ବଦଳିବ ଆଦିବସୀ ଭୋଟର ସମୀକରଣ, କଂଗ୍ରେସରୁ ଇସ୍ତଫା ଦେଲେ ଅରବିନ୍ଦ ନେତମ
ନୂଆଦିଲ୍ଲୀ,୧୧।୮: କଂଗ୍ରେସରୁ ଇସ୍ତଫା ଦେଲେ ଅରବିନ୍ଦ ନେତମ। ଛତିଶଗଡରେ ଆଦିବସୀ ସମ୍ପଦ୍ରାୟର ଭୋଟବ୍ୟାଙ୍କ କୁହାଯାଉଥିବା ସେ ଲୋକସଭା ନିର୍ବାଚନରେ ଆଦିବସୀ ଆସନରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ନେତମଙ୍କ ଇସ୍ତଫା କଂଗ୍ରେସକୁ ଝଟକା ଦେଇଛି। ଏଥିସହ ତାଙ୍କର ଏହି ନିଷ୍ପତ୍ତି…
ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ପିପୁଲ୍ସ ଚଏସ ଆୱାର୍ଡରେ ସମ୍ମାନିତ ହେଲା ‘ପଠାନ’
ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ପଠାନ’ର କଲେକ୍ସନ ରେକର୍ଡ ଛୁଇଁଛି। କେବଳ ଦେଶରେ ନୁହେଁ, ‘ପଠାନ’ର ଯାଦୁ ସାରା ବିଶ୍ୱରେ ଛାଇ ଯାଇଛି। ମେଲବର୍ନର ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ ପଠାନର ସ୍ବତନ୍ତ୍ର ସ୍କ୍ରିନିଂ କରାଯାଇଥିଲା।…
ସୁପ୍ରିମକୋର୍ଟରୁ ପାକିସ୍ତାନ ସରକାରଙ୍କୁ ଝଟକା, ମଉଳିଲା ନଓ୍ବାଜଙ୍କ ନିର୍ବାଚନ ଲଢିବା ଆଶା
ଇସଲାମବାଦ,୧୧।୮: ପାକିସ୍ତାନ ସୁପ୍ରିମକୋର୍ଟଙ୍କ ରାୟରେ ଶେହବାଜ ସରିଫ୍ ସରକାରଙ୍କୁ ଲାଗିଛି ଝଟକା। ଶୁକ୍ରବାର କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ପାକିସ୍ତାନ ସର୍ବୋଚ୍ଚ ଅଦାଲତ ନିଷ୍ପତ୍ତି ଏବଂ ଆଦେଶ ସମୀକ୍ଷା ଅଧିନିୟମ, ୨୦୨୩ ସଂପୂର୍ଣ୍ଣ ଭାବରେ ‘ଅସମ୍ବିଧାନିକ’ ବୋଲି କହିଛନ୍ତି। ସୂଚନାଯୋଗ୍ୟ,…
ଚାଇନାରେ ବନ୍ୟା ବିଭୀଷିକା: ୨୯ମୃତ, ୧୭ଲକ୍ଷ ଲୋକ ସ୍ଥାନାନ୍ତର
ବେଜିଂ,୧୧।୮: ଚାଇନାର ହେବେଇରେ ଭୀଷଣ ବନ୍ୟା ପରିସ୍ଥିତି ଦେଖା ଦେଇଛି। ପ୍ରବଳ ବନ୍ୟାରେ ୨୯ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୬ଜଣ ନିଖୋଜ ଅଛନ୍ତି। ଚାଇନାର ସରକାରୀ ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ଏହି ସୂଚନା ଦେଇଛି। ରିପୋର୍ଟ ଅନୁଯାୟୀ, ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଚାଇନାର…
ପିଆଜ ଦରର ଲଗାମ କଷିବାକୁ ସରକାର ନେଲେ ବଡ ପଦକ୍ଷେପ…
ନୂଆଦିଲ୍ଲୀ,୧୧।୮: ଟମାଟୋ ପରେ ଏବେ ପିଆଜ ଦର ହୁ ହୁ ହୋଇ ବଢିବାରେ ଲାଗିଛି। ତେବେ ପିଆଜ ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ଉପଭୋକ୍ତା ବ୍ୟାପାର ବିଭାଗ ୩ ଲକ୍ଷ ମେଟ୍ରିକ ଟନ୍ ପିଆଜକୁ ବଫର ଷ୍ଟକ ଜାରି କରିବାକୁ ନିଷ୍ପତ୍ତି…
ମିଶନ ଗଗନୟାନ: ଡ୍ରାଗ ପାରାଚ୍ୟୁଟକୁ ସଫଳତାର ସହ ପରୀକ୍ଷଣ କଲା ଇସ୍ରୋ
ବେଙ୍ଗାଲୁରୁ,୧୧।୮: ଗଗନୟାନ ପାଇଁ ଜୋରଦାର ପ୍ରସ୍ତୁତି ଜାରି ରଖିଛି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)। ଇସ୍ରୋ ଶୁକ୍ରବାର ଏହି ପ୍ରସ୍ତୁତିରେ ଆଉ ପାଦେ ଆଗକୁ ବଢିଛି। ଡ୍ରାଗ ପାରାଚ୍ୟୁଟକୁ ସଫଳତାର ସହ ପରୀକ୍ଷଣ କରିଛି। ମାନବ ମହାକାଶ ଉଡ଼ାଣ ମିଶନରେ…
ବଦଳି ହେଲେ ଗୁଜୁରାଟ ହାଇକୋର୍ଟର ଜଷ୍ଟିସ ହେମନ୍ତ ଏମ ପ୍ରଚାକ; ମାନହାନି ମାମଲାରେ ରାହୁଲଙ୍କ ଆବେଦନକୁ କରିଥିଲେ ଖାରଜ
ନୂଆଦିଲ୍ଲୀ,୧୧।୮: ଦେଶର ବିଭିନ୍ନ ହାଇକୋର୍ଟର ୨୩ଜଣ ବିଚାରପତିଙ୍କୁ ବଦଳି କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ। ଯେଉଁ ବିଚାରପତମାନିଙ୍କୁ ବଦଳି କରାଯାଇଛି ସେମାନଙ୍କ ମଧ୍ୟରେ ଗୁଜୁରାଟ ହାଇକୋର୍ଟର ଜଷ୍ଟିସ ହେମନ୍ତ ଏମ ପ୍ରଚାକଙ୍କ ନାମ ମଧ୍ୟ ସାମିଲ ଅଛିି। ଜଷ୍ଟିସ ହେମନ୍ତ ମୋଦି ସାଙ୍ଗିଆ…
ଅସୁବିଧାରେ ପଡ଼ି କରଜ କରିଛନ୍ତି କି? ଜାଣନ୍ତୁ ଶୀଘ୍ର ମୁକ୍ତ ହେବେ କିପରି
ବେଳେବେଳେ ଅସୁବିଧାରେ ପଡିଲେ, ମଣିଷ କରଜ କରିବାକୁ ବାଧ୍ୟ ହୋଇଥାଏ। କିନ୍ତୁ ଏହାକୁ ଠିକ୍ ସମୟରେ ସୁଝିଦେଲେ ମନକୁ ଶାନ୍ତି ମିଳିଥାଏ ନଚେତ୍ ଏହା ବୋଝ ଭଳି ଲାଗିଥାଏ। ହେଲେ ଏମିତି ବି କିଛି ବାସ୍ତୁଟିପ୍ସ ରହିଛି, ଯାହାକୁ ମାନିଲେ କରଜରୁ…
ଚାକିରି-ବ୍ୟବସାୟରେ ସଫଳ ହେବାକୁ ଚାହାନ୍ତି କି? ଆପଣାନ୍ତୁ ଚାଣକ୍ୟଙ୍କ ଏହି ୪ ନୀତି…
ମନୁଷ୍ୟ ଜୀବନକୁ ସରଳ କରିବାକୁ ନେଇ ‘ଚାଣକ୍ୟ ନୀତି’ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି କାରଣରୁ ଆଜି ବି ଲୋକେ ଏହାକୁ ଅଧ୍ୟୟନ କରିବା ସହ ଦିଆଯାଇଥିବା ପରାମର୍ଶ ଏବଂ ପ୍ରତିକାରକୁ ନିଜ ଜୀବନରେ କାର୍ଯ୍ୟକାରୀ କରିଥାନ୍ତି। ଏହି କ୍ରମରେ…
ଲୁଣ ମାରିବା କର୍ମଚାରୀଙ୍କ ସମସ୍ୟା ବଢାଉଛି ତାପମାତ୍ରା ବୃଦ୍ଧି, ଦେଖାଗଲାଣି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା
ନୂଆଦିଲ୍ଲୀ,୧୧।୮: ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ବିଶ୍ୱର ଗମ୍ଭୀର ସମସ୍ୟା ହୋଇ ଉଭା ହୋଇଛି। ଗ୍ଲୋବାଲ ଓ୍ବାର୍ମିଂ ଏବେ ଗ୍ଲୋବାଲ ବଏଲିଂର ରୂପ ନେଇଛି। ତାପମାତ୍ରା ବଢିବା ହେତୁ ତାମିଲନାଡୁର ଲୁଣ ମାରିବା କର୍ମଚାରୀଙ୍କ ବୃତ୍ତିଗତ ତଥା ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଛି। ଶ୍ରୀ…
‘ନମସ୍କାର! ମୁଁ ନିଲମ୍ବିତ ଏମପି ରାଘବ ଚଢା’, ଏଏପି ନେତାଙ୍କ ପ୍ରଥମ ପ୍ରତିକ୍ରିୟା
ନୂଆଦିଲ୍ଲୀ,୧୧।୮: ଆମ ଆଦମୀ ପାର୍ଟି(ଏଏପି) ନେତା ତଥା ରାଜ୍ୟ ସଭା ଏମପି ରାଘବ ଚଢା ନିଲମ୍ବିତ ହେବା ପରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ରାଘବ ଏକ ଭିଡିଓ ଜାରି କରି ପ୍ରଶ୍ନ କରିଛନ୍ତି ଯେ ମୋର ଭୁଲ କ’ଣ,…
ମାନସିକ ସନ୍ତୁଳନ ହରାଇ ସାରିଛନ୍ତି ରାହୁଲ: ପ୍ରହ୍ଲାଦ ଯୋଶୀ
ନୂଆଦିଲ୍ଲୀ,୧୧।୮: ଅନାସ୍ଥା ପ୍ରସ୍ତାବରେ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ମଣିପୁର କମ୍ କିନ୍ତୁ ବିରୋଧୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ତେବେ ୨ଘଣ୍ଟା ୧୩ମିନିଟର ଭାଷଣକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ଏହାପରେ ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ…
Archives


