Home

ରୁଷିଆଠାରୁ ପ୍ରତି ସେ.ମି. ଭୂମି ଫେରାଇ ଆଣିବୁ

କିଭ୍‌,୭ା୯: ୟୁକ୍ରେନ୍‌ର ନୂଆ ପ୍ରତିରକ୍ଷା ମନ୍ତ୍ରୀ ରୁସ୍ତମ୍‌ ଉମେରାଭ୍‌ ବୁଧବାର ରୁଷୀୟ ସୈନ୍ୟଙ୍କ ନିୟନ୍ତ୍ରଣରେ ଥିବା ନିଜ ଭୂଖଣ୍ଡକୁ ପୁନଃ ଦଖଲ କରିବେ ବୋଲି ଶପଥ ନେଇଛନ୍ତି। ସୋସିଆଲ ମିଡିଆରେ ସେ କହିଛନ୍ତି, ଆମ ଦେଶର ପ୍ରତି ସେଣ୍ଟିମିଟର ଓ ପ୍ରତ୍ୟେକ…

ସାପକାମୁଡ଼ା ମୃତ୍ୟୁସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର, ୭ା୯(ଅସମାପିକା ସାହୁ)ଓସ୍‌ଡମା ଦ୍ୱାରା ପ୍ରସ୍ତୁତ ଷ୍ଟେଟ୍‌ ଡିଜାଷ୍ଟର ମ୍ୟାନେଜମେଣ୍ଟ ପ୍ଲାନ୍‌-୨୦୨୩ରେ ପ୍ରକାଶିତ ପୁସ୍ତକର ୨୨ ନମ୍ବର ପୃଷ୍ଠାରେ ୨୦୧୫-୧୬ ରୁ ୨୦୨୧-୨୨ ଅର୍ଥାତ୍‌ ୭ବର୍ଷରେ ୫,୩୩୩ ଜଣଙ୍କ ମୃତ୍ୟୁ ରେକର୍ଡ ହୋଇଛି। କିନ୍ତୁ ସେହି ବହିର ୩୫ ନମ୍ବର ପୃଷ୍ଠାରେ…

ନେପ୍‌ଚ୍ୟୁନ୍‌ ପଛରେ ଥାଇପାରେ ପୃଥିବୀ ଭଳି ଗ୍ରହ

ଟୋକିଓ, ୭ା୯ (ଆଇଏଏନ୍‌ଏସ୍‌): ବ୍ରହ୍ମାଣ୍ଡରେ ପୃଥିବୀ ଭଳି ଜୀବନସତ୍ତା ଥିବା ଅନ୍ୟ ଗ୍ରହ ସମ୍ପର୍କରେ ମହାକାଶ ବିଜ୍ଞାନୀମାନେ ନିରନ୍ତା ସନ୍ଧାନ ଚଳାଇଛନ୍ତି। ଏଭଳି ସ୍ଥଳେ ଆମ ସୌରମଣ୍ଡଳର ନେପ୍‌ଚ୍ୟୁନ୍‌ (ବରୁଣ ଗ୍ରହ) ପଛରେ ପୃଥିବୀ ଭଳି ଗ୍ରହ ‘ପ୍ଲାନେଟ୍‌ ନାଇନ୍‌’ ରହିଥାଇପାରେ…

‘ଭାରତ’ର ନୂଆ ଅର୍ଥ ବୁଝାଇଲେ ଥରୁର

ନୂଆଦିଲ୍ଲୀ,୭ା୯: ଦେଶର ନାମକୁ ନେଇ ରାଜନୈତିକ ବିବାଦ ମୁଣ୍ଡ ଟେକିଥିବାବେଳେ କଂଗ୍ରେସ ନେତା ଶଶୀ ଥରୁର ‘ଭାରତ’ର ନୂଆ ଫୁଲ୍‌ ଫର୍ମ ବାହାର କରିଛନ୍ତି। ଜି୨୦ ସମ୍ମିଳନୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ବିଦେଶୀ ନେତାମାନଙ୍କୁ ପଠାଯାଇଥିବା ନୈଶଭୋଜି ନିମନ୍ତ୍ରଣପତ୍ରରେ ‘ପ୍ରେସିଡେଣ୍ଟ…

ସୁରକ୍ଷାକର୍ମୀଙ୍କ ସହ ଧସ୍ତାଧସ୍ତି, ୨୫ ଆହତ

ଇମ୍ଫାଲ,୭।୯: ମଣିପୁରର ବିଷ୍ଣୁପୁର ଜିଲା ଫୌଗାକଚୋ ଅଞ୍ଚଳରେ ବୁଧବାର ବିକ୍ଷୋଭକାରୀମାନେ ସୁରକ୍ଷା ବ୍ୟାରିକେଡ୍‌ ହଟାଇବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ ସୁରକ୍ଷା କର୍ମୀ ଓ ବିକ୍ଷୋଭକାରୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସୁରକ୍ଷାକର୍ମୀଙ୍କ ଲୁହବୁହା ଗ୍ୟାସ ପ୍ରୟୋଗ ଫଳରେ ୨୫ ଜଣ ଆହତ…

ଆଜି ଆସୁଛନ୍ତି ବାଇଡେନ୍‌

ଓ୍ବାଶିଂଟନ୍‌,୭ା୯: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଜି୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଗୁରୁବାର ନୂଆଦିଲ୍ଲୀରେ ପହଞ୍ଚତ୍ବେ। ଫାଷ୍ଟ ଲେଡି ଜିଲ୍‌ ବାଇଡେନ୍‌ ମଧ୍ୟ ଭାରତ ଗସ୍ତ କରିବାର ଥିଲା। କିନ୍ତୁ ସେ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ ଆସିପାରିବେ ନାହିଁ ବୋଲି…

