାକୁ ଆସିଛି। ଏହି ଘଟଣା ଯେତେବେଳେ ସାମ୍ନାକୁ ଆସିଥିଲା ସେତେବେଳେ ଜଣାପଡ଼ିଥିଲା ଯେ, ପିଲାମାନେ ଏହି ପ୍ରକାର ଚକୋଲେଟକୁ ବହୁତ ଭଲ ପାଆନ୍ତି ଏବଂ ମାତାପିତାଙ୍କ ନିକଟରେ…

ଭାରତ ସାମ୍ନାରେ ମୁଣ୍ଡ ନୁଆଇଁଲା ବ୍ରିଟେନ, ‘ଖଲିସ୍ତାନ ସମର୍ଥକ ଉଗ୍ରବାଦ’ ପାଇଁ ୯୫ ହଜାର ପାଉଣ୍ଡ ଫଣ୍ଡିଂ ଘୋଷଣା

ଲଣ୍ଡନ,୧୧।୮: ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରୀ ଟମ ତୁଗେଂଦହାଟ ‘ଖଲିସ୍ତାନ ସମର୍ଥକ ଉଗ୍ରବାଦ’ର ମୁକାବିଲା ପାଇଁ ବ୍ରିଟେନର କ୍ଷମତା ବଢାଇବାକୁ ୯୫,୦୦୦ ପାଉଣ୍ଡ(ପ୍ରାୟ ଏକ କୋଟି ଟଙ୍କା)ନୂଆ ଫଣ୍ଡିଂ ଘୋଷଣା କରିଛନ୍ତି।ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଭାରତ ଗସ୍ତରେ ଆସିଥିବା ତୁଗେଣ୍ଡହାଟଙ୍କ ତିନି…

ଅପରେଶନ ଟେବୁଲରେ ଚାଲିଗଲା ରୋଗୀଙ୍କ ଜୀବନ, ହସ୍ପିଟାଲରେ ଉତ୍ତେଜନା

ଭଦ୍ରକ,୧୧ା୮(ସନାତନ ରାଉତ): ଭଦ୍ରକ ସାଳନ୍ଦୀ ହସ୍ପିଟାଲରେ ଅପରେଶନ ଟେବୁଲରେ ରୋଗୀଙ୍କ ମୃତ୍ୟୁ ହୋଇଥିବାରୁ ଉତ୍ତେଜନା ଦେଖାଦେଇଛି। ସୂଚନାନୁଯାୟୀ, ଭଦ୍ରକ ଜିଲା ଧୂଷୁରୀ ଥାନା ଅଧିନସ୍ଥ କଟସାହି ପଞ୍ଚାୟତର ଗୁହାଳିପାଳ ଗ୍ରାମର ବସନ୍ତ ପାତ୍ରଙ୍କ ସ୍ତ୍ରୀ ସଞ୍ଜୁଲତା ଟ୍ୟୁମର ଅପରେଶନ ପାଇଁ ଗତ…

ରାହୁଲଙ୍କ ପାଖରେ ଝିଅଙ୍କ ଅଭାବ ନାହିଁ, ସେ ୫୦ ବର୍ଷର ବୃଦ୍ଧାଙ୍କୁ ଫ୍ଲାଇଂ କିସ୍‌ କାହିଁକି ଦେବେ? ଏପରି କହି…

ନୂଆଦିଲ୍ଲୀ,୧୧।୮: ଲୋକ ସଭାରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧିଙ୍କ ଫ୍ଲାଇଂ କିସ୍‌କୁ ନେଇ ନୂଆ ବିବାଦ ଦେଖାଦେଇଛି। ରାହୁଲଙ୍କ ପାଖରେ ଝିଅମାନଙ୍କ ଅଭାବ ନାହିଁ । ଏଣୁ ସେ ୫୦ ବର୍ଷର ବୃଦ୍ଧା ମହିଳାଙ୍କୁ ଏଭଳି ଚୁମ୍ବନ କାହିଁକି ଦେବେ ବୋଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri