ଦୁନିଆର ସବୁଠୁ ଛୋଟ ଗାଈ, ଉଚ୍ଚତା ଜାଣିଲେ…
ଗିନିଜ ବୁକ୍ରେ ଏପରି ଅନେକ ରେକର୍ଡ ଅଛି, ଯାହାକୁ ବର୍ଷ ବର୍ଷ ଧରି କେହି ପ୍ରତିଦ୍ୱନ୍ଦ୍ୱିତା କରିବାରେ ସକ୍ଷମ ହୋଇପାରି ନ ଥାନ୍ତି। ସେ ମଣିଷ ହୁଅନ୍ତୁ କି ପ୍ରାଣୀ। ଗିନିଜ୍ ବୁକ୍ରେ କିଏ ସବୁଠୁ ବଡ଼ ଭାବେ ରେକର୍ଡ କରିଛନ୍ତି…
ଦୁନିଆର ସବୁଠାରୁ ପୁରୁଣା ଗ୍ୟାସିୟରକୁ ଆବିଷ୍କାର କଲେ ବୈଜ୍ଞାନିକ
ଜୋହାନ୍ସବର୍ଗ,୧୩।୭:ବୈଜ୍ଞାନିକମାନେ ଦକ୍ଷିଣ ଆଫ୍ରିକାରୁ ଦୁନିଆର ସର୍ବ ପୁରାତନ ଗ୍ଲାସିୟର ଅଂଶକୁ ଆବିଷ୍କାର କରିଛନ୍ତି। ଏହି ଗ୍ଲାସିୟର ୨୯୦କୋଟି ବର୍ଷ ପୁରୁଣା ଏବଂ ଏହାକୁ ସୁନା ଭଣ୍ଡାରର ଚଟାଣ ତଳୁ ଆବିଷ୍କୃତ କରାଯାଇଛି। ଅନୁସନ୍ଧାନରୁ ଜଣାପଡିଛି ଯେ, ଅତୀତରେ ଏହି ମାଳଦ୍ୱୀପରେ ବରଫ…
ଜ୍ୟୋତି ମୌର୍ଯ୍ୟଙ୍କ ସହ ପ୍ରେମ ସମ୍ପର୍କ ମାମଲା: ମନୀଷ ଦୁବେ ଚାକିରିରୁ ନିଲମ୍ବିତ
ଲକ୍ଷ୍ନୌ,୧୩।୭: ଉତ୍ତରପ୍ରଦେଶର ମହିଳା ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟଙ୍କ ସହ ପ୍ରେମ ସମ୍ପର୍କ ଏବଂ ତାଙ୍କ ସ୍ବାମୀଙ୍କୁ ଧମକ ଦେବା ମାମଲାରେ ମହୋବା ଜିଲା ହୋମ ଗାର୍ଡ କମାଣ୍ଡାଣ୍ଟ ମନୀଷ ଦୁବେ ଶେଷରେ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ଅନୁସନ୍ଧାନ ରିପୋର୍ଟ ପରେ…
ମନକଥା ଖୋଲି କହିଲେ ହିମାଂଶୁ
ଧର୍ମଶାଳା,୧୩।୭(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ତଥା ସମାଜସେବୀ ହିମାଂଶୁ ଶେଖର ସାହୁ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ମନକଥା ଖୋଲି କହିଛନ୍ତି। ଗତ ଦୁଇ ଦିନ ପୁର୍ବରୁ ଭାଜପା ରାଜ୍ୟ ସଭାପତିଙ୍କୁ…
ମୋଦିଙ୍କ ଫ୍ରାନ୍ସ ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଯିବା ପୂର୍ବରୁ ନିଜେ କହିଲେ
ନୂଆଦିଲ୍ଲୀ,୧୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ୩ ଦିନିଆ ବିଦେଶ ଗସ୍ତରେ ବାହାରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ୨ ଦିନ ଫ୍ରାନ୍ସ ଓ ଗୋଟିଏ ଦିନ ସଂଯୁକ୍ତ ଅରବ ଏମିରେଟ୍ସ ଗସ୍ତ କରିବେ। ଫ୍ୟାନ୍ସ ବାହାରିବା ପୂର୍ବରୁ ମୋଦି ଏକ ବୟାନ…
ଲୋକାଳ ଟ୍ରେନ୍ରେ ମୁଥ ମରାମରି ହେଲେ ମହିଳା ଯାତ୍ରୀ: ଭିଡ଼ିଓ ଭାଇରାଲ…
କୋଲକାତା,୧୩।୭ : ସମ୍ପ୍ରତି ସୋସିଆଲ ମିଡିଆରେ ଝଗଡା ଭିଡିଓ ଦେଖିବାକୁ ମିଳୁଛି। କିଛି ଦିନ ପୂର୍ବରୁ ବିମାନରେ ଲଢ଼ିବା ଏକ ଟ୍ରେଣ୍ଡରେ ପରିଣତ ହୋଇଥିବାବେଳେ ବର୍ତ୍ତମାନ ଟ୍ରେନରେ ଝଗଡା କରିବାର ଘଟଣା ସାମ୍ନାକୁ ଆସିଛି। କୋଲକାତାର ଏକ ଲୋକାଲ ଟ୍ରେନରେ ମହିଳାମାନେ…
ଲେଖକ ମିଲେନ କୁନ୍ଦେରାଙ୍କ ୯୪ବର୍ଷରେ ଦେହାନ୍ତ
ପ୍ୟାରିସ,୧୩।୭:କମ୍ୟୁନିଷ୍ଟ ବିରୋଧରେ ଲେଖି ନିଜ ଦେଶଚେକୋସ୍ଲୋଭାକିଆରୁ ବତାଡିତ ହୋଇଥିଲେ ଲେଖକ ମିଲେନ କୁନ୍ଦେରା। ବୁଧବାର ପ୍ୟାରିସରେ ତାଙ୍କର ମୃତ୍ୟୁ ହୋଇଛି। ସର୍ବାଧିକାରୀବାଦୀ ଶାସନରେ ମିଲେନ ନିର୍ବାସିତ ବ୍ୟଙ୍ଗକାର ଭାବରେ ମାନ୍ୟତା ପାଇଲେ। ତାଙ୍କର ଉପନ୍ୟାସ ‘ଦି ଅନବିଏରେଏବୁଲ ଲାଇଟନେସ ଅଫ୍ ବିଙ୍ଗ୍’…
ଅଜିତଙ୍କୁ ମିଳିପାରେ ଅର୍ଥ ମନ୍ତ୍ରଣାଳୟ
ମୁମ୍ବାଇ,୧୩।୭: ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ଅଜିତ ପାଓ୍ବାରଙ୍କ ସହ ତାଙ୍କର ୮ ବିଧାୟକଙ୍କୁ ମନ୍ତ୍ରିପଦର ଶପଥ ଦିଆସରିଛି। ହେଲେ ଏବେ ପର୍ଯ୍ୟନ୍ତ ଏମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇପାରି ନାହିଁ। ଏହାକୁ ନେଇ କିଛିଦିନ ହେବ ମନ୍ଥନ ଜାରି ରହିଛି। ଏବେ ବିଶେଷ…
ଦ୍ୱିତୀୟ ବିବାହ କରିବେ କି ଐଶ୍ୱର୍ଯ୍ୟା
ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ଖୁବ୍ଶୀଘ୍ର ଦ୍ୱିତୀୟ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ନିକଟରେ ତାଙ୍କୁ ଜଣେ ହିରୋଙ୍କ ସହ ଏକ ରିସୋର୍ଟରେ ଦେଖାଯାଇଥିଲା। ଏହାପରେ ସେ ଦ୍ୱିତୀୟ ବିବାହ କରିବେ ବୋଲି କୁହାଯାଉଛି। କିନ୍ତୁ ତାଙ୍କ ନିକଟତମ ବନ୍ଧୁ…
ଅନ୍ତର୍ଜାତୀୟ କ୍ରିକେଟରେ ସ୍ବତନ୍ତ୍ର ଉପଲବ୍ଧି ହାସଲ କଲେ ଅଶ୍ୱିନ
ଡୋମିନିକା,୧୩।୭: ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ରେ ରବିଚନ୍ଦ୍ରନ ଅଶ୍ୱିନ ଏକ ସ୍ବତନ୍ତ୍ର ଉପଲବ୍ଧି ହାସଲ କରିଛନ୍ତି। ଅଶ୍ୱିନ ଅଲଜାରୀ ଜୋସେଫଙ୍କୁ ଆଉଟ୍ କରି ଅନ୍ତର୍ଜାତୀୟ କ୍ୟାରିୟରର ୭୦୦ ଉଇକେଟ ପୂରଣ କରିଛନ୍ତି। ଏହି ମ୍ୟାଚ୍…
ଚନ୍ଦ୍ରାୟନ-୩ ମିଶନର ସଫଳତା ପାଇଁ ପୂଜାପାଠ କଲେ ବୈଜ୍ଞାନିକ…
ଶ୍ରୀହରିକୋଟା,୧୩।୭ : ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଇସ୍ରୋ) ଖୁବ ଶୀଘ୍ର ଚନ୍ଦ୍ରାୟଣ -୩ ଲଞ୍ଚ କରିବାକୁ ଯାଉଛି। ଏହାର ସଫଳତା ପାଇଁ ପ୍ରାର୍ଥନା କରିବାକୁ ଇସ୍ରୋ ବୈଜ୍ଞାନିକମାନଙ୍କର ଏକ ଟିମ ତିରୁପତି ଭେଙ୍କଟାଚାଲାପତି ମନ୍ଦିରରେ ଚନ୍ଦ୍ରୟାନ -୩ ର ଏକ…
ଚେନ୍ନାଇରେ ଅଟକ ଅଛନ୍ତି ୬ ଦାଦନ ଶ୍ରମିକ
କର୍ଲାମୁଣ୍ଡା,୧୩ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ଭୁଏରମୁଣ୍ଡା ଗ୍ରାମର ୬ଜଣ ଯୁବକ ଅର୍ଥ ରୋଜଗାର ଆଶାରେ ଦାଦନ ଶ୍ରମିକ ଭାବେ ଚେନ୍ନାଇ ସହରର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ତେବେ କମ୍ପାନୀ…
Archives