ଜି୨୦: ମନ୍ତ୍ରୀଙ୍କୁ ମୋଦି ମନ୍ତ୍ର

ନୂଆଦିଲ୍ଲୀ,୭ା୯: ଭୂରାଜନୀତି କେବଳ ଆମେରିକା ଓ ଚାଇନାରେ କେନ୍ଦ୍ରୀଭୂତ ହୋଇ ରହିନାହିଁ। ଏବେ ଭାରତର ସମୟ ଉପନୀତ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଆସନ୍ତା ୯ ଓ ୧୦ରେ ହେବାକୁ ଥିବା ଜି୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ବୈଶ୍ୱିକ ବିକାଶ’ ଉଦ୍ୟମକୁ…

ବଜ୍ରପାତକୁ ପ୍ରାକୃତିକ ବିପତ୍ତି ଘୋଷଣା କରିବାକୁ କେନ୍ଦ୍ର ନିକଟରେ ଦାବି ଜଣାଇଲେ ରାଜ୍ୟ ସରକାର

ଭୁବନେଶ୍ୱର,୬ା୯(ଅନିଲ ଦାସ): ରାଜ୍ୟରେ ବଜ୍ରପାତଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବଜ୍ରପାତକୁ ପ୍ରାକୃତିକ ବିପତ୍ତି ଘୋଷଣା କରିବାକୁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି କରିଛନ୍ତି। ଏ ନେଇ ରାଜ୍ୟ ସରକାର ଏକ ପ୍ରସ୍ତାବ ଦେଇଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା…

ସୁଧୁରୁନି ରୁଷିଆ! ୟୁକ୍ରେନ୍‌ର ସହର ଉପରେ ରକେଟ ଦ୍ୱାରା ଆକ୍ରମଣ, ୧୬ ମୃତ

କିଭ୍‌,୬।୯: ସୁଧୁରୁନି ରୁଷିଆ। ୟୁକ୍ରେନ୍‌ ଉପରେ ଲଗାତାର ଭାବେ ଆକ୍ରମଣ କରିଚାଲିଛି ଏହି ଦେଶ। ବୁଧବାର ୟୁକ୍ରେନ୍‌ର ଏକ ସହର ଉପରେ ରକେଟ୍‌ ଦ୍ୱାରା ରୁଷିଆ ଆକ୍ରମଣ କରିଛି। ଏଥିରେ ଅତି କମ୍‌ରେ ୧୬ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮…

ଫିଲ୍ମ ଷ୍ଟାଇଲ୍‌ରେ କରିଥିଲେ ଅପହରଣ, ଧରାପଡ଼ିଲେ ୧୦ ଅଭିଯୁକ୍ତ

କୋଟଗଡ଼,୬ା୯(ସରୋଜ ବଳିୟାରସିଂ): ଫିଲ୍ମ ଷ୍ଟାଇଲ୍‌ରେ ଆସି ଦୁଇ ଜଣଙ୍କୁ ଅପହରଣ କରିନେଇଥିଲେ। ଏହି ଅଭିଯୋଗରେ ୧୦ ଅପହରଣକାରୀଙ୍କୁ ବୁଧବାର ଗିରଫ କରିଛି ବାଲିଗୁଡ଼ା ପୋଲିସ। ଏଥିସହିତ ଅପହରଣରେ ବ୍ୟବହୃତ ଗୋଟିଏ ବୋଲେରୋ ଓ ଗୋଟିଏ ଇନୋଭା କାର୍‌କୁ ମଧ୍ୟ ଜବତ କରିଥିବା…

ବିବାହକୁ ନେଇ ଚର୍ଚ୍ଚା ମଧ୍ୟରେ ପରିଣୀତି-ରାଘବଙ୍କ ବିବାହ କାର୍ଡ ଭାଇରାଲ !

ବମ୍ବେ: ସରିଥିଲା ନିର୍ବନ୍ଧ, ଏବେ ପଡ଼ିବ ହାତଗଣ୍ଠି। ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢ୍ଢାଙ୍କ ବିବାହ ଚଳିତ ମାସ ୨୪ ତାରିଖରେ ହେବ ବୋଲି ଚର୍ଚ୍ଚା ହେଉଥିଲା। ଏବେ ଦୁହିଁଙ୍କ ବିବାହ କାର୍ଡ ଭାଇରାଲ ହେବା ପରେ ଏହା…

ଗ୍ରୀନ୍‌ କାର୍ଡ ପାଇବା ପୂର୍ବରୁ ୪ ଲକ୍ଷ ଭାରତୀୟଙ୍କ ହୋଇସାରିଥିବ ମୃତ୍ୟୁ

ଓ୍ବାଶିଂଟନ,୬ା୯: ଆମେରିକାରେ ଗ୍ରୀନ୍‌ କାର୍ଡକୁ ଅପେକ୍ଷା କରିଥିବା ଭାରତୀୟଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ୧୦.୫ ଲକ୍ଷରୁ ଅଧିକ ଭାରତୀୟ ଆମେରିକାରେ ରୋଜଗାର ଭିତ୍ତିକ ଗ୍ରୀନ୍‌ କାର୍ଡ ବା ସବୁଜ କାର୍ଡକୁ ଅପେକ୍ଷା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?